ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଧୀରେ ଧୀରେ କୋହଳ ହେବ କଟକଣା । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀକୁ ଧୀରେ ଧୀରେ ଅନଲକ୍ କରିବାକୁ ଆଜି ଘୋଷଣା କରିଛନ୍ତି। ଜନସାଧାରଣଙ୍କ ପରାମର୍ଶ ତଥା ବିଶେଷଜ୍ଞଙ୍କ ମତାମତକୁ ଆଧାର କରି ସପ୍ତାହେରୁ ଦେଢ଼…
ପାଟନା: ବିବାହ ପରେ ପରକୀୟା ପ୍ରୀତିକୁ ନେଇ ଅନେକ ଦମ୍ପତିଙ୍କ ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇଥାଏ।ଏପରିକି ଛାଡ଼ପତ୍ର ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥାଏ। ହେଲେ ଆପଣ କେବେ ଶୁଣିଛନ୍ତି କି, କେହି କେବେ ନିଜ ସ୍ତ୍ରୀକୁ ପ୍ରେମିକ ସହ ବିବାହ…
ଫେସବୁକରେ ନକଲି ଆଇଡି, କିନ୍ତୁ ଫଟୋ ଅସଲି । ପୁଣି ଫେକ ଆଇଡି ଖୋଲିଲା ଜିଲ୍ଲାପାଳଙ୍କ ନାମରେ । ଲୋକଙ୍କୁ ବନ୍ଧୁ ହେବା ପାଇଁ ଫ୍ରେଣ୍ଡସ Request ପଠାଉଛି ପୁଣି ଆବଶ୍ୟକ ଅଛି କହି ଟଙ୍କା ମାଗୁଛି । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ।
କରୋନା ଉତ୍ପତ୍ତି ପ୍ରସଙ୍ଗକୁ ନେଇ ପୁଣି ବଢିଲା ଚୀନର ଅଡୁଆ। ଭୂତାଣୁ ପଶୁଙ୍କ ଦେହରୁ ମଣିଷକୁ ଆସିଛି ନା ଚୀନ୍ ପ୍ରୟୋଗଶାଳାରୁ ଲିକ୍ ହୋଇଛି?
ନୂଆଦିଲ୍ଲୀ: କରୋନା ଭାଇରାସର ଉପତ୍ତି ସ୍ଥଳକୁ ନେଇ ପୁଣି ଥରେ ମୁହାଁମୁହିିଁ ହୋଇଛନ୍ତି ଚୀନ ଓ ଆମେରିକା। ଉହାନ୍ ଲ୍ୟାବରୁ ମହାମାରୀର ଉତ୍ପତ୍ତି ହୋଇଛି କି ନା ନାହିଁ ସେ ନେଇ ତଦନ୍ତ ଆରମ୍ଭ କରିଛି ଆମେରିକା। ତେବେ ଆମେରିକାର ଏହି…
ଘୁଞ୍ଚିଲା କରୋନା ଟିକା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟା ଏହି ପ୍ରକ୍ରିୟାକୁ ଆସନ୍ତା ଜୁନ୍ ୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ଆଜି ଦିନ ୧୧ଟାରେ ଟେକ୍ନିକାଲ୍ ବିଡ୍ ଖୋଲାଯିବାର ଥିଲା ଭୁବନେଶ୍ୱର: ଘୁଞ୍ଚିଲା କରୋନା ଟିକା ପାଇଁ…
ନୂଆଦିଲ୍ଲୀ : ଆଜିକାଲି ବଜାରରେ ଆଉ ୨୦୦୦ ଟଙ୍କିଆ ନୋଟ୍ ଦେଖିବାକୁ ମିଳୁନି କହିଲେ ଚଳେ । ଏହା ପଛରେ ରହିଛି ବଡ଼ କାରଣ, ଯାହାର ଖୁଲାସା କରିଛି ଆରବିଆଇ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଧୀରେ ଧୀରେ…
ଅକ୍ଟୋବରରେ ଆସିଥିବା ୧୯୯୯ ମହାବାତ୍ୟା, ଫାଇଲିନ୍ ଓ ହୁଡହୁଡ୍ ହେଉ, କି ମେ ମାସରେ ଆସିଥିବା ଫନି, ଅଂପନ୍ ଓ ୟାସ୍ ।ଓଡ଼ିଶାକୁ ପ୍ରାୟ ପ୍ରତ୍ୟେକ ବର୍ଷ କାହିଁକି ପ୍ରଭାବିତ କରୁଛି ବଡ଼ ବଡ଼ ବାତ୍ୟା?
ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେବା ପରେ ଦେଖାଦେଇଛି ବନ୍ୟା ସ୍ଥିତି। ବୈତରଣୀ ଏବଂ ଶାଖା ନଦୀର ଜଳସ୍ତର ବଢ଼ିବା ଫଳରେ କୋରେଇ, ଯାଜପୁର, ଦଶରଥପୁର ସମେତ ୩ ଟି ବ୍ଲକରେ ବନ୍ୟା ଜଳ ପ୍ରବେଶ କରିଛି
ନୂଆଦିଲ୍ଲୀ:ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଯୋଗଗୁରୁ ବାବା ରାମଦେବଙ୍କ ବିରୁଦ୍ଧରେ ହଜାରେ କୋଟି ଟଙ୍କାର ମାନହାନି ମାମଲାା ନୋଟିସ ଜାରି କରାଯାଇଛି । ଆଇଏମଏ କହିଛି, ରାମଦେବ ଏଲୋପାଥି ଚିକିତ୍ସା ସମ୍ପର୍କରେ ଲୋକଙ୍କୁ ଭ୍ରମିତ କରିବା ସହ ଟିକା ବିରୋଧରେ କହିଛନ୍ତି…
ଭୁବନେଶ୍ୱରରେ ବାତ୍ୟା ସମୀକ୍ଷା ବୈଠକ ପରେ ଏରିଏଲ ସର୍ଭେରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ବୈଠକକୁ ନେଇ ବଡ଼ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ହଠାତ୍ ଏକ ନୂଆ ମୋଡ଼ ଆସିଛି। ଡ୍ରଗ୍ସ ମାମଲାରେ Narcotics Control Bureau (NCB) ସୁଶାନ୍ତଙ୍କ ସାଙ୍ଗ ତଥା ରୁମ୍ ମେଟ୍ ସିଦ୍ଧାର୍ଥ ପିଠାନୀଙ୍କୁ ଗତକାଲି ହାଇଦ୍ରାବାଦରୁ ଗିରଫ କରିଛି।…
ଭୁବନେଶ୍ୱରରେ ବାତ୍ୟା ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସହ ମୁଖ୍ୟ ଶାସନ ସଚିବ, SRC ଓ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ।
ଆଜି ପୁଣି ଥରେ ୨ ଲକ୍ଷ ତଳକୁ ଖସିଛି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୮୬ ହଜାର ୩୬୪ ଜଣ ଆକ୍ରାନ୍ତ
ନୂଆଦିଲ୍ଲୀ : ମିଥ୍ୟା ଓ ଆପତ୍ତିଜନକ ମେସେଜ୍କୁ ରୋକିବା ଲାଗି କେନ୍ଦ୍ର ସରକାର ଆଣିଥିବା ନୂଆ ନିୟମ ଲାଗୁ ହୋଇଛି । ଦେଶର ଅଖଣ୍ଡତା, ସର୍ବଭୌମତ୍ୱ ଓ ସୁରକ୍ଷା, ବୈଦେଶିକ ସଂପର୍କ, ଆଇନଶୃଙ୍ଖଳା ସଂପର୍କିତ କିମ୍ବା ୫ ବର୍ଷ ବା ତଦୁର୍ଦ୍ଧ୍ୱ…
ଫିରୋଜଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ ୧୦ ବର୍ଷ କନେଷ୍ଟବଳ ରହିଲେ, ଏବେ ଦିଲ୍ଲୀ ପୋଲିସରେ ଏସିପି ହୋଇଗଲେ ଚାକିରି ସମୟରେ ହିଁ ପାସ କଲେ ୟୁପିଏସସି ପରୀକ୍ଷା ନୂଆଦିଲ୍ଲୀ : ବାଟ କଢ଼ାଇ ନେଲା ସ୍ୱପ୍ନ । କନେଷ୍ଟବଳରୁ ଏସିପି ପର୍ଯ୍ୟନ୍ତ ଯାତ୍ରାକୁ…
ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାତ୍ୟା ସମୀକ୍ଷା କରିବାକୁ ଓଡ଼ିଶା ଗସ୍ତରେ ଆସିଛନ୍ତି ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ଏୟାରପୋର୍ଟରେ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଅଛନ୍ତି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଅଛନ୍ତି। ବାତ୍ୟାକୁ ନେଇ ଏରିଏଲ ସର୍ଭେ କରିବେ ମୋଦି।
ନୂଆଦିଲ୍ଲୀ: ଆସନ୍ତା ୫ ବର୍ଷ ମଧ୍ୟରେ ପୃଥିବୀର ତାପମାତ୍ରା ୧.୫ ଡିଗ୍ରୀ ସେଲ୍ସିୟସ ବୃଦ୍ଧି ପାଇପାରେ । ଏପରି ତାପମାତ୍ରା ବୃଦ୍ଧି ହେଲେ ପାଣିପାଗରେ ବିନାଶକାରୀ ପରିବର୍ତ୍ତନ ଦେଖିବାକୁ ମିଳିବ । ଏପରି ହେଲେ କେଉଁଠି ବନ୍ୟାର ଆଶଙ୍କା ଦେଖାଦେବ ତ…
ନୂଆଦିଲ୍ଲୀ: ଇଜ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାର ଭୟାବହ ରୂପ ଦେଖିଲା ସାରା ଦୁନିଆ । ଇଜ୍ରାଏଲ ଯୁଦ୍ଧ ବିରତି ଘୋଷଣା କରିବା ପୂର୍ବରୁ ହମାମ୍ର ଚରମପନ୍ଥୀମାନେ ବୋମାବର୍ଷଣ କରି ଅନେକ କ୍ଷୟକ୍ଷତି କରିଥିଲେ । ଦୁଇଦେଶ ମଧ୍ୟରେ …
ଜୟପୁର: କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ପୁରା ପରିବେଶ। ହଠାତ୍ ଭାଇର ମୃତ୍ୟୁ ଖବର କଥା ବିଶ୍ୱାସ କରିପାରିନଥିଲେ ନାନାଲାଲ୍। ହେଲେ ବିଧିର ବିଧାନ କିଛି ଅଲଗା ଥିଲା ଭାବି ଭାଇର ମୃତ୍ୟୁ ଖବରକୁ ସତ ବୋଲି ଭାବି ନେଇଥିଲେ ଓ…