Advertisment

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା,ମୁହଁ ଖୋଲିଲେ ବିଦ୍ୟାଙ୍କ ବାପା

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ଆସୁଥିବାବେଳେ ଘଟଣା ଉପରେ ମୁହଁ ଖୋଲିଛନ୍ତି ବିଦ୍ୟାଭାରତୀଙ୍କ ବାପା ଶ୍ରୀହରି ପଣ୍ଡା। ସେ କହିଛନ୍ତି ଯେ ଝିଅଜ୍ୱାଇଁଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ନଥିଲା।

author-image
Sarbeswar

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ଆସୁଥିବାବେଳେ ଘଟଣା ଉପରେ ମୁହଁ ଖୋଲିଛନ୍ତି ବିଦ୍ୟାଭାରତୀଙ୍କ ବାପା ଶ୍ରୀହରି ପଣ୍ଡା। ସେ କହିଛନ୍ତି ଯେ ଝିଅଜ୍ୱାଇଁଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ନଥିଲା। ଯାହାବି ମନୋମାଳିନ୍ୟ ଥିଲା ତାହା ସମାଧାନ ହୋଇଥିଲା। ଝିଅର ଶାଶୁଘର ଲୋକ ଭଲ ଏବଂ ଜ୍ୱାଇଁ ମୋର ଦେବତା ବୋଲି ସେ କହିଛନ୍ତି। ସେହିପରି ଶ୍ୱଶୁର ଘର ଲୋକ ଆଣିଥିବା ଅଭିଯୋଗ ଉପରେ  ବିଦ୍ୟାଭାରତୀ କହିଛନ୍ତି, ‘ଏହା ସମ୍ପୁର୍ଣ୍ଣ ମିଥ୍ୟା। ଏଗ୍ରିମେଣ୍ଟ ସମ୍ପର୍କରେ କିଛି ଜାଣି ନାହିଁ।ବ୍ୟାଚଲର ପାର୍ଟି ପ୍ରସଙ୍ଗକୁ ମଧ୍ୟ ବିଦ୍ୟାଭାରତୀ ଅସ୍ୱୀକାର କରିଛନ୍ତି।

Advertisment
Paralakhemundi Paralakhemundi ACF Death Odisha
Advertisment
Advertisment