• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

puri
ପୁରୀ ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କଲେ କନୱର ବିଶାଲ ସିଂ

ପୁରୀ: ପୁରୀ ଜିଲ୍ଲାର ନୂଆ ଏସ୍‌ପି ଭାବେ ଆଜି ଦାୟିତ୍ୱ ନେଇଛନ୍ତି କନୱର ବିଶାଲ ସିଂ।  ଜିଲ୍ଲାର ବହୁ ବରିଷ୍ଠ ପୋଲିସ ପଦାଧତ୍କାରୀଙ୍କ ଉପସ୍ଥିତିରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୁରୀକୁ କିଭଳି ଅପରାଧ ମୁକ୍ତ କରାଯିବ ଏବଂ ଜନସାଧାରଣ କିଭଳି ସୁରକ୍ଷିତ ମନେ କରିବେ, ତା ଉପରେ ଗୁରୁତ୍ୱ ଦେବା ପ୍ରାଥମିକତା ବୋଲି ଦାୟିତ୍ୱ ନେବା ପରେ ସୂଚନା ଦେଇଛନ୍ତି କେ.ଭି. ସିଂହ।  ପୋଲିସ ହେପାଜତରେ କେ. ରମେଶ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ […]

  • Thursday, 01 July 2021
drowning
ଭଉଣୀକୁ ବଞ୍ଚାଇବାକୁ ଯାଇ ପାଣି ଭିତରକୁ ଚାଲିଗଲା ଭଉଣୀ

ମାଲକାନଗିରି: ଭଉଣୀକୁ ବଞ୍ଚାଇବାକୁ ଯାଇ ପାଣି ଭିତରକୁ ଚାଲିଗଲା ଭଉଣୀ, କେହି ଫେରିଲେନି।  ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ସଲିଳ ସମାଧି। ଏହି ଅଭାବନୀୟ ଘଟଣା ଘଟିଛି ମୋଟୁ ଥାନା ଅନ୍ତର୍ଗତ ମୁକାନପାଲି ଗାଁରେ। ସୂଚନା ଅନୁସାରେ, ୨ ଝିଅଙ୍କୁ ସାଙ୍ଗରେ ନେଇ ମା ବିଲକୁ ଧାନ କାଟିବାକୁ ଯାଇଥିଲେ। ବିଲ ପାଖ ପୋଖରୀରେ ଖେଳିବା ବେଳେ ସାନ ଭଉଣୀ ବୁଡ଼ି ଯାଇଥିଲା। ସାନ ଭଉଣୀକୁ ଉଦ୍ଧାର କରିବାକୁ ଯାଇ ବଡ଼ ଭଉଣୀ ମଧ୍ୟ ବୁଡ଼ିଗଲା। ୨ […]

  • Thursday, 01 July 2021
7
ପୁଅକୁ ନଦେଲେ ଆତ୍ମହତ୍ୟା କରିଦେବି

ନବରଙ୍ଗପୁର: ଅଲୋଡ଼ା ନବଜାତ। ଶିଶୁ ପୁତ୍ର ମୋହରେ ଜଣେ ଯଶୋଦା ମାଆ। ପୁଅକୁ ନଦେଲେ ଆତ୍ମହତ୍ୟା କରିଦେବି ବୋଲି ଚେତାବନୀ ଦେଇଛନ୍ତି ଜଣେ ମାଆ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର କୋଷାଗୁମୁଡା ବ୍ଲକ ରେଙ୍ଗାଗୁଡା ଗାଁରେ। ସୂଚନା ଅନୁଯାୟୀ, ଗତ ବୁଧବାର ରେଙ୍ଗାଗୁଡା ଗାଁର ସୁନାତାଇ ହରିଜନ ନିଜ ଘର ପାଖ ଜମିକୁ ଶୌଚ ପାଇଁ ଯାଇଥିଲେ। ହେଲେ ସେଠାରେ ପରିତ୍ୟକ୍ତ ସ୍ଥାନରେ ଏକ ନବଜାତ ଶିଶୁପୁତ୍ରକୁ ଦେଖି ଘରକୁ ନେଇ ଆସିଥିଲେ। ଗୋଟିଏ ଦିନ […]

  • Thursday, 01 July 2021
school
ସ୍କୁଲ ମିଶ୍ରଣ ନେଇ ବଦଳିଲା ନିଷ୍ପତ୍ତି

ଭୁବନେଶ୍ୱର: ସ୍କୁଲ ମିଶ୍ରଣ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବଦଳିଲା। ସିଡୁଲ ଏରିଆରେ ସ୍କୁଲ ମିଶ୍ରଣ ନିଷ୍ପତ୍ତି ବଦଳାଇଲେ ସରକାର। ୨୦ ନୁହେଁ ଏଣିକି ୧୫ରୁ କମ୍ ପିଲା ଥିବା ସ୍କୁଲର ମିଶ୍ରଣ ନିଷ୍ପତ୍ତି ହୋଇଥିବା ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସିଡୁଲ ଏରିଆରେ ଏଭଳି ପାଖାପାଖି ୩ ହଜାର ସ୍କୁଲ ଥାଇପାରେ। ରାଜ୍ୟରେ ୭୭୭୨ ସ୍କୁଲ୍‌କୁ ମିଶ୍ରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିମଧ୍ୟରୁ ୧୭୨୪ଟି ସ୍କୁଲ୍ ସିଡୁଲ ଓ ନନସିଡୁଲ ଏରିଆରେ […]

  • Thursday, 01 July 2021
enclosure
କାହିଁକି ଏନ୍‌କ୍ଲୋଜରରେ ବାଘୁଣୀ ସୁନ୍ଦରୀ ?

ଭୁବନେଶ୍ୱର: କାହିଁକି ଏନ୍‌କ୍ଲୋଜରରେ ବାଘୁଣୀ ସୁନ୍ଦରୀ ? ସାତକୋଶିଆରେ ବାଘ ବଂଶ ବିସ୍ତାର ପାଇଁ କରାଯାଇଥିବା ଯୋଜନା କାହିଁକି ଫେଲ୍ ମାରିଲା? ଦୀର୍ଘଦିନ ପରେ ବି ସୁନ୍ଦରୀ ବାବଦରେ କାହିଁକି ନିଆଯାଇ ପାରୁନାହିଁ କୌଣସି ନିଷ୍ପତ୍ତି? ବାଘୁଣୀ ସୁନ୍ଦରୀର ଏଭଳି ଅବସ୍ଥା ସମ୍ପର୍କରେ ମଧ୍ୟପ୍ରଦେଶ ହାଇକୋର୍ଟରେ ରେଡ୍ ଲିଙ୍କସ୍ କନଫେଡେରେସନ୍ ନାମକ ସଂସ୍ଥା ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି। ମାମଲାର ଶୁଣାଣି କରି ଏ ସମ୍ପର୍କିତ ରିପୋର୍ଟ ସହ ବାଘୁଣୀ ସୁନ୍ଦରୀର ବର୍ତ୍ତମାନର ସ୍ଥିତି […]

  • Thursday, 01 July 2021
pak-ji
ପାକିସ୍ତାନରୁ କେବେ ଫେରିବେ ବାପା ? ପରିଣତ ବୟସରେ ବି ଚାହିଁ ରହିଛି ପୁଅ

ଭଦ୍ରକ: ଦିନେ ବାପାଙ୍କ ଯିବା ବାଟକୁ ଅନେଇ ରହିଥିବା ଅବୋଧ ଶିଶୁ ବିଦ୍ୟାଧର ଏବେ ପରିଣତ ବୟସରେ ବି ସେମିତି ଅନେଇ ରହିଛନ୍ତି ତାଙ୍କ ଫେରିବା ବାଟକୁ। ଏଭିତରେ ବିତିଗଲାଣି ଦୀର୍ଘ ୫୫ ବର୍ଷ। ହେଲେ ନା ତାଙ୍କର ଆଉ ଦେଖା ମିଳିଛି, ନା ଖୋଜଖବର। ଭଦ୍ରକ ଜିଲ୍ଲା ଧାମନଗର କଲ୍ୟାଣୀ ବାସିନ୍ଦା ବିଦ୍ୟାଧରଙ୍କ ବାପା ଆନନ୍ଦ ପତ୍ରୀ ୩୧ ବେଙ୍ଗଲ ଡିଫେନ୍ସ ରେଜିମେଣ୍ଟ ଜି କଂପାନୀର ସିପାହୀ ଥିଲେ। ୧୯୬୨ ଭାରତ-ଚୀନ ଯୁଦ୍ଧ ପରେ ଘରକୁ […]

  • Thursday, 01 July 2021
EneVJSQVgAABCa9
ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ସାମୁଦ୍ରିକ ଝଡ଼, ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣପଶ୍ଚିମ ତଥା ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ୱେଲ‌ଡ୍‌ ମାର୍କଡ୍‌ ଲଘୁଚାପ କ୍ଷେତ୍ର ଅବପାତର ରୂପ ନେଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।  ୨୫ ତାରିଖ ମଧ୍ୟାହ୍ନରୁ ଅପରାହ୍ଣ ମଧ୍ୟରେ ପୁଡୁଚେରି ଓ ତାମିଲନାଡୁ ମଧ୍ୟ ଦେଇ ଏହା ଉପକୂଳ ଅତିକ୍ରମ କରିପାରେ। ତେବେ ଏହା ଓଡ଼ିଶା ମୁହାଁ ନହୋଇ […]

  • Thursday, 01 July 2021
governor-wife
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଧର୍ମପତ୍ନୀଙ୍କ ପରଲୋକ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଧର୍ମପତ୍ନୀ ସୁଶିଳା ଦେବୀଙ୍କ ପରଲୋକ ହୋଇଯାଇଛି। ସୁଶିଳା ଦେବୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ଧର୍ମପ୍ରାଣ, ପରୋପକାରୀ ମହିଳା ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏବଂ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ସୁଶିଳା ଦେବୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ଗତ […]

  • Thursday, 01 July 2021
ବାପା ନୁହେଁ ପିଶାଚ; ସୁରକ୍ଷା ଦେବା ବଦଳରେ ଝିଅକୁ ଜାଳି ଦେଲେ

ବଲାଙ୍ଗିର: ସବୁବେଳେ ସବୁ ବିପଦରେ ନିଜ ସନ୍ତାନର ରକ୍ଷାକବଚ ଭଳି ଛିଡ଼ା ହେଉଥିବା ବାପା ଦିନେ ପିଶାଚ ହୋଇଯିବେ, ତାହା କେହି କେବେ ଭାବି ନଥିବେ। ହେଲେ ଜଣେ ବ୍ୟକ୍ତି ନିଜ ଝିଅକୁ ଜାଳି ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଡେବ୍ରିପାଲି ଗାଁରୁ ଏଭଳି ଅଭିଯୋଗ ଆସିଛି। ନିଆଁରେ ପୋଡ଼ି ହୋଇ ନାବାଳିକା ଜଣକ ଗୁରତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନାଯୋଗ୍ୟ, ଘର ଭିତରୁ ସମ୍ପୃକ୍ତ […]

  • Thursday, 01 July 2021
coronavirus
୨୯ ଜିଲ୍ଲାରୁ ୬୬୮ କରୋନା ପଜିଟିଭ ଚିହ୍ନଟ, ନୂଆପଡ଼ାରୁ ସର୍ବାଧିକ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୯ ଜିଲ୍ଲାରୁ ୬୬୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୩୮୫ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍‌ ୨୮୩ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ନୂଆପଡ଼ାରୁ ସର୍ବାଧିକ ୬୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରେ ୫୬ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ ୫୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]

  • Thursday, 01 July 2021
ଆଜି ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୬୫୭  ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ କୁହାଯାଇଛି। ଭୁବନେଶ୍ୱର ଓ ସୁନ୍ଦରଗଡ଼ରୁ ସର୍ବାଧିକ ୪ଜଣ ଲେଖାଏ, ସମ୍ବଲପୁରରୁ ୩ଜଣ, ଝାରସୁଗୁଡ଼ା ଓ ବରଗଡ଼ରୁ ୨ଜଣ ଲେଖାଏ ଏବଂ ବଲାଙ୍ଗିର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୬୬୮ […]

  • Thursday, 01 July 2021
ଘର ଭିତରକୁ ମାଡ଼ିଗଲା ପିକ୍‌ଅପ୍ ଭ୍ୟାନ୍‌

ଉମରକୋଟ: ରାସ୍ତା କଡ଼ରେ ଥିବା ଏକ ଘର ଭିତରକୁ ପିକ୍‌ଅପ୍‌ ଭ୍ୟାନ୍‌ ମାଡ଼ି ଯିବାରୁ ୨ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଝରାବାହାଲ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଆଜି ସକାଳେ ଏମାନେ ଘର ବାରଣ୍ଡା ନିକଟରେ ନିଆଁ ପୋଉଁଥିବା ବେଳେ ପିକ୍‌ଅପ୍‌ ଭ୍ୟାନ୍‌ଟି ଘର ଭିତରକୁ ମାଡ଼ି ଆସିଥିଲା। ଏଥିରେ ୨ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। […]

  • Thursday, 01 July 2021
jp nadda
ଓଡ଼ିଶା ଆସିପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର: ଓଡ଼ିଶା ଆସିପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଜାନୁଆରୀ କିମ୍ବା ଫେବ୍ରୁଆରୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶା ଆସିପାରନ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସଂଗଠନ, ମିଶନ-୧୨୦, ଡବଲ ଇଞ୍ଜିନ ନେଇ ଆଲୋଚନା ହୋଇପାରେ। ଏହାସହ ରାଜ୍ୟରେ ବିଜେପିର ସ୍ଥିତି ସୁଦୃଢ ପାଇଁ ଆଲୋଚନା ସହ ବିଜେପିର ବରିଷ୍ଠ ପଦାଧିକାରୀଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସମୀକ୍ଷା କରିପାରନ୍ତି ବୋଲି ସୂଚନା ମିଳିଛି।

  • Thursday, 01 July 2021
naxal
ଏନକାଉଣ୍ଟର; ୩ ନକ୍ସଲଙ୍କ ମୁଣ୍ଡ ଗଡ଼ିଲା

ମାଲକାନଗିରି: ଛତିଶଗଡ଼ରେ ଯବାନଙ୍କୁ ମିଳିଛି ଏକ ବଡ ସଫଳତା। ଯବାନଙ୍କ ଏନକାଉଣ୍ଟରରେ ୩ଜଣ ନକ୍ସଲ ନିହତ ହୋଇଛନ୍ତି। କାଙ୍କେର ଜିଲ୍ଲା ରାଓଘାଟ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିବା ସୂଚନା ରହିଛି । ମୃତ ୩ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନ ମିଳିଛି। ନକ୍ସଲଙ୍କ ଗୁଳି ମାଡ଼ରେ ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଛତିଶଗଡ଼ ବସ୍ତର ଜିଲ୍ଲା ପୋଲିସ ଆଇଜି ପି. ସୁନ୍ଦରରାଜ ଏହି […]

  • Thursday, 01 July 2021
lakayukta
PPE କିଟ୍, ମାସ୍କ କିଣା ଦୁର୍ନୀତିର ସଂପୂର୍ଣ୍ଣ ତଥ୍ୟ ଦେଉନାହାନ୍ତି ରାଜ୍ୟ ସରକାର

ଭୁବନେଶ୍ୱର:  PPE କିଟ୍ ଓ ମାସ୍କ କିଣାର ସଂପୂର୍ଣ୍ଣ ତଥ୍ୟ ରାଜ୍ୟ ସରକାର ଦେଉ ନାହାନ୍ତି। ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଲୋକାୟୁକ୍ତ। ଆବେଦନକାରୀ ସୁଦର୍ଶନ ଦାସ ଓ ସୁଶାନ୍ତ ପାଢ଼ୀ ଏନେଇ ସୂଚନା ଦେଇଛନ୍ତି । ମାସ୍କ ଦୁର୍ନୀତି ଘଟଣାରେ ବ୍ୟକ୍ତିଗତ ହାଜିରା ହୋଇ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷ ରଖିବା ପାଇଁ ଲୋକାୟୁକ୍ତ କହିଥିଲେ । ତେବେ ମୁଖ୍ୟ ଶାସନ ସଚିବ ଆଜି ନିଜେ ହାଜିରା ନହୋଇ ଏକ ଚିଠି ମାଧ୍ୟମରେ ତାଙ୍କର […]

  • Thursday, 01 July 2021
ଅଧ୍ୟାପକ, ଡାକ୍ତର ଓ ଆକାଉଣ୍ଟାଣ୍ଟଙ୍କ ଘରେ ରେଡ୍‌

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ଜୁନିଅର ଆକାଉଣ୍ଟାଣ୍ଟ ଓ ଗଣିତ ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ସେହିପରି ଲାଞ୍ଚ ନେବା ଅଭିଯୋଗରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଡାକ୍ତରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଯୋଗାଣ ବିଭାଗର ଜୁନିଅର ଆକାଉଣ୍ଟାଣ୍ଟ କମ୍ଭୁପାଣି ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି। କମ୍ଭୁପାଣିଙ୍କ ବରଗଡ଼ ସ୍ଥିତ ଭଡ଼ା ଘର, କାର୍ଯ୍ୟାଳୟ ଓ ବଲାଙ୍ଗିର […]

  • Thursday, 01 July 2021
cyclone
ଆସୁଛି ବାତ୍ୟା, ୧୧୦ କିମି ବେଗରେ ବହିବ ପବନ !

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତ ଅଧିକ ଘନୀଭୂତ ହେଉଛି। ଆସନ୍ତା ୨୪ ଘଣ୍ଟାରେ ଅବପାତ ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇପାରେ। ସାଇକ୍ଲୋନିକ ଷ୍ଟର୍ମ ପରେ ଉତ୍ତର-ପଶ୍ଚିମକୁ ମୁହାଁଇବା ସମ୍ଭାବନା ରହିଛି। ତାମିଲନାଡୁ ଓ ପୁଡୁଚେରୀ ଉପକୂଳ କରାଇକାଲ ଓ ମାମଲାପୁରମ ମଧ୍ୟରେ ଗତି କରିବ ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୫ ତାରିଖ ମଧ୍ୟାହ୍ନରେ ଭୀଷଣ ବାତ୍ୟା ଆଶଙ୍କା କରାଯାଇଛି। ୧୦୦ରୁ ୧୧୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ତେବେ ଓଡ଼ିଶା ଉପରେ ଏହାର […]

  • Thursday, 01 July 2021
high-court
କେତେ ଫି କମେଇବ କୁହ: ହାଇକୋର୍ଟ

କଟକ: ଘରୋଇ ସ୍କୁଲ୍ ଫି ହ୍ରାସ ଆବେଦନ ମାମଲାରେ ହାଇକୋର୍ଟଙ୍କ ଶୁଣାଣି ସ୍କୁଲ ଫି କେତେ ହ୍ରାସ କରାଯାଇପାରିବ, ସେନେଇ ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ। ହାଇକୋର୍ଟରେ ଏନେଇ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆସନ୍ତା ଡିସେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ଘରୋଇ ସ୍କୁଲ୍ ଗୁଡ଼ିକର ଫି ବୃଦ୍ଧି ପ୍ରସଙ୍ଗରେ ନିଜେ ହାତ ଟେକିଦେଇ ଅଦାଲତ ଭରସାରେ ଛାଡ଼ିଦେଇଥିଲେ ରାଜ୍ୟ ସରକାର। କେତେ ପରିମାଣର ଫିବୃଦ୍ଧି କରାଯିବ […]

  • Thursday, 01 July 2021
idma
ଓଟିଭି ବିରୋଧରେ ଆକ୍ରୋଶମୂଳକ ପଦକ୍ଷେପ ନେବା ବନ୍ଦ କର-IDMA

ଭୁବନେଶ୍ୱର: ଓଟିଭି ବିରୋଧରେ ଆକ୍ରୋଶମୂଳକ ପଦକ୍ଷେପ ନେବା ବନ୍ଦ କରନ୍ତୁ ଓଡ଼ିଶା ସରକାର । ଏପରି ଅପିଲ୍ କରିଛି ଇଣ୍ଡିଆନ୍ ଡିଜିଟାଲ୍ ମିଡିଆ ଆସୋସିଏସନ୍ IDMA । ଏକ ପ୍ରେସ୍ ରିଲିଜରେ  ସଂଘ ଦର୍ଶାଇଛି ଯେ, ନବୀନ ସରକାରଙ୍କ ସମୟରେ ହୋଇଥିବା ଦୁର୍ନୀତି ଅଭିଯୋଗ ସଂପର୍କିତ ବିଭିନ୍ନ ରିପୋର୍ଟ ପ୍ରସାରଣ ପରେ ଓଟିଭି ବିରୋଧରେ ରାଜ୍ୟ ସରକାରଙ୍କ ତରଫରୁ ଆକ୍ରୋଶମୂଳକ ପଦକ୍ଷେପ ନିଆଯାଉଛି । ଯଦି କୌଣସି ବ୍ୟକ୍ତି ବିଶେଷ କିମ୍ବା ସଂସ୍ଥାଙ୍କ ବିରୋଧରେ ଭୁଲ କାର୍ଯ୍ୟ […]

  • Thursday, 01 July 2021
strike
ବେଆଇନ ଧର୍ମଘଟକୁ ପ୍ରୋତ୍ସାହିତ କଲେ ଏଣିକି ଜେଲ୍ ଦଣ୍ଡ

ଭୁବନେଶ୍ୱର: ବେଆଇନ ଧର୍ମଘଟକୁ ପ୍ରୋତ୍ସାହିତ କଲେ ଏଣିକି ଭୋଗିବାକୁ ପଡ଼ିବ ଜେଲ୍ ଦଣ୍ଡ।ପ୍ରୋତ୍ସାହିତକାରୀଙ୍କୁ ୧ ବର୍ଷ ଜେଲ୍ କିମ୍ବା ୫ ହଜାର ଯାଏ ଜରିମାନା ଦେବାକୁ ପଡ଼ିବ। ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍ ବିଧାନସଭାରେ ପାରିତ ହୋଇଛି। ନୂଆ ଅଧିନିୟମରେ ଅଗ୍ନି ନିରାପତ୍ତା ଓ ଜଙ୍ଗଲ ବିଭାଗ ସାମିଲ କରାଯାଇଛି। ସେହିପରି କାରାଗାର ସଂସ୍କାର, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ଯୋଗାଯୋଗ ସାମିଲ କରାଯାଇଛି। ନୂଆକରି ସାମିଲ ବିଭାଗର କର୍ମଚାରୀ ସାମିଲ ହେଲେ ଦଣ୍ଡିତ ହେବେ। ଯଦି […]

  • Thursday, 01 July 2021
otv-bresk
'ନିହାରଙ୍କ ଇସ୍ତଫା ସରକାରୀ ଚାପର ଆଉ ଏକ ନମୁନା'

ଭୁବନେଶ୍ୱର: ଓଟିଭି ସିଓଓ ପଦରୁ ନିହାର ରଂଜନ ଭୂୟାଁଙ୍କ ଇସ୍ତଫା ପ୍ରସଙ୍ଗରେ ଓଟିଭି ଏଚ୍ଆର୍ ହେଡ୍ ପାର୍ଥ ନନ୍ଦୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ନିହାର ଇସ୍ତଫା ଦେବେ ବୋଲି ଆମେ ପୂର୍ବରୁ ଆଶଙ୍କା କରୁଥିଲୁ। ତାଙ୍କ ସ୍ତ୍ରୀ ସରକାରୀ ଚାକିରିଆ ହୋଇଥିବାରୁ ସେ ଚାପରେ ଥିଲେ। ତାଙ୍କ ଦେହ ମଧ୍ୟ ଖରାପ ରହୁଛି, ସେ ଅଫିସ ଆସୁନାହାନ୍ତି। ତାଙ୍କ ଇସ୍ତଫା ସରକାରୀ ଚାପର ଆଉ ଏକ ଉଦାହରଣ ବୋଲି ପାର୍ଥ କହିଛନ୍ତି। ସାରୁଅ ଜମି ମାମଲାରେ […]

  • Thursday, 01 July 2021
16
ରାଜ୍ୟ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ଲୋକାୟୁକ୍ତ

ଭୁବନେଶ୍ୱର: ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ଅଭିଯୋଗ ମାମଲାରେ ଲୋକାୟୁକ୍ତ କ୍ଷୋଭ ପ୍ରକାଶ କରିଛନ୍ତି। ମାମଲାରେ ରାଜ୍ୟ ସରକାର ଲୋକାୟୁକ୍ତଙ୍କ ପ୍ରଶ୍ନର ଉତ୍ତର ଠିକ୍ ଭାବେ ଦେଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିବା ସୂଚନା ଦେଇଛନ୍ତି  ଆବେଦନକାରୀ ସୁଦର୍ଶନ ଦାସ ଏବଂ ସୁଶାନ୍ତ ପାଢ଼ୀ। ଗତ ନଭେମ୍ବର ୪ ତାରିଖରେ ଶୁଣାଣି ବେଳେ ଲୋକାୟୁକ୍ତ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଏକ ଚିଠି […]

  • Thursday, 01 July 2021
governor ganeshi lal
ଦୁଃଖଦ ସମୟରେ କର୍ତ୍ତବ୍ୟକୁ ଭୁଲିଲେନି ରାଜ୍ୟପାଳ

ଭୁବନେଶ୍ୱର: ଏକାଥରକେ ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ଭିସି ଭାବେ ସବିତା ଆଚାର୍ଯ୍ୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଅପରାଜିତା ଚୌଧୁରୀଙ୍କୁ ନିଯୁକ୍ତି ମିଳିଛି। ସେହିପରି ଫକୀର ମୋହନ ବିଶ୍ୱବିଦ୍ୟାଳୟର ଭିସି ଭାବେ ଦୀନବନ୍ଧୁ ସାହୁ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଏନ୍. ନାଗରାଜୁ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ କିଶୋର ବାସା ଏବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫୁଲ୍ଲ ମହାନ୍ତି ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର […]

  • Thursday, 01 July 2021
jp-nadda-phil
ଡିସେମ୍ବରରେ ଆରମ୍ଭ ହେବ ନଡ୍ଡାଙ୍କ ଅଭିଯାନ

ଭୁବନେଶ୍ୱର: ବିଜେପି କ୍ୟାପ୍‌ଟେନ୍‌ ସିଟ୍‌ ବସିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଆରମ୍ଭ କରିବାକୁ ଯାଉଛନ୍ତି ୧୨୦ ଦିନିଆ ଅଭିଯାନ। ବିଭିନ୍ନ ରାଜ୍ୟକୁ ସାଧାରଣ ନିର୍ବାଚନ ପୂର୍ବରୁ ଗସ୍ତ କରିବେ ସାଂଗଠନିକ ସ୍ଥିତି ଠାରୁ ଆରମ୍ଭ କରି ସିଟ୍ ବୃଦ୍ଧି ଲାଗି ରଣନୀତି ସମ୍ପର୍କରେ ସମୀକ୍ଷା କରିବେ। ତାସାଙ୍ଗକୁ ଗୁରୁ ମନ୍ତ୍ର ବି ଦେବେ ଡିସେମ୍ବରରେ ଆରମ୍ଭ ହେବ ନଡ୍ଡାଙ୍କ ଏହି ଅଭିଯାନ। ବିଜେପିର ଲୁକ୍ ଇଷ୍ଟ ଫର୍ମୁଲାରେ ଓଡ଼ିଶା ବି ରହିବ ଫୋକସ୍‌ରେ। ଆସନ୍ତା […]

  • Thursday, 01 July 2021
133
ଡିସେମ୍ୱରରେ ଆସିପାରେ କରୋନାର ଦ୍ୱିତୀୟ ଲହରୀ

ଆମେରିକାର ମଡର୍ଣ୍ଣା, ଫାଇଜର ହେଉ କି ଋଷୀୟ ଟିକା ସ୍ଫୁଟନିକ୍ ଭି ଅବା ଅକ୍ସଫୋର୍ଡ କୋଭିସିଲ୍ଡ କି ଭାରତର ସଂପୂର୍ଣ୍ଣ ସ୍ୱଦେଶୀ ଟିକା କୋଭାକ୍ସିନ୍। କରୋନା ବିରୋଧୀ ଲଢ଼େଇରେ ଯୁଦ୍ଧ ଜିତିବାକୁ କବଚ ପ୍ରସ୍ତୁତିରେ ଲାଗିଛି ସାରା ବିଶ୍ୱ। ଏସବୁ ଭିତରେ ପୁଣି ଏକ ନୂଆ ଆଶା ଦେଖାଇଛି ଅକ୍ସଫୋର୍ଡ ୟୁନିଭର୍ସିଟିର କରୋନା ଟିକା। ଫେଜ୍ ଥ୍ରୀ ଟ୍ରାଏଲ୍‌ର ଅନ୍ତରୀଣ ରିପୋର୍ଟ ଜାରି କରି ଏହାର ନିର୍ମାତା ଦାବି କରିଛନ୍ତି ଯେ, ଏହି ଟିକା ଗୋଟିଏ ପ୍ରକାର […]

  • Thursday, 01 July 2021