• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Rohit
ପରସ୍ପରର ରେକର୍ଡ ଭାଙ୍ଗିବେ କି ବିରାଟ୍‌ ଓ ରୋହିତ !

ଫ୍ଲୋରିଡା: ଆଉ କିଛି ଘଣ୍ଟା ପରେ ଆମେରିକାର ଫ୍ଲୋରିଡାଠାରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଆରମ୍ଭ ହେବ। ଭାରତୀୟ ସମୟ ସନ୍ଧ୍ୟା ୮ଟାରେ ଏହି ମ୍ୟାଚ୍‌ ଖେଳାଯିବ। ବିଶ୍ୱକପ୍‌ ସ୍ୱପ୍ନ ଅଧାରୁ ଧୂଳିସାତ ହେବା ପରେ ପ୍ରଥମଥର ଭାରତୀୟ ଟିମ୍‌ ପଡ଼ିଆକୁ ଓହ୍ଲାଇବ। ତେଣୁ ଏହି ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଏହି ମ୍ୟାଚ୍‌ରେ ଭାରତର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଡେପୁଟି ରୋହିତ ଶର୍ମା ପରସ୍ପରର ରେକର୍ଡ […]

  • Saturday, 10 July 2021
kuldip
ଉନ୍ନାଓ ଦୁଷ୍କର୍ମ ମାମଲା: ବିଧାୟକ କୁଲଦୀପ ସେନ୍‌ଗାରଙ୍କ ବନ୍ଧୁକ ଲାଇସେନ୍ସ ରଦ୍ଦ

ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ମାମଲାରେ ଜେଲରେ ଥିବା ବିଜେପିରୁ ବହିଷ୍କୃତ ବିଧାୟକ କୁଲଦୀପ ସିଂହ ସେନ୍‌ଗାରଙ୍କ ବନ୍ଧୁକ ଲାଇସେନ୍ସ ରଦ୍ଦ ହୋଇଛି। ତାଙ୍କ ପାଖରେ ଏକ ବନ୍ଧୁକ, ରାଇଫଲ ଏବଂ ରିଭଲଭର ରଖିବା ପାଇଁ ତିନୋଟି ପୃଥକ ପୃଥକ ଲାଇସେନ୍ସ ଥିଲା। ଜିଲ୍ଲା ପ୍ରଶାସନ ଏ ସମସ୍ତ ଲାଇସେନ୍ସ ରଦ୍ଦ କରିଛି। ଗତବର୍ଷ ବିଧାୟକ ସେନ୍‌ଗାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ଏହାପରେ ସେ ଗିରଫ ହୋଇଥିଲେ। ଏବେ ଏହି ଦୁଷ୍କର୍ମ ମାମଲାର ତଦନ୍ତ ସିବିଆଇ କରୁଛି। […]

  • Saturday, 10 July 2021
talak
ଟ୍ରିପଲ୍‌ ତଲାକ ବିଲ୍‌ ପାସ୍‌ ପରେ...ସଜାଡ଼ି ହେଉଛି ଉଜୁଡ଼ା ଘର

ଲକ୍ଷ୍ନୌ: ତିନ୍ ତଲାକ୍‌ ବିଲ୍‌ ରାଜ୍ୟ ସଭାରେ ଅନୁମୋଦନ ପାଇଲା ପରେ ଏହାର ପ୍ରଭାବ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। କିଛି ଲୋକ ତ ଏହାକୁ ବିରୋଧ କରି ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ଯିବାକୁ ଚାହୁଁଛନ୍ତି। କିନ୍ତୁ କିଛି ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ଯେଉଁଥିପାଇଁ ଅନେକଙ୍କ ଉଜୁଡା ଘର ସଜାଡି ହେଉଥିବା ଦେଖିବାକୁ ମିଳୁଛି । ଯେଉଁମାନେ ତିନି ତଲାକ କହି ପତ୍ନୀଙ୍କୁ ଛାଡ଼ି ଦେଇଥିଲେ, ସେମାନେ ଏବେ ସସମ୍ମାନେ ନିଜ ପତ୍ନୀଙ୍କୁ ଫେରାଇ ଆଣୁଛନ୍ତି। […]

  • Saturday, 10 July 2021
station
ଛୋଟ ଛୁଆର ଉପସ୍ଥିତି ବୁଦ୍ଧି ମା’କୁ ମରଣ ମୁହଁରୁ ଫେରାଇ ଆଣିଲା

ନୂଆଦିଲ୍ଲୀ:ଛୋଟ ଛୋଟ ଛୁଆ ଦୁହିଁଙ୍କୁ ନେଇ ମା’ ପହଞ୍ଚିଲା ଷ୍ଟେଶନରେ। ମା’ ସହ ବୁଲିବାକୁ ଯାଉଥିବାରୁ ପିଲାମାନଙ୍କ ମନ ଭାରି ଖୁସି । ହେଲେ ମା’ ମନରେ ଯେ ଏତେ ଭୟଙ୍କର କଥା ଛପି ରହିଛି ନିରୀହ ଶିଶୁ ଦୁହେଁ ବା ଜାଣିବେ କିପରି ? ପିଲାଙ୍କୁ ସୁରକ୍ଷିତ ଜାଗାରେ ଛିଡ଼ା କରାଇ ମା’ ଚାଲି ଯାଇଥିଲା ଆତ୍ମହତ୍ୟା କରିବାକୁ । ହେଲେ କରି ପାରିଲେନି। ଛୋଟ ଛୋଟ ସେଇ ପିଲାମାନେ ହିଁ ତାଙ୍କ ଜୀବନ ବଞ୍ଚାଇଲେ। […]

  • Saturday, 10 July 2021
vlcsnap-error389
ଚମକିଲେ ଓଡ଼ିଆ ପୁଅ: ‘ଅର୍ଗାନ୍ ସିକ୍ୟୋର’ ଆପ୍ସ ତିଆରି କରି ଜିତିଲେ ମାଇକ୍ରୋସଫ୍ଟ ପୁରସ୍କାର

ବେଙ୍ଗାଲୁରୁ: ଇଣ୍ଟରନେଟରେ ଏକ ଓ୍ୱେବ୍ ସିରିଜ୍ ଦେଖି ଲୋକଙ୍କ ସମସ୍ୟା ବାବଦରେ ହୃଦବୋଧ କଲେ। ଆଉ ୬ ମାସ ପରେ ସମସ୍ୟାର ସମାଧାନ ନିଜେ କରି ସଫଳ ହୋଇଛନ୍ତି ଓଡ଼ିଆ ପୁଅ ପ୍ରତୀକ ମହାପାତ୍ର। ଲୋକମାନେ ଅର୍ଗାନ ଡୋନେସନ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି କିନ୍ତୁ ଠିକଣା ସମୟରେ ଅଙ୍ଗପ୍ରତ୍ୟଙ୍ଗ ଲୋଡୁଥିବା ବ୍ୟକ୍ତିଙ୍କୁ ଏହା ମିଳୁ ପାରୁ ନାହିଁ। ଓ୍ୱେବ୍ ସିରିଜରେ ଏଭଳି କିଛି ସମସ୍ୟା ବାବଦରେ ଦେଖିଥିଲେ ପ୍ରତୀକ। ଏହାପରେ ଇଣ୍ଟରନେଟରେ ଅଧିକ ଗବେଷଣା କରି […]

  • Saturday, 10 July 2021