ଭୁବନେଶ୍ୱର: ବିନା ଡ୍ରାଇଭରରେ ଗଡ଼ିଲା ଟ୍ରକ୍ ! ମାଟି ବୋଝେଇ ଟ୍ରକ୍ଟି ବିନା ଡ୍ରାଇଭରରେ ବିପଜ୍ଜନକ ଭାବେ ପ୍ରାୟ ୬୦୦ ମିଟର ଯାଏ ଗଡ଼ିଥିବା ଦେଖିବାକୁ ମିଳିଥିଲା। ଭୁବନେଶ୍ୱର ଆଚାର୍ଯ୍ୟବିହାରରେ ଗତକାଲି ରାତିରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଆଚାର୍ଯ୍ୟବିହାର ନିକଟ ଓଭର ବ୍ରିଜ ଉପରେ ମହାରାଜା ସିନେମା ହଲ୍ ସାମ୍ନାରେ ମାଟି ବୋଝେଇ ଟ୍ରକ୍ଟି ଛିଡ଼ା ହୋଇଥିଲା। ସେହି ସମୟରେ ଟ୍ରକ୍ରେ ଡ୍ରାଇଭର ମଧ୍ୟ ନ ଥିଲେ। ଏହି ସମୟରେ ଆଚାର୍ଯ୍ୟବିହାର ଆଡୁ ଆସୁଥିବା ଅନ୍ୟ […]
ନୂଆଦିଲ୍ଲୀ: ଆଜି ୧୭ ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ। ଦିଲ୍ଲୀ ସୀମାରେ ଆନ୍ଦୋଳନକୁ ଆଜି ଅଧିକ ତ୍ରୀବ କରିବାକୁ ଯୋଜନା ରଖିଛନ୍ତି ଚାଷୀ। ଦିଲ୍ଲୀ-ଜୟପୁର ଜାତୀୟ ରାଜପଥକୁ ଅବରୋଧ କରିବେ ଚାଷୀ। ଏହାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ସୀମା ଓ ଆଖପାଖ ଅଞ୍ଚଳରେ ପୋଲିସ୍ ଫୋର୍ସକୁ ବଢ଼ାଯାଇଛି। ରାଜସ୍ଥାନ ଓ ହରିୟାଣାକ ସଂଯୋଗ କରୁଥିବା ଜୟସିଂହପୁର-ଖେଡା ସୀମାରେ ଚାଷୀଙ୍କ ଭିଡ଼ ବଢୁଛି । ବର୍ଡର ପାଖରେ ଗ୍ରାମାଞ୍ଚଳ ଚାଷୀ ସକାଳୁ ସକାଳୁ […]
ନୂଆଦିଲ୍ଲୀ: ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। ରିଲାଏନ୍ସ ଜିଓ ଏହାର ପ୍ରି-ପେଡ୍ ଉପଭୋକ୍ତାଙ୍କ ପାଇଁ ଲୋକପ୍ରିୟ ଷ୍ଟ୍ରିମିଙ୍ଗ୍ ପ୍ଲାଟଫର୍ମ ଡିସ୍ନି ପ୍ଳସ୍ ଓ ହଟ୍ଷ୍ଟାର୍ର ୧ ବର୍ଷ ଭିଆଇପି ସବ୍ସ୍କ୍ରିପ୍ସନ୍ ମାଗଣାରେ ଉପଲବ୍ଧ କରାଇଛି। କମ୍ପାନୀ ପକ୍ଷରୁ ୱେବ୍ସାଇଟ୍ Jio.com ରେ ଦିଆଯାଇଥିବା ସୂଚନା ଅନୁସାରେ, ୪୦୧ ଟଙ୍କାରୁ ଆରମ୍ଭ ହେଉଥିବା ପ୍ଲାନ୍ ବ୍ୟବହାର କରୁଥିବା ପ୍ରି-ପେଡ୍ ଉପଭୋକ୍ତାଙ୍କ ପାଇଁ ପ୍ଲାନ୍ରେ ରହିଥିବା ସମସ୍ତ ସୁବିଧା ସହିତ ୩୯୯ ଟଙ୍କା ମୂଲ୍ୟର ଡିସ୍ନି ପ୍ଳସ୍ ଓ […]
ଧାରଣ ଲୋକଙ୍କ ପାଇଁ ସରକାରଙ୍କ ଦ୍ୱାରା ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ରାସନ କାର୍ଡ ଜରିଆରେ ସରକାର ନିଜ ରାଜ୍ୟରେ ରହୁଥିବା ଗରିବ ପରିବାରକୁ ରାସନ ଯୋଗାଉଛନ୍ତି । କିନ୍ତୁ ଅନେକ ସ୍ଥାନରେ ଡିଲରମାନେ ରାସନକାର୍ଡ ଧାରକଙ୍କୁ ରାସନ ଦେବାକୁ ମନା କରନ୍ତି କିମ୍ବା କମ୍ ରାସନ୍ ଦିଅନ୍ତି ।
ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଲଘୁଚାପ ମୌସୁମୀ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ ବୋଲି ଜଣାପଡ଼ିଛି। ଫଳରେ ଆଗାମୀ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯିବା ସହ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ, ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାର ଅଧିକାଂଶ […]
ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢୁଛି। ଟାଟା ମୋଟର୍ସରେ ଚାକିରି କରାଇବା କହି ଠକେଇ ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ମାରାଥନ୍ ଜେରା କରିଛି। ଏହି ମାମଲାରେ ଗିରଫ ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କରେ ଦୁଇ ଜଣଙ୍କୁ ଜେରା କରାଯାଇଛି । ଏହି ଦୁଇଜଣ ହେଲେ କମ୍ବୁପାଣି ସାହୁ ଓ ବୋରିଗାଁ ସରପଞ୍ଚ ବସନ୍ତ ସାହୁ। ଅଭିଯୋଗ ଅନୁସାରେ କୁମ୍ଭପାଣିଙ୍କ ଆକାଉଣ୍ଟରୁ ଲକ୍ଷାଧିକ […]