• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

pm modi
‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ଏମିତି ପ୍ଲାନ୍‌ କରିଥିଲା ପାକିସ୍ତାନ

ହ୍ୟୁଷ୍ଟନ୍‌: ଭାରତ-ଆମେରିକା ବନ୍ଧୁତ୍ୱରେ ସବୁଠାରୁ ବଡ଼ କାର୍ଯ୍ୟକ୍ରମ କୁହାଯାଉଥିବା ‘ହାଓଡି ମୋଦି’କୁ ନେଇ ଭିତରେ ଭିତରେ ଜଳୁଛି ପାକିସ୍ତାନ। ଏହି କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ପାକିସ୍ତାନ ପ୍ଲାନ୍‌ ମଧ୍ୟ କରିଥିଲା। ହେଲେ ଏହି ପ୍ଲାନ୍‌ ଫେଲ୍‌ ମାରିଥିଲା। ଟେକ୍ସାସର ହ୍ୟୁଷ୍ଟନ୍‌ ସହରରେ ଅନୁଷ୍ଠିତ ଏହି ମେଗା ଇଭେଣ୍ଟକୁ ଭଣ୍ଡୁର କରିବାକୁ ପାକିସ୍ତାନ ଜୋରଦାର ଉଦ୍ୟମ କରିଥିଲା। ପ୍ରଥମ ପଦକ୍ଷେପ ସ୍ୱରୂପ ଆମେରିକାରେ ବିଭିନ୍ନ ଗ୍ରୁପ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ବିରୋଧ କରିବାକୁ ଚେଷ୍ଟା କରାଯାଇଥିଲା। ତା’ […]

  • Monday, 12 July 2021
pm modi
ଆମେରିକାରେ ଓଡ଼ିଆ ଭାଷା ଓ ସଂସ୍କୃତିର ଝଲକ: ମୋଦି କହିଲେ, ଭାରତରେ ସବୁ ଭଲ ଅଛି

ହ୍ୟୁଷ୍ଟନ୍‌: ଭାରତ-ଆମେରିକା ବନ୍ଧୁତ୍ୱରେ ସବୁଠାରୁ ବଡ଼ କାର୍ଯ୍ୟକ୍ରମ କୁହାଯାଉଥିବା ‘ହାଓଡି ମୋଦି’ରେ ଓଡ଼ିଆ ଭାଷା ଓ ସଂସ୍କୃତିର ଝଲକ ଦେବାକୁ ମିଳିଛି। ପ୍ରବାସୀ ଭାରତୀୟଙ୍କୁ ଉଦ୍‌ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଆରେ ପଦେ କହିଥିଲେ। ‘ହାଓଡି ମୋଦି’ ଉତ୍ତରରେ ମୋଦି ଓଡ଼ିଆରେ କହିଥିଲେ , ଭାରତରେ ‘ସବୁ ଭଲ ଅଛି’। କେବଳ ଓଡ଼ିଆ ନୁହେଁ, ହିନ୍ଦୀ, ବଙ୍ଗାଳି, ଗୁଜରାଟୀ ସମେତ ବହୁ ଭାରତୀୟ ଭାଷାରେ ସମାନ କଥାକୁ ମୋଦି ଦୋହରାଇଥିଲେ। ଏହି କାର୍ଯ୍ୟକ୍ରମରେ ସବୁଠାରୁ ବଡ଼ […]

  • Monday, 12 July 2021
Himachal pradesh Flood
ପ୍ରକୃତିର ତାଣ୍ଡବ ! ଖେଳନା ଭଳି ଭସାଇନେଲା ବଡ଼ ବଡ଼ କାର, ତାସ୍‌ର ଘର ଭଳି ଭୁଶୁଡ଼ି ଗଲା ଘର

ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ପ୍ରକୃତିର କୋପ । ହିମାଚଳରେ ବାଦଲଫଟା ବର୍ଷା ପ୍ରଳୟ ଆଣିଛି । ପ୍ରକୃତିର ଏହି ତାଣ୍ଡବରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଧର୍ମଶାଳା ।

medhansh
ମେଧାବୀ ମେଧାଂଶ,୧୧ ବର୍ଷ ବୟସରେ ସପ୍ଟୱେର କମ୍ପାନୀର ସିଇଓ

ତୁଳସୀ ଦୁଇ ପତ୍ରରୁ ବାସେ । କଅଁଳ ବୟସରେ ବଡ଼ କାରନାମା । ପଞ୍ଜାବ ଜଲନ୍ଧରର ବିସ୍ମୟ ବାଳକ ମେଧାଂଶ । ମାତ୍ର ୧୧ ବର୍ଷ ବୟସରେ ତାଙ୍କର ଚମତ୍କାର ପ୍ରତିଭା ପାଇଁ ସେ ଏବେ ସାରା ଦେଶରେ ପରିଚିତ । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ମେଧାଂଶଙ୍କ ଖ୍ୟାତି ପହଞ୍ଚି ଗଲାଣି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ୫୦ରୁ ଅଧିକ ସଫ୍ଟୱେର୍ ବିକଶିତ କରିଛନ୍ତି । ତାଙ୍କର ନିଜସ୍ୱ ଏକ କମ୍ପାନୀ ରହିଛି ଏବଂ ସେ ତାହାର ସିଇଓ ଅଟନ୍ତି ।

man sleeps 300 days in a year
ଆଉ ଜଣେ କୁମ୍ଭକର୍ଣ୍ଣ ଯିଏ ବର୍ଷରେ ଶୁଅନ୍ତି ୩୦୦ ଦିନ

ସେ ଆଉ ଜଣେ କୁମ୍ଭକର୍ଣ୍ଣ। ବର୍ଷର ୩୦୦ ଦିନ ଶୋଇ ରୁହନ୍ତି। ତାଙ୍କର ଖାଇବାଠାରୁ ଗାଧୋଇବା ପର୍ଯ୍ୟନ୍ତ ସବୁକିଛି ନିଦ୍ରିତ ଅବସ୍ଥାରେ ହିଁ ହୋଇଥାଏ।

noida
ହେଲ୍‌ମେଟ୍‌ ନ ପିନ୍ଧି ବସ୍‌ ଚଲାଉଥିଲେ ବୋଲି ଏମିତି ମିଳିଲା ଦଣ୍ଡ...

ନୋଏଡ଼ା: ନୂତନ ସଂଶୋଧିତ ମୋଟରଯାନ ଆଇନ୍ ଲାଗୁ ହେବା ପରେ ସାରା ଦେଶରେ ଜୋରଦାର ଧରପଗଡ଼ ଚାଲିଛି। ତେବେ ଏହି ଆଇନ ଲାଗୁ ହେବା ପରେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହେବାସହ ଜରିମାନା ମାମଲା ବେଶ୍‌ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। କେଉଁଠି ଗାଡ଼ି ଚାଳକଙ୍କଠାରୁ ହଜାର ହଜାର  ଟଙ୍କା ଜରିମାନା କଟା ଯାଉଛି, ତ କେଉଁଠି ଟ୍ରକ୍‌ ମାଲିକଙ୍କୁ ଲକ୍ଷେ ଟଙ୍କା ଜରିମାନା ଦେବାକୁ ପଡୁଛି। ଜଣେ ବସ୍‌ ଡ୍ରାଇଭର ଗାଡ଼ି ଚଳାଇ‍ବା ସମୟରେ  ହେଲମେଟ୍ […]

  • Monday, 12 July 2021