ମହାରାଷ୍ଟ୍ର: ବିଜେପି ସହିତ ହାତ ମିଶାଇ ମହାରାଷ୍ଟ୍ରରେ ସରକାର ଗଠନ କରିବା ପରେ ଅଜିତ୍ ପାଓ୍ୱାରଙ୍କୁ ବିଧାୟକ ଦଳ ନେତା ପଦରୁ ବିଦା କରିଛି ଏନ୍ସିପି। ଅଜିତ୍ଙ୍କ ବଦଳରେ ଜୟନ୍ତ ପାଟିଲଙ୍କୁ ଏନ୍ସିପିର ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କ ଉପସ୍ଥିତରେ ଗତକାଲି ବିଧାୟକ ଦଳ ବୈଠକ ହୋଇଥିଲା। ଏହି ବୈଠକରେ ୫୦ ଜଣ ବିଧାୟକ ଯୋଗ ଦେଇଥିଲେ। ଏପରିକି ଅଜିତ୍ଙ୍କ ଡାହାଣ ହାତ କୁହାଯାଉଥିବା ଧନଞ୍ଜୟ ମୁଣ୍ଡେ ମଧ୍ୟ […]
ମୁମ୍ବାଇ: ରାତାରାତି ବଦଳିଗଲା ମହାରାଷ୍ଟ୍ର ରାଜନୀତିର ସମୀକରଣ। ରାତି ପାଇଥିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥାନ୍ତା ହେଲେ ଆଜି ସକାଳୁ ନାଟକୀୟ ଢଙ୍ଗରେ ବିଜେପି ସହ ମିଶି ସରକାର ଗଠନ କରିଛି ଏନ୍ସିପି। ଦ୍ୱିତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍ନାଭିସ୍ ଶପଥ ଗ୍ରହଣ କରିଛନ୍ତି। ଏନ୍ସିପିର ଅଜିତ୍ ପାୱାର୍ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ବିଜେପିକୁ ଅଜିତ୍ ପାୱାର୍ଙ୍କ ସମର୍ଥନ ନେଇ ଏନ୍ସିପି ସୁପ୍ରିମୋ […]
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ମହା ଟ୍ୱିଷ୍ଟ୍ ଦେଖିବାକୁ ମିଳିଛି। ରାତାରାତି ବଦଳିଗଲା ସବୁ ଗେମ୍ ପ୍ଲାନ୍। ରାତି ପାଇଥିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥାନ୍ତା ହେଲେ ଆଜି ସକାଳୁ ନାଟକୀୟ ଢଙ୍ଗରେ ବିଜେପି ସହ ମିଶି ସରକାର ଗଠନ କରିଛି ଏନ୍ସିପି। ଦ୍ୱିତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍ନାଭିସ୍ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ରାଜ୍ୟପାଳ ଭଗତ ସିଂ କୋଶୟାରି, ଦେବେନ୍ଦ୍ର ଫଡ୍ନାଭିସ୍ଙ୍କୁ ପଦ ଓ […]