• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

coronavirus
କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୨୭୧୬ ଆକ୍ରାନ୍ତ। ସେଥିମଧ୍ୟର ଖୋର୍ଦ୍ଧାରୁ ସର୍ବାଧିକ ୫୮୬, ଷ୍ଟେଟ୍‌ପୁଲ୍‌ରୁ ୮୬ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ସେହିପରି ସୁନ୍ଦରଗଡ଼-୨୧୬, ଅନୁଗୁଳ-୨୦୧, ମୟୂରଭଞ୍ଜରୁ ୧୫୬, କଟକ-୧୧୯, ନୂଆପଡ଼ା-୧୦୬, ବଲାଙ୍ଗିର-୧୦୫, ବରଗଡ଼ରୁ ୧୦୦ ସୁସ୍ଥ ହୋଇଥିବା ବେଳେ ସମ୍ବଲପୁର-୯୮, ଯାଜପୁର-୯୪, କେନ୍ଦ୍ରପଡ଼ା-୭୧, ଝାରସୁଗୁଡ଼ାରୁ ୭୦ ସୁସ୍ଥ ହୋଇଛନ୍ତି। 70 from Jharsuguda 66 from Dhenkanal 65 from […]

  • Friday, 02 July 2021
ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ବଲାଙ୍ଗିର: ଇଞ୍ଜିନିୟର ସାଜିଛନ୍ତି ଦିନ ମଜୁରିଆ। କରୋନା ପାଇଁ ଏବେ ୮ ମାସ ଧରି ଘରେ ବସିଛନ୍ତି ସମସ୍ତେ। କାମ ଧନ୍ଦା କିଛି ନାହିଁ ଚଳିବେ କେମିତି? ଏଭଳି ସ୍ଥିତିରେ ଶିକ୍ଷାଗତ ଯୋଗ୍ୟତାକୁ ପଛରେ ପକାଇ, ବଲାଙ୍ଗିରର ଜଣେ ଯୁବ ଇଂଜିନିୟର ଦିନ ମଜୁରିଆ ସାଜିଛନ୍ତି। ସେ ମନରେଗାରେ ମାଟି କାମ କରୁଥିବା ବେଳେ ପୂରା ଗ୍ରାଉଣ୍ଡରେ ଠାବ କରିଛନ୍ତି ଜିଲ୍ଲାପାଳ। ଗତକାଲି ବଲାଙ୍ଗିର ଜିଲ୍ଲାପାଳ ଦେଓଗାଁ ବ୍ଳକ ଜୁର୍ଲାକାନୀଠାରେ ମନରେଗାରେ ହେଉଥିବା ମାଟିକାମ ଦେଖିବାକୁ ଯାଇଥିଲେ। […]

  • Friday, 02 July 2021
health-department
କୋଭିଡ୍‌-୧୯ ସୁସ୍ଥ ହେବା ପରେ କ'ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ। ଆରୋଗ୍ୟ ହେବା ପରେ କିଭଳି ରହିବେ, କ‘ଣ କରିବେ ସେନେଇ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। କରୋନାରୁ ସୁସ୍ଥ ପରେ ଦେହବିନ୍ଧା, କଫ, ତଣ୍ଟି ବ୍ୟଥା ଲକ୍ଷଣ ଦେଖାଦେଇପାରେ। ନିଃଶ୍ୱାସପ୍ରଶ୍ୱାସରେ କଷ୍ଟ, ହୃଦଘାତ, ଘ୍ରାଣ ଓ ସ୍ୱାଦ ଶକ୍ତି ଚାଲିଯାଇପାରେ। ତେଣୁ କରୋନା ଆରୋଗ୍ୟମାନେ ମାସ୍କ ପିନ୍ଧିବେ, ହାତ ଧୋଇବା ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ପରାମର୍ଶ […]

  • Friday, 02 July 2021
odisha-vigilance
ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

ଭୁବନେଶ୍ୱର: ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ। ରବିନ୍ଦ୍ରଙ୍କୁ ୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତ ପଠାଇଲେ ଭିଜିଲାନ୍ସ କୋର୍ଟ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଆଜି ଭିଜିଲାନ୍ସ ରବୀନ୍ଦ୍ରଙ୍କୁ ଗିରଫ କରିଥିଲା। ରବୀନ୍ଦ୍ରଙ୍କ ପାଖରୁ ମୋଟ ୬ କୋଟି ୫୮ ଲକ୍ଷ ଟଙ୍କାର ସଂପତ୍ତି ମିଳିଥିଲା। ସେଥିରୁ ୫ କୋଟି ୨୧ ଲକ୍ଷ ଆୟ ବହିର୍ଭୂତ ସଂପତ୍ତି ଥିବା ଭିଜିଲାନ୍ସ କହିଥିଲା। ତାଙ୍କର ମୋଟ ଆୟର ୨୪୧% ବେଆଇନ ସଂପତ୍ତି […]

  • Friday, 02 July 2021
rain-op
ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ୱେଲ୍ ମାର୍କଡ୍‌ରେ ପରିଣତ ହେବା ପରେ ଆଜି ଏହା ଅବପାତର ରୂପ ନେଇପାରେ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଏବଂ କ୍ରମେ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରିବ। ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ଅନେକ ସ୍ଥାନରେ ପ୍ରବଳ କିମ୍ବା […]

  • Friday, 02 July 2021
vehicle
୪୩.୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୪୩. ୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା। ଏପ୍ରିଲରୁ ଜୁଲାଇ ମଧ୍ୟରେ ୪ ମାସ ଲକ୍‌ଡାଉନ୍ ଯୋଗୁ ଏମିତି ହୋଇଛି। ୨୦୧୯ରେ ଏପ୍ରିଲରୁ ଜୁଲାଇ ମଧ୍ୟରେ ଦୁର୍ଘଟଣାରେ ରାଜ୍ୟରେ ୧ ହଜାର ୮୫୩ ଜଣଙ୍କର ମୃତ୍ୟୁ ଘଟିଥିଲା। ମାତ୍ର ଚଳିତ ବର୍ଷ ଏପ୍ରିଲରୁ ଜୁଲାଇ ୨୦୨୦ ଭିତରେ ରାଜ୍ୟରେ ୧ ହଜାର ୪୮ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଏପ୍ରିଲ ମାସରେ […]

  • Friday, 02 July 2021
covid-19
କରୋନାରୁ ସୁସ୍ଥ ହେବାପରେ କ'ଣ କରିବେ?

ଭୁବନେଶ୍ୱର: ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟ ମଧ୍ୟ ବୃଦ୍ଧି ପାଉଛି। ଏ ସମୟରେ କରୋନାରୁ ଦୂରେଇ ରହିବା ପାଇଁ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବା ପାଇଁ ସରକାର ନିର୍ଦ୍ଦେଶ ଦେଉଥିବା ବେଳେ ଲୋକମାନେ ମଧ୍ୟ ନିଜକୁ ସଚେତନ ରଖିବାକୁ ଚେଷ୍ଟା କରୁଛନ୍ତି। ତେବେ କରୋନା ଆକ୍ରାନ୍ତ ହେବାପରେ କେମିତି ନିଜର ଯତ୍ନ ନେବେ ସେନେଇ ଲୋକମାନେ ଦ୍ୱନ୍ଦ୍ୱରେ ଥିବା ବେଳେ ପୋଷ୍ଟ କୋଭିଡ୍ ଆଡ୍‌ଭାଇଜରି ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ […]

  • Friday, 02 July 2021
old-bulbs1111
ବିଜୁଳି ଦର ବୃଦ୍ଧି ପ୍ରତିବାଦ: ଆଜି ୧୫ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ କରିବାକୁ ଆହ୍ୱାନ

ଭୁବନେଶ୍ୱର: ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ତେଜୁଛି ଆନ୍ଦୋଳନ।  ଆଜି ସଂଧ୍ୟା ୬ଟାରୁ ୧୫ ମିନିଟ୍ ପାଇଁ ଲାଇଟ୍ ଅଫ୍ କରି ପ୍ରତିବାଦ ଜଣାଇବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛି ବିଦ୍ୟୁତ ଉପଭୋକ୍ତା ମହାସଂଘ । ଏହି ଅଭିଯାନରେ ସମସ୍ତ ଘରୋଇ ବିଦ୍ୟୁତ ଉପଭୋକ୍ତା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ, ଦୋକାନ, ବଜାର, ମଲଗୁଡ଼ିକ ସହଯୋଗ କରିବାକୁ ମହାସଂଘ ନିବେଦନ କରିଛି । କରୋନା କାଳରେ ସରକାର ଯେପରି ବିଦ୍ୟୁତ ଦର ବୃଦ୍ଧି କରିଛନ୍ତି ତାହା ବିଦ୍ୟୁତ […]

  • Friday, 02 July 2021
kelua-ghai
ଡିନାମାଇଟ୍‌ ଦେଇ ନଦୀବନ୍ଧ ଉଡାଇବା ଅଭିଯୋଗ; ବିଧାୟକଙ୍କ ସମେତ ୬ ଜଣଙ୍କୁ ନୋଟିସ୍‌ କଲେ ଲୋକାୟୁକ୍ତ

ଯାଜପୁର: ଯାଜପୁର କେଲୁଅ ନଦୀ ବନ୍ଧରାସ୍ତାକୁ ଉଡ଼ାଇ ଘାଇ ସୃଷ୍ଟି କରିବା ଘଟଣାକୁ ନେଇ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ୬ ଜଣଙ୍କୁ ନୋଟିସ୍ ଜାରି କରିଛନ୍ତି ଲୋକାୟୁକ୍ତ । ଆସନ୍ତା ୬ ସପ୍ତାହ ଭିତରେ ଉତ୍ତର ରଖିବାକୁ କୁହାଯାଇଛି । ଗତ ଅଗଷ୍ଟ ମାସରେ ଯାଜପୁର ଜାତୀୟ ରାଜପଥ ଗୋକର୍ଣ୍ଣେଶ୍ୱରଠାରୁ ବୁଢ଼ାଲିଙ୍ଗ ମଝିପଡ଼ାକୁ ସଲଗ୍ନ ଜଳସେଚନ ରାସ୍ତାକୁ ଡିନାମାଇଟ୍ ଜରିଆରେ ରାମପୁରଠାରେ ଉଡ଼ାଇ ଦେଇଥିବା ଅଭିଯୋଗ ହୋଇଥିଲା। ଫଳରେ ବନ୍ୟାଜଳ ଚାଷ ଜମିରେ ମାଡିଯିବା ସହ […]

  • Friday, 02 July 2021
rain
ଟ୍ୱିନ ସିଟିକୁ ସତର୍କ ସୂଚନା; ସାଢେ ୧୧ ଯାଏ ଘଡଘଡ଼ି ସହ ବର୍ଷା

ଭୁବନେଶ୍ୱର:ଗତ ଦୁଇ ଦିନ ହେଲା ରାଜ୍ୟରେ ବର୍ଷା ଲାଗି ରହିଛି।  ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ୱେଲ୍ ମାର୍କଡ୍‌ରେ ପରିଣତ ହେବା ପରେ ଆଜି ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଏବଂ କ୍ରମେ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରିବ। ଏହା ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା […]

  • Friday, 02 July 2021
corona
ରାଜ୍ୟରେ ଚିହ୍ନଟ ହେଲେ ୧,୯୧୩ କରୋନା ପଜିଟିଭ

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୧,୯୧୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୯୧୩ ଆକ୍ରାନ୍ତଙ୍କ ମଧ୍ୟରୁ ୧,୧୦୯ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୮୦୪ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରେ ସର୍ବାଧିକ  ୨୫୪ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ କଟକରେ ୧୫୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନୁଗୋଳରେ ୧୦୬, ସୁନ୍ଦରଗଡ, ଜଗତସିଂହପୁର ୯୯, ମୟୂରଭଞ୍ଜରେ ୯୨ ଅକ୍ରାନ୍ତଙ୍କୁ ଚିହ୍ନଟ […]

  • Friday, 02 July 2021
icmr
ରାଜ୍ୟରେ ଦିନକରେ ଆଖି ବୁଜିଲେ ୧୫ କରୋନା ରୋଗୀ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୫ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧୧୯୬ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଅନୁଗୋଳ ଓ ମୟୂରଭଞ୍ଜରୁ ସର୍ବାଧିକ ୩ ଜଣ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ଢେଙ୍କାନାଳରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଭୁବନେଶ୍ୱର, ସୁବର୍ଣ୍ଣପୁରରୁ ମଧ୍ୟ୨ ଜଣ ଲେଖାଏ ଆକ୍ରାନ୍ତ ଆଖି ବୁଜିଛନ୍ତି। ସୂଚନା ଥାଉ କି, […]

  • Friday, 02 July 2021
Capture
ବିଜେଡି ବିରୋଧରେ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଲା କଂଗ୍ରେସ

ତିର୍ତ୍ତୋଲ: ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡିର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି।  ଏ ନେଇ କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି । ଗୋପାଳପୁର ପଞ୍ଚାୟତ କିର୍ତ୍ତନପୁର ଗାଁରେ ଏକ କମ୍ୟୁନିଟି କେନ୍ଦ୍ରକୁ ବିଜେଡି ତାର କାର୍ଯ୍ୟାଳୟ କରିଥିବା କଂଗ୍ରେସ ଅଭିଯୋଗ ଆଣିଛି । ସରକାରୀ କାର୍ଯ୍ୟାଳୟକୁ ବିଜେଡି ନିଜର ନିର୍ବାଚନ କାର୍ଯ୍ୟାଳୟ କରିବା ସରକାରଙ୍କ ସ୍ୱଚ୍ଛତାକୁ ପଦାରେ ପକାଇ ଦେଇଛି। ଥିବା କହିଛି କଂଗ୍ରେସ […]

  • Friday, 02 July 2021
chhatara-jatra
ପ୍ରସିଦ୍ଧ ଛତର ଯାତ୍ରା ପାଇଁ ଗାଇଡଲାଇନ୍ ଜାରି

ଭବାନୀପାଟଣା: ଭବାନୀପାଟଣାର ପ୍ରସିଦ୍ଧ ଛତର ଯାତ୍ରା ପାଇଁ ଗାଇଡଲାଇନ୍ ଜାରି ହୋଇଛି। କରୋନା ମହାମାରୀ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଆସନ୍ତା ୨୪ ତାରିଖରେ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ହେବ। ତେବେ ଏହାକୁ ଦୃଷ୍ଟିରେ ରଖି ୨୩ରୁ ୨୫ ତାରିଖ ଭବାନୀପାଟଣା ପୌରାଞ୍ଚଳକୁ ଯାଆସ ଉପରେ କଟକଣା ଜାରି ରହିଛି। କେବଳ ଜରୁରୀ ସେବା ଛାଡ଼ି ବାହାର ଲୋକଙ୍କ ପାଇଁ ପ୍ରବେଶ ବାରଣ କରାଯାଇଛି। ସେହିପରି ଛତର ଯିବାକୁ ଥିବା ଜେନାଖାଲରୁ […]

  • Friday, 02 July 2021
result
ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ; କେହି ପାଇଲେନି A1 ଗ୍ରେଡ୍

ଭୁବନେଶ୍ୱର: ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ ଆଜି ପ୍ରକାଶ ପାଇଛି। ମୋଟ ୨୧, ୪୮୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୫, ୨୪୪   ପାସ୍ କରିଛନ୍ତି । ତେବେ ସପ୍ଲିମେଣ୍ଟାରୀରେ କୌଣସି ଛାତ୍ରଛାତ୍ରୀଙ୍କୁ A1 ଗ୍ରେଡ୍ ମିଳି ନ ଥିବା ଜଣାଯାଇଛି। A2ରେ ୧୦, B1ରେ ୧୯୫, B2ରେ ୯୩୦, Cରେ ୧୯୦୨ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ସେହିପରି  Dରେ ୩୧୪୦, Eରେ ୯୦୬୭, Fରେ ୬୨୧୮ ପିଲା ପାସ୍। ଏଥର ୨୧, ୪୮୭ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲେ।  

  • Friday, 02 July 2021
pichu
ଏମିତି ଆମ ରାସ୍ତା କାମ, ଖାଲି ହାତରେ ଉଠିଆସୁଛି ପୁଳାପୁଳା ପିଚୁ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିମ୍ନ ମାନର କାମ ଅଭିଯୋଗ ହୋଇଛି।  ଖାଲି ହାତରେ ଉଠିଆସୁଛି ପୁଳାପୁଳା ପିଚୁ। ଲୋକମାନେ ପିଚୁକୁ ଉଠାଇଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ରାସ୍ତାରୁ ପିଚୁ ଉଠିଯାଉଥିବା ଦୃଶ୍ୟକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି  ୟୁଥ ଏଗେନ୍ସଷ୍ଟ କରପସନ, ଯୋଖିପାଲି। ଏଥିରେ ଦର୍ଶାଯାଇଛି, ଲାଞ୍ଜିଗଡର ନିରୀହ ଲୋକଙ୍କ ସରଳତାର ସୁଯୋଗ ନେଇ ଏଭଳି ନିମ୍ନମାନର କାମ କରାଯାଉଛି। ଯେଉଁ କଣ୍ଟ୍ରାକ୍ଟର ଓ ଇଞ୍ଜିନିୟରମାନେ […]

  • Friday, 02 July 2021
sura
କେଲୁଅ ନଦୀବନ୍ଧ ରାସ୍ତାକୁ ଉଡ଼ାଇବା ଘଟଣା: ବିଧାୟକ ଓ ଜେଇଙ୍କ ଉପରେ ବର୍ଷିଲେ ସୁର

ଯାଜପୁର: ଯାଜପୁର କେଲୁଅ ନଦୀ ବନ୍ଧରାସ୍ତାକୁ ଉଡ଼ାଇ ଘାଇ ସୃଷ୍ଟି କରିବା ଘଟଣାକୁ ନେଇ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ୬ ଜଣଙ୍କୁ ନୋଟିସ୍ ଜାରି କରିଛନ୍ତି ଲୋକାୟୁକ୍ତ। ଆସନ୍ତା ୬ ସପ୍ତାହ ଭିତରେ ଉତ୍ତର ରଖିବାକୁ କୁହାଯାଇଛି। ସେପଟେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ବିଧାୟକ ଓ ଜେଇ ଏଥିପାଇଁ ଦାୟୀ ବୋଲି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ୮ ମାସ ପୂର୍ବରୁ ୨୪ କୋଟି […]

  • Friday, 02 July 2021
cyclone 1
ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ପବନ

ଭୁବନେଶ୍ୱର: ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ। ୪୦ କିମି ବେଗରେ ବହିବ ପବନ। ଏ ନେଇ  ସତର୍କ କରାଇଲା ପାଣିପାଗ ବିଭାଗ। ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଯୋଗୁଁ ୪ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଆସନ୍ତାକାଲି ସକାଳ ୮.୩୦ ଯାଏଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ୪ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଘଣ୍ଟାକୁ ୩୦ରୁ ୪୦ କିମି […]

  • Friday, 02 July 2021
MAHINDRA - Copy - Copy
ଲାଉତୁମ୍ବାରେ ନଦୀ ପାର ହେଉଥିବା ଦେଖି ଅଙ୍ଗନୱାଡ଼ି କର୍ମୀଙ୍କୁ ମୋଟର ବୋଟ୍ ଦେବାକୁ କହିଲେ ଆନନ୍ଦ ମହିନ୍ଦ୍ରା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ବ୍ଲକ ରାଲେଗାଡ଼ା ପଞ୍ଚାୟତକୁ ଗୋଟିଏ ବୋଟ୍ ପ୍ରଦାନ କରିବ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ। ଏ ସଂପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି କମ୍ପାନୀର ପ୍ରମୋଟର ଆନନ୍ଦ ମହିନ୍ଦ୍ରା। Yesterday was a ‘marine’ day for me: tweeted about a cycle that works on water & about patrol boats built by Mahindra Marine. But this story is heart-rending. Hiten, would […]

  • Friday, 02 July 2021
ramesh-rath
ଓଟିଭିରୁ ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କ ଇସ୍ତଫା, ଦେଲେ ୩ ମାସର ନୋଟିସ୍

ଭୁବନେଶ୍ୱର: ଓଟିଭିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରମେଶ ରଥ। ସାଂପ୍ରତିକ ପରିସ୍ଥିତିରେ ସେ ସାମ୍ନା କରୁଥିବା ସ୍ୱାସ୍ଥ୍ୟଗତ ସମସ୍ୟା ଓ ବ୍ୟକ୍ତିଗତ କାରଣରୁ ସେ ବୃତ୍ତିଗତ କାର୍ଯ୍ୟ ଠିକ୍‌ରେ ସଂପାଦନ କରିପାରିବେ ନାହିଁ ବୋଲି ଦର୍ଶାଇ ଇସ୍ତଫା ଦେଇଛନ୍ତି। କଂପାନୀ କର୍ତ୍ତୃପକ୍ଷଙ୍କୁ ସେ ୩ ମାସର ନୋଟିସ୍ ଦେବା ସହ ନିଜ ଇସ୍ତଫା ପତ୍ର ଇ-ମେଲ୍ ଯୋଗେ ପଠାଇଥିବା ଜଣାପଡ଼ିଛି। ସେପଟେ ରମେଶ ଜାରି କରିଥିବା ଏକ ପ୍ରେସ୍ ରିଲିଜ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଗତ […]

  • Friday, 02 July 2021
rto
ଦଶହରାରେ ଖୋଲା ରହିବ RTO ଅଫିସ୍

ଭୁବନେଶ୍ୱର: ଦଶହରାରେ ଖୋଲା ରହିବ RTO ଅଫିସ୍। ଗାଡ଼ି ରେଜିଷ୍ଟ୍ରେସନ ପାଇଁ ଦଶହରାରେ ଖୋଲା ରହିବା ନେଇ ସୂଚନା ଦେଇଛି ରାଜ୍ୟ ପରିବହନ ବିଭାଗ। ଦଶହରାରେ ନୂଆ ଗାଡ଼ି ବିକ୍ରି ବଢ଼ିବା ସମ୍ଭାବନା ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୪ ଓ ୨୬ ତାରିଖ ଦିନ ସମସ୍ତ RTO ଅଫିସ୍ ରାଜ୍ୟର ଖୋଲା ରହିବ। ଏହି ଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ୨ ଘଣ୍ଟା ଯାଏ ଆରଟିଓ ଖୋଲା ରହିବ।

  • Friday, 02 July 2021
କାମ ଦେଉନି ପ୍ଲଜମା ଥେରାପି: ସ୍ପଷ୍ଟୀକରଣ ରଖିଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: କରୋନାର ଚିକିତ୍ସାରେ ଦ୍ୱନ୍ଦ୍ୱ। ପ୍ଲାଜମା ଥେରାପି ଓ ରେମଡେସିଭିର୍ କାମ ଦେଉନଥିବା ଚର୍ଚ୍ଚା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ସେ କହିଛନ୍ତି, କରୋନାର ଟ୍ରିଟମେଣ୍ଟରେ ପ୍ଲାଜମା ଥେରାପି ଓ ରେମଡେସିଭିର୍ ଫଳପ୍ରଦ ହେଉନଥିବା ସଂପର୍କରେ ICMR ପକ୍ଷରୁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ କିଛି ଅବଗତ କରାଯାଇନାହିଁ। ତେଣୁ ଏ ନେଇ ଭୟଭୀତ ନ ହେବାକୁ ପ୍ରଦୀପ୍ତ ମହାପାତ୍ର ପରାମର୍ଶ ଦେଇଛନ୍ତି। ଆଗରୁ କୁହାଯାଉଥିଲା ଯେ, ପ୍ଲାଜମା ଥେରାପି ଦ୍ୱାରା କୋଭିଡ […]

  • Friday, 02 July 2021
bhubaneswar-coronavirus
ଭୁବନେଶ୍ୱରରୁ ୨୦୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ଆଜି ଭୁବନେଶ୍ୱରରୁ ୨୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୨୦୧ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୬୪, ଲୋକାଲ୍ କେସ୍ ୧୩୭ ରହିଛି। ସେହିପରି ଆଉ ୨୯୨ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। Update on newly detected #COVID19 cases in the last 24 hrs under the BMC area on 22nd Oct 2020(till 9am). pic.twitter.com/COAQsX1IHf […]

  • Friday, 02 July 2021
petrol
ଭୁବନେଶ୍ୱରରେ ୧୦୦ ଟପିଲା ପେଟ୍ରୋଲ

ଭୁବନେଶ୍ୱର/ନୂଆଦିଲ୍ଲୀ: ରାଜଧାନୀ ଭୁବନେଶ୍ୱରରେ ସେଞ୍ଚୁରି ମାରିଲା ପେଟ୍ରୋଲ ଦର। ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ଶହେ ଟପିଛି। ମହଙ୍ଗା ମାଡ଼ରେ ଜନସାଧାରଣ ଆକ୍ତାମାକ୍ତା ହେଉଥିବା ବେଳେ ଲଗାତର ଭାବେ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରର ବିଭିନ୍ନ…

  • Friday, 02 July 2021
aparajita
'ପାତରଅନ୍ତର ଛାଡ଼, ଆମେ ବିକାଶ ଚାହୁଁଛୁ'

ବାଲେଶ୍ୱର: ଉପନିର୍ବାଚନ ପ୍ରଚାର ପାଇଁ ଆଜି ବାଲେଶ୍ୱର ନିର୍ବାଚନ ମଣ୍ଡଳୀକୁ ଗସ୍ତ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହି ଅବସରରେ ଆୟୋଜିତ ଏକ ବୈଠକରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଅପରାଜିତା। ଆମେ ସମସ୍ତେ ବିକାଶର ରାଜନୀତି ଚାହୁଁଛୁ। ଦଳମତ ନିର୍ବିଶେଷରେ ବିନା ପାତରଅନ୍ତରରେ ବିକାଶ ହେବା ଦରକାର ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ବିଜେପି ବା ସାଧାରଣ ଲୋକ କୋଭିଡ଼ ନିୟମ ଭାଙ୍ଗିଲେ ଦଣ୍ଡ ଦିଆଯାଉଛି। ନିକଟରେ ରବୀନ୍ଦ୍ର ଜେନା […]

  • Friday, 02 July 2021