• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

elephant bathing
ହାତୀଙ୍କ ଜଳ କ୍ରୀଡ଼ା

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତା କଡ଼ରେ ହାତୀଙ୍କ ଜଳ କ୍ରୀଡ଼ା। ଭରତପୁର ସଂରକ୍ଷିତ ଜଙ୍ଗଲ ପରିସରରେ ଥିବା ଜଳାଶୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି।  କଳିଙ୍ଗ ଷ୍ଟୁଡିଓ ଛକ ରୁ ରେଣ୍ଟାଲ କଲୋନୀ ଛକକୁ ସଂଯୋଗ କରୁଥିବା ରାସ୍ତାର ବାମ ପାର୍ଶ୍ୱରେ ଥିବା ଜଳାଶୟରେ ପ୍ରାୟ ୪୫ ମିନିଟ୍‌ ଧରି ହାତୀମାନେ ଜଳ କ୍ରୀଡ଼ା କରୁଥିବା ଦୃଶ୍ୟ ଗତକାଲି ଦେଖିବାକୁ ମିଳିଥିଲା। ବନ ବିଭାଗ କର୍ମଚାରୀଙ୍କ କହିବା ଅନୁଯାୟୀ, ଭରତପୁର ଜଗନ୍ନାଥ ପ୍ରସାଦ ଜଙ୍ଗଲରେ ଥିବା ୫ଟି ହାତୀ ମଧ୍ୟରୁ […]

  • Tuesday, 20 July 2021
Paralakhemundi ACF Death
ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା,ମୁହଁ ଖୋଲିଲେ ବିଦ୍ୟାଙ୍କ ବାପା

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ଆସୁଥିବାବେଳେ ଘଟଣା ଉପରେ ମୁହଁ ଖୋଲିଛନ୍ତି ବିଦ୍ୟାଭାରତୀଙ୍କ ବାପା ଶ୍ରୀହରି ପଣ୍ଡା। ସେ କହିଛନ୍ତି ଯେ ଝିଅଜ୍ୱାଇଁଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ନଥିଲା।

papu pom pom
ସୋଶାଲ୍ ମିଡିଆରେ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଏହାର ପ୍ରତିକ୍ରିୟା ରଖିଲେ ପପୁ ପମ୍‌ ପମ୍‌; ଏମିତି କହିଲେ...

ଭୁବନେଶ୍ୱର: ‘ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ’। ଆଜି ନିଜ ପ୍ରଶଂସକଙ୍କୁ ଏଭଳି କହିଛନ୍ତି  ହାସ୍ୟ ଅଭିନେତା ପପୁ ପମ୍ ପମ୍। ପପୁଙ୍କ ମୃତ୍ୟୁ ଖବରକୁ ନେଇ ସୋଶାଲ୍‌ ମିଡିଆରେ ଗୁଜବ ପ୍ରଚାର ହେବାପରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହା ଏକ ଗୁଜବ ବୋଲି ସେ କହିଛନ୍ତି। ପପୁଙ୍କ ସମ୍ପର୍କରେ ଗୁଜବ ପ୍ରଚାର ହେବାପରେ ସେ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଅପ୍‌ଲୋଡ୍‌ କରିଛନ୍ତି। ‘ମୁଁ ସୁସ୍ଥ ଅଛି, ଚେକ୍ ଅପ୍ […]

  • Tuesday, 20 July 2021