• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

kerala
ବସ୍‌ ଡ୍ରାଇଭରଙ୍କୁ ଏମତି ଶିକ୍ଷା ଶିଖାଇଲେ ଏହି ମହିଳା, ଭିଡିଓ ଭାଇରାଲ

ଥିରୁଭନନ୍ତପୁରମ୍: ପ୍ରତ୍ୟେକ ଦିନ ସୋଶାଲ୍‌ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ଏବେ ସୋଶାଲ୍‌ ମିଡିଆରେ ଜଣେ ମହିଳାଙ୍କର ସାହାସିକତା ଭିଡିଓ ଭାଇରାଲ ହୋଇଛି ଯାହାକୁ ଲୋକମାନେ ଖୁବ୍‌ ପ୍ରଶଂସା କରିଛନ୍ତି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ରାସ୍ତା ମଝିରେ ଜଣେ ମହିଳା ବସ୍‌ ସମ୍ମୁଖରେ ସ୍କୁଟି ଧରି ଠିଆ ହୋଇଛନ୍ତି। ଆଉ ଛିଡ଼ା ହୋଇଥିବା ସ୍ଥାନରୁ ଟିକେ ବି ହଲ୍‌ଚଲ୍‌ ହେଉ ନାହାନ୍ତି।  କୁହାଯାଉଛି କି, ବସ୍‌ ଡ୍ରାଇଭର ଜଣକ ଭୁଲ୍‌ ଲେନ୍‌ରେ […]

  • Monday, 12 July 2021
lightening
୧୧ ଜିଲ୍ଲାରେ ଆଜି ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ବାଲେଶ୍ୱର, ଯାଜପୁର, ପୁରୀ, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଜଗତସିଂହପୁର, କଟକ, ମୟୂରଭଞ୍ଜ ଓ ଭଦ୍ରକ। ଦିନ ୧୦ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ୧୧ଟି ଜିଲ୍ଲାକୁ ପରାମର୍ଶ ଦିଆଯାଇଛି।

  • Monday, 12 July 2021