• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

1
ଭିଜିଲାନ୍ସ ଜାଲରେ ଜୁନିୟର ମ୍ୟାନେଜର

ମୟୂରଭଞ୍ଜ: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ କପ୍ତିପଦା ବିଦ୍ୟୁତ ବିଭାଗର ଜୁନିୟର ମ୍ୟାନେଜର ଅଶ୍ୱିନୀ କୁମାର ଦାସ। ୧୩ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଅଶ୍ୱିନୀ ଦାସ। କପ୍ତିପଦା କାର୍ଯ୍ୟାଳୟରେ ଏକ ଭଡ଼ା ଗାଡି ଲାଗିଥିଲା। ଏହି ଗାଡ଼ିର ମାଲିକ ଶିଶିର କୁମାର ନାୟକଙ୍କର ବକେୟା ବିଲ୍ କରିଦେବା ପାଇଁ ସେ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ଗାଡ଼ି ମାଲିକ ବାରମ୍ବାର ଜୁନିୟର ମ୍ୟାନେଜରଙ୍କୁ ବକେୟା ଟଙ୍କା କହୁଥିବା ବେଳେ ଟଙ୍କା ନଦେଲେ ବିଲ […]

  • Thursday, 01 July 2021
online
ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ଅନଲାଇନ୍ ଶିକ୍ଷା

ଭୁବନେଶ୍ୱର: ଏଣିକି ଅଧିକ ବ୍ୟବସ୍ଥିତ ଢଙ୍ଗରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ଅନଲାଇନ୍ ଶିକ୍ଷା। ରାଜ୍ୟରେ ଆଦର୍ଶ ଓ ଉତ୍କର୍ଷ ସ୍କୁଲରେ ଅନଲାଇନ ଶିକ୍ଷା ପାଇଁ ଟିସିଏସ୍ ସହ ଚୁକ୍ତି କରିଛନ୍ତି ରାଜ୍ୟ ସରକାର। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ TCS ମଧ୍ୟରେ MoU ସ୍ୱାକ୍ଷରିତ ହୋଇଛି। ଏହା କେବଳ ୨୧୪ଟି ଆଦର୍ଶ ବିଦ୍ୟାଳୟ ଏବଂ ୧୦୧ ଉତ୍କର୍ଷ ବିଦ୍ୟାଳୟରେ ଲାଗୁ ହେବ। ଏହା ଦ୍ୱାରା ଛାତ୍ରଛାତ୍ରୀ ଅଧିକ ଉପକୃତ ହୋଇ […]

  • Thursday, 01 July 2021
2
ମାଛ କେଜି ୧୬ ହଜାର

ଦୀଘା: ଗୋଟିଏ ମାଛର ଦାମ ୪ ଲକ୍ଷ ଟଙ୍କା। କେଜି ପ୍ରତି ଦାମ ହେଉଛି ୧୬ ହଜାର ଟଙ୍କା। ଏହି ଦାମୀ ମାଛ ମିଳିଛି ପଶ୍ଚିମବଙ୍ଗ ଦୀଘା ମୁହାଣରେ। ମାଛର ନାଁ ହେଲା ତେଲିଆ ଭେକ୍ଟି। ସ୍ଥାନୀୟ ଅଞ୍ଚଳରେ ଏହି ମାଛକୁ ଭେକ୍ଟି ବୋଲି କୁହାଯାଏ। ଆଜି ଦୀଘା ମୁହାଣରେ ୨୭ କେଜିର ଏକ ଭେକ୍ଟି ମାଛ ଧୀବରମାନେ ଧରିଥିଲେ। ନିଲାମ କେନ୍ଦ୍ରରେ ARM ନାମକ ଏକ କମ୍ପାନି ତାକୁ ୪ ଲକ୍ଷ ଟଙ୍କାରେ କିଣିଥିବା ଜଣାପଡ଼ିଛି। […]

  • Thursday, 01 July 2021
iic
ପୂର୍ବତନ ମହିଳା ଆଇଆଇସିଙ୍କୁ ୨ ବର୍ଷ ଥାନା ମନା

କେନ୍ଦୁଝର: ପାଟଣା ଥାନା ପୂର୍ବତନ ଆଇଆଇସିଙ୍କୁ ୨ ବର୍ଷ ଥାନା ପୋଷ୍ଟିଂ ମନା। କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୂର୍ବତନ IIC ସଂଧ୍ୟାରାଣୀ ଜେନା। ଥାନାରେ ନିଯୁକ୍ତି ନେଇ ରାଜ୍ୟ ମାନବାଧିକାର କମିଶନ ଅଙ୍କୁଶ ଲଗାଇଛନ୍ତି। ଥାନା ଭିତରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ସଂଧ୍ୟାରାଣୀଙ୍କୁ ୨ ବର୍ଷ ଯାଏ କିଛି ଫିଲ୍ଡ ଡ୍ୟୁଟି ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ୨ ବର୍ଷ ଯାଏ କୌଣସି ଥାନାରେ ନିଯୁକ୍ତି ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି […]

  • Thursday, 01 July 2021
pinda-dan
ବିନ୍ଦୁସାଗରରେ ଏ ବର୍ଷ ପିଣ୍ଡଦାନ ବ୍ୟାନ୍

ଭୁବନେଶ୍ୱର: ବିନ୍ଦୁସାଗରରେ ଏ ବର୍ଷ ପିଣ୍ଡଦାନ ବ୍ୟାନ୍। ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ଓ ବିନ୍ଦୁସାଗରରେ ପୟାଶ୍ରାଦ୍ଧ, ପିଣ୍ଡଦାନ ବ୍ୟାନ୍ କଲା BMC।  ଲୋକ ଗହଳିକୁ ଦୃଷ୍ଟିରେ ରଖି BMC କଟକଣା ଲଗାଇଛି। ପ୍ରକାଶଥାଉକି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ବିବାହ ଆୟୋଜନ ଉପରେ କଟକଣା ଲଗାଯାଇଛି। ବିବାହ ପାଇଁ ୧୦୦ ଜଣ ଓ ଅନ୍ତିମ କ୍ରିୟା ପାଇଁ ୫୦ ଜଣଙ୍କୁ ଅନୁମତି ଦିଆଯାଇଛି। ଏପରିକି ବିବାହରେ ପ୍ରୋସେସନ ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଯାଇଛି। In apprehension […]

  • Thursday, 01 July 2021
Minor-raped 1
ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା !

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଲଜ୍ଜା। ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅଞ୍ଚଳରେ। କେହି ଦୁର୍ବୃତ୍ତ ଜଣେ ୪ ବର୍ଷର ଝିଅକୁ ଦୁଷ୍କର୍ମ ପରେ ନିର୍ମମ ଭାବରେ ହତ୍ୟା କରି ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଶିଶୁଟି ଖେଳିବାକୁ ଯାଇ ଆଉ ଘରକୁ ଫେରି ନଥିଲା। ପରିବାର ଲୋକେ ଖୋଜା ଖୋଜି କରିବା ପରେ […]

  • Thursday, 01 July 2021
pradeeep-maharthy
ପ୍ରଦୀପ ମହାରଥୀଙ୍କ ପରିବାର ପାଇବେ ବିଜେଡି ଟିକେଟ୍ !

ପୁରୀ: ବାଲେଶ୍ୱର ଓ ତିର୍ତ୍ତୋଲ ସରିଲା, ଆଗକୁ ପିପିଲି ଟେଷ୍ଟ। ତାରିଖ ଘୋଷଣା ହେଇନି, କିନ୍ତୁ ଉପନିର୍ବାଚନ ପାଇଁ ତେଜିଲାଣି ରାଜନୈତିକ ଗତିବିଧି। ମହାରଥୀଙ୍କ ଗଡ଼ରେ କେଉଁ ଦଳରୁ କିଏ ହେବେ ଯୋଦ୍ଧା ? ନେତାଙ୍କ କହିବାକଥା, ପିପିଲି ରାଜନୀତିର ମହାରଥୀ ଦିବଙ୍ଗତ ପ୍ରଦୀପ ମହାରଥୀଙ୍କ ପରିବାର ହିଁ ପାଇବେ ବିଜେଡି ଟିକେଟ୍ ହେଲେ କିଏ ? ପତ୍ନୀ ପ୍ରତିଭା ମହାରଥୀ ନା ପୁଅ ରୁଦ୍ରପ୍ରତାପ ମହାରଥୀ? ଭୋଟରଙ୍କୁ ବାନ୍ଧି ରଖିବାକୁ ମହାରଥୀ ପରିବାର ଏବେଠୁ ଫୁଲ୍ […]

  • Thursday, 01 July 2021
4
୬ଜଣ କଏଦୀଙ୍କ ପାଇଁ ଜଣେ ସୁରକ୍ଷାକର୍ମୀ, ଲାଗୁ ହେଲା ନୂଆ ଜେଲ୍ ମାନୁଆଲ୍

ଭୁବନେଶ୍ୱର: ରାଜ୍ୟରେ ନୂଆ ଜେଲ୍ ମାନୁଆଲ୍ ଲାଗୁ ହୋଇଛି। ଏଣିକି ପ୍ରତି ୬ଜଣ କଏଦୀଙ୍କ ପାଇଁ ଜଣେ ସୁରକ୍ଷାକର୍ମୀ ମୁତୟନ ହେବେ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏନେଇ ଅନୁମୋଦନ ଦେଇଛନ୍ତି। ଗତ ସେପ୍ଟେମ୍ୱର ୨୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପରେ କାର୍ଯ୍ୟକାରୀ ହୋଇଛି ନୂଆ ମାନୁଆଲ୍। ଏହି ମାନୁଆଲ୍‌ରେ କଏଦୀଙ୍କ ସୁରକ୍ଷା ସହ ମାନବାଧିକାର ଉପରେ ଗୁରୁତ୍ୱ ଦିଆଯାଇଛି। ସର୍କଲ ଜେଲ୍‌ରେ ୧ ହଜାର ଏବଂ ଜିଲ୍ଲା ଜେଲ୍‌ଗୁଡ଼ିକରେ ୫ଶହ କଏଦୀ ରହିବା […]

  • Thursday, 01 July 2021
vejal
ଭେଜାଲ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କି କଟକ ?

କଟକ:  ଭେଜାଲ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କି କଟକ ? ରାଜ୍ୟର ପ୍ରମୁଖ ବ୍ୟାବସାୟିକ ସ୍ଥଳରେ ବଢୁଛି କି ଅପମିଶ୍ରଣ କାରବାର? ଦୁଇ ଦିନ ଧରି କଟକ ମାଲଗୋଦାମ ଅଞ୍ଚଳରୁ ବିପୁଳ ପରିମାଣର ନକଲି ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ଜବତ ହେବା ପରେ ଏ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରତି ମାସରେ କଟକ ଓ ଆଖପାଖ ଅଞ୍ଚଳରୁ ଏଭଳି ଅପମିଶ୍ରଣ କାରବାର ସାମ୍ନାକୁ ଆସୁଛି। ପୋଲିସ ରେଡ୍ କରି ବିପୁଳ ପରିମାଣର ନକଲି […]

  • Thursday, 01 July 2021
11
ଚା' ପତି ଭାବି ବଗମରା ଔଷଧକୁ ପିଇଦେଲେ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଔପଦା ଥାନା ଦୁର୍ଗାପୁର ନୂଆହାଟ ଅଞ୍ଚଳର ଗୋଟିଏ ପରିବାରର ୫ ଜଣ ବଗମରା ବିଷ ଖାଇ ଗୁରୁତର ହୋଇଛନ୍ତି। ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଦୁର୍ଗାପୁର ନୂଆହାଟ ଅଞ୍ଚଳର ବନମାଳି ସିଂ, ସବିନ ସିଂ, ପେଟୁ ସିଂ ଓ ଦୁଇ ଶିଶୁ ରମା ସିଂ ଏବଂ ଟୁବୁ ସିଂ ଭୁଲରେ ବଗମରା ବିଷକୁ ଚାହା ପତି ଭାବି ଚାହା କରି ପିଇ ଦେଇଥିଲେ। ଫଳରେ ଗୁରୁତର ହେବାରୁ ସ୍ଥାନୀୟ […]

  • Thursday, 01 July 2021
baijant
ବୈଜୟନ୍ତଙ୍କୁ ଦିଲ୍ଲୀ, ଆସାମର ପ୍ରଭାରୀ ଦାୟିତ୍ୱ

ଭୁବନେଶ୍ୱର: ବିଜେପି ପକ୍ଷରୁ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କରାଯାଇଛି। ୩୬ଟି ସାଂଗଠନିକ ପ୍ରଦେଶ ପାଇଁ ବିଜେପି ପକ୍ଷରୁ ପ୍ରଭାରୀ ନିଯୁକ୍ତ କରାଯାଇଛି। ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀ ଓ ଆସାମର ପ୍ରଭାରୀ ଦାୟିତ୍ୱ ମିଳିଛି। ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ମଣିପୁର ପ୍ରଭାରୀ ଦାୟିତ୍ୱ ମିଳିଛି। Bharatiya Janata Party (BJP) releases list of its state in-charges; Sambit Patra has been appointed as in-charge […]

  • Thursday, 01 July 2021
mo-bus-1
ଆଜି ଅପରାହ୍ନରେ ଗଡ଼ିବନି ‘ମୋ ବସ୍‌’

ଭୁବନେଶ୍ୱର:ଆଜି ଦୀପାବଳି। ଆଲୋକର ପର୍ବ। ଦୀପାବଳି ଉପଲକ୍ଷେ ଆଜି ଅପରାହ୍ନରେ ବନ୍ଦ ରହିବ ମୋ ବସ୍ ସେବା । ଦୀପାବଳି ପାଇଁ ଅପରାହ୍ନରୁ ରାଜଧାନୀରେ ଗଡ଼ିବନି ମୋ ବସ୍ । କେବଳ ୧୫ଟି ରୁଟ୍‌ରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ ମୋ ବସ୍ । ଦୀପାବଳିକୁ ଦୃଷ୍ଟିରେ ରଖି ପାସ୍ କାଉଣ୍ଟର ଓ ମାଷ୍ଟରକ୍ୟାଣ୍ଟିନ ଟର୍ମିନାଲକୁ ମଧ୍ୟ ବନ୍ଦ କରାଯାଇଛି । ମୋ ବସ୍ ଚଳାଚଳ କଟକଣା ନେଇ ସୂଚନା ଦେଇଛି CRUT।      

  • Thursday, 01 July 2021
ବିନାବାଣରେ ଆଜି ପାଳିତ ହେବ ଆଲୋକର ପର୍ବ ଦୀପାବଳି

ଭୁବନେଶ୍ୱର: ଆଜି ଆଲୋକ ପର୍ବ ଦୀପାବଳି । ଅନ୍ଧାରକୁ ଦୂର କରି ଆଲୋକକୁ ସ୍ୱାଗତ କରିବାର ଦିନ। ଦୀପ ପ୍ରଜଳ୍ୱିତ କରି ଉତ୍ସବ ପାଳନ କରିବାର ଦିନ । ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନକୁ ନେଇ କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଛି ଏହି ପରମ୍ପରା । ଦୀପାବଳିକୁ ହସଉଲ୍ଲାସର ସହ ପାଳନ କରିବାର ଦିନ।  ଆତସବାଜୀ ଓ ଆଲୋକମାଳାରେ ସଜାଇ ଏହାକୁ ଧୁମଧାମର ସହ ପାଳନ କରିଥାନ୍ତି ଲୋକେ । ଘରେ ଘରେ ପିଠାମିଠାରେ […]

  • Thursday, 01 July 2021
accident
ଦୀପାବଳି ପୂର୍ବରୁ ଲିଭିଗଲା ୨ ଭାଇଙ୍କ ଜୀବନଦୀପ

‍‍‍ବଣାଇ:  ଆଜି ଦୀପାବଳି। ହେଲେ ଦୁଇ ପୁଅଙ୍କୁ ହରାଇ ଘରେ ଖେଳି ଯାଇଛି ଶୋକର ଛାୟା।  ସୁନ୍ଦରଗଡ କୋଇଡ଼ା ଥାନା ଅନ୍ତର୍ଗତ ବାଲିଯୋଡ଼ି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ ଭାଇଙ୍କର ମୃତ୍ୟୁ ଘଟିଛି।  ମୃତକ ଦୁଇ ଜଣ ହେଲେ କୋଇଡା ଥାନା ନିକଟସ୍ଥ କାଦଢ଼ିଆ ଗ୍ରାମର ଅରୁଣ ମାଝୀ ଓ ତାଙ୍କ ଭାଇ ଅଜୟ ମାଝୀ ଗତକାଲି ରାତିରେ ଦୁଇ ଭାଇ କୌଣସି କାର୍ଯ୍ୟରେ ବାଇକ ଯୋଗେ ନିକଟସ୍ଥ ଡେଙ୍ଗୁଳା ଗ୍ରାମକୁ ଯାଉଥିଲେ।  ବାଲିଝୁଡି […]

  • Thursday, 01 July 2021
coronavirus-1
ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୯୦୨ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୯୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୫୨୩ ଓ ୩୭୯ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ୩୦ଟି ଜିଲ୍ଲା ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲାରୁ । ଏଠାରେ ଆଜି ୮୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପଛରେ ରହିଛି ସୁନ୍ଦରଗଡ଼ । ଏଠାରୁ ୮୫ ଜଣ ଆକ୍ରାନ୍ତ ଚିହ୍ନଟ […]

  • Thursday, 01 July 2021
corona-1
ସୁନ୍ଦରଗଡରୁ ୫ ଜଣ କରୋନାରେ ଆଖି ବୁଜିଲେ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ଆଖି ବୁଜିଲେ ୧୫ କରୋନା ରୋଗୀ। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ  ମିଶାଇ ରାଜ୍ୟରେ ୧୫୧୦ ଆକ୍ରାନ୍ତ  ଆଖି ବୁଜିଲେ। ଆଜି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୫ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଥିବାବେଳେ ଭୁବନେଶ୍ୱରରୁ ୩ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ମୟୂରଭଞ୍ଜରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  ଜଗତ୍‌ସିଂପୁର, କନ୍ଧମାଳ, ଖୋର୍ଦ୍ଧା,ପୁରୀ, ବାଲେଶ୍ୱରରୁ ଜଣେ ଲେଖାଏ ଆଖି […]

  • Thursday, 01 July 2021
patna
ପରିବାରର ୬ ଜଣଙ୍କୁ ହତ୍ୟା ଘଟଣା; ପୋଲିସକୁ ମିଳିଲା ନୂଆ ସୁରାକ୍‌

ବଲାଙ୍ଗିର: ବଲାଙ୍ଗିର ପାଟଣାଗଡରେ ଗୋଟିଏ ପରିବାରର ୬ ଜଣଙ୍କୁ ନିର୍ମମ ହତ୍ୟା ଘଟଣାରେ ପୋଲିସକୁ ମିଳୁଛି ନୂଆ ଖିଅ। ଗଣହତ୍ୟା ଘଟଣାରେ ଆଉ ଦୁଇ ଜଣଙ୍କୁ ଅଟକ ରଖାଯାଇଛି। ବାହାର ଜିଲ୍ଲାର ଆଉ କିଛି ଲୋକଙ୍କୁ ଆଣି ପୋଲିସ ପଚରାଉଚରା କରୁଛି । ଏମାନଙ୍କୁ ଅଧିକ ଜେରା ପରେ ହତ୍ୟାର କାରଣ ସମ୍ପର୍କରେ ଅଧିକ ପ୍ରମାଣ ମିଳିବ ବୋଲି ଆଶା କରାଯାଉଛି ।ଗତକାଲି ଦୁଇଜଣଙ୍କୁ ଅଟକ ରଖାଯାଇଥିଲା। ପୋଲିସ ଅଟକ ରଖିଥିବା ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା […]

  • Thursday, 01 July 2021
bidhyka
ଧାନ ବିଲରେ ବିଧାୟକ; ଦାଆ ଧରି ଶ୍ରମିକଙ୍କ ସହ ଧାନ କାଟିଲେ

ନବରଙ୍ଗପୁର: ପୁଣି ଏବେ ଚର୍ଚ୍ଚାକୁ ଆସିଛନ୍ତି ନବରଙ୍ଗପୁର ଜିଲ୍ଲା  ଡାବୁଗାଁ ନିର୍ବାଚନମଣ୍ଡଳୀର ବିଧାୟକ ମନୋହର ରନ୍ଧାରୀ । ନିଜର ନିଆରା କାର୍ଯ୍ୟ ଶୈଳୀ ସକାଶେ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ବର୍ତ୍ତମାନ ନିଜ ଜମିରେ ଦାଆ ଧରି ଶ୍ରମିକମାନଙ୍କ ସହ ମିଶି ଧାନ କାଟୁଥିବା ଭିଡିଓ ଭାଇରଲ ହେବାପରେ ସବୁରି ମୁହଁରେ ତାଙ୍କର  ପ୍ରଶଂସା। ଗତ  ଅଗଷ୍ଟ ମାସରେ ମଧ୍ୟ ବିଧାୟକ ଉକ୍ତ ଜମିରେ ହଳ କରିବା, ଧାନ ରୋଇବା, ହିଡ଼ ସଜାଡ଼ିବା, ଖତ ମାରିବା ଭଳି ଅନେକ […]

  • Thursday, 01 July 2021
nakali
ପୁଣି ଏକ ନକଲି ମସଲା କାରଖାନା ଠାବ

କଟକ: ପୁଣି ଏକ ନକଲି ମସଲା କାରଖାନା ଠାବ। କଟକ ଜଗତପୁର ଶିଳ୍ପାଞ୍ଚଳରେ ହଳଦୀ ଓ ଲଙ୍କା ଅପମିଶ୍ରଣକାରୀ କାରଖାନା ଠାବ ହୋଇଛି। ୫୦ କ୍ୱିଣ୍ଟାଲରୁ ଅଧିକ ଅପମିଶ୍ରିତ ହଳଦୀ ଓ ଲଙ୍କା ଗୁଣ୍ଡ ଜବତ ହୋଇଛି। ନାମୀଦାମୀ କଂପାନୀ ଷ୍ଟିକର ସହ ବିପୁଳ କଞ୍ଚାମାଲ୍ ଓ ମେସିନ୍ ଜବତ କରିଛି। ପୋଲିସ ଜଗତପୁର ଶିଳ୍ପାଞ୍ଚଳରେ ଚଢାଉ କରି ଏସବୁ ସାମଗ୍ରୀ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖିଛି ପୋଲିସ। ଗତ ଦୁଇ ଦିନ […]

  • Thursday, 01 July 2021
pension
ପେନସନ୍‌ଭୋଗୀଙ୍କୁ ଯିବାକୁ ପଡ଼ିବନି ଟ୍ରେଜେରି !

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ପେନସନ୍ ତଥା ପରିବାର ପେନସନଭୋଗୀମାନଙ୍କୁ ହାତ ପାହାନ୍ତରେ ସେବା ଯୋଗାଇବା ପାଇଁ ରାଜ୍ୟସରକାରଙ୍କ ଅର୍ଥବିଭାଗ ତରଫରୁ ସୁବିଧା କରାଯାଇଛି। ଟ୍ରେଜେରିକୁ ନଯାଇ ପେନସନ୍ ତଥା ପରିବାର ପେନସନଭୋଗୀମାନେ IFMS ପୋର୍ଟାଲରୁ ଫର୍ମ ୧୬( ଆୟକର ଟିକସ) ଅନଲାଇନରେ ଡାଉନଲୋଡ କରିପାରିବେ। ପେନସନଭୋଗୀମାନେ ବରିଷ୍ଠ ନାଗରିକ ହୋଇଥିବାରୁ ସଂକ୍ରମଣ ଭୟଥିବାରୁ ଘରେ ରହି ଅନଲାଇନରେ ଫର୍ମ ପାଇପାରିବେ। ଏହି ସୁବିଧା ରାଜ୍ୟ ସରକାରଙ୍କ ସମସ୍ତ ପେନସନ୍ ତଥା ପରିବାର ପେନସନଭୋଗୀ ଏବଂ ଓଡିଶାର […]

  • Thursday, 01 July 2021
naveen
ଶିଶୁ ଦିବସ ଓ ଦୀପାବଳିର ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର: ଶିଶୁ ଦିବସ ଓ ଦୀପାବଳି ଅବସରରେ ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ”କରୋନା ପାଇଁ ପିଲାମାନେ ତୁମେ ନାଚ, ଗୀତ, ଖେଳକୁଦ କରିପାରିଲ ନାହିଁ। ପିଲାମାନେ ମନ ଊଣା କର ନାହିଁ, ଟିକା ଆସିଲେ ଆର ବର୍ଷ ମଜାରେ ପାଳିବ।” ସେ ଆହୁରି କହିଛନ୍ତି ଯେ ”ଆଜି ମଧ୍ୟ ଦୀପାବଳିରେ ଘରେ ରହି ନିରାପଦରେ ଦୀପ ଜାଳି ପର୍ବ ପାଳନ୍ତୁ। ତୁମମାନଙ୍କ ସ୍ୱାସ୍ଥ୍ୟ ନିରାପତ୍ତା ପାଇଁ ସ୍କୁଲ୍ ବନ୍ଦ କରି ଦିଆଯାଇଛି। ଟିକା […]

  • Thursday, 01 July 2021
delivery
ରାସ୍ତା ଉପରେ ପ୍ରସବ କଲେ ମହିଳା

ପାରଳାଖେମୁଣ୍ଡି: ରାସ୍ତା ଉପରେ ପ୍ରସବ କଲେ ମହିଳା। ଏଭଳି ଅଭାନୀୟ ଘଟଣା ଦେଖିବାକୁ ମିଳିଛି ପାରଳାଖେମୁଣ୍ଡି ରାଜନହର ସାମନା ମୁଖ୍ୟ ରାସ୍ତାରେ ମହିଳା ଜଣକ ଭିକ୍ଷାବୃତ୍ତି କରୁଥିବା ସୂଚନା ମିଳିଛି। ପ୍ରସବ ବେଦନା ଆରମ୍ଭ ହେବାରୁ ମେଡିକାଲ ଅଭିମୁଖେ ବାହାରିଥିବା ବେଳେ ସେ ରାସ୍ତାରେ ଶିଶୁକୁ ଜନ୍ମ ଦେଇଛନ୍ତି। ତେବେ ରାସ୍ତାରେ ଏପରି ଗୁରୁତର ଅବସ୍ଥାରେ ଦେଖି କିଛି ସାମ୍ବାଦିକ ଏବଂ ସ୍ଥାନୀୟ ଲୋକେ ମହିଳାଙ୍କୁ ସହଯୋଗ କରିଥିଲେ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ପ୍ରସବ […]

  • Thursday, 01 July 2021
database
କିଭଳି ଓ କେଉଁ ତଥ୍ୟକୁ ନେଇ ପ୍ରସ୍ତୁତ ହେବ ଚାଷୀଙ୍କ ଡାଟାବେସ୍?

ଭୁବନେଶ୍ୱର: ପ୍ରସ୍ତୁତ ହେବ ଚାଷୀଙ୍କ ଡାଟାବେସ୍। ମିଳିବ ପରିଚୟ ପତ୍ର। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ପ୍ରଶ୍ନ, କିଭଳି ଓ କେଉଁ ତଥ୍ୟକୁ ନେଇ ପ୍ରସ୍ତୁତ ହେବ ଡାଟାବେସ୍? ଏବେ ପ୍ରଚଳିତ କାଳିଆ ଓ ବଳରାମ ଯୋଜନା ଲାଗି ସରକାରଙ୍କ ପାଖରେ ତାଲିକା ରହିଛି। ତାଛଡ଼ା ଧାନ ସଂଗ୍ରହ ପାଇଁ ଅଲଗା ତାଲିକା ଏବଂ ଋଣ ନେଉଥିବା ଚାଷୀଙ୍କର ତଥ୍ୟ ବି ରହିଛି। ଏସବୁ ତାଲିକାକୁ ନେଇ ଚାଷୀଙ୍କର ଏକ ବୃହତ ଡାଟାବେସ୍ କରିବାକୁ ସରକାର […]

  • Thursday, 01 July 2021
cronavruys
୨୪ ଘଣ୍ଟାରେ ରାଜ୍ୟରେ ୧୨୭୧ ଜଣ କରୋନାରୁ ସୁସ୍ଥ ହେଲେ

ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୧୨୭୧ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସୂଚନାକୁ ମିଶାଇ ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା ୨୯୬୫୧୬ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌  କରି ସୂଚନା ଦେଇଛି। ଆଜିର ସୁସ୍ଥ ସୂଚନା ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୪୬ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୧୬, ବାଲେଶ୍ୱରରୁ ୧୦୩, ମୟୂରଭଞ୍ଜରୁ ୯୪, ଅନୁଗୋଳରୁ ୬୬, ଜଗତସିଂହପୁରରୁ ୫୮, ବରଗଡ଼ରୁ ୫୫, କଳାହାଣ୍ଡିରୁ […]

  • Thursday, 01 July 2021