• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

cloroquine
କରୋନା ପାଇଁ ଆଗକୁ ଅଧିକ ସତର୍କ ରହିବାକୁ ପଡ଼ିବ-WHO

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁଁ ଅଧିକ ଜୀବନହାନି ଆଶଙ୍କା ରହିଛି । ଏପରି  ଆଶଙ୍କା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  WHO। ବର୍ତ୍ତମାନ ହାତଗଣତି କିଛି ଦେଶ କରୋନା କବଳରୁ ମୁକୁଳିବାକୁ ଚେଷ୍ଟା କରୁଛନ୍ତି। ଅନେକ ବିତ୍ତଶାଳୀ ରାଷ୍ଟ୍ର ଏବେ ବି ସଂକ୍ରମଣ ସହ ଲଢ଼େଇ କରୁଛନ୍ତି । ଏହି ସବୁ ଦେଶରେ ଦିନକୁୁ ଦିନ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଚିନ୍ତା ବଢୁଛି । କରୋନା ପ୍ରଭାବିତ ଦେଶ ବର୍ତ୍ତମାନଠାରୁ ଦ୍ୱିତୀୟ ପର୍ଯ୍ୟାୟ […]

  • Tuesday, 13 July 2021
modi-pak
ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ ଇଦ୍‌ ମୁବାରକ ଜଣାଇଲେନି ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅବୁଧାବିର ବଲି ଅହଦ (କ୍ରାଉନପ୍ରିନ୍ସ) ଶେଖ ମହମ୍ମଦ ବିନ୍‌ ଜାୟଦ ଅଲ ନାହୟାନ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶଖେ ହସିନାଙ୍କୁ ଇଦ୍‌ ମୁବାରକ ଜଣାଇଥିଲେ । ଏଥିସହିତ କରୋନା ଭାଇରସ୍‌ ମହାମାରୀର ସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ମୋଦି ତାଙ୍କର ଟ୍ୱିଟରରେ ଲେଖିଛନ୍ତି ମୋହମ୍ମଦ ବିନ ଜାୟଦ ଏବଂ ସଂଯୁକ୍ତ ଆରବ ଏମିରେଟ୍ (ୟୁଏଇ)ର ଲୋକଙ୍କୁ ଇଦର ମୁବାରକ । ଏଥିସହିତ ପ୍ରଧାନମନ୍ତ୍ରୀ ୟୁଏଇରେ ଥିବା ଭାରତୀୟ […]

  • Tuesday, 13 July 2021
death treaten
ସତ ଓଗାଳିଲେ ଯୁବକ, କହିଲେ କାହିଁକି ଯୋଗୀ ଆଦିତ୍ୟନାଥଙ୍କୁ ଦେଇଥିଲେ ହତ୍ୟା ଧମକ

ଲକ୍ଷ୍ନୌ: ଏକ କୋଟି ଟଙ୍କା। ସାମାନ୍ୟ ପଦେ କଥା ବଦଳରେ ମିଳିବ ଏକ କୋଟି ଟଙ୍କା। କାହାର ବା ଲୋଭ ନ ହେବ ? ହେଲେ ସେ କ’ଣ ଜାଣିଥିଲେ ଏହି ପଦେକଥାର ମୂଲ୍ୟ କେତେ ବେଶି ବୋଲି। ଏକ କୋଟି ଟଙ୍କା ଲୋଭରେ ଉତ୍ତର ପ୍ରଦେଶ ପୋଲିସର ସୋଶାଲ ମିଡିଆ ହେଲ୍‌ପ ଡେସ୍କକୁ ଫୋନ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଇଥିଲେ ହତ୍ୟା ଧମକ। ଆଉ ଏବେ ମାମୁଘରେ ପଶି ବିଚରା ଯୁବକ ଜଣକ ଫେରିବାର […]

  • Tuesday, 13 July 2021