ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍ ଆଉ ଆମ ପାଖରେ ନାହାନ୍ତି । ରିପୋର୍ଟ ଅନୁସାରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ଘରେ ସୁଶାନ୍ତ ରବିବାର ଆତ୍ମହତ୍ୟା କରିଛନ୍ତି । ଏହି ଖବର ଶୁଣିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖେଳି ଯାଇଥିଲା ଶୋକର ଲହରୀ । ଆକ୍ଟରମାନଙ୍କ ଭିତରେ ସୁଶାନ୍ତ ସିଂ ଯଥେଷ୍ଟ ଅଲଗା ଥିଲେ । ଅଧିକାଂଶ ସମୟରେ ସେ ନିଜ ଇନ୍ଷ୍ଟାରେ ଅଜିବ ଅଜିବ ପୋଷ୍ଟ ଶେୟାର କରୁଥିଲେ । ଗତକିଛି ଦିନ ହେବ ଇନ୍ଷ୍ଟାରେ […]
ମୁମ୍ବାଇ: କରୋନା କଟକଣା ଭିତରେ ଆଜିଠୁ ମୁମ୍ବାଇରେ ଗଡ଼ିଲା ଲୋକାଲ୍ ଟ୍ରେନ୍ । ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ବ୍ୟକ୍ତିଙ୍କ ପାଇଁ କେତେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି । ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି ୱେଷ୍ଟର୍ଣ୍ଣ ରେଲଓ୍ୱ । ତେବେ ଟ୍ରେନ୍ରେ ସାଧାରଣ ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ନାହିଁ । କେବଳ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀ ହିଁ ଟ୍ରେନ୍ରେ ଯାଇପାରିବେ। ସେଥିଲାଗି ଯାତ୍ରୀମାନେ ଅଯଥାରେ ଷ୍ଟେସନରେ ଭିଡ଼ ନ […]
ମୁମ୍ବାଇ: ମୁମ୍ବାଇରେ ହୋଇପାରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷକୃତ୍ୟ। କପୁର ହସ୍ପିଟାଲ୍ରେ ମୃତଦେହ ବ୍ୟବଚ୍ଛେଦ ପରେ ଆଜି ପରିବାର ଲୋକଙ୍କୁ ତାଙ୍କର ମୃତଦେହ ହସ୍ତାନ୍ତର କରାଯିବ । ସୁଶାନ୍ତଙ୍କ ବାପା ଓ ସମ୍ପର୍କୀୟମାନେ ମୁମ୍ବାଇରେ ପହଞ୍ଚି ଯାଇଛନ୍ତି। ପୋଲିସ୍ର ପ୍ରାଥମିକ ତଦନ୍ତରେ ସୁଶାନ୍ତଙ୍କ ଆତ୍ମହତ୍ୟା ଥିଓରୀ ସାମ୍ନାକୁ ଆସିଛି । ହେଲେ ଏନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି ତାଙ୍କ ସମ୍ପର୍କୀୟ। ସେପଟେ ପୁରା ମାମଲାର ତଦନ୍ତ ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ ଆରମ୍ଭ କରିଛି। ସୁଶାନ୍ତଙ୍କ ରୁମ୍ରୁ […]
ନୂଆଦିଲ୍ଲୀ: ଲଗାତାର ନବମ ଦିନରେ ବଢ଼ିଛି ତୈଳ ଦର। ପେଟ୍ରୋଲ ଲିଟର ପିଛା ୪୮ ପଇସା ବଢିଛି। ସେହିପରି ଡିଜେଲ୍ ଲିଟର ପିଛା ୫୯ ପଇସା ବୃଦ୍ଧି ପାଇଛି। ଏହାପରେ ଏବେ ରାଜଧାନୀ ଦିଲ୍ଲୀରେ ରବିବାର ପେଟ୍ରୋଲ ଲିଟର ପିଛା ଦର ପହଞ୍ଚିଛି ୭୬ ଟଙ୍କା ୨୬ ପଇସାରେ । ସେହିପରି ଦିଲ୍ଲୀରେ ଡିଜେଲ ଲିଟର ପିଛା ଦର ପହଞ୍ଚିଛି ୭୪ ଟଙ୍କା ୬୨ ପଇସାରେ। ସୂଚନାଥାଉ କି, ଗତ ୯ ଦିନ ଧରି ପେଟ୍ରୋଲ ଓ […]
ମୁମ୍ବଇ: ଜୁନର ୨ୟ ରବିବାର ସିନେ ପ୍ରେମୀଙ୍କ ପାଇଁ ଆଣିଥିଲା ଏକ ଦୁଃଖଦ ଖବର । ଅଳ୍ପ ଦିନ ଭିତରେ ଅନେକ ଦର୍ଶକଙ୍କ ମନକୁ ଜିତି ପାରିଥିବା ସୁଶାନ୍ତ ସିଂ ରାଜପୁତ୍ ଆତ୍ମହତ୍ୟା କରିଥିଲେ । ମୁମ୍ବଇ ସ୍ଥିତ ନିଜ ଘରେ ଫାଶି ଲଗାଇ ଦେଇଥିଲେ । ଏହି ଖବର ଜଣାପଡ଼ିବା ପରେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଥିଲା । ସିନେପ୍ରେମୀମାନେ ବିଶ୍ୱାସ କରି ପାରି ନ ଥିଲେ କଥାକୁ । ସୁଶାନ୍ତଙ୍କ ଆତ୍ମହତ୍ୟା […]