ନୂଆଦିଲ୍ଲୀ: ଲଦାଖ ସୀମାରେ ଦୁଇ ଦେଶ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଉତ୍ତେଜନା ଲାଗି ରହିଛି। ଜୁନ୍ ୧୫ ତାରିଖ ରାତିରେ ହୋଇଥିବା ଏହି ଭୟଙ୍କର ସଂଘର୍ଷରେ ଭାରତର ୨୦ ଯବାନ ସହିଦ ହୋଇଥିଲେ। ଅନ୍ଧାର ରାତିରେ ସେଇ ସଂଘର୍ଷକୁ ନେଇ ଅନେକ ତଥ୍ୟ ଏବେ ସାମ୍ନାକୁ ଆସୁଛି। ବିଶେଷ କରି ଆମ ବୀର ଯବାନଙ୍କ ସାହାସିକତାର ଅନେକ କଥା ଶୁଣିବାକୁ ମିଳୁଛି। ଏହି ସଂଘର୍ଷରେ ସହିଦ ହୋଇଥିବା କଣ୍ଣେଲ ସନ୍ତୋଷ ବାବୁ ଭାରତୀୟ ସେନାର ନେତୃତ୍ୱ […]
ନୂଆଦିଲ୍ଲୀ: ଲଦାଖର ଗଲୱାନ ଘାଟିରେ ଚୀନ ସେନା ସହ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ସତର୍କ ହୋଇଛି ଭାରତ। ଭବିଷ୍ୟତରେ LACରେ ଏପରି ସଂଘର୍ଷର ଆଶଙ୍କାକୁ ଆଖିରେ ରଖି ଭାରତ ସରକାର ନିୟମରେ କିଛିଟା ପରିବର୍ତ୍ତନ ଆଣିଛନ୍ତି। ଏହି ପରିବର୍ତ୍ତିତ ନିୟମ ଅନୁସାରେ ଫିଲ୍ଡ କମାଣ୍ଡର କୌଣସି ଅସାଧାରଣ ପରିସ୍ଥିତିରେ ଅସ୍ତ୍ରଶସ୍ତ୍ର ଉପଯୋଗର ଅନୁମତି ଦେଇ ପାରିବେ। ଏଠି କହିରଖିବୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆରମ୍ଭରୁ ଶତ୍ରୁର ମୁକାବିଲା ପାଇଁ ସ୍ଥଳସେନାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିବା […]
ନୈନିତାଲ୍:‘ଚୀନ୍ ଉପରେ କେବେ ବି ବିଶ୍ୱାସ କରାଯାଇ ନ ପାରେ। ବିଶ୍ୱାସଘାତକତା କରିବା ଚୀନର ପୁରୁଣା ଅଭ୍ୟାସ। ବନ୍ଧୁତା ପାଇଁ ଆଗକୁ ହାତ ବଢାଇବା ଆଉ ପଛପଟୁ ଛୁରା ବି ଭୂଷିବ। ଏମିତି ପୂର୍ବରୁ ବି ହୋଇସାରିଛି। ଏବେ ମାମଲା ଆଲୋଚନା ମାଧ୍ୟମରେ ଯଦି ତୁଟୁନି ତେବେ ଭାରତକୁ କଠୋର ପଦକ୍ଷେପ ନେବାକୁ ପଡିବା‘ ଇଣ୍ଡୋ-ଚୀନ ସୀମାନ୍ତରେ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଶୋକ ପ୍ରକାଶ କରିବା ସହ ନିଜର ଅନୁଭୂତି ବଖାଣିଛନ୍ତି […]
ନୂଆଦିଲ୍ଲୀ: ୪୧ କୋଇଲା ଖଣିର ବ୍ୟାବସାୟିକ ନିଲାମୀ ଅବସରରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, କରୋନା ସଙ୍କଟ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ଶିକ୍ଷା ଦେଇଛି। ଅସୁବିଧାକୁ ସୁଯୋଗରେ ପରିବର୍ତ୍ତନ କରିବାକୁ ହେବ । ସେ କହିଛନ୍ତି, ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବୀ ହେବାକୁ ଆଜି ବଡ଼ ପଦକ୍ଷେପ ନିଆଯାଉଛି। ଆମଦାନୀ ହ୍ରାସ, ରପ୍ତାନୀ ବୃଦ୍ଧି କରିବା ଆମର ମୂଳ ଲକ୍ଷ୍ୟ। କୋଇଲା କ୍ଷେତ୍ରରେ ସଂସ୍କାର ଅନ୍ୟ ଶିଳ୍ପକୁ ସୁଯୋଗ ଦେବ। ଆଲୁମିନିୟମ, ସାର, […]
ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ପ୍ରଶ୍ନ ଉଠିଛି । ଏଥି ସହିତ, ଅନେକ ଲୋକ ନିଜର ଖୋଲାମତ ଦେବାକୁ ଆଗେଇ ଆସିଛନ୍ତି । କିଛି ଲୋକ ସେମାନଙ୍କ ଉଦାସୀନତାକୁ ସମସ୍ତଙ୍କ ସାମ୍ନାରେ ସ୍ୱୀକାର କରିଛନ୍ତି। ଏପରି ସମୟରେ ସ୍ୱର୍ଗତ ଅଭିନେତ୍ରୀ ଜିଆ ଖାନଙ୍କ ମା’ ରବିନା ଆମିନ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସଲ୍ମାନ ଖାନଙ୍କ ବିରୋଧରେ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଜିଆଙ୍କ ମୃତ୍ୟୁ […]