• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

Paralakhemundi ACF Death
ମୁହଁ ଖୋଲିଲେ ବିଦ୍ୟାଭାରତୀ,ମେଡିକାଲ ବେଡରେ ମୋତେ କହିଥିଲେ ‘I Love You’

ACF ସୋମ୍ୟରଞ୍ଜନ ମୃତ୍ୟୁ ମାମଲା । ନିଆଁରେ ପୋଡ଼ି ହୋଇ ମେଡିକାଲ ବେଡ ମୃତ୍ୟୁ ସହ ସଂଘର୍ଷ କରୁଥିବା ସୌମ୍ୟରଞ୍ଜନ ମହାପାତ୍ର ପତ୍ନୀ ବିଦ୍ୟାଭାରତୀଙ୍କୁ କହିଥିଲେ ‘I Love You’। ଏମିତି କିଛି ଉତ୍ତର ଦେଇଛନ୍ତି ବିଦ୍ୟା। ଶୁଣନ୍ତୁ, ସେ କ’ଣ କହୁଛନ୍ତି

cAMCER
ମାତ୍ର ଅଢ଼େଇ ମାସ ବୟସରେ କ୍ୟାନ୍‌ସର୍‌ ସହ ଲଢ଼େଇ

ଢେଙ୍କାନାଳ: ମାତ୍ର ଅଢ଼େଇ ମାସ ବୟସରେ ଭୟଙ୍କର କ୍ୟାନ୍‌ସର୍‌ ରୋଗରେ ଆକ୍ରାନ୍ତ ଦୁଇ ଯାଆଁଳା ଶିଶୁ କ୍ରିଷ୍ଣା ଓ କାବେରୀ। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍‌ ମହୁଲପାଳ ଗାଁର ଲକ୍ଷ୍ମୀଧର ବେହେରାଙ୍କ ଦୁଇ ଶିଶୁ ଏବେ କ୍ୟାନ୍‌ସର୍‌ ରୋଗରେ ପୀଡ଼ିତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ଅଗଷ୍ଟ ୧୫ ତାରିଖରେ ଳକ୍ଷ୍ମୀଧରଙ୍କ ପତ୍ନୀ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଥିଲେ। କିନ୍ତୁ ମାତ୍ର ଅଢ଼େଇ ମାସ ପରେ ଦୁଇ ଶିଶୁଙ୍କୁ ମାରାତ୍ମକ କ୍ୟାନ୍‌ସର୍‌ ରୋଗ ହୋଇଥିବା ଜଣାପଡ଼ିଛି। […]

  • Tuesday, 20 July 2021
rathajatra
ଆଜି ପବିତ୍ର ବାହୁଡ଼ା ଯାତ୍ରା, ଭକ୍ତିରେ ନାଚୁଛି ଭକ୍ତ

ଆଜି ପବିତ୍ର  ବାହୁଡା ଯାତ୍ରା । ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଶ୍ରୀଜୀଉ। ଭକ୍ତିରେ ବନ୍ଧା ସେ କାଳିଆ ଠାକୁର । ଶ୍ରୀଜୀଉଙ୍କ ସମ୍ମୁଖରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ନୃତ୍ୟଶିଳ୍ପୀ । ଭକ୍ତ ତାହାର ନୂତ୍ୟ ମାଧ୍ୟମରେ ଅଜାଡି ଦଉଛି ସବୁ ଭକ୍ତି ।

  • Tuesday, 20 July 2021
Damodar Rout
ଦାମ କହିଲେ, ‘ବିଷ୍ଣୁ ଦାସଙ୍କ କଥାରେ କ’ଣ ମୁଁ ଇସ୍ତଫା ଦେବି’

ଭୁବନେଶ୍ୱର: ବିଷ୍ଣୁଦାସଙ୍କୁ ପୁଣି ଦାମଙ୍କ ଟାର୍ଗେଟ୍। ସେ କହିଛନ୍ତି, ‘ଯଦି ସରକାରଙ୍କର କିଛି ନୀତି ନିୟମ ଅଛି, ଦୁର୍ନୀତି ଅଭିଯୋଗ ମୋ ନାଁରେ ପ୍ରମାଣ ହୋଇଛି ମୋର ସଭ୍ୟ ପଦ ରଦ୍ଦ କରି ଦେଉନାହାନ୍ତି। ଆଉ ବିଷ୍ଣୁ ଦାସଙ୍କ କଥାରେ କ’ଣ ମୁଁ ଇସ୍ତଫା ଦେବି। ଜଗତସିଂହପୁରରେ ସେ ଜଣେ ଘୃଣିତ ବ୍ୟକ୍ତି। ଖାଲି ନଷ୍ଟ ଚରିତ୍ର ନୁହେଁ, ଦୁର୍ନୀତିଗ୍ରସ୍ତ। ଯିଏ ବାର୍ଦ୍ଧକ୍ୟ ଭତ୍ତାରୁ ମଧ୍ୟ ପଇସା ନିଅନ୍ତି। ଏହାକୁ ସମସ୍ତେ ଜାଣିଛନ୍ତି’। ବିଷ୍ଣୁଦାସଙ୍କୁ ପୁଣି ଦାମଙ୍କ […]

  • Tuesday, 20 July 2021
Cuttack
କଟକରେ ଦବି ଗଲା ରାସ୍ତା

କଟକ: କଟକ ସିଡିଏ ସେକ୍ଟର -୯ ନିକଟରେ ରାସ୍ତା ଦବି ଯାଇଥିବା ଦେଖିବାକୁ ମିଳିଛି। ଟନ୍‌ପେ ନିକଟରେ ରାସ୍ତାର କିଛି ଅଂଶ ଦବି ଯାଇ ଏକ ବିରାଟ ଗାତ ସୃଷ୍ଟି ହୋଇଛି। ଫଳରେ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ରାସ୍ତାରେ ଯାତାୟାତ ବନ୍ଦ କରିଦେଇଛନ୍ତି। ସୂଚନାଥାଉ କି, ଗତକାଲି ଭୁବନେଶ୍ୱର  ନିକୋପାର୍କ ଛକରୁ କଳିଙ୍ଗ ଷ୍ଟାଡିୟମ ମଝିରେ ରାସ୍ତା ଦବି ଯାଇଥିଲା। ପ୍ରାୟ  ୫ […]

  • Tuesday, 20 July 2021