• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Modi
ଟିକା ନଥିଲେ, କଣ ଅବସ୍ଥା ହୋଇଥାନ୍ତା! : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଅପରାହ୍ଣ ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କରୋନାର ୨ୟ ଲହରରେ ଆମର ଲଢ଼େଇ ଜାରି ରହିଛି। ଅନେକ ନିଜର ପରିଜନ, ପରିଚିତଙ୍କୁ ହରାଇଛନ୍ତି। ବିଗତ ଶହେ ବର୍ଷ ମଧ୍ୟରେ ଏହା ସବୁଠୁ…

WB
ରାଜ୍ୟପାଳ ଓ ସାଂସଦ ମୁହାଁମୁହିଁ

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଓ ଟିଏମ୍ସି ସାଂସଦ ମହୁଆ ମିତ୍ର ମୁହାଁମୁହିଁ ହୋଇଛନ୍ତି। ପଶ୍ଚିମବଙ୍ଗ ରାଜଭବନରେ ଓଏସଡ଼ି ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମହୁଆ । ରାଜ୍ୟପାଳ ନିଜ ସମ୍ପର୍କୀୟଙ୍କୁ ବିନା କୌଣସି ଅଭିଜ୍ଞତାରେ ନିଯୁକ୍ତି ଦେଇଛନ୍ତି। ଜଣେ କି ଦୁଇ…

sanjay das burma
ବଢୁଛି ତୈଳ ଦର: କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କଲା ବିଜେଡ଼ି

ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ଏମିତିକି ଜିଡିପି ମଧ୍ୟ ହ୍ରାସ ପାଇଛି। ଏଭଳି ସମୟରେ ଲଗାତାର ଭାବେ ତୈଳ ଦର ଲୋକଙ୍କ ଉପରେ ଲଦି ଦିଆଯାଉଛି। ତାହାକୁ ବିଜେଡି ନିନ୍ଦା କରୁଛି ବୋଲି କହିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା

mal
ମାଳଦ୍ୱୀପ ସମେତ ଏହି ୫ ଦ୍ୱୀପ ଖୁବଶୀଘ୍ର ସମୁଦ୍ରରେ ମିଶିଯିବ

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ବିଶ୍ୱ ତାପମାତ୍ରାନୁ ନେଇ ଚେତାବନୀ ଦିଆଯାଇଛି ଯେ ମେରୁ ଅଞ୍ଚଳରେ ଜମି ରହିଥିବା ବରଫ ତରଳି ଯିବ ଏବଂ ସମୁଦ୍ର ପତ୍ତନ ବୃଦ୍ଧିପାଇବ। ଏହା ଦ୍ୱାରା ସମୁଦ୍ରରେ ନିର୍ମିତ ଦ୍ୱୀପ ସମେତ ସମୁଦ୍ର କୂଳରେ…

Doctor
ମହାନତା ଦେଖାଇଲେ ଡାକ୍ତର, ଗାଁ ଗାଁ ବୁଲି ଲୋକଙ୍କୁ କରୁଛନ୍ତି ସଚେତନ

ମହାନତା ଦେଖାଇଲେ ଡାକ୍ତର। କରୋନା ରୋଗୀଙ୍କ ସେବା ତ କରୁଛନ୍ତି ଏହା ସହ କରୋନାରେ ଜୀବନ ହାରୁଥିବା ମୃତକଙ୍କ ଅନ୍ତିମ ସଂସ୍କାର ମଧ୍ୟ କରୁଛନ୍ତି

Mother
୫ ପୁଅ ଜନ୍ମ କରିଥିଲା, ହେଲେ ଏବେ ଭୋକ ଉପାସରେ କଟୁଛି ଦିନ

ପୁଅଟିଏ ପାଇବା ପାଇଁ ମା କେତେ ଯେ ବ୍ରତ ଉପବାସ କରିଥାଏ, ତାହାର ଠିକଣା  ନାହିଁ। କାରଣ ପୁଅ ବଂଶା ରକ୍ଷା କରିବ, ଜୀବ ଜିବା ବେଳେ ପାଣି ଟୋପାଏ ଦେବ...ମୋଟ୍‌ ଉପରେ ଜୀବନର ଶେଷ ସମୟରେ ବାପ ମା ଙ୍କର ପୁଅ ହୋଇଥାଏ ସାହା

C CORONA
ଦେଶରେ କମୁଛି କରୋନା ସଂକ୍ରମଣ: ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେକୁ ଖସିଲା

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ।  ଦୈନିକ ସଂକ୍ରମଣରେ ଘଟୁଛି ଦ୍ରୁତ ଅବନତି । ଗତ ୨୪ ଘଣ୍ଟାରେ ଭାରତରେ ୧ ଲକ୍ଷ ୬୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି…

dustbin
ରେଳ ଷ୍ଟେସନରେ ଲାଗିବ ସ୍ୱୟଂଚାଳିତ ଡଷ୍ଟବିନ

ନୂଆଦିଲ୍ଲୀ : ରେଲୱେ ଷ୍ଟେସନରେ ଲାଗିବ ସ୍ୱୟଂଚାଳିତ ଡଷ୍ଟବିନ୍ । ସଂକ୍ରମଣ ସମୟରେ ସ୍ୱଚ୍ଛତାକୁ ଗୁରତ୍ୱ ଦେଇ ଦିଲ୍ଲୀ ସରକାର ଏପରି ଯୋଜନା ପ୍ରସ୍ତୁତ କରିଛନ୍ତି । ନୂତନ ଯୋଜନା ଅନୁସାରେ ଡଷ୍ଟବିନ୍ ୭୬ ପ୍ରତିଶତ ଭରିଯିବା ପରେ ଷ୍ଟେସନ୍ ମାଷ୍ଟରଙ୍କୁ…

2
ଜଳପରୀ ସାଜିଲେ, ମାଛମାନଙ୍କ ସହ ପହଁରିଲେ ଏହି ଅଭିନେତ୍ରୀ

ମୁମ୍ବାଇ: କରୋନା ଭାଇରସ୍ ମହାମାରୀର ଦ୍ୱିତୀୟ ଲହର ମଧ୍ୟରେ ଅନେକ ସେଲିବ୍ରିଟି ଲୋକଙ୍କୁ ମଜବୁତ ଏବଂ ନିରାପଦ ରହିବାକୁ ପରାମର୍ଶ ଦେଉଛନ୍ତି। ନିକଟରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା। ଏଭଳି ପରିସ୍ଥିତିରେ ସେଲିବ୍ରେଟମାନେ ପ୍ରଶଂସକମାନଙ୍କୁ ନିଜ ଅଭିନନ୍ଦନ ଜଣାଇଥିଲେ। ଅଭିନେତ୍ରୀ…

CP
ସଟ୍‌ଡାଉନ୍‌ରେ ରାଜଧାନୀରେ ମାତିଛନ୍ତି ମଦ୍ୟପ, ଡ୍ୟୁଟି ସାରି ଫେରୁଥିବା ବେଳେ OTV ସାମ୍ବାଦିକଙ୍କୁ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀର ଛାତି ଉପରେ ଗୁଣ୍ଡାରାଜ। ସଟ୍‌ଡାଉନ୍‌ରେ ବି ମାତିଛନ୍ତି ମଦ୍ୟପ। ରାତିରେ ଡ୍ୟୁଟି ସାରି ଫେରୁଥିବା ସାମ୍ବାଦିକଙ୍କୁ ମଧ୍ୟ ଛାଡ଼ୁ ନାହାନ୍ତି ଦୁର୍ବୃତ୍ତ। ଗତକାଲି ରାତିରେ ଏଭଳି ମଦ୍ୟପଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଓଟିଭିରେ କାର୍ଯ୍ୟରତ ସାମ୍ବାଦିକ ନିତେଶ ସାହୁ।…

debashis panigrahi
କରୋନାରେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ସ୍ଥାନାନ୍ତର

ଭୁବନେଶ୍ୱର: ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଆଜି ଏୟାରଲିଫ୍ଟ ହେବେ । କରୋନାରେ ଆକ୍ରାନ୍ତ ହୋଇ ଦେବାଶିଷ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ତେବେ…

cm
ଦିଲ୍ଲୀରେ 'ଯେଉଁଠାରେ ଭୋଟ୍-ସେଇଠି ଟିକାକରଣ' କ୍ୟାମ୍ପେନ୍ ଆରମ୍ଭ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ରହୁଥିବା ଲୋକଙ୍କ ପାଇଁ ଖୁସି ଖବର । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଟିକାକରଣକୁ ତୀବ୍ର କରାଯାଉଛି । ଦିଲ୍ଲୀ ସରକାରଙ୍କ ଦ୍ୱାରା ଏକ ଅଭିଯାନ ଆରମ୍ଭ ହୋଇଛି, ଯେଉଁଥିରେ ଘର ଘର ଯାଇ…

ram rahim
ରାମ ରହିମଙ୍କୁ ଭେଟିବା ପାଇଁ ହସ୍ପିଟାଲ୍‌ରେ ପହଞ୍ଚିଲେ ହନିପ୍ରୀତ୍‌

ଗୁରୁଗ୍ରାମ: ଯୌନ ନିର୍ଯାତନା ଅଭିଯୋଗରେ ଜେଲ୍‌ରେ ବନ୍ଦୀ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ୍‌ ରାମ ରହିମ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଜିଟିଭ୍‌ ଚିହ୍ନଟ ପରେ ରବିବାର ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଛି। ରାମ ରହିମ ଅସୁସ୍ଥ…

cbk mohamty
ଏସସିବିରେ ଲାଗିବ ECMOର ୬ଟି ୟୁନିଟ୍

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ଜଟିଳ ରୋଗୀଙ୍କ ଚିକିତ୍ସା ଲାଗି ECMO ମେସିନ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର କଟକ ଏସସିବିରେ ECMO ମେସିନର ୬ଟି ୟୁନିଟ ଖୋଲିବା ଲାଗି ଯୋଜନା କରିଛନ୍ତି।  ଏ ନେଇ…

ୟାମୀ ଗୌତମଙ୍କ ବିବାହ ଫଟୋକୁ ନେଇ ବିବାଦ

ମୁମ୍ବାଇ : ନିକଟରେ ବଲିଉଡ୍ ଅଭିନେତ୍ରୀ ୟାମୀ ଗୌତମ ସିନେମା ‘ଉରୀ’ର ଡାଇରେକ୍ଟର ଆଦିତ୍ୟ ଧରଙ୍କୁ ଅଚାନକ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ୟାମୀଙ୍କ ବିବାହ ଏକ ଘରୋଇ ଉତ୍ସବ ଭଳି ଥିଲା। ବିବାହରେ କେବଳ ତାଙ୍କ ପରିଜନ ଓ…

bijay mohapatra
‘ଆଗାମୀ ଦଶ ଦିନ ଭିତରେ କରୋନା ସଂକ୍ରମଣ ହାର ଆହୁରି କମିବ’

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ। ଆଗାମୀ ସପ୍ତାହ କିମ୍ବା ଦଶ ଦିନ ଭିତରେ ଏହା ଆହୁରି କମିଯିବ ବୋଲି ଟ୍ରେଣ୍ଡ ଦର୍ଶାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଯେହେତୁ ୬୦ ପ୍ରତିଶତ ଲୋକ ଏବେ ମଧ୍ୟ ଗୁରୁତର…

rhea chakraborty
ସୁଶାନ୍ତଙ୍କ ପରିବାର ଲୋକଙ୍କ ବିରୋଧରେ ରିୟାଙ୍କ ସାଂଘାତିକ ଅଭିଯୋଗ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ଓ ତାଙ୍କ ଭିଣୋଇ ସିଦ୍ଧାର୍ଥଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। Narcotics Control Bureau(NCB)କୁ ଦେଇଥିବା ବୟାନରେ ରିୟା ଏହି…

doctor
ଜୁନିୟର ଡାକ୍ତରଙ୍କ ଧର୍ମଘଟ ଶେଷ : ଲିଖିତ ନିର୍ଦ୍ଦେଶ ପରେ କାମକୁ ଫେରିବେ

ଭୋପାଳ : ଜୁନିୟର ଡାକ୍ତରଙ୍କ ଧର୍ମଘଟ ଶେଷ । କରୋନା କାଳରେ ଦୀର୍ଘ ଦିନ ଧରି ଚାଲୁଥିବା ଜୁନିୟର ଡାକ୍ତରଙ୍କ ଧର୍ମଘଟ ସୋମାବାର ଅର୍ଥାତ ଆଜି ଶେଷ ହୋଇଛି ।  ସମସ୍ୟାର ସମାଧାନର ଆଶାରେ ସୋମବାର ଚିକିତ୍ସା ଶିକ୍ଷାମନ୍ତ୍ରୀ ବିଶ୍ୱାସ ସାରଙ୍ଗଙ୍କୁ…