• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

om birla
ନୂଆ ସଂସଦ ବିଲଡିଂ ନିର୍ମାଣ ନେଇ ଚାଲିଛି ବିଚାର

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ବଦଳି ପାରେ ଉଭୟ ଲୋକସଭା ଓ ରାଜ୍ୟସଭାର ବିଲ୍‌ଡିଂ। ଏଥିସହ ପୁରୁଣା ସଂସଦ ବିଲଡିଂର ମଧ୍ୟ ନବୀକରଣ କରାଯିବ। ଏଥିପାଇଁ ବିଚାର ଚାଲିଥିବା ନେଇ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ବିର୍ଲା କହିଛନ୍ତି, “ବର୍ତ୍ତମାନ ସ୍ଥିତିରେ ନୂଆ ସଂସଦ ବିଲଡିଂର ଆବଶ୍ୟକତା ରହିଛି। ଏଥିପାଇଁ ଏକାଧିକ ଗ୍ରୁପ୍‌ ଗଠନ ହୋଇଛି। ସେମାନେ ବିଭିନ୍ନ ବ୍ୟକ୍ତି ବିଶେଷ ଓ ସାଂସଦଙ୍କ ସହ ଏ ସମ୍ପର୍କରେ […]

  • Monday, 12 July 2021
sonia
ସୋନିଆଙ୍କ ସାହାରାରେ କଂଗ୍ରେସ

ନୂଆଦିଲ୍ଲୀ: ପୁଣି ଥରେ ଗାନ୍ଧି ପରିବାର ହାତରେ କଂଗ୍ରେସ। ଗତକାଲି ବସିଥିବା କଂଗ୍ରେସ ୱାର୍କିଂ କମିଟିର ଘନ ଘନ ବୈଠକ ପରେ ପୁଣି ଥରେ ସୋନିଆ ଗାନ୍ଧି ଦଳର ଅଧ୍ୟକ୍ଷା ହୋଇଛନ୍ତି।ଏଥର ଦଳର ଅନ୍ତରୀଣ ଅଧ୍ୟକ୍ଷା ଭାବେ ସେ ଦାୟିତ୍ୱ ସମ୍ଭାଳିଛନ୍ତି। ନୂଆ ଅଧ୍ୟକ୍ଷ ନିଯୁକ୍ତି ହେବା ଯାଏ ସୋନିଆ ଏହି ଦାୟିତ୍ୱରେ ରହିବେ। କଂଗ୍ରେସ ୱାର୍କିଂ କମିଟି ବୈଠକରେ ରାହୁଲ ଗାନ୍ଧିଙ୍କୁ ପୁଣି ଥରେ ଦଳର ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ବରିଷ୍ଠ ନେତାମାନେ ନିବେଦନ କରିଥିଲେ ବୋଲି ସୂଚନା ମିଳିଛି। ତେବେ ଏନେଇ […]

  • Monday, 12 July 2021
train
ବଦଳିଲା କୋଣାର୍କ ଏକ୍ସପ୍ରେସ୍‌ର ଗତିପଥ

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତି ଯୋଗୁ ମୁମ୍ବାଇ ଏବଂ ମହାରାଷ୍ଟ୍ରକୁ ଚଳାଚଳା କରୁଥିବା କେତେକ ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ କରାଯାଇଛି। ଭୁବନେଶ୍ୱର ଓ ମୁମ୍ବାଇ ମଧ୍ୟରେ ଚଳାଚଳ କରୁଥିବା କୋଣାର୍କ ଏକ୍ସପ୍ରେସ୍‌ ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ ହୋଇଛି। ମୁମ୍ବାଇ-ପୁଣେ ରୁଟ୍‌ରେ ଥିବା ଟ୍ରାକ୍‌ରେ ପାଣି ଜମିଥିବାରୁ କୋଣାର୍କ ଏକ୍ସପ୍ରେସ୍‌ର ଗତିପଥରେ ପରିବର୍ତ୍ତନ କରାଯାଇଛି। ମୁମ୍ବାଇରୁ ବାହାରୁଥିବା କୋଣାର୍କ ଏକ୍ସପ୍ରେସ୍‌ ମୁମ୍ବାଇରୁ କଲ୍ୟାଣ ଷ୍ଟେସନ୍‌, ମନମାଡ ଓ ନାନ୍ଦେଡ୍‌ ହୋଇ ତେଲଙ୍ଗାନାର ସିକନ୍ଦରାବାଦ ଦେଇ ଯାତ୍ରା […]

  • Monday, 12 July 2021