• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

the-swara
ନିଜ ସଂଘର୍ଷମୟ ଜୀବନର କାହାଣୀ ବଖାଣିଲେ ସ୍ୱରା

ଭୁବନେଶ୍ୱର: ବଲିଉଡ୍ ସହ ଓଡ଼ିଶାର ସଂପର୍କ ଅତି ନିବିଡ଼। ମୁମ୍ବାଇର ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଓଡ଼ିଶାର କଟକରୁ ଅନେକ ପ୍ରତିଭା ଅଛନ୍ତି ବୋଲି ଅଭିନେତ୍ରୀ ସ୍ୱରା ଭାସ୍କର କହିଛନ୍ତି। ଓଟିଭି ଫୋରସାଇଟ୍ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱରା କହିଛନ୍ତି ଯେ,  ତାଙ୍କର ମନପସନ୍ଦ ସ୍ଥାନ ମଧ୍ୟରୁ ଓଡ଼ିଶା ଗୋଟିଏ । ସବୁଥର ଏଠାରେ ଅଧିକ ସମୟ ରହିବାକୁ ପସନ୍ଦ କରନ୍ତି । ହେଲେ ସମୟ ତାହା କରିବାକୁ ଦେଇନଥାଏ ବୋଲି ସ୍ୱରା କହିଛନ୍ତି । ଏହାସହ ସେ କେମିତି […]

  • Thursday, 15 July 2021
soumya
ମହିଳା ସରପଞ୍ଚଙ୍କ କ୍ଷମତା ସଂପର୍କରେ ସୌମ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ

ଭୁବନେଶ୍ୱର: ମହିଳା ସରପଞ୍ଚଙ୍କ କ୍ଷମତା ସଂପର୍କରେ ସୌମ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ବିଜେଡି ଉପସଭାପତି ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଅଲ୍ ଓଡ଼ିଶା ଜିପିଏଲ୍ଏଫ୍ କର୍ମୀ ସାମ୍ମୁଖ୍ୟ ବୈଠକରେ କହିଛନ୍ତି ଯେ ମହିଳା ସରପଞ୍ଚଙ୍କ ସ୍ୱାମୀ ହିଁ ପ୍ରକୃତ କ୍ଷମତା ଉପଭୋଗ କରୁଛନ୍ତି। ସରପଞ୍ଚଙ୍କ ସ୍ୱାମୀମାନେ ସରପଞ୍ଚ ହୋଇ ଚଳେଇ ନେଉଛନ୍ତି। ସରପଞ୍ଚଙ୍କ ଦିଅରମାନେ ସରପଞ୍ଚ ହୋଇ ଚଳେଇ ନେଉଛନ୍ତି। ତେବେ ଆଉ କାହାକୁ କ୍ଷମତା ଦେବା ନାହିଁ ବୋଲି ସୌମ୍ୟ କହିଛନ୍ତି। ସେ ପୁଅ, ସ୍ୱାମୀ […]

  • Thursday, 15 July 2021
jagannath-temple
ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ପାରିତ

ଭୁବନେଶ୍ୱର: ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ପାରିତ ହୋଇଛି। ବାଚନିକ ଭୋଟରେ ସଂକଳ୍ପ ପାରିତ ନେଇ ବାଚସ୍ପତିଙ୍କ ଘୋଷଣା କରିଛନ୍ତି। ସଂକଳ୍ପ ଆଗତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିବୃତି ରଖିଥିଲେ। ପରିକ୍ରମା ଯୋଜନା ପାଇଁ ୩ଟି ବିଷୟରେ ସଂକଳ୍ପ ଆଣିଲେ ମୁଖ୍ୟମନ୍ତ୍ରୀ। ବିଧାନସଭାକୁ ଭର୍ଚୁଆଲରେ ବିବୃତି ଦେବା ସମୟରେ ମୁଖ୍ୟମନ୍ତ୍ରୀ ୩ଟି ବିଷୟକୁ ଗୁରୁତ୍ୱ ଦେଇଛନ୍ତି। ଶ୍ରୀମନ୍ଦିର ସହ ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ନିରାପତ୍ତାକୁ ଗୁରୁତ୍ୱ ଭକ୍ତଙ୍କ ପାଇଁ ଏକ ସୁନ୍ଦର ଆଧ୍ୟାତ୍ମିକ […]

  • Thursday, 15 July 2021
suktel
ସଂଘର୍ଷ ଭିତରେ ଅଧାବାଟରେ ଅଟକିଛି ବଲାଙ୍ଗୀରର ଜୀବନରେଖା

ଭୁବନେଶ୍ୱର: ଦୁଇ ଦଶନ୍ଧିର ସଂଘର୍ଷ ଭିତରେ ବଲାଙ୍ଗୀରର ଜୀବନରେଖା ଲୋୟର ସୁକତେଲ୍ ପ୍ରକଳ୍ପ ଅଧା ବାଟରେ ଅଟକିଛି। କେବେ ଥଇଥାନ ଓ ବିସ୍ଥାପନକୁ ନେଇ ବିବାଦ ତ କେବେ ପ୍ରଶାସନିକ ଉଦାସୀନତା ଯୋଗୁଁ କାମରେ ଅହେତୁକ ବିଳମ୍ବ ହେଉଛି। ପ୍ରାୟ ୭୦ % ସ୍ପିଲ ୱେ କାମ ସରିବା ପରେ ବି ଆଜିକୁ ୩ ବର୍ଷ ହେଲା ନିର୍ମାଣ କାମ ଠପ୍ ହୋଇରହିଛି। କାରଣ ମହାନଦୀ ଜଳବିବାଦ ଭିତରେ ଛନ୍ଦି ହୋଇଯାଇଛି ପ୍ରସ୍ତାବିତ ଲୋୟର ସୁକତେଲ ପ୍ରକଳ୍ପ। ଏକଥା […]

  • Thursday, 15 July 2021