• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ତଳ କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟ ଗଲା କ୍ରାଇମବ୍ରାଞ୍ଚ
ତଳ କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟ ଗଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲା। ତଳ କୋର୍ଟଙ୍କ ରାୟକୁ ଚାଲେଂଜ କରି ହାଇକୋର୍ଟରେ ଅପିଲ। ରାୟକୁ ଚାଲେଂଜ କରି ହାଇକୋର୍ଟ ଗଲା କ୍ରାଇମବ୍ରାଞ୍ଚ। ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ଡିତ କରିବାକୁ କ୍ରାଇବ୍ରାଞ୍ଚ ଅପିଲ କରିଛି। ତଳକୋର୍ଟରେ ୨ଜଣ ଅଭିଯୁକ୍ତ ନିର୍ଦ୍ଦୋଷ ସାବ୍ୟସ୍ତ ହେବାପରେ ଘଟଣାକୁ ନେଇ ରାଜ୍ୟ ତମାମ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏମିତିକି କ୍ରାଇମବ୍ରାଞ୍ଚର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠିଥିଲା।  

  • Monday, 05 July 2021