• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

nurse
କରୋନା ବ୍ୟାପିବା ପାଇଁ ନର୍ସଙ୍କୁ ଦାୟୀ କଲେ, ପିଟିଲେ

ଲଣ୍ଡନ: ଗୋଟିଏ ପଟେ ସାରା ବିଶ୍‌: କରୋନା ଭାଇରସ ସହ ଲଢୁଛି । କରୋନା ଭାୟରେ ଲୋକେ ଘରୁ ବାହାରୁ ନାହାନ୍ତି । ହେଲେ ଡାକ୍ତର ଏବଂ ମେଡିକାଲ ଟିମ୍‌ ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ ଚଳାଇଛନ୍ତି । କିନ୍ତୁ ଏମାନଙ୍କ କାର୍ଯ୍ୟଦକ୍ଷତା, ସେବା ପ୍ରତି ବି ଲୋକେ ଆଙ୍ଗୁଳି ଦେଖାଉଛନ୍ତି । ଉଙଠଓଊ ୧୯ ପୀଡିତ ରୋଗୀଙ୍କ ଚିକିତ୍ସା କରୁଥିବା ବ୍ରିଟେନର ନର୍ସଙ୍କୁ ସେଠିକାର ଲୋକେ ସମ୍ମାନ ଦେବା […]

  • Monday, 12 July 2021
robot
ନ ଧୋଇଲେ ବି ସାନିଟାଇଜ ରହିପାରିବ ହାତ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ସାରା ବିଶ୍ୱ ତତ୍ପର। କରୋନା ଚିକିତ୍ସା ପାଇଁ କୌଣସି ଔଷଧ ବା ଭ୍ୟାକ୍ସିନ ବାହାରି ନ ଥିବାବେଳେ ଏକମାତ୍ର ଭରସା ହେଉଛି ସାନିଟାଇଜର ଓ ମାସ୍କ। ଏପରି ଅବସ୍ଥାରେ କରୋନା ମୁକାବିଲା ପାଇଁ ଜଣେ ୭ ଗ୍ରେଡ୍‌ ଭାରତୀୟ ଛାତ୍ରଙ୍କ ଉଦ୍ୟମ କିଛି କମ୍‌ ନୁହେଁ। ସେ ଏମିତି ଏକ ସାନିଟାଇଜର ରୋବର୍ଟ ତିଆରି କରି ପାରିଛନ୍ତି ଯାହା ୩୦ ସେମି ଦୂରରୁ ହାତକୁ ଚିହ୍ନି ସାନିଟାଇଜ କରିପାରୁଛି। ୟୁଏଇରେ ପଢୁଥିବା […]

  • Monday, 12 July 2021
isis
ଆଇଏସଆଇଏସ୍‌ ଲିଙ୍କ ଅଭିଯୋଗରେ ପାକ୍‌ ଡାକ୍ତର ଗିରଫ

ନୂଆଦିଲ୍ଲୀ: ଆଇଏସ୍‌ଆଇଏସ୍‌ ଆତଙ୍କୀଙ୍କୁ ସାହାଯ୍ୟ କରିବା ପାଇଁ ଏବଂ ଆମେରିକା ଉପରେ ଆତଙ୍କୀ ଆକ୍ରମଣ କରିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗରେ ଜଣେ ପାକିସ୍ତାନୀ ଡାକ୍ତରଙ୍କୁ ଗିରଫ କରାଯାଇଛି। ଆମେରିକା ମିନେସୋଟା ଜିଲ୍ଲାର ଜଣେ ସୁରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ, ମହମ୍ମଦ ମସୁଦ୍‌ (୨୮ ବର୍ଷ) ନାମକ ଜଣେ ଡାକ୍ତର ଆଇଏସଆଇଏସ୍‌ ଆତଙ୍କୀଙ୍କୁ ସମର୍ଥନ ଜଣାଇ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଏପରି କିଛି ବିବାଦୀୟ ବୟାନ ଦେଇଥିଲେ, ଯେଉଁଥିପାଇଁ ସେ ସନ୍ଦେହ ଘେରକୁ ଆସିଥିଲେ। ଏଥିସହିତ ଆଇଏସଆଇଏସ୍ […]

  • Monday, 12 July 2021
corona
ଜାଣନ୍ତି, କେତେ ପ୍ରତିଶତ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ?

ନୂଆଦିଲ୍ଲୀ:ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୨୫୧ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସାରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୭୫ ହଜାର ୮୬୪ ଛୁଇଁଲାଣି। ୧୧ ହଜାର ୩୯୮ଙ୍କର କରୋନାରେ ମୃତ୍ୟୁ ଘଟିଲାଣି। ମୃତ୍ୟୁ ସଂଖ୍ୟା ବିଶ୍ୱବାସୀଙ୍କ ନିଦ ହଜାଇ ଦେଇଥିବାବେଳେ ସେମାନଙ୍କ ପାଇଁ ଏକ ଖୁସି ଖବର। ସାରା ବିଶ୍ୱରେ କରୋନା […]

  • Monday, 12 July 2021
mp
ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଲେ କମଳନାଥ

ଭୋପାଲ: ଆସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେବାକୁ ଘୋଷଣା କରିବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ରାଜ୍ୟପାଳ ଲାଲାଜି ଲଣ୍ଡନଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି।  ୧୦ ମିନିଟର ସାମ୍ୱାଦିକ ସମ୍ମିଳନୀରେ ସେ ତାଙ୍କ ସରକାର ଉପଲବ୍ଧି ବାବଦରେ କହିଥିଲେ। ଏଥିସହିତ ବିଜେପି ଉପରେ ବର୍ଷିଥିଲେ। ବିଜେପି ଷଡ଼ଯନ୍ତ୍ର କରି ତାଙ୍କ ସରକାରକୁ ଭାଙ୍ଗିଛି ବୋଲି କମଳନାଥ ଦାବି କରିବା ସହ ୧୫ ମାସରେ ତାଙ୍କ ସରକାର ୪୦୦ଟି ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛି କରିଛନ୍ତି। […]

  • Monday, 12 July 2021
11
ନ୍ୟାୟ ପାଇଁ ୭ ବର୍ଷ ଧରି ଲଢୁଥିଲେ, ଟଙ୍କାଟିଏ ବି ନେଇ ନ ଥିଲେ

ନୂଆଦିଲ୍ଲୀ: ଆଜିକୁ ଠିକ୍ ୭ବର୍ଷ ୩ମାସ ୩ ଦିନ ତଳର ଘଟଣା। ୨୦୧୨, ଡିସେମ୍ବର ୧୬ ତାରିଖର ସେଇ କାଳ ରାତି । ରାଜଧାନୀ ଦିଲ୍ଲୀରେ ଚଳନ୍ତା ବସ୍‌ରେ ୬ ଜଣ ମିଶି ଜଣେ ଅସହାୟା ଯୁବତୀଙ୍କୁ ଗଣବଳାତ୍କାର କରିଥିଲେ। ନିର୍ଦ୍ଦୟତାର ସବୁ ସୀମା ପାର କରି ଦେଇଥିଲେ ଏହି ନରରାକ୍ଷସ ଗଣ। ଯୁବତୀଙ୍କ ସହ ଥିବା ବନ୍ଧୁଙ୍କୁ ମଧ୍ୟ ଛାଡ଼ି ନ ଥିଲେ ଏମାନେ। ପରେ ଯୁବତୀଙ୍କୁ ଚଳନ୍ତା କାରରୁ ବାହାରକୁ ଫୋପାଡ଼ି ଦେଇଥିଲେ। ୭ବର୍ଷ […]

  • Monday, 12 July 2021
kamalnath
ଆସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେଲେ କମଳନାଥ

ଭୋପାଳ:  ଆସ୍ଥା ଭୋଟ୍ ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଇସ୍ତଫା ଦେଲେ । ଆଜି ରାଜ୍ୟପାଳ ଲାଲାଜି ଟଣ୍ଡନଙ୍କୁ ଭେଟି  ତାଙ୍କର ଇସ୍ତଫା ପତ୍ର ଦେବେ ବୋଲି କହିଛନ୍ତି କମଲନାଥ। ଏଥି ସହିତ ବିଜେପି ଉପରେ ବଷିଛନ୍ତି। ଏକ ପ୍ରେସ୍‌ମିଟ୍‌ରେ ସେ ଅଭିଯୋଗ କରିଛନ୍ତି, ଷଡ଼ଯନ୍ତ୍ର କରି ତାଙ୍କ ସରକାରକୁ ଭାଙ୍ଗିବା ପାଇ ବିଜେପି ଚେଷ୍ଟା କରିଛି। ସେ ଅଭିଯୋଗ କରିଛନ୍ତି, ବିକାଶ ପଥରେ ମଧ୍ୟପ୍ରଦେଶ ସରକାର ଥିଲା। ହେଲେ ଷଡ଼ଯନ୍ତ୍ର କରି ବିକାଶରେ ରୋକ୍ ଲଗାଇଛି […]

  • Monday, 12 July 2021
35e2feb38a2d7d.img
୨୦୬ରେ ପହଞ୍ଚିଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ୨୦ ରାଜ୍ୟକୁ ବ୍ୟାପିଲା କରୋନା। ବର୍ତ୍ତମାନ ସୁଦ୍ଧା ୨୦୬ ଜଣ ଆକ୍ରାନ୍ତ ହୋଇଥିବା ଆଇସିଏମଆର ICMR ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏପର୍ଯ୍ୟନ୍ତ ୧୪ହଜାର ୩୭୬ଟି ସାମ୍ପଲ ସଂଗ୍ରହ କରାଯାଇଥିବା ବେଳେ ୧୩ହଜାର ୪୮୬ଟି ପରୀକ୍ଷା କରାଯାଇଛି । ଅନ୍ୟପକ୍ଷରେ କରୋନାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଗତକାଲି ପଞ୍ଜାବରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କର କରୋନାରେ ମୃତ୍ୟୁ ହୋଇଛି । ତେବେ ଦେଶରେ ରୋଗ ସଂକ୍ରମଣ ଏବେ ବି ଦ୍ୱିତୀୟ ଷ୍ଟେଜ୍‌ରେ […]

  • Monday, 12 July 2021
nirbhaya-mother
ମନେ ପଡେ ଠିକ୍‌ ୭ ବର୍ଷ, ୩ ମାସ, ୩ ଦିନ ତଳର ସେଇ ରାତି....

ନୂଆଦିଲ୍ଲୀ: ଆଜି ସକାଳ ସାଢେ ୫ଟା ବେଳେ ଫାଶିଖୁଣ୍ଟରେ ଝୁଲିଛନ୍ତି ନିର୍ଭୟା ଦୋଷୀ ଅକ୍ଷୟ କୁମାର, ପବନ ଗୁପ୍ତା, ବିନୟ, ଶର୍ମା ଏବଂ ମୁକେଶ କୁମାର । ଏହା ପୂର୍ବରୁ ଅନେକ ଥର ସେମାନଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି  ହୋଇଥିଲେ ହେଁ ସେମାନେ ଏହାକୁ କୌଣସି ନା କୌଣସି ବାହନା ଦେଖାଇ ଟାଳି ଆସୁଥିଲେ। ଶେଷରେ ଆଜି ଫାଶିଖୁଣ୍ଟରେ ଝୁଲିଲେ। ଆଜି ସକାଳୁ ତିହାର ଜେଲ ସମ୍ମୁଖରେ ଖୁବ ଭିଡ ଦେଖିବାକୁ ମିଳିଥିଲା। ଫାଶି ପରେ […]

  • Monday, 12 July 2021
nirvaya
ଜେଲ୍‌ରେ ଏତେ ଟଙ୍କା କମାଇଥିଲେ ନିର୍ଭୟା ଦୋଷୀ !

ନୂଆଦିଲ୍ଲୀ: ଆଜି ସକାଳ ସାଢେ ୫ଟା ବେଳେ ଫାଶିଖୁଣ୍ଟରେ ଝୁଲିଛନ୍ତି ନିର୍ଭୟା ଦୋଷୀ ଅକ୍ଷୟ କୁମାର, ପବନ ଗୁପ୍ତା, ବିନୟ, ଶର୍ମା ଏବଂ ମୁକେଶ କୁମାର । ଏହା ପୂର୍ବରୁ ଏମାନେ ଦୀର୍ଘ ବର୍ଷ ଧରି ଜେଲରେ ରହି ଆସିଥିଲେ। ଏହି ସମୟରେ ଜେଲରେ କାମ କରି   ୧ ଲକ୍ଷ ୩୭ ହଜାର ଟଙ୍କାର ରୋଜଗାର କରିଛନ୍ତି। ତେବ ପ୍ରଶ୍ନ ଉଠୁଛି,  ଦୋଷୀଙ୍କର ମୃତ୍ୟୁ ପରେ କିଏ ନେବ ଏହି ଟଙ୍କା ? ତିହାର ଜେଲ ପ୍ରଶାସକଙ୍କ […]

  • Monday, 12 July 2021
apsingh
ଓକିଲଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଲୋକେ, କହିଲେ...

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ ଫାଶି ପରେ ଆଜି ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି ନିର୍ଭୟା ଦୋଷୀଙ୍କ ଓକିଲ ଏପି ସିଂହ । ଫାଶି ରୋକିବା ନେଇ ସମସ୍ତ ଆବେଦନ ଖାରଜ ହେବା ପରେ ଅଜବ ଯୁକ୍ତି ରଖିବା ସହ ନିର୍ଭୟାଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଏପି ସିଂହ ନିର୍ଭୟା ମା’ ଏବଂ ନିର୍ଭୟା ପ୍ରତି ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ, ନିର୍ଭୟାଙ୍କ ମା’ଙ୍କୁ ଜଣା ନାହିଁ ଯେ ତାଙ୍କ ଝିଅ ରାତି ୧୨.୩୦ […]

  • Monday, 12 July 2021
phashi
କେମିତି କଟିଥିଲା ସେଇ ଶେଷ ଅଧ ଘଣ୍ଟା

ନୂଆଦିଲ୍ଲୀ: ଶେଷରେ ନିର୍ଭୟା ଦୋଷୀଙ୍କୁ ମିଳିଲା ସଜା-ଏ-ମୌତ । ଆଜି ସକାଳେ ନିର୍ଦ୍ଧାରିତ ସମୟରେ ଅର୍ଥାତ୍‌ ସାଢେ ୫ଟା ବେଳେ ୪ ଦୋଷୀ ଫାଶିଖୁଣ୍ଟରେ ଝୁଲିଲେ। ଦୀର୍ଘ ୭ ବର୍ଷ ପରେ ନିର୍ଭୟାକୁ ମିଳିଲା ନ୍ୟାୟ। ଫାଶିରୁ ବର୍ତ୍ତିବା ପାଇଁ ଅନେକ ଚାଲ ଖେଳିଥିଲେ ଏହି ୪ ଦୋଷୀ ମୁକେଶ, ପବନ, ଅକ୍ଷୟ ଓ ବିନୟ। ଏପରିକି ଶେଷ ମୁହୂର୍ତ୍ତରେ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଫାଶି ତାରିଖ ଘୁଞ୍ଚାଇବା ପାଇଁ ଆବେଦନ କରିଥିଲେ। ହେଲେ କିଛି […]

  • Monday, 12 July 2021
lawer
ନିର୍ଭୟା ଦୋଷୀଙ୍କ ଓକିଲ କହିଲେ-ଫାଶି ମାନବାଧିକାର ଉଲ୍ଲଘଂନ

ନୂଆଦିଲ୍ଲୀ: ଶେଷରେ ଫାଶି ଖୁଣ୍ଟରେ ଝୁଲିଲେ ନିର୍ଭୟା ଦୋଷୀ। ୭ବର୍ଷର ସଂଘର୍ଷ ପରେ ନିଭୟାଙ୍କ ମିଳିଲା ନ୍ୟାୟ। ବାରମ୍ବାର ଫାଶି଼ ତାରିଖକୁ ଟାଳିବା ପରେ ଏଥର ମଧ୍ୟ ୪ ଦୋଷୀଙ୍କ ଫାଶିକୁ ନେଇ ଦେଶବାସୀ ଅନିଶ୍ଚିତ ଥିଲେ। ଏପରିକି ଦୋଷୀଙ୍କ ଓକିଲ ଶେଷ ମୁହୂର୍ତ୍ତରେ ଫାଶିକୁ ଟାଳିବା ପାଇଁ ନୂଆ ଚାଲ ଖେଳିଥିଲେ। ଫାଶି ପୂର୍ବରୁ ଗତ ରାତିରେ ବି ଦୋଷୀଙ୍କୁ ବଞ୍ଚାଇବାକୁ ଶେଷ ପ୍ରୟାସ କରିଥିଲେ ସେମାନଙ୍କ ଓକିଲ ଏ.ପି. ସିଂହ। ଗୁରୁବାର ରାତିରେ ବସିଲା […]

  • Monday, 12 July 2021
nirvaya
ଝିଅର ଫଟୋକୁ କୁଣ୍ଢେଇ ପକାଇଥିଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ: ୭ ବର୍ଷ ପରେ ନିର୍ଭୟାଙ୍କୁ ମିଳିଛି ନ୍ୟାୟ । ଦେଶ ଦେଖିଛି ନୂଆ ସୂର୍ଯ୍ୟୋଦୟ। ଆଜି ଏଭଳି କିଛି ଭାବେ ନିଜ ଖୁସିକୁ ବ୍ୟକ୍ତ କରିଛନ୍ତି ନିର୍ଭୟାଙ୍କ ମାଆ ଆଶା ଦେବୀ। ୭ ବର୍ଷର ଲମ୍ବା ସଂଘର୍ଷର ପରିଣାମ ଆଜି ମିଳିଛି । ଏହା ଯେ କେବଳ ନିର୍ଭୟାଙ୍କ ପାଇଁ ନୁହେଁ ଦେଶରେ ଥିବା ଅନ୍ୟ ସମସ୍ତ ଝିଅଙ୍କ ପାଇଁ ବି ଖୁସି ଖବର। ଆଜି ସୁପ୍ରିମକୋର୍ଟରୁ ଫେରିବା ପରେ ହିଁ ସେ ଝିଅର ଫଟୋକୁ […]

  • Monday, 12 July 2021
nirvatya
ଫାଶି କଥା ଶୁଣି କୋର୍ଟ ସମ୍ମୁଖରେ ବେହୋଶ ହୋଇଗଲେ ଅକ୍ଷୟଙ୍କ ପତ୍ନୀ

ନୂଆଦିଲ୍ଲୀ: ଶୁକ୍ରବାର ଫାଶିଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ। ବାରମ୍ବାର ତାରିଖ ଟଳିବା ପରେ ଶେଷରେ କାଲି ଫାଶି ମିଳିବ ବୋଲି ଏକ ପ୍ରକାର ନିଶ୍ଚିତ ହୋଇଛି। ପଟିଆଲା ହାଉସ୍‌ କୋର୍ଟରେ ଶୁଣାଣି ଶେଷ ହୋଇଛି। ଇତିମଧ୍ୟରେ କୋର୍ଟ ବାହାରେ ଦୋଷୀ ଅକ୍ଷୟଙ୍କ ପତ୍ନୀ ପୁନୀତା ଦେବୀ ବେହୋଶ ହୋଇ ଯାଇଛନ୍ତି। ଅକ୍ଷୟ ପତ୍ନୀ ପୁନୀତାଠାରୁ ଛାଡପତ୍ର ନେବା ପାଇଁ ଆବେଦନ କରିଥିଲା। ହେଲେ ପୁନୀତା ଶୁଣାଣି ସମୟରେ ପହଞ୍ଚି ନ ଥିଲା। ଏବେ କୁହାଯାଉଛି, ଫାଶିକୁ ଟାଳିବା […]

  • Monday, 12 July 2021
trivendra singh
ପଦୋନ୍ନତିରେ ଉଚ୍ଛେଦ ହେଲା କୋଟା ବ୍ୟବସ୍ଥା

ଡେରାଡୁନ: ସଂରକ୍ଷଣ ବ୍ୟବସ୍ଥାରେ ଉତ୍ତରାଖଣ୍ଡ ସରକାର ଏକ ବଡ଼ ଧରଣର ନିଷ୍ପତ୍ତି ନେଇଛନ୍ତି । ଚାକିରିରେ ପଦୋନ୍ନତି ପାଇଁ ଥିବା କୋଟା ବା ସଂରକ୍ଷଣକୁ ଉଚ୍ଛେଦ କରିଛନ୍ତି ଉତ୍ତରାଖଣ୍ଡ ସରକାର। ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ରାଓତ ଏ ନେଇ ଘୋଷଣା କରି କହିଛନ୍ତି ପଦନ୍ନୋତି ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ ରହିବା ଠିକ୍ ନୁହେଁ। ହେଲେ କୌଣସି ସରକାର ଚାହିଁଲେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିପାରିବେ ବୋଲି ନିକଟରେ ସୁପ୍ରିମକୋର୍ଟ କହିଥିଲେ। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ କୋଟା […]

  • Monday, 12 July 2021
UGC
କରୋନା ପାଇଁ ଖାତା ଦେଖା ଓ ପରୀକ୍ଷା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲା ୟୁଜିସି

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଗ୍ରାଣ୍ଟ କମିଶନ(ୟୁଜିସି) ଗୁରୁବାର ନୂଆ ନିର୍ଦ୍ଦେଶନାମା ଜାରି କରିଛି। କରୋନା ଭାଇରସକୁ ଦୃଷ୍ଟିରେ ରଖି ୟୁଜିସି ଅଧୀନରେ ଥିବା ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକୁ ମାର୍ଚ୍ଚ ଶେଷ ଯାଏ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। ସେତିକି ନୁହେଁ, ଏହି ସମୟ ସୀମା ମଧ୍ୟରେ କୌଣସି ପ୍ରକାରର ଖାତା ଦେଖା କାର୍ଯ୍ୟ ମଧ୍ୟ ଚାଲିପାରିବ ନାହିଁ ବୋଲି ମଧ୍ୟ କୁହାଯାଇଛି । ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକ ସଂପୂର୍ଣ୍ଣ ଭାବେ ବନ୍ଦ […]

  • Monday, 12 July 2021
iran
କରୋନାକୁ ମାତ୍ ଦେଲେ ୧୦୩ ବର୍ଷର ବୃଦ୍ଧା

ତେହରାନ୍‌: କୁହାଯାଉଛି ବୟସ୍କ ଲୋକଙ୍କ ପାଇଁ କରୋନା ମୃତ୍ୟୁ ଦୂତ ସାଜି ଆସିଛି। ହେଲେ କଥାଟା ସମ୍ପୂର୍ଣ୍ଣ ଭୁଲ୍। କାରଣ ଇରାନ୍‌ରେ ଜଣେ ୧୦୩ ବର୍ଷୀୟ ଜଣେ ବୃଦ୍ଧା କରୋନାକୁ ମାତ ଦେଇଛନ୍ତି। ଚିକିତ୍ସା ପରେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜଧାନୀ ତେହରାନରୁ ୧୮୦ କିମି ଦୂର ସେମନାନ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ମହିଳାଙ୍କ ନାଁ ପ୍ରକାଶ କରି ନାହାନ୍ତି। ଡାକ୍ତରଖାନା ନିର୍ଦ୍ଦେଶକ ଏ […]

  • Monday, 12 July 2021
nirvaya
ପବନର କ୍ୟୁରେଟିଭ ପିଟିସନ ଖାରଜ, କାଲି ଫାଶି !

ନୂଆଦିଲ୍ଲୀ: ଆସନ୍ତାକାଲି ଫାଶୀ ପାଇବେ ନିର୍ଭୟା ଦୋଷୀ ! ଏହା ପୂର୍ବରୁ ଅର୍ଥାତ୍‌ ମଙ୍ଗଳବାର ନିର୍ଭୟା ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲା। ହେଲେ ଏହି ପିଟିସନକୁ  ଆଜି ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତି । ୨୦୧୨ରେ ଯେତେବେଳେ ଏହି ଘଟଣା ଘଟିଥିଲା ସେତେବେଳେ ପବନ ନାବାଳକ ଥିଲା ବୋଲି ଦାବି କରି କ୍ୟୁରେଟିଭ ପିଟିସନ ଦାଖଲ କରିଥିଲା। ପୂର୍ବରୁ ମଧ୍ୟ ସେ ଏହି ମାମଲରେ ରିଭ୍ୟୁ ପିଟିସନ ଦାଖଲ କରି ନିରାଶ […]

  • Monday, 12 July 2021
CORONA-E
ଇଟାଲି: ଗୋଟିଏ ଦିନରେ ଚାଲିଗଲା ୪୭୫ ଜୀବନ

ରୋମ୍‌:ଚୀନ୍‌ର ବୁହାନର ପ୍ରାନ୍ତରେ ଆତଙ୍କ ଖେଳାଇବା ପରେ ଏବେ ଘାତକ କରୋନା ଭାଇରସ୍‌ ଇଟାଲିରେ ଆତଙ୍କ ଖେଳାଇଛି। ଏଠାରେ ଦିନକୁ ଦିନ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦେଶରେ ଏବେ ସୁଦ୍ଧା ୩୫,୭୧୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୨୯୭୮ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ବୁଧବାର ଦିନ ୪୭୫ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଇଟାଲୀର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଇଟାଲୀରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୯% ବୃଦ୍ଧି […]

  • Monday, 12 July 2021