• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

879769
ମିଶନ ଚନ୍ଦ୍ରଯାନ-୨ରେ କାହିଁକି ୯୮% ସଫଳତା ମିଳିଛି ସ୍ପଷ୍ଟ କଲେ ଶିବନ୍

ନୂଆଦିଲ୍ଲୀ: ମିଶନ ଚନ୍ଦ୍ରଯାନ-୨କୁ ନେଇ ଚର୍ଚ୍ଚା ଏବେ ବି ବନ୍ଦ ହୋଇନି। ଶେଷ ମୁହୂର୍ତ୍ତରେ ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା। ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ନ କରି ହାର୍ଡ ଲ୍ୟାଣ୍ଡିଂ କରିଥିଲା। ଯାହା ବି ହେଉ, ଚନ୍ଦ୍ରଯାନ-୨ ବିଫଳ ହୋଇନି। ଏଥିରେ ୯୮ ପ୍ରତିଶତ ସଫଳତା ମିଳିଛି। ନିକଟରେ ଭୁବନେଶ୍ୱର ଗସ୍ତରେ ଆସିଥିବା ବେଳେ ଏକଥା କହିଥିଲେ ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍। ଏହାପରେ ଅନେକ ବୈଜ୍ଞାନିକ ଶିବନଙ୍କ ଏପରି ମନ୍ତବ୍ୟ […]

  • Saturday, 10 July 2021
64547
ଉଡ଼ୁଥିବା ବେଳେ ବିମାନରେ ଲାଗିଗଲା ନିଆଁ

ପାଣାଜି: ବଡ଼ ଦୁର୍ଘଟଣାର ବର୍ତ୍ତିଯାଇଛି ଗୋଆରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନ। ଆକାଶରେ ଉଡ଼ୁଥିବା ସମୟରେ ଏହି ବିମାନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଏହାପରେ ପୁଣି ଗୋଆ ବିମାନ ବନ୍ଦରକୁ ଫେରି ଆସି ଜରୁରୀ ଅବତରଣ କରିଛି। ସୋମବାର ରାତି ୧ଟାରେ ଏହି ବିମାନଟି ଗୋଆରୁ ଦିଲ୍ଲୀ ଅଭିମୁଖେ ୧୮୦ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଥିଲା। ଏହି ବିମାନରେ ଗୋଆର ପରିବେଶ ମନ୍ତ୍ରୀ ନିଲେଶ କବରଲ ଥିଲେ। ଦିଲ୍ଲୀରେ ଆଜି ଏକ ସରକାରୀ ବୈଠକରେ ଯୋଗଦେବା ପାଇଁ […]

  • Saturday, 10 July 2021
kendrapada
ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ; ଫୋକସ୍‌ରେ କେନ୍ଦ୍ରାପଡ଼ା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଆସନ୍ତାକାଲି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ଅର୍ଥାତ୍‌ ଶେଷ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ  ନିର୍ବାଚନ ହେବାକୁ ଥିବା ରାଜ୍ୟର ୬ଟି ଲୋକସଭା ଆସନ ମଧ୍ୟରୁ କେନ୍ଦ୍ରାପଡ଼ା ଉପରେ ସମସ୍ତଙ୍କ ନଜର ରହିଛି।  କାରଣ ଏଠାରେ ହେଉଛି କଡ଼ା ଟକ୍କର।  ଏଥର ଏଠାରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ବୈଜୟନ୍ତ ପଣ୍ଡା। ଆଗରୁ ଦୁଇ ଥର ସେ କେନ୍ଦ୍ରାପଡ଼ା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏଥର ତାଙ୍କୁ ବିଜେଡିର ଅନୁଭବ ମହାନ୍ତି  ଓ କଂଗ୍ରେସର […]

  • Saturday, 10 July 2021
honey
ମଧ୍ୟପ୍ରଦେଶ ସେକ୍ସ ସ୍କାମ୍‌: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍

ଭୋପାଲ: ଦେଶର ସବୁଠୁ ବଡ଼ ହନିଟ୍ରାପ ଗ୍ୟାଙ୍ଗ ମାମଲାର ଚାଲିଛି ଏସଆଇଟି ତଦନ୍ତ। ଏହାରି ଭିତରେ ଭାଇରାଲ ହୋଇଛି ମଧ୍ୟପ୍ରଦେଶର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଦକ୍ଷିଣପନ୍ଥୀ ନେତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ। ଯାହାକି ଏବେ ମଧ୍ୟପ୍ରଦେଶ ରାଜନୀତିକୁ ଆହୁରି ସରଗରମ କରିଛି। ହେଲେ ଭାଇରାଲ ହୋଇଥିବା ଭିଡିଓର ସତ୍ୟତା ବାବଦରେ କୌଣସି ସୂଚନା ମିଳିନାହିଁ। ଗୋଟିଏ ଭିଡିଓରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଣେ ଯୁବତୀଙ୍କ ସହ ହୋଟେଲ୍ ରୁମରେ ଥିବା ନେଇ ଜଣାପଡ଼ିଥିବା ବେଳେ ଅନ୍ୟ ଭିଡିଓଟିରେ ଜଣେ […]

  • Saturday, 10 July 2021
545454
ଅକ୍ଟୋବର ୧ରୁ ଏହି ସବୁ ନିୟମରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ: ୧ ଅକ୍ଟୋବର ୨୦୧୯ରୁ ଦେଶର ଅନେକ ନିୟମରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। ମୁଖ୍ୟତଃ ବ୍ୟାଙ୍କିଙ୍ଗ୍, ଜିଏସଟି, ପରିବହନ ଇତ୍ୟାଦି ସଂପର୍କୀତ ନିୟମର ପ୍ରଭାବ ସିଧାସଳଖ ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି। ବଦଳିଯିବ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ୧ ଅକ୍ଟୋବର ୨୦୧୯ରୁ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ପାଇଁ ନିୟମ ବଦଳିଯିବ। ନୂଆ ନିୟମ ଅନୁସାରେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ଅପଡ଼େଟ୍ କରିବା ପାଇଁ ପଡ଼ିବ। ଏହି ସବୁ ପ୍ରକ୍ରିୟା ଅନଲାଇନରେ ହିଁ ହେବ। ରେଜିଷ୍ଟ୍ରେସନ […]

  • Saturday, 10 July 2021
photo
ଅଶାଳୀନ ପୋଷାକ, ସର୍ବସାଧାରଣରେ ଚୁମ୍ବନ ପାଇଁ ଲାଗିବ ଫାଇନ୍‌

ରିୟାଦ୍‌: ଶନିବାର ସାଉଦି ଆରବ ସରକାର ‘ଶାଳୀନତା’ ଉଲ୍ଲଂଘନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଘୋଷଣା କରିଛନ୍ତି। ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଦେଶକୁ ନିମନ୍ତ୍ରଣ କରିବାର ଗୋଟିଏ ଦିନ ପରେ ସାଉଦି ସରକାର କହିଛନ୍ତି, ଟାଇଟ୍‌ ବା ଚିପା ପୋଷାକ ଏବଂ ସର୍ବସାଧାରଣରେ ଚୁମ୍ବନ ପାଇଁ ଫାଇନ୍‌ ଦେବାକୁ ହେବ। ସାଉଦି ସରକାରଙ୍କ ପକ୍ଷରୁ ୧୯ଟି ଏଭଳି ଅପରାଧ ବାବଦରେ ତାଲିକା କରାଯାଇଥିଲେ ମଧ୍ୟ ଏହାର ଦଣ୍ଡ ବାବଦରେ କିଛି କୁହାଯାଇନି। ସୂଚନାଥାଉ କି,  ଏହି […]

  • Saturday, 10 July 2021
ASTRA (1)
୧୫ ବର୍ଷ ପରେ ଆସିଲା ଅସ୍ତ୍ର; ଖୁବଶୀଘ୍ର ବାୟୁସେନାରେ ସାମିଲ୍ ହେବ

ଭୁବନେଶ୍ୱର : ବାଲେଶ୍ୱର ସ୍ଥିତ ଚାନ୍ଦିପୁର ଡିଆରଡିଓରୁ ପ୍ରସ୍ତୁତ ହେଉଥିବା ବାୟୁସେନାର ବିଭିଆରଏଏଏମ୍ (Beyond Visual Range Air-to-Air Missile) ‘ଅସ୍ତ୍ର’ ଖୁବଶୀଘ୍ର ଭାରତୀୟ ବାୟୁସେନାରେ ସାମିଲ୍ ହେବାକୁ ଯାଉଛି। ଏହି କ୍ଷେପଣାସ୍ତ୍ରର ସ୍ୱତନ୍ତ୍ରତା ହେଉଛି ଏହା ଆକାଶ ମାର୍ଗରୁ ଆକାଶ ମାର୍ଗକୁ ଲକ୍ଷ୍ୟଭେଦ କରିପାରିବ। ଏହାର ଲକ୍ଷ୍ୟଭେଦ କ୍ଷମତା ୮୦ରୁ ୮୬ କିଲୋମିଟର ରହିଛି। ଡିଆରଡିଓ ବୈଜ୍ଞାନିକମାନେ କିନ୍ତୁ ଏହାର ଲକ୍ଷ୍ୟଭେଦ କ୍ଷମତା ୧୧୦ରୁ ୧୬୦ କିଲୋମିଟର କରୁଥିବା ଜଣାପଡ଼ିଛି। ଚାନ୍ଦିପୁର ଡିଆରଡିଆରୁ ୫ ଥର […]

  • Saturday, 10 July 2021
cyclone
ଓଡ଼ିଶାରେ ପଡ଼ିବନି ବାତ୍ୟା ‘ଫନି’ର ପ୍ରଭାବ; ତାମିଲନାଡୁ, ଆନ୍ଧ୍ରରେ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ‘ଫନି’ର ପ୍ରଭାବ ପଡ଼ିବ ନାହିଁ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ଫନି ଚେନ୍ନାଇଠାରୁ ୧୧୦୦ କିଲୋମିଟର  ଏବଂ ମଛଲିପଟ୍ଟନମ୍‌ ଉପକୂଳଠାରୁ ୧୩୦ କିଲୋମିଟର ଦୂରରେ ରହିଛି।  ବାତ୍ୟା ଫନିର ଗତି ବର୍ତ୍ତମାନ ଘଣ୍ଟାପ୍ରତି ୧୫ କିଲୋମିଟର ରହିଛ॥ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଏବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭେରି ଟୁ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହେବ। ବର୍ତ୍ତମାନ […]

  • Saturday, 10 July 2021
75757
ପାଟ୍ରୋଲିଂ ବେଳେ ନିଖୋଜ ହେଲେ ବିଏସ୍‌ଏଫ ଯବାନ୍

ଶ୍ରୀନଗର: ଜମ୍ମୁ କଶ୍ମୀର ସୀମା ରେଖାରେ ଡ୍ୟୁଟିରେ ଥିବା ବେଳେ ନିଖୋଜ୍ ହୋଇଛନ୍ତି ବର୍ଡର ସିକ୍ୟୁରଟି ଫୋର୍ସ(ବିଏସଏଫ)ର ଜଣେ ଯବାନ୍। ଆରଏସପୁରାର ଆର୍ଣ୍ଣିଆ ସେକ୍ଟରରେ ପାଟ୍ରୋଲିଂ କରୁଥିବା ବେଳେ ଯବାନ ଜଣକ ଗତକାଲିଠୁ ନିଖୋଜ ରହିଛନ୍ତି। ଆଜି ଏ ବାବଦରେ ସୂଚନା ମିଳିଛି। ଖବର ସରବରାହ ସଂସ୍ଥା ପିଟିଆର ରିପୋର୍ଟ ଅନୁଯାୟୀ ଯବାନଙ୍କ ନାମ ପରିତୋଷ ମଣ୍ଡଳ (୫୪)। ବିଏସଏଫରେ ସେ ସବ୍ ଇନସପେକ୍ଟର ପଦବୀରେ ନିୟୋଜିତ ଥିଲେ। ଗତକାଲି ସେ ଓ ଦୁଇ ଜଣ କନଷ୍ଟେବଳ […]

  • Saturday, 10 July 2021
251424
ଶେଷରେ ବିମାନ ବି ଏମିତି ଧୋକା ଦେଲା ଇମ୍ରାନଙ୍କୁ....

ନୂଆଦିଲ୍ଲୀ: ସମୟ ଖରାପ ହେଲେ ଘୋଡ଼ାରେ ବସିଥିବା ଲୋକକୁ ବି କୁକୁର କାମୁଡ଼େ। ଏଭଳି ଘଟଣା ଏବେ ଘଟି ଚାଲିଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ କ୍ଷେତ୍ରରେ। କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ରକ୍ତ ଚାଉଳ ଚୋବାଉଥିବା ଇମ୍ରାନ ବିଶ୍ୱ ସମୁଦାୟର ସମର୍ଥନ ପାଇଁ ବହୁତ ଚେଷ୍ଟା କଲେ। ହେଲେ ସବୁଠୁ ହତାଶ ହେବା ପରେ ମିଛର ସାହାରା ନେଲେ। ଏ ନେଇ ତାଙ୍କୁ ଥରେ ନୁହେଁ, ବାରମ୍ବାର ଅପଦସ୍ତ ହେବାକୁ ପଡ଼ିଲା। ଆଉ […]

  • Saturday, 10 July 2021
4344
କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଭାଷା କହୁଥିବା ତୁର୍କୀକୁ ମୋଦି ଦେଲେ ଏମିତି ଜବାବ

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗକୁ ନେଇ ସାରା ବିଶ୍ୱ ଭାରତର ପଦକ୍ଷେପକୁ ସମର୍ଥନ କରୁଛନ୍ତି। ଏକମାତ୍ର ପାକିସ୍ତାନ ଏହାକୁ ବିରୋଧ କରୁଛି। କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଅତି ନିଜର ବନ୍ଧୁ, ସହଯୋଗୀ ରାଷ୍ଟ୍ରମାନେ ହାତ ଛାଡ଼ି ଦେଇଛନ୍ତି। ହେଲେ ତୁର୍କୀ ଏବେ ପାକିସ୍ତାନର ସ୍ୱର ସହ  ସ୍ୱର ମିଳାଛି । ଏପରକି ଜାତିସଂଘରେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନୀ ସ୍ୱରରେ ଭାରତକୁ ସମାଲୋଚନା କରିଛି ତୁର୍କୀ। ସେତିକି ନୁହେଁ,  ନ୍ୟୁକ୍ଲିୟର ସପ୍ଲାୟର୍ସ ଗ୍ରୁପ୍‌(NSG)ରେ ଭାରତର ସଦସ୍ୟତାକୁ ମଧ୍ୟ ବିରୋଧ କରିଛି […]

  • Saturday, 10 July 2021
heavyweight leaders
ଚତୁର୍ଥ ପର୍ଯ୍ୟାୟରେ ବହୁ ହେଭିୱେଟ୍‌ଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଅନେକ ହେଭିୱେଟ୍‌ଙ୍କ ଭାଗ୍ୟ ପରୀକ୍ଷା ହେବ। ମୁମ୍ବାଇର ନର୍ଥ ସେଣ୍ଟ୍ରାଲ ଆସନରେ ବିଜେପିର ପୁନମ୍‌ ମହାଜନ ଓ କଂଗ୍ରେସର ପ୍ରିୟା ଦତ୍ତଙ୍କ ମଧ୍ୟରେ ହେବ କଡ଼ା ଟକ୍କର। ସେହିପରି ମୁମ୍ବାଇ ନର୍ଥ ୱେଷ୍ଟରେ କଂଗ୍ରେସର ସଞ୍ଜୟ ନିରୁପମ୍ ଓ ମୁମ୍ବାଇ ନର୍ଥ ଆସନରେ ଅଭିନେତ୍ରୀରୁ ରାଜନେତା ହୋଇଥିବା କଂଗ୍ରେସର ଉର୍ମିଳା ମାତୋଣ୍ଡକରଙ୍କ ଭାଗ୍ୟ ପରୀକ୍ଷା ହେବ। ମୁମ୍ବାଇ ସାଉଥରୁ କଂଗ୍ରେସ ଟିକେଟ୍‌ରେ ଶିଳ୍ପପତି ମିଲିନ୍ଦ ଦେଓରା ଲଢୁଛନ୍ତି। ଉତ୍ତରପ୍ରଦେଶର କନୌଜ ଆସନରୁ […]

  • Saturday, 10 July 2021
vote
ଆସନ୍ତକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ

ନୂଆଦିଲ୍ଲୀ: ତିନିଟି ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଏବେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଉପରେ ସମସ୍ତଙ୍କ ନଜର। ୨୯ ତାରିଖରେ ଅର୍ଥାତ୍‌ ଆସନ୍ତକାଲି ଓଡିଶା ସମେତ ୯ଟି ରାଜ୍ୟର ୭୧ଟି ଲୋକସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ। ୯୪୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୨କୋଟି ୭୯ ଲକ୍ଷ ଭୋଟର। ଅନ୍ୟପକ୍ଷେ, ମତଦାନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ୧ ଲକ୍ଷ ୪୦ହଜାର ୮୪୯ଟି ପୋଲିଂ ବୁଥ୍‌ କରାଯାଇଛି। ମହାରାଷ୍ଟ୍ରର ୧୭ଟି, ରାଜସ୍ଥାନ ଓ ଉତ୍ତରପ୍ରଦେଶର […]

  • Saturday, 10 July 2021
234323
ଜମ୍ମୁରେ ପଶିଲେ ଆତଙ୍କବାଦୀ, ପରିବାର ଲୋକଙ୍କୁ ବନ୍ଧକ ରଖିଲେ

ଶ୍ରୀନଗର: ଗତକାଲି ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତ ବିରୋଧରେ ଯୁଦ୍ଧ କରିବା ଭଳି ଅଭିଭାଷଣ ରଖିଥିଲେ। ଏହାପରେ ଆଜି ସକାଳୁ ଏଯାବତ୍ ୩ ଥର ଆତଙ୍କବାଦୀ ଆକ୍ରମଣର ସୂଚନା ମିଳିସାରିଛି। ଦୁଇଟି ସ୍ଥାନରେ ଗୁଳିବିନିମୟ ଜାରି ରହିଥିବାବେଳେ ଅନ୍ୟ ଏକ ସ୍ଥାନରେ ସେନାର ଗାଡ଼ି ଉପରକୁ ଆତଙ୍କବାଦୀ ଗ୍ରେନେଡରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ରାମବନ ଜିଲ୍ଲାରେ ବଟୋଟେରେ ଏକ ଘର ଭିତରେ ପଶି ପରିବାର ଲୋକଙ୍କୁ ବନ୍ଧକ ରଖିଛନ୍ତି। ଉଭୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ […]

  • Saturday, 10 July 2021
BIDISHA-MAITRA
‘ଜାତିସଂଘରେ ଅଭିଭାଷଣ ନାଁରେ ଇମ୍ରାନ ଖାଲି ମିଛ କହିଲେ’

ନ୍ୟୁୟର୍କ: ଗତକାଲି ଜାତିସଂଘ ସାଧାରଣ ପରିଷଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତ ବିରୋଧରେ ଯାହା ମନ୍ତବ୍ୟ ରଖିଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ହିଂସାକୁ ଉସକେଇବା ଭଳି ଅଭିଭାଷଣ। ଜାତିସଂଘରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିଦିଶା ମୈତ୍ର ଆଜି ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛନ୍ତି। ପାକିସ୍ତାନ ଜାତିସଂଘର ମଞ୍ଚରେ ଉପସ୍ଥିତ ରହି ଭୁଲ୍ ଉପଯୋଗ କରିଛି ବୋଲି ବିଦିଶା କହିଛନ୍ତି। ୧୯୪୭ରେ ପାକିସ୍ତାନରେ ଥିବା ସଂଖ୍ୟା ଲଘୁଙ୍କ ସଂଖ୍ୟା ଏବେ ଆହୁରି କମ୍ ରହିଛି। ତାଙ୍କ ବିରୋଧରେ […]

  • Saturday, 10 July 2021
4567456
ମା‘ଙ୍କ ଶେଷ ଇଚ୍ଛା ପୂରଣ କଲେ ବାଂଶୁରୀ

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ଅନ୍ତିମ ଇଚ୍ଛା ପୂରଣ କରିଛନ୍ତି ତାଙ୍କ ଝିଅ ବାଂଶୁରୀ ସ୍ୱରାଜ। ସୁଷମା ଅଗଷ୍ଟ ୬ରେ ଅସୁସ୍ଥ ହୋଇ ଏମ୍ସରେ ଭର୍ତ୍ତି ହେବା ପୂର୍ବରୁ ଆଇସିଜେ କୋର୍ଟର ଓକିଲ ହରିଶ ସାଲଭେଙ୍କ ସହ ଫୋନରେ କଥା ହୋଇଥିଲେ। ସେ କୁଳଭୂଷଣ ଯାଦବଙ୍କ ମାମଲା ଆଇସିଜେରେ ଲଢ଼ିଥିବାରୁ ଦେଖାହେଲେ ପାରିଶ୍ରମିକ ବାବଦକୁ ୧ ଟଙ୍କା ଦେବେ ବୋଲି କହିଥିଲେ। ଏହାପରେ ତାଙ୍କର ପରଲୋକ ହୋଇଯାଇଥିଲା। ଶୁକ୍ରବାର ସୁଷମା ସ୍ୱରାଜଙ୍କ ଶେଷ […]

  • Saturday, 10 July 2021