କରୋନାର ଦ୍ୱିତୀୟ ତରଙ୍ଗ ଯୋଗୁଁ ଅନେକ ସମସ୍ୟା ଦେଖାଦେଉଛି। ଯେପରିକି- ଶ୍ୱାସକ୍ରିୟାରେ ବାଧା, ଅମ୍ଳଜାନର ଅଭାବ, ଜ୍ୱର, ଶରୀର, ମାଂସପେଶୀ ଯନ୍ତ୍ରଣା, ଶୁଖିଲା କାଶ, ମୁଣ୍ଡବିନ୍ଧା ଇତ୍ୟାଦି। ଅନେକ ରୋଗୀଙ୍କ ମଧ୍ୟରେ କରୋନା ଆଣ୍ଟିଜେନ୍ ଏବଂ RTPCR ରିପୋର୍ଟ ନେଗେଟିଭ୍ ହେବା…
ସାରା ଦେଶରେ କରୋନା ସଂକ୍ରମଣ ଯେଉଁଭଳି ଭାବରେ ବୃଦ୍ଧି ପାଉଛି ଏହାକୁ ରୋକିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ଏସବୁ ପରେ ମଧ୍ୟ ସଂକ୍ରମଣରେ ବ୍ରେକ ଲାଗିପାରୁନି। ସବୁବେଳେ ମାସ୍କ ଓ ସାନିଟାଇଜ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଉଛି।…
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଜ ନାଗରିକଙ୍କୁ ଭାରତ ସମେତ ୭ଟି ଦେଶ ବୁଲିବା ଉପରେ କଟକଣା ଜାରି କରିଛି ଇସ୍ରାଏଲ । ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ସେଥିରେ…
ମୁମ୍ବାଇ: ଦେଶରେ କୋଭିଡ-୧୯ କାରଣରୁ ପରିସ୍ଥିତି ଏତେ ଅନିୟନ୍ତ୍ରିତ ହୋଇଯାଇଛି ଯେ ବର୍ତ୍ତମାନ ସମସ୍ତେ ନିଜ ନିଜ ଉପାୟରେ କିଛି ନା କିଛି ସହଯୋଗର ହାତ ବଢେବାକୁ ଚାହୁଁଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କରୋନା ବିରୋଧରେ ଯୁଦ୍ଧରେ ମଧ୍ୟ ଲୋକେ…
ପୁଣି ଥରେ ବିଜୟର ସ୍ୱାଦ ଚାଖିଲେ ମମତା ବାନାର୍ଜୀ। ବିଜେପିର ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ ହରାଇ ବିଜୟର ଟିକା ପିନ୍ଧିଲେ ଦିଦି। ନନ୍ଦୀଗ୍ରାମରୁ ଜିତିଲେ ମମତା ବାନାର୍ଜୀ। ୧୨୦୦ ଭୋଟରେ ଜିତିଲେ ଦିଦି।
ମେ ୩ ଓ ୪ରେ ଦିନ ୨ଟା ପରେ ବନ୍ଦ ହେବନି ଦୋକାନ। ବ୍ୟବସାୟୀ ସଂଘର ପୂର୍ବ ନିଷ୍ପତ୍ତି ପ୍ରତ୍ୟାହୃତ କରାଯାଇଛି । ଏହି ୨ ଦିନ ନାଇଟ୍ କର୍ଫ୍ୟୁ ଜାରି ହେବା ଯାଏ ଖୋଲା ରହିବ ଦୋକାନ । ରାଜ୍ୟରେ ୧୪ ଦିନିଆ ଲକ୍ଡାଉନ ଘୋଷଣାକୁ ଦୃଷ୍ଟିରେ ରଖି ସଂଘର ନିଷ୍ପତ୍ତି ବଦଳାଇଥିବା ସୂଚନା ମିଳିଛି
ମୁମ୍ବାଇ: କରୋନା ଭାଇରସ୍ ର ଏହି ଦ୍ୱିତୀୟ ଲହର ସବୁ କ୍ଷେତ୍ରରେ ପ୍ରଭାବ ପକେଇଥିବା ବେଳେ ଚଳଚ୍ଚିତ୍ର ଦୁନିଆ ମଧ୍ୟ ଏଥିରୁ ମୁକୁଳିନି। ଚଳଚ୍ଚିତ୍ର ସୁଟିଂ ଉପରେ ମଧ୍ୟ ଏହା ବହୁତ ପ୍ରଭାବ ପକାଇଛି। କେତେବେଳେ ରାଜ୍ୟଗୁଡ଼ିକରେ ତାଲାବନ୍ଦ କାରଣ ଯୋଗୁଁ…
ଚିନ୍ତା ବଢାଉଛି କରୋନା। ସ୍ଥିତି ଏମିତି ହେଲାଣି ଲୋକମାନେ ଘରୁ ବାହାରକୁ ଆସିବାକୁ ଡ଼ରୁଛନ୍ତି। ତେବେ କରୋନା ସଂକ୍ରମଣକୁ ରୋକିବାକୁ ଅନେକ ରାଜ୍ୟ ଲକଡାଉନ୍ ଓ ସଟଡାଉନ୍ କଲେଣି। ଅନେକ କମ୍ପାନୀ ମଧ୍ୟ ନିଜର କର୍ମଚାରୀଙ୍କ ସଂଖ୍ୟା କମାଇ ଦେଇଥିବା ଖବର ସାମ୍ନାକୁ ଆସିଲାଣି
ବିଜୟ ରାଲି କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଆଜି ଗଣତି ଚାଲିଥିବା ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ବିଜୟ ଉତ୍ସବ କୌଣସି ଦଳ ପାଳନ କରିବେ ନାହିଁ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।
ମୁମ୍ବାଇ: ଆଜିକାଲି ଇଲିଆନା ଡି’କ୍ରୁଜ୍ ତାଙ୍କ ହୃଦୟ କଥା ଖୋଲାଖୋଲି ଭାବରେ କହୁଥିବା ଦେଖାଯାଏ। ନିକଟରେ ସେ କହିଥିଲେ ଯେ ସେ କିପରି ପିଲାଦିନରୁ ଶରୀର ଲଜ୍ଜାଜନକ ଶିକାର ହେଉଥିଲେ। ଏହାଛଡା ବର୍ତ୍ତମାନ ଏକ ସାକ୍ଷାତକାରରେ ଇଲିଆନା କହିଛନ୍ତି ଯେ ସେ…
କୋଭିଡ୍ ଡ୍ୟୁଟିରେ ସାମିଲ୍ ହେବେ MBBS ଶେଷ ବର୍ଷ ଛାତ୍ରଛାତ୍ରୀ। ନର୍ସିଂ ଛାତ୍ରଛାତ୍ରୀଙ୍କୁ ମଧ୍ୟ କୋଭିଡ୍ ଡ୍ୟୁଟିରେ ସାମିଲ କରାଯିବ ବୋଲି ସୂଚନା ମିଳିଛି। ନିୟୋଜିତ ଛାତ୍ରଛାତ୍ରୀଙ୍କୁ ସରକାରୀ ନିଯୁକ୍ତିରେ ଅଗ୍ରାଧିକାର ସହ ମିଳିବ ପ୍ରୋତ୍ସାହନ ରାଶି।
ନୂଆଦିଲ୍ଲୀ: ଦକ୍ଷିଣ ଭାରତରେ ଚମକ ଦେଖାଇପାରିଲା ନାହିଁ ଭାରତୀୟ ଜନତା ପାର୍ଟି। ତାମିଲନାଡୁ, କେରଳରେ ଦଳର ପ୍ରଦର୍ଶନ ଅତି ନୈରାଶ୍ୟଜନକ ରହିଛି। ତାମିଲନାଡୁରେ ଶାସକ ଏଆଇଏଡିଏମକେକୁ ପଛରେ ପକାଇ ସଂଖ୍ୟା ଗରିଷ୍ଠତା ହାସଲ କରୁଛି ଏମକେ ଷ୍ଟାଲିନଙ୍କ ପାର୍ଟି ଡିଏମକେ। ୨୩୪…
ଭୁବନେଶ୍ୱର: ଆସନ୍ତାକାଲିଠାରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଭୁବନେଶ୍ୱରେ ଆରମ୍ଭ ହେବ ଟିକାକରଣ। ଭାରତ ବାୟୋଟେକ୍ସରୁ ଦେଢ଼ ଲକ୍ଷ ଡୋଜ୍ କୋଭାକ୍ସିନ୍ ଟିକା ପାଇବା ପରେ ଟିକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତକାଲିିଠୁ ସ୍ଲଟ୍ ଆବଣ୍ଟନ ଆରମ୍ଭ ହୋଇଛି।…
କୋଲକାତା : ଆମକୁ ଯେତେ ମାଠିବୁ ମାଠ୍, ଆମେ ସେଇ ଦରପୋଡା କାଠ୍ । ପୁଣି ଥରେ ଏହି ଉକ୍ତିକୁ ସତ୍ୟ ପ୍ରମାଣିତ କରିଛନ୍ତି କିଛି ଅମାନିଆ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଉଂଲ୍ଲଘନ । ସାରା ଦେଶରେ ମୃତ୍ୟୁର…
ନୂଆଦିଲ୍ଲୀ: ଆସିବ ଫୈସଲା। ଜନତା ଜନାର୍ଦ୍ଦନା ବାଛିଛନ୍ତି ନିଜ ପସନ୍ଦର ନେତା। କିଏ ଗାଦି ବଜାୟ ରଖିବ ? ତ ପୁଣି କିଏ କ୍ଷମତାଚ୍ୟୁତ ହେବ। ଏକଜିଟ୍ ପୋଲ୍ ସତ ହେବ ନା ବିହାର ଭଳି ପରିସ୍ଥିତି ଦେଖିବାକୁ ମିଳିବ। କରୋନା…
ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସଂକ୍ରମଣରେ ବ୍ରେକ ଲଗାଇବା ଲାଗି ରାଜ୍ୟ ସରକାର ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍ଡାଉନ୍ ଘୋଷଣା କରିଛନ୍ତି। ମେ ୫’ ବୁଧବାର ସକାଳୁ ୧୯ ତାରିଖ ସକାଳ…
ନୂଆଦିଲ୍ଲୀ: କରୋନାର ମୁକାବିଲା ଲାଗି ପ୍ରୟାସ ଜାରି ରଖିଛି ଜୀବନ ରକ୍ଷାକାରୀ ଇଂଜେକସନ ରେମଡେସିଭିର। ଅଭାବ ଦୂର କରିବା ଲାଗି ବେଲଜିୟମରୁ ୯ ହଜାର ଭାଏଲ ଆସି ନୂଆଦିଲ୍ଲୀରେ ପହଞ୍ଚିଛି। ଭୋରରୁ ସ୍ୱତନ୍ତ୍ର ବିମାନରେ ରେମଡେସିଭିର୍ ଇଂଜେକସନ ଆସି ନୂଆଦିଲ୍ଲୀ ବିମାନବନ୍ଦରରେ…
ଭୁବନେଶ୍ୱର : ସାମ୍ବାଦିକଙ୍କୁ ମିଳିଲା ସମ୍ମୁଖ ଯୋଦ୍ଧା ମାନ୍ୟତା । ସାମ୍ବାଦିକଙ୍କୁ ମହାମାରୀର ସମ୍ମୁଖ ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ଲକଡାଉନ ଘୋଷଣା ହୋଇଥିବା କୋଭିଡ ଯୁଦ୍ଧରେ ନିୟୋଜିତ…
ଭୁବନେଶ୍ୱର: କରୋନାର ଦୃତ ସଂକ୍ରମଣରେ ରୋକ ଲଗାଇବାକୁ ରାଜ୍ୟରେ ଲକଡାଉନ ଘୋଷଣା ହୋଇଥିବା ବେଳେ ଏହି ସମୟରେ ଟିକା ଓ ଟେଷ୍ଟିଂକୁ ଅନୁମତି ପ୍ରଦାନ କରାଯାଇଛି । ମେ ୫ରୁ ୧୯ ତାରିଖ ମଧ୍ୟରେ ଟିକା ପାଇଁ ଅନୁମତିପ୍ରାପ୍ତ ବ୍ୟକ୍ତି ଟିକା…
କୋଲକାତା: ଆଜି ୪ ରାଜ୍ୟ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ତେବେ ଫୋକସରେ ରହିଛି ପଶ୍ଚିମବଙ୍ଗର ଫଳାଫଳ । କାରଣ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଠାରେ ଗାଦି…
ଦିସପୁର : କରୋନା ସଙ୍କଟ ମଧ୍ୟରେ ଆଜି ଘୋଷଣା ହେବ ଆସାମ ନିର୍ବାଚନ ଫଳାଫଳ । ପାଞ୍ଚ ବର୍ଷ ଧରି ସତ୍ତାରେ ଥିବା ଭାରତୀୟ ଜନତା ପାର୍ଟି ନିଜର ତାଜ ବଞ୍ଚାଇବା ପାଇଁ ଲଢ଼େଇ ଜାରି ରଖିଥିବା ବେଳେ ଶାସନ ଗାଦି…
ଭୁବନେଶ୍ୱର: ରାଜ୍ୟରେ ଲକଡାଉନ ଘୋଷଣା କଲେ ସରକାର। ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା। ମେ ୫’ ବୁଧବାର ସକାଳୁ ୧୯ ତାରିଖ ସକାଳ ଯାଏ ଏହି ଲକଡାଉନ୍ ବଳବତ୍ତର ରହିବ। ତେବେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ…
ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୩ ଲକ୍ଷ ୯୨ ହଜାର ୪୮୮ ଜଣ ନୂଆ ସଂକ୍ରମିତ ଚିହ୍ନଟ। ଏହାକୁ ମିଶାଇ ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୫ ଲକ୍ଷ ୫୭ ହଜାର…
ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ୧୪ ଜଣ ଅଦୃଶ୍ୟ ଭାଇରସରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ରାୟଗଡ଼ା…
ମୁମ୍ବାଇ : ସୁନା ଝିଅ ଶ୍ରଦ୍ଧା । ବାପାଙ୍କ ବ୍ୟବସାୟକୁ ବଢ଼ାଇବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ମହାରାଷ୍ଟ୍ରର ଝିଅ । ଦିନ ରାତି କଠିନ ପରିଶ୍ରମ କରି ପାଠପଢ଼ା ସହ ଘରର ଅଚଳାବସ୍ଥା ଦୂର କରିବାରେ ଆଜି…