• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

0123
ତାଇବାନ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲା ଆମେରିକା, କାହିଁକି ଫିଡିକିଲା ଚାଇନା

ବେଜିଂ:ତାଇବାନ ରାଷ୍ଟ୍ରପତି ସାଇ ଇଂଗ ୱେନ ପୁଣି ଥରେ କ୍ଷମତାକୁ ଫେରିବା ପରେ ଆମେରିକା ଟ୍ରମ୍ପ ପ୍ରଶାସନ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେବା ପରେ ଫିଡିକି  ଉଠିଛି ଚୀନ । ଚୀନ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଆମେରିକାର ବିଦେଶ ମନ୍ତ୍ରୀ ତାଇବାନ ରାଷ୍ଟ୍ରପତି ସାଇ ଇଂଗ ୱେନଙ୍କୁ ଶୁଭେଚ୍ଛା ଜଣାଇ ଚୀନ-ତାଇବାନ ସମ୍ପର୍କ ତଥା ଚୀନ-ଆମେରିକା ସମ୍ପର୍କରେ ତିକ୍ତତା ସୃଷ୍ଟି କରୁଛନ୍ତି । ସେତିକି ନୁହେଁ, ଏହି ଅଞ୍ଚଳର ଶାନ୍ତି ପ୍ରତି ମଧ୍ୟ ବିପଦ ସୃଷ୍ଟି […]

  • Tuesday, 13 July 2021
flight
ଘରୋଇ ବିମାନ ସେବା ପାଇଁ ଜାରି ହେଲା SOP

ଭୁବନେଶ୍ୱର: ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ଘରୋଇ ବିମାନ ସେବା ପାଇଁ ଭରତୀୟ ବିମାନ ସେବା ପ୍ରାଧିକରଣ ପକ୍ଷରୁ ଜାରି ହୋଇଛି SOP । ଯାତ୍ରା ସମୟର ୨ଘଣ୍ଟା ପୂର୍ବରୁ ଯାତ୍ରୀମାନେ ବିମାନ ବନ୍ଦରରେ ପହଞ୍ଚିବେ। ସମସ୍ତ ଯାତ୍ରୀ ମାସ୍କ ଓ ଗ୍ଲୋବସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀମାନେ ଆରୋଗ୍ୟ ସେତୁ ଆପ୍‌ରେ ପଂଜୀକରଣ କରିବା ବାଧ୍ୟତାମୂଳକ ରହିଛି । ୧୪ବର୍ଷରୁ କମ ବୟସର ଯାତ୍ରୀମାନଙ୍କ ପାଇଁ ଏହା ବାଧ୍ୟତାମୂଳକ ନୁହେଁ । ବିମାନ […]

  • Tuesday, 13 July 2021
Untitled-1
ବନ୍ଦ ଥିବା ଦଶମ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନିଜ ସ୍କୁଲରେ ଦେବେ ଛାତ୍ରଛାତ୍ରୀ

ନୂଆଦିଲ୍ଲି: ବନ୍ଦ ରହିଥିବା ସିବିଏସଇ (Central Board of Secondary Education) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପିଲାମାନେ ନିଜ ସ୍କୁଲରେ ଦେବେ। ଏସବୁ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀଙ୍କୁ ବାହାର କେନ୍ଦ୍ରକୁ ଯିବାକୁ ପଡ଼ିବନି।  ଏ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି । ଜୁଲାଇ ଶେଷ ସୁଦ୍ଧା ପରୀକ୍ଷାଫଳ ପ୍ରକାଶିତ ହୋଇପାରେ ବୋଲି ସେ କହିଛନ୍ତି । ସୂଚନାଥାଉ କି, କରୋନା ସଂକ୍ରମଣ ଯୋଗୁଁ ଦଶମ […]

  • Tuesday, 13 July 2021
Capture0
ମାଡ଼ି ଆସୁଛି ବିରାଟକାୟ Asteroid‌‌, ଆଜି ପୃଥିବୀର ଅତି ନିକଟତର ହେବ

ୱାଶିଂଟନ୍‌: ସବୁଠାରୁ ବଡ ତଥା ଭୟଙ୍କର  Asteroid 1997 BQ  ଆଜି ପୃଥିବୀର ଅତି ନିକଟତର ହେବ। ଏହି ଆଷ୍ଟ୍ରଏଡ୍‌ ଏତେ ବଡ଼ ଯେ, ଏହାକୁ ଅନ୍ତରୀକ୍ଷର ସବୁଠାରୁ ବଡ଼ ତଥା ଭୟଙ୍କର Asteroid ଆପୋଲୋ କାଟେଗୋରୀରେ ସାମିଲ କରାଯାଇଛି। ଏହି Asteroid‌ ଉପରେ ପୃଥିବୀର ସବୁ ବୈଜ୍ଞାନିକଙ୍କ ନଜର ରହିଛି। ମହାକାଶ ବିଜ୍ଞାନୀଙ୍କ କହିବା ଅନୁଯାୟୀ, ଏକ କି.ମି. ଲମ୍ବର ଏହି Asteroid ଯଦି ପୃଥିବୀକୁ ଧକ୍କା ଦିଏ ତେବେ ପୃଥିବୀ ପ୍ରତି ମହାବିପଦ ସୃଷ୍ଟି […]

  • Tuesday, 13 July 2021
Capture
କରୋନା ପ୍ରଭାବ: ଗରିବ ହେବେ ବିଶ୍ୱର ୬ କୋଟି ଲୋକ

ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହି ରୋଗ ଲକ୍ଷାଧିକ ଜୀବନ ନେଇ ସାରିଲାଣି। ତଥାପି ତାହାର ତାଣ୍ଡବ ସରୁନି। ଏବେ ଏକ ଗବେଷଣାରୁ ଜଣାଯାଇଛି, କରୋନ ଯୋଗୁ ବିଶ୍ୱରେ ଦାରିଦ୍ର‌୍ୟ ବୃଦ୍ଧି ପାଇବ। ବିଶ୍ୱର ପ୍ରାୟ ୬ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ହୋଇଯିବେ। ଏମିତି ଏକ ଆକଳନ କରିଛି ବିଶ୍ୱବ୍ୟାଙ୍କ। ଦାରିଦ୍ର‌୍ୟ ସହ ଲଢ଼ିବା ପାଇଁ ବିଶ୍ୱବ୍ୟାଙ୍କ ୧୦୦ଟି ବିକାଶଶୀଳ ଦେଶକୁ ୧୬୦ ଅରବ କୋଟି ଟଙ୍କାର ସହାୟତା ଦେବାକୁ ଘୋଷଣା […]

  • Tuesday, 13 July 2021
trump
ପୁଣି WHOକୁ ଟାର୍ଗେଟ କଲେ ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ପୁଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଟାର୍ଗେଟ କରିଛନ୍ତି ।କରୋନା ସଂକ୍ରମଣର ମୁକାବିଲା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଯଦି ଆଗାମୀ ୩୦ ଦିନ ଭିତରେ ଆଖିଦୃଶିଆ  ପଦକ୍ଷେପ ନିଆ ନଯାଏ ତେବେ ପାଣ୍ଠିକୁ ପୁରାପୁରି ବନ୍ଦ କରି ଦିଆଯିବ ବୋଲି ଚେତାବନୀ ଦେଇଛି ଟ୍ରମ୍ପ ପ୍ରଶାସନ। ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ଆମେରିକାର ସଦସ୍ୟତା ନେଇ ପୁୁନର୍ବିଚାର କରାଯିବ ବୋଲି ହ୍ୱାଇଟ୍ ହାଉସ ପକ୍ଷରୁ କୁହାଯାଇଛି । ଏ […]

  • Tuesday, 13 July 2021
vacoine
ଖୁସି ଖବର: କରୋନା ଭ୍ୟାକ୍ସିନର ପ୍ରାଥମିକ ପରୀକ୍ଷା ସଫଳ

ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ବିଶ୍ୱବ୍ୟାପୀ ଉଦ୍ୟମ ଚାଲିଥିବାବେଳେ ଭ୍ୟାକସିନ୍ ଟ୍ରାଏଲ ନେଇ ଆସିଛି ଖୁସି ଖବର । କରୋନା ଭ୍ୟାକସିନ ବା ଟୀକା ପାଇଁ ଆମେରିକାସ୍ଥିତ ବାୟୋଟେକ କମ୍ପାନୀ ମଡେର୍ଣ୍ଣାର ପ୍ରାଥମିକ ଟ୍ରାଏଲ ସଫଳ ହୋଇଥିବା ସୂଚନା ମିଳିଛି । ଯେଉଁମାନଙ୍କ ଉପରେ ଏହି ଭ୍ୟାକ୍‌ସିନର ପ୍ରୟୋଗ କରାଯାଇଥିଲା, ସମସ୍ତଙ୍କ ଭାଇରସ ସହ ଲଢିବାର ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ଦେଖାଦେଇଛି । ଟ୍ରାଏଲ କରାଯାଇଥିବା ସମସ୍ତ ୪୫ ଜଣ ଆଣ୍ଟିବଡି ପ୍ରସ୍ତୁତ କରୁଥିବା ପରୀକ୍ଷାରୁ […]

  • Tuesday, 13 July 2021
corona update
ଦେଶରେ ଏକ ଲକ୍ଷ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦ୍ରୁତଗତିରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମଙ୍ଗଳବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଛୁଇଁଲା। ସକାଳ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୧,୧୩୯ରେ  ପହଞ୍ଚିଛି ।ତେବେ ଏମାନଙ୍କ ମଧ୍ୟମରୁ ୩୬ ହଜାର ୮୨୪ ଜଣ ସୁସ୍ଥ ହୋଇ ଫେରିଥିବାବେଳେ ୩୦୨୯ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ଗୋଟିଏ ଦିନରେ ୫ ହଜାର ୨୪୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।୨୪ ଘଣ୍ଟା ମଧ୍ୟରେ ୧୩୪ ଜଣଙ୍କର ମୃତ୍ୟୁ ଘଟିଛି। […]

  • Tuesday, 13 July 2021
cyclone
୧୪ କି.ମି. ବେଗରେ ମାଡ଼ି ଆସୁଛି ବାତ୍ୟା

ଭୁବନେଶ୍ୱର: ମାଡି ଆସୁଛି ମହାବାତ୍ୟା ଅମ୍ପନ୍ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଏବେ ପାରାଦୀପଠାରୁ ୫୭୦ କିଲୋମିଟର ଦୂରରେ ରହିଛି। ସେହିପରି ଦୀଘା ଠାରୁ ୭୨୦ କିଲୋ ମିଟର ଦୂରରେ ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍‌ରେ ଏ ନେଇ ସୂଚନା ଦିଆଯାଇଛି । ଏହା ଘଣ୍ଟା ପ୍ରତି ୧୪ କି.ମି. ବେଗରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ,  ଏହା ସିଧା ସଳଖ […]

  • Tuesday, 13 July 2021
mask-111
କରୋନା ରୋଗୀଙ୍କୁ ଚିହ୍ନଟ କରିବ ମାସ୍କ, ଦେଖିବା ମାତ୍ରେ ଜଳି ଉଠିବ ଲାଇଟ୍‌

ନୂଆଦିଲ୍ଲୀ:ଦୀର୍ଘ ଦିନ ଧରି କରୋନା ସହ ମହାଯୁଦ୍ଧ ଚାଲିଛି। ହେଲେ କିଛି ଲାଭ ମିଳୁନି। ଏବେ କରୋନା ସହ ବଞ୍ଚିବା ପାଇଁ ମଣିଷ ପ୍ରସ୍ତୁତ ହୋଇଗଲାଣି। ସେଥିପାଇଁ ସାନିଟାଇଜର, ମାସ୍କକୁ ଜୀବନର ଏକ ଅତ୍ୟାବଶ୍ୟକ ସାମଗ୍ରୀ ବୋଲି ଗ୍ରହଣ କରି ନେଇଛି। କରୋନା ଭାକ୍ସିନ ଏ ପର୍ଯ୍ୟନ୍ତ ବାହାରିନାହିଁ। ହେଲେ କରୋନାରୁ ବର୍ତ୍ତିବା ପାଇଁ ଗବେଷକମାନେ ଭିନ୍ନ ଭିନ୍ନ ଉପାୟ ଖୋଜୁଛନ୍ତି। ଇତି ମଧ୍ୟରେ ହାଓଡା ଏବଂ ଏମଆଇଟ ପରି ବିଶ୍ୱବିଦ୍ୟାଳୟରେ ଏମିତି ମାସ୍କ ତିଆରି ପାଇଁ […]

  • Tuesday, 13 July 2021
Untitled-1
ଜୁଲାଇ ୧ରୁ ହେବ CBSE ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: ଜୁଲାଇ ୧ରୁ ହେବ CBSE ଦ୍ୱାଦଶ ଶ୍ରେଣୀ ବାକି ରହି ଯାଇଥିବା ପରୀକ୍ଷା। ଏ ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଜୁଲାଇ୧ରେ ହୋମ୍ ସାଇନ୍ସରୁ ପରୀକ୍ଷା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ତେବେ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଇଁ ଗାଇଡଲାଇନ ଜାରି କରିଛି CBSE । ସବୁ ପରୀକ୍ଷାର୍ଥୀ ସ୍ୱଚ୍ଛ ବୋତଲରେ ସାନିଟାଇଜର ନେଇ ଆସିବେ। ନାକ, ମୁହଁ ଘୋଡ଼ାଇବା ପାଇଁ ସମସ୍ତେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତ୍ୱ ରଖିବେ। ତେବେ ପିଲା […]

  • Tuesday, 13 July 2021
obama
ଓବାମାଙ୍କୁ ଅଯୋଗ୍ୟ ରାଷ୍ଟ୍ରପତି କହିଲେ ଟ୍ରମ୍ପ

ୱାଶିଂଟନ୍: ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଭୟଙ୍କର ଭାବେ ବଢୁଥିବାବେଳେ ଏହାକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ଏପରି ପରିସ୍ଥିତିରେ ଟ୍ରମ୍ପ ପ୍ରଶାସନ କଡ଼ା ସମାଲୋଚନାର ଶିକାର ହେଉଛି। ଏ ନେଇ ଟ୍ରମ୍ପ ପୂର୍ବତନ ରାଷ୍ଟ୍ରପତି ବରାକ୍‌ ଓବାମାଙ୍କୁ ଟାର୍ଗେଟ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି  ବାରାକ ଓବାମାଙ୍କୁ ଜଣେ ଅଯୋଗ୍ୟ ରାଷ୍ଟ୍ରପତି ବୋଲି କହିଛନ୍ତି ଟ୍ରମ୍ପ। ଶନିବାର ଛାତ୍ରମାନଙ୍କ ସହ ଏକ ଭିଡିଓ ଲିଙ୍କରେ ଆଲୋଚନା ସମୟରେ ଓବାମା ଟ୍ରମ୍ପ ସରକାରଙ୍କ ଉଦ୍ଦେଶ୍ୟରେ କହିଥିଲେ,‘ଏମିତି ଅନେକ ଅଛନ୍ତି […]

  • Tuesday, 13 July 2021
who
କରୋନା ମୁକାବିଲାରେ WHOର ଭୂମିକା: ଯାଞ୍ଚ ପାଇଁ ଆସିବ ଚିଠା ପ୍ରସ୍ତାବ

ନୂଆଦିଲ୍ଲୀ: କରୋନା ମୁକାବିଲାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଭୂମିିକାକୁ ନେଇ ନିରପେକ୍ଷ ତଦନ୍ତ ଦାବି କରାଯାଇଛି। ଭାରତ, ଅଷ୍ଟ୍ରେଲିଆ ଓ ୟୁରୋପିଆନ୍ ୟୁନିୟନ୍ ସମେତ ୬୨ ଟି ଦେଶ ସ୍ୱତନ୍ତ୍ର ଯାଞ୍ଚ୍ ପାଇଁ ଆହ୍ୱାନ ଦେଇଛନ୍ତି । ଆଜିଠାରୁ ଜେନେଭାରେ ଆରମ୍ଭ ହେଉଥିବା ୭୩ ତମ ବିଶ୍ୱ ସ୍ୱାସ୍ଥ୍ୟ ସଭା ବୈଠକରେ ଏ ନେଇ ଆସିବ ଚିଠା ପ୍ରସ୍ତାବ। ଏଥିରେ କରୋନା ସଙ୍କଟର ନିରପେକ୍ଷ, ସ୍ୱତନ୍ତ୍ର ଓ ବ୍ୟାପକ ଯାଞ୍ଚ କରିବା ପାଇଁ ପ୍ରସ୍ତାବ ରହିଛି । […]

  • Tuesday, 13 July 2021
india-china
ଭାରତ ହାତରେ ସୁଯୋଗ; ଅଜହର ମାମଲାରେ ଚୀନ ସହ ହେବ ହିସାବ ନିକାଶ

ନୂଆଦିଲ୍ଲୀ:କରୋନାସଂକ୍ରମଣକୁ ରୋକିବା ଦିଗରେ ଚୀନ ଉଚିତ୍‌ ପଦକ୍ଷେପ ନେଇ ନାହିଁ। ଚୀନର ଏହି ସାମାନ୍ୟ ଅବହଳା ଆଜି ବିଶ୍ୱବାସୀଙ୍କୁ ସଙ୍କଟ ମଧ୍ୟକୁ ଠେଲି ଦେଇଛି। ଆଉ ଏଥିପାଇଁ ଆମେରିକା ସମେତ ଅନେକ ରାଷ୍ଟ୍ର ଚୀନକୁ ଘେରିଛନ୍ତି। ଆଗକୁ ଚାଇନା ପାଇଁ ଆହୁରି କଠିନ ସମୟ ଆସୁଛି। କାରଣ ମେ’ ୨୨ ତାରିଖରେ ଭାରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଚେୟାରମ୍ୟାନ ପଦ ସମ୍ଭାଳିବାକୁ ଯାଉଛି। ଦାୟିତ୍ୱ ସମ୍ଭାଳିବା ପରେ ଭାରତ ଏହାର ତଦନ୍ତ ପାଇଁ ଅନୁମତି ଦେଇପାରେ। […]

  • Tuesday, 13 July 2021
covid-1
କରୋନା ଚିନ୍ତା ବଢିଲା; ୨୪ ଘଣ୍ଟାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: କରୋନା ଭାଇସରସ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଆକ୍ରନ୍ତଙ୍କ ସଂଖ୍ୟା ସର୍ବାଧିକ ବୃଦ୍ଧି ପାଇଛି । ଦେଶରେ ଲକ୍‌ଡାଉନ ୪.୦ ଲାଗୁ ହୋଇଯାଇଛି। ୪ର୍ଥ ପର୍ଯ୍ୟାୟର ଏହି ଲକ୍‌ଡାଉନ୍‌ରେ କଟକଣା କୋହଳ କରାଯାଇଥିବାବେଳେ ଆଜି ପ୍ରଥମ ଦିନରେ ସର୍ବାଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସୋମବାର ଭାରତରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ୯୬,୦୦୦ ଅତିକ୍ରମ କରିସାରିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦେଶରେ […]

  • Tuesday, 13 July 2021