• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

china-india
ତେଜିଲା ‘ଚୀନ ହଟାଓ’ ଅଭିଯାନ; ବାତିଲ ହେଲା ୨୯୦୦ କୋଟି ପ୍ରକଳ୍ପର ଟେଣ୍ଡର

ପାଟନା: ଇଣ୍ଡୋ-ଚାଇନା ବିବାଦ ଉଗ୍ର ରୂପ ନେଉଥିବାବେଳେ  ଚୀନ୍ ମିଳିଛି ଏକ ବଡ଼ ଧକ୍କା । Boycott China Campaignକୁ ଆଉ ପାଦେ ଆଗକୁ ବଢାଇ ବିହାରର ଗଙ୍ଗା ନଦୀ ଉପରେ ଏକ ମେଗା ବ୍ରିଜ୍ ପ୍ରକଳ୍ପ ପାଇଁ ଆସିଥିବା ଟେଣ୍ଡରକୁ ବାତିଲ କରି ଦେଇଛନ୍ତି କେନ୍ଦ୍ର ସରକାର। ଏହି ଟେଣ୍ଡରରେ ଚାଇନା କମ୍ପାନୀଗୁଡିକ ଜଡିତ ଥିବାରୁ କେନ୍ଦ୍ର ଏପରି ଏକ ପଦକ୍ଷେପ ନେଇଛି। ଏ ସମ୍ପର୍କରେ ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି,  ପାଟଣାର ଗଙ୍ଗା ନଦୀ […]

  • Tuesday, 13 July 2021
terrorist
ଯୁବଗୋଷ୍ଠୀଙ୍କୁ ଆତଙ୍କୀ ସଂଗଠନରେ ସାମିଲ କରାଉଥିଲେ, ଗିରଫ ହେଲେ ଆତଙ୍କବାଦୀଙ୍କ ମା’, ଭଉଣୀ

ଶ୍ରୀନଗର: କାଶ୍ମୀରରେ ନିହତ ହୋଇଥିବା ଜଣେ ବ୍ୟକ୍ତି(ଆତଙ୍କବାଦୀ) ଙ୍କ ମା’ଙ୍କୁ ରାଇଫଲ ସହ ଫଟୋ ଉଠାଇବା ସହ ଆତଙ୍କବାଦୀ ଗୋଷ୍ଠୀରେ ଲୋକଙ୍କୁ ନିୟୋଜିତ କରିବା ଅଭିଯୋଗରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଅନୁଯାୟୀ ଗିରଫ କରାଯାଇଛି। ଏହା ବ୍ୟତୀତ ଆତଙ୍କବାଦୀ ନିଯୁକ୍ତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ କୁଲଗାମରେ ସକ୍ରିୟ ଥିବା ଜଣେ ଆତଙ୍କବାଦୀଙ୍କ ଭଉଣୀକୁ ମଧ୍ୟ ଗିରଫ କରିଛି। ଜାମ୍ମୁ କାଶ୍ମୀର ପୋଲିସ ଅଧିକାରୀ ରବିବାର ଏହି ସୂଚନା ଦେଇଛି। ପୋଲିସ ଅଧିକାରୀ  ଜଣକ […]

  • Tuesday, 13 July 2021
bike
ବାହୁବଳି ! ମୁଣ୍ଡ ଉପରେ ବାଇକ୍‌ ରଖି ବସ୍ ଉପରକୁ ଚଢିଗଲେ ଯୁବକ

ସୋଶାଲ ମିଡିଆରେ ଏକ ଅଦ୍ଭୁତ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ବ୍ୟକ୍ତି ମୁଣ୍ଡରେ ବାଇକ୍‌ ରଖି ବସ୍‌ ଉପରକୁ ଚଢୁଛନ୍ତି। ଏପରି ଷ୍ଟଣ୍ଡ ଅତ୍ୟନ୍ତ ଭୟାନକ। ଯୁବକ ଜଣକ ମୁଣ୍ଡରେ ବାଇକ ରଖି ଅନାୟାସରେ ଏକ ସିଡିରେ ଚଟାପଟ ଚଢୁଛନ୍ତି ଏବଂ ଗାଡ଼ିକୁ ବସ୍‌ ଛାତ ଉପରେ ରଖୁଛନ୍ତି। ଟ୍ୱିଟରରେ ଏହି ଭିଡିଓକୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି, […]

  • Tuesday, 13 July 2021
serological survey
ଏହି ରାଜ୍ୟମାନଙ୍କରେ ଆରମ୍ଭ ହେଲା ସେରୋଲଜିକାଲ ସର୍ଭେ

ଲକ୍ଷ୍ନୌ: ଦିଲ୍ଲୀ ପରେ ଏବେ ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ଆରମ୍ଭ ହୋଇଛି ସେରୋଲଜିକାଲ ସର୍ଭେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଡୋର ଟୁ ଡୋର ସର୍ଭେ ଆରମ୍ଭ କରାଯାଇଛି । ସେହିଭଳି ଗୋଆ, ଝାଡ଼ଖଣ୍ଡ ଓ ଓଡ଼ିଶାରେ ମଧ୍ୟ ସେରୋଲଜିକାଲ ସର୍ଭେ କରାଯଉଛି । ଗୋଟିଏ ଦିନ ପ୍ରାୟ ୨୦ ହଜାର ସଂକ୍ରମଣ ବଢିବା ପରେ ବିଭିନ୍ନ ରାଜ୍ୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଉଛି।  ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ପ୍ରାୟ ୩ ହଜାର […]

  • Tuesday, 13 July 2021
bobde
ହାର୍ଲି ଡାଭିଡସନ ବାଇକ୍‌ରେ ଜଷ୍ଟିସ ବୋବ୍‌ଡେ

ନୂଆଦିଲ୍ଲୀ: ଏକ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ଏ. ବୋବ୍‌ଡେଙ୍କୁ।  ନାଗପୁରରେ ଏକ ଦାମୀ ହାର୍ଲି ଡାଭିଡସନ ବାଇକରେ ବୋବ୍‌ଡେଙ୍କୁ ବସିଥିବା ସେ ଦେଖିବାକୁ ମିଳିଛି । ଏହି ଫଟୋ ସୋସିଆଲ ମିଡିଆରେ  ଭାଇରାଲ ହୋଇଛି। ସୂଚନାଥାଉ କି, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବୋବ୍‌ଡେଙ୍କର ବାଇକ୍ ପ୍ରତି ଅହେତୁକ ଦୁର୍ବଳତା ରହିଛି । ଏହାକୁ ନେଇ ସେ ବିଭିନ୍ନ ସମୟରେ ଗଣମାଧ୍ୟମକୁ ଜଣାଇଛନ୍ତି । ଜଷ୍ଟିସ ବୋବଡେ ଲକଡାଉନ ଯୋଗୁଁ […]

  • Tuesday, 13 July 2021
Coronavirus Medicine Remdesivir
ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ

ନୂଆଦିଲ୍ଲୀ: କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଇଁ ଆଶ୍ୱସ୍ତିର ଖବର।  ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ ରେମଡେସିଭିର୍। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ଉକ୍ତ ଔଷଧ ହସ୍ପିଟାଲରେ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ହେବ। ସୂଚନାଥାଉ କି, ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଜି ସୁଦ୍ଧା ରାଜ୍ୟରେ  ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬,୮୫୯ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨,୦୮୬ଜଣ ଚିକିତ୍ସାଧୀନ […]

petrol-1
ପେଟ୍ରୋଲଠାରୁ ମହଙ୍ଗା ହେଲା ଡିଜେଲ୍‌

ନୂଆଦିଲ୍ଲୀ:ଗୋଟିଏ ଦିନର ବ୍ରେକ୍ ପରେ ପୁଣି ବଢିଲା ତେଲ ଦର। ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୫ ପଇସା ଓ ଡିଜେଲରେ ୧୩ ପଇସା ବୃଦ୍ଧି ହୋଇଛି । ଲଗାତାର ୨୧ ଦିନ ପରେ ଗତକାଲି ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟରେ ବୃଦ୍ଧି ଘଟି ନ ଥିଲା । ହେଲେ ଦର ପୁଣି ଆଜି ବଢିଛି।  ତୈଳ ଦର ବୃଦ୍ଧି ହେବା ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୪୩ ପଇସା […]

  • Tuesday, 13 July 2021
vaccine-america
ଦେଶରେ କରୋନା ସ୍ଥିତି; ୨୪ ଘଣ୍ଟାରେ ୧୯,୪୫୯ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଗମ୍ଭୀର ହେଲାଣି  କରୋନା ସ୍ଥିତି। ଦିନକୁ ଦିନ ବଢିବାରେ ଲାଗିଛି କରୋନା ରୋଗୀଙ୍କ ସଂଖ୍ୟା।  ଦିନକୁ ଦିନ ଟେଷ୍ଟିଂ ସଂଖ୍ୟା ଯେତିକି ବଢୁଛି, ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସେତିକି ବୃଦ୍ଧି ପାଉଛି। ବର୍ତ୍ତମାନ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ପାଇ ୧୬ ହଜାର ୪୭୫ରେ ପହଞ୍ଚିଲାଣି। ଗତ ୨୪ ଘଣ୍ଟାରେ ଦେଶରେ ୧୯,୪୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୪୮ ହଜାର ୩୧୮ରେ ପହଞ୍ଚିଲାଣି। ସେହିପରି […]

  • Tuesday, 13 July 2021
flood-2
ଗମ୍ଭୀର ହେଉଛି ବନ୍ୟା ସ୍ଥିତି; ଗଲାଣି ୪୩ ଜୀବନ

ଗୁଆହାଟୀ: ଆସାମର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବ୍ରହ୍ମପୁତ୍ର ନଦୀରେ ଜଳସ୍ତର ବୃଦ୍ଧିଯୋଗୁ ପ୍ରାୟ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଲଗାତାର ବର୍ଷା ଯୋଗୁଁ ୨୩ ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉତ୍କଟ ହେଲାଣି।  ମୁଖ୍ୟତଃ ଧିମାଜୀ, ଲକ୍ଷ୍ମୀପୁର, ନାଓଗାଁ, ଜୋରହାଟ, ଶିଭସାଗର, ଦିବ୍ରୁଗଡ଼, କୋକ୍ରାଝର, ବାରାପେଟ୍, ତିନସୁକିଆ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ରବିବାର ସ୍ଥିତି ଅଧିକ ଗମ୍ଭୀର ହୋଇଥିଲା। ବନ୍ୟା ଓ ମାଟି ଅତଡାଧସି […]

  • Tuesday, 13 July 2021
terror
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ପୁଣି ଏକ ସଫଳତା । ଏନକାଉଣ୍ଟରରେ ନିହତ ହୋଇଛନ୍ତି ୩ ଆତଙ୍କୀ । ଆଜି ସକାଳୁ ଅନନ୍ତନାଗ ଖୁଲଚୋହାରରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସେନା, ସିଆରପିଏଫ୍ ଓ ପୋଲିସ ପକ୍ଷରୁ ମିଳିତ ଅପରେସନ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ତିନି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏବେ ବି ସେହି ସ୍ଥାନରେ ଗୁଳିବିନିମୟ ଜାରି ରହିଛି । ପୁରା ଅଂଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ କରାଯାଉଛି […]

  • Tuesday, 13 July 2021