• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

kaliapani
ପୋଲିସ୍ ପଞ୍ଝାରେ କାଳିପାଣିଆ ଗଣଦୁଷ୍କର୍ମ ଘଟଣାର ୪ ଖଳନାୟକ

ଯାଜପୁର: କାଳିପାଣିଆ ଗଣଦୁଷ୍କର୍ମ ଘଟଣାର ଚାରି ଖଳନାୟକ ପୋଲିସ୍ ପଞ୍ଝାରେ। ଅନ୍ଧାର ଓ ଜଙ୍ଗଲିଆ ରାସ୍ତାର ସୁଯୋଗ ନେଇ ଏଇମାନେ ନାରକୀୟ କାଣ୍ଡ ଘଟାଇଥିଲେ। ରବିବାର ରାତି ପ୍ରାୟ ୯ଟା। କାଳିଆପାଣି ଥାନା କଲରଙ୍ଗଅତା ଏଇ ରାସ୍ତାରେ ନିଜ ପୁରୁଷ ବନ୍ଧୁଙ୍କ ସହ ଯାଉଥିଲେ କଳିଙ୍ଗନଗର ଅଞ୍ଚଳର ନାବାଳିକା ଆଦିବାସୀ ଛାତ୍ରୀ। କଲରଙ୍ଗଅତା ଛକରୁ ସେମାନଙ୍କୁ ଅନୁସରଣ କରିଥିଲେ ୪ ଜଣ ଯୁବକ। ନିଛାଟିଆ ରାସ୍ତାର ସୁଯୋଗ ନେଇ ପାଲଟିଯାଇଥିଲେ ପିଶାଚ। ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ମାଡ଼ […]

  • Thursday, 15 July 2021
bmpr-dfd
ଯୌତୁକ ନିର୍ଯାତନାର ଚରମ ପରିସ୍ଥିତି: ସ୍ୱାମୀଙ୍କ ଘରେ ସ୍ତ୍ରୀ ବନ୍ଦୀ

ବ୍ରହ୍ମପୁର: ସ୍ୱାମୀଙ୍କ ଘରେ ସ୍ତ୍ରୀ ବନ୍ଦୀ। ଯୌତୁକ ନିର୍ଯାତନାର ଏଭଳି କିଛି ଚରମ ପରିସ୍ଥିତି ବ୍ରହ୍ମପୁରରେ ଦେଖିବାକୁ ମିଳିଛି। ଉପର ମହଲାରେ ସ୍ତ୍ରୀଙ୍କୁ ବନ୍ଦ କରି ତଳୁ ତାଲା ପକାଇଛନ୍ତି ଡାକ୍ତର ସ୍ୱାମୀ। ସ୍ଥାନୀୟ ଖୋଡ଼ାସିଙ୍ଗ ସ୍ଥିତ ବାଞ୍ଚାନିଧି କଲୋନୀର ଡାକ୍ତର ଶାନ୍ତି ଭୂଷଣ ପାଠୀଙ୍କ ନାଁରେ ସ୍ତ୍ରୀ ନିବେଦିତା ସାହୁ ଅଭିଯୋଗ ଆଣିଛନ୍ତି। ୨୦୧୫ରେ ଉଭୟଙ୍କ ବିବାହ ହୋଇଥିଲା। ତେବେ ଏହାପରେ ନିର୍ଯାତନା ଆରମ୍ଭ ହୋଇଥିବା ନିବେଦିତା କହିଛନ୍ତି। ବିନା କୌଣସି କାରଣରେ ମାଡ଼, ଅଶ୍ଲୀଳ […]

  • Thursday, 15 July 2021
Soumendra priyadarshi
ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦେବି: ସିପି

ଭୁବନେଶ୍ୱର: ଟ୍ୱିନ୍ ସିଟିର ପୋଲିସ କମିଶନର ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଭୁବନେଶ୍ୱର କମିଶନରେଟ୍ ପୋଲିସ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂଆ ପୋଲିସ୍‌ କମିଶନରଙ୍କୁ ଗାର୍ଡ ଅଫ ଅନର୍‌ ଦିଆଯାଇଛି। କ୍ରାଇମବ୍ରାଞ୍ଚର ଏଡିଜି ଥିବା ୧୯୯୫ ବ୍ୟାଚ୍‌ର ଏହି ଆଇପିଏସ ଅଫିସରଙ୍କୁ ରାଜ୍ୟ ସରକାର ଗତକାଲି କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସର ନୂଆ କମିଶନର ଭାବେ ନିଯୁକ୍ତ କରିଛନ୍ତି। କଟକ ଭୁବନେଶ୍ୱର ଦୈତ ନଗରୀର କମିଶନରଙ୍କ ଗୁରୁ ଦାୟିତ୍ୱ ମୁଁ ଗ୍ରହଣ […]

  • Thursday, 15 July 2021
cctv
ସିସିଟିଭି ସାମ୍ନାରେ ହତ୍ୟାକାଣ୍ଡ ଘଟିଲା, ଫୁଟେଜ୍ ଦେଖିବା ବେଳକୁ ପୋଲିସ ନିରାଶ

ଭୁବନେଶ୍ୱର: ରାଜଧାନୀରେ ସିସିଟିଭି କ୍ୟାମେରା ଲାଗିଛି ହେଲେ ଅଚଳ। ଦିନ ଦ୍ୱିପହରେ ସିସିଟିଭି ସାମ୍ନାରେ ହତ୍ୟାକାଣ୍ଡ ଘଟିଲା। ତେବେ ଫୁଟେଜ୍ ଦେଖିବା ବେଳକୁ ପୋଲିସ ନିରାଶ, କାରଣ ଅଚଳ ସିସିଟିଭିରେ କିଛି ବି ରେକର୍ଡ ହୋଇନି। ଯଦି ସିସିଟିଭି କାମ କରୁଥାଆନ୍ତା ହୁଏତ ହତ୍ୟାକାଣ୍ଡର ଆମୂଳଚୁଳ ଦୃଶ୍ୟ ଏଥିରେ କଏଦ୍ ହୋଇଥାଆନ୍ତା, ଆଉ ଘଟଣା ସଂପର୍କରେ ପୋଲିସକୁ ପର୍ଯ୍ୟାପ୍ତ ପ୍ରମାଣ ମିଳିପାରିଥାଆନ୍ତା। ତେବେ କେବଳ ଏହି ସ୍ଥାନ ନୁହେଁ, ସ୍ମାର୍ଟସିଟି ଭୁବନେଶ୍ୱରର ଗଳିକନ୍ଦିର ଶୋଭା ବଢାଉଥିବା ସିସିଟିଭି […]

  • Thursday, 15 July 2021
158357735_4116626795093901_4056598008308443510_o
ବଦଳିଲେ କଟକ-ଭୁବନେଶ୍ୱର ପୋଲିସ କମିଶନର

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର। ବଦଳିଲେ କଟକ-ଭୁବନେଶ୍ୱର ପୋଲିସ କମିଶନର। ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ନୂଆ ପୋଲିସ କମିଶନର। ୧୯୯୫ ବ୍ୟାଚ୍ ବରିଷ୍ଠ ଆଇପିଏସ୍ ହେଉଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ। ସେ ଏବେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି। ଦୀର୍ଘ ଦେଢ ବର୍ଷ ଧରି ସୁଧାଂଶୁ ଷଡଙ୍ଗୀ ପୋଲିସ୍‌ କମିଶନର ବାବେ ଦାୟିତ୍ୱ ନିର୍ବାହ କରିଥିଲେ। ସେ ଏବେ ପୋଲିସ୍‌ ଗୃହ ନିର୍ମାଣ ନିଗମର ସିଏମ୍‌ଡି ଦାୟିତ୍ୱ ତୁଲାଇବେ। ଏମ୍. ଅକ୍ଷୟ ହେଲେ […]

  • Thursday, 15 July 2021
the-swara
ନିଜ ସଂଘର୍ଷମୟ ଜୀବନର କାହାଣୀ ବଖାଣିଲେ ସ୍ୱରା

ଭୁବନେଶ୍ୱର: ବଲିଉଡ୍ ସହ ଓଡ଼ିଶାର ସଂପର୍କ ଅତି ନିବିଡ଼। ମୁମ୍ବାଇର ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଓଡ଼ିଶାର କଟକରୁ ଅନେକ ପ୍ରତିଭା ଅଛନ୍ତି ବୋଲି ଅଭିନେତ୍ରୀ ସ୍ୱରା ଭାସ୍କର କହିଛନ୍ତି। ଓଟିଭି ଫୋରସାଇଟ୍ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱରା କହିଛନ୍ତି ଯେ,  ତାଙ୍କର ମନପସନ୍ଦ ସ୍ଥାନ ମଧ୍ୟରୁ ଓଡ଼ିଶା ଗୋଟିଏ । ସବୁଥର ଏଠାରେ ଅଧିକ ସମୟ ରହିବାକୁ ପସନ୍ଦ କରନ୍ତି । ହେଲେ ସମୟ ତାହା କରିବାକୁ ଦେଇନଥାଏ ବୋଲି ସ୍ୱରା କହିଛନ୍ତି । ଏହାସହ ସେ କେମିତି […]

  • Thursday, 15 July 2021
soumya
ମହିଳା ସରପଞ୍ଚଙ୍କ କ୍ଷମତା ସଂପର୍କରେ ସୌମ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ

ଭୁବନେଶ୍ୱର: ମହିଳା ସରପଞ୍ଚଙ୍କ କ୍ଷମତା ସଂପର୍କରେ ସୌମ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ବିଜେଡି ଉପସଭାପତି ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଅଲ୍ ଓଡ଼ିଶା ଜିପିଏଲ୍ଏଫ୍ କର୍ମୀ ସାମ୍ମୁଖ୍ୟ ବୈଠକରେ କହିଛନ୍ତି ଯେ ମହିଳା ସରପଞ୍ଚଙ୍କ ସ୍ୱାମୀ ହିଁ ପ୍ରକୃତ କ୍ଷମତା ଉପଭୋଗ କରୁଛନ୍ତି। ସରପଞ୍ଚଙ୍କ ସ୍ୱାମୀମାନେ ସରପଞ୍ଚ ହୋଇ ଚଳେଇ ନେଉଛନ୍ତି। ସରପଞ୍ଚଙ୍କ ଦିଅରମାନେ ସରପଞ୍ଚ ହୋଇ ଚଳେଇ ନେଉଛନ୍ତି। ତେବେ ଆଉ କାହାକୁ କ୍ଷମତା ଦେବା ନାହିଁ ବୋଲି ସୌମ୍ୟ କହିଛନ୍ତି। ସେ ପୁଅ, ସ୍ୱାମୀ […]

  • Thursday, 15 July 2021
jagannath-temple
ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ପାରିତ

ଭୁବନେଶ୍ୱର: ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ପାରିତ ହୋଇଛି। ବାଚନିକ ଭୋଟରେ ସଂକଳ୍ପ ପାରିତ ନେଇ ବାଚସ୍ପତିଙ୍କ ଘୋଷଣା କରିଛନ୍ତି। ସଂକଳ୍ପ ଆଗତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିବୃତି ରଖିଥିଲେ। ପରିକ୍ରମା ଯୋଜନା ପାଇଁ ୩ଟି ବିଷୟରେ ସଂକଳ୍ପ ଆଣିଲେ ମୁଖ୍ୟମନ୍ତ୍ରୀ। ବିଧାନସଭାକୁ ଭର୍ଚୁଆଲରେ ବିବୃତି ଦେବା ସମୟରେ ମୁଖ୍ୟମନ୍ତ୍ରୀ ୩ଟି ବିଷୟକୁ ଗୁରୁତ୍ୱ ଦେଇଛନ୍ତି। ଶ୍ରୀମନ୍ଦିର ସହ ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ନିରାପତ୍ତାକୁ ଗୁରୁତ୍ୱ ଭକ୍ତଙ୍କ ପାଇଁ ଏକ ସୁନ୍ଦର ଆଧ୍ୟାତ୍ମିକ […]

  • Thursday, 15 July 2021
suktel
ସଂଘର୍ଷ ଭିତରେ ଅଧାବାଟରେ ଅଟକିଛି ବଲାଙ୍ଗୀରର ଜୀବନରେଖା

ଭୁବନେଶ୍ୱର: ଦୁଇ ଦଶନ୍ଧିର ସଂଘର୍ଷ ଭିତରେ ବଲାଙ୍ଗୀରର ଜୀବନରେଖା ଲୋୟର ସୁକତେଲ୍ ପ୍ରକଳ୍ପ ଅଧା ବାଟରେ ଅଟକିଛି। କେବେ ଥଇଥାନ ଓ ବିସ୍ଥାପନକୁ ନେଇ ବିବାଦ ତ କେବେ ପ୍ରଶାସନିକ ଉଦାସୀନତା ଯୋଗୁଁ କାମରେ ଅହେତୁକ ବିଳମ୍ବ ହେଉଛି। ପ୍ରାୟ ୭୦ % ସ୍ପିଲ ୱେ କାମ ସରିବା ପରେ ବି ଆଜିକୁ ୩ ବର୍ଷ ହେଲା ନିର୍ମାଣ କାମ ଠପ୍ ହୋଇରହିଛି। କାରଣ ମହାନଦୀ ଜଳବିବାଦ ଭିତରେ ଛନ୍ଦି ହୋଇଯାଇଛି ପ୍ରସ୍ତାବିତ ଲୋୟର ସୁକତେଲ ପ୍ରକଳ୍ପ। ଏକଥା […]

  • Thursday, 15 July 2021