• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ugc
ଜାଲ୍‌ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାର ଦୁଇଟି ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଜାଲ୍‌ ବିଶ୍ୱ ବିଦ୍ୟାଳୟ ତାଲିକାରେ ଓଡ଼ିଶାର ଦୁଇଟି ଶିକ୍ଷାନୁଷ୍ଠାନ ନାମ ରହିଛି। ଏହି ୨ଟି ଶିକ୍ଷାନୁଷ୍ଠାନ ହେଲା- ବାରିପଦା ସ୍ଥିତ ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲ୍‌ଚର ଏଣ୍ଡ୍‌ ଟେକ୍ନୋଲୋଜି ଏବଂ ରାଉରକେଲା ସ୍ଥିତ ନବ ଭାରତ ଶିକ୍ଷା ପରିଷଦ। ସାରା ଦେଶରେ ଚାଲିଥିବା ଜାଲ୍ ବିଶ୍ୱବିଦ୍ୟାଳୟକୁ ନେଇ ୟୁଜିସି ପକ୍ଷରୁ ଏକ ତାଲିକା ପ୍ରକାଶ କରାଯାଇଛି। ଏଥିରେ ଓଡ଼ିଶାର ଏହି ଦୁଇଟି ଶିକ୍ଷାନୁଷ୍ଠାନ ରହିଛି। ଏସବୁ ଶିକ୍ଷାନୁଷ୍ଠାନରେ ନାମ ନ ଲେଖାଇବା ପାଇଁ ୟୁଜିସି […]

  • Monday, 12 July 2021
lawyer
ସାମ୍ନାକୁ ଆସିଲା ବଡ଼ ଖୁଲାସା: ଧାରା ୩୭୭ ବିରୋଧରେ ଲଢ଼ୁଥିବା ଓକିଲ ମହିଳା ଦମ୍ପତି

ନୂଆଦିଲ୍ଲୀ: ଆଇପିସି ଧାରା ୩୭୭କୁ ନେଇ ଗତବର୍ଷ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଶୁଣାଇଥିଲେ। ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ। ସମଲିଙ୍ଗୀମାନଙ୍କର ବି ସମ୍ମାନର ସହ ବଞ୍ଚିବାର ଅଧିକାର ଅଛି ବୋଲି ସୁପ୍ରିମକୋର୍ଟ କହିଥିଲେ। ଆଇପିସି ଧାରା ୩୭୭କୁ ଉଚ୍ଛେଦ ନେଇ ୨ଜଣ ଭାରତୀୟ ମହିଳା ଓକିଲ ବହୁତ ସଂଘର୍ଷ କରିଥିଲେ। ସେତେବେଳେ ଏହି ଦୁଇ ମହିଳା ଓକିଲଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଏବେ ଏଇ ପ୍ରସଙ୍ଗକୁ ନେଇ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ […]

  • Monday, 12 July 2021
pm modi
କଶ୍ମୀର ମାମଲାରେ ଟ୍ରମ୍ପଙ୍କ ବୟାନକୁ ଭାରତର ଖଣ୍ଡନ

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତିକୁ ଭାରତ ଦୃଢ଼ତାର ସହ ଖଣ୍ଡନ କରିଛି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରଵୀଶ କୁମାର ଟ୍ୱିଟ୍‌ କରି ସ୍ପଷ୍ଟ କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେ ବି ଏନେଇ ଟ୍ରମ୍ପଙ୍କୁ କିଛି କହି ନାହାନ୍ତି। କଶ୍ମୀର ପ୍ରସଙ୍ଗ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଏଥିରେ କାହାରି ମଧ୍ୟସ୍ଥତାକୁ ଭାରତ କେବେ ବି ଗ୍ରହଣ କରିବ ନାହିଁ।’ କେବଳ ପାକିସ୍ତାନ ପଟୁ ସୀମା […]

  • Monday, 12 July 2021
rain
କମିଛି ମୌସୁମୀ ବର୍ଷା; ଓଡ଼ିଶାରେ ସ୍ୱାଭାବିକ ଠାରୁ ୩୧ ପ୍ରତିଶତ କମ୍ ବର୍ଷା

ନୂଆଦିଲ୍ଲୀ/ଭୁବନେଶ୍ୱର: ସାରା ଦେଶକୁ ମୌସୁମୀ ଛୁଇଁଥିଲେ ବି ଆଶାନୁରୂପ ବର୍ଷା ହୋଇନି। ଦେଶରେ ମୌସୁମୀ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ ହାରାହାରି ୧୯ ପ୍ରତିଶତ କମ୍ ଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଦେଶର ୧୫ଟି ସ୍ଥାନରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୨୧ଟି ସ୍ଥାନରେ ବର୍ଷାର ଅଭାବ ପରିଲକ୍ଷିତ ହୋଇଛି।  ସୌରାଷ୍ଟ୍ର ଓ କଚ୍ଛରେ ସ୍ୱାଭାବିକ ଠାରୁ ୫୮ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଲାକ୍ଷାଦ୍ୱୀପରେ ସ୍ୱାଭାବିକ […]

  • Monday, 12 July 2021
trump
କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବ

ୱାଶିଂଟନ୍‌: କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଗ୍ରହୀ। ଆମେରିକା ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ସହ ହ୍ୱାଇଟ୍‌ ହାଉସରେ ଆଲୋଚନା ବେଳେ ଆମେରିକା ରାଷ୍ଟ୍ରପତି ଏହି ମଧ୍ୟସ୍ଥତା ପ୍ରସ୍ତାବ ଦେଇଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ବେଳେ ଇମ୍ରାନ୍ ଖାନ୍ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ଟ୍ରମ୍ପ କହିଥିଲେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କଶ୍ମୀର ପ୍ରସଙ୍ଗରେ ସହାୟତା ପାଇଁ କହିଥିଲେ। ତେବେ ଯଦି ଏହି […]

  • Monday, 12 July 2021
chhattisgarh
ବଡ଼ ଧରଣର ମାଓବାଦୀ ଆକ୍ରମଣ ଯୋଜନାକୁ ଭଣ୍ଡୁର କଲା ପୁଲିସ୍‌

ରାୟପୁର: ଛତିଶଗଡ଼ ପୁଲିସ୍‌ ଏକ ବଡ଼ ଧରଣର ମାଓବାଦୀ ଆକ୍ରମଣ ଯୋଜନାକୁ ଭଣ୍ଡୁର କରିଛି। ମିଳିଥିବା ସୂଚନା ଅନୁସାରେ, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌)ର ୨୩୧ ବାଟାଲିୟନର କ୍ୟାମ୍ପ୍‌ ଠାରୁ ମାତ୍ର ୪ଶହ ମିଟର ଦୂରରେ ଏକ ଆଇଇଡି ପ୍ଲାଣ୍ଟ୍‌ କରାଯାଇଥିଲା। ଆଉ ଟାର୍ଗେଟ୍‌ରେ ଥିଲା ଏହି କ୍ୟାମ୍ପ। ହେଲେ ଲାଲ୍ ବାହିନୀର ଏହି ଘାତକ ଯୋଜନାକୁ ପୁଲିସ୍‌ ଫେଲ୍ କରିବାରେ ସଫଳ ହୋଇଛି। ସିଆର୍‌ପିଏଫ୍‌ର ଏହି କ୍ୟାମ୍ପ  ଦାନ୍ତେଓ୍ୱାଡ଼ା ଜିଲ୍ଲାର ଅରନପୁର-ଜଗରଗୋଣ୍ଡା ରୋଡ୍‌ରେ ଅବସ୍ଥିତ। ପୁଲିସ୍‌ […]

  • Monday, 12 July 2021
UP
୧୨୮ କୋଟି ଟଙ୍କାର ବିଦ୍ୟୁତ୍‌ ବିଲ୍‌ ଦେଖିଲା ପରେ....

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତିଙ୍କ ନିକଟକୁ ଏତେ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ଆସିଛି ଯାହା ଜାଣିଲେ ଆପଣ ଖାଲି ଆଶ୍ଚର୍ଯ୍ୟ ହେବେ ନାହିଁ ବରଂ ମୁଣ୍ଡରେ ହାତ ଦେବେ। ପରିବାର କହିଲେ ସ୍ୱାମୀ, ସ୍ତ୍ରୀ ମାତ୍ର ୨ଜଣ ରୁହନ୍ତି। ହେଲେ ବିଲ୍‌ ଆସିଛି ୧୨୮ କୋଟିରୁ ଅଧିକ ଟଙ୍କା। ଏହା କୌଣସି ମିଛ ନୁହେଁ । ଉତ୍ତର ପ୍ରଦେଶ ହାପୁର ଅଞ୍ଚଳର ଚାମୁର ଗାଁର ଜଣେ ବ୍ୟକ୍ତିଙ୍କ ନିକଟକୁ ଏହି ବିଦ୍ୟୁତ୍‌ ବିଲ୍‌ ଆସିଛି। ପଢ଼ନ୍ତୁ […]

  • Monday, 12 July 2021