Advertisment

ଆଜି ପବିତ୍ର ବାହୁଡ଼ା ଯାତ୍ରା, ଭକ୍ତିରେ ନାଚୁଛି ଭକ୍ତ

ଆଜି ପବିତ୍ର  ବାହୁଡା ଯାତ୍ରା । ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଶ୍ରୀଜୀଉ। ଭକ୍ତିରେ ବନ୍ଧା ସେ କାଳିଆ ଠାକୁର । ଶ୍ରୀଜୀଉଙ୍କ ସମ୍ମୁଖରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ନୃତ୍ୟଶିଳ୍ପୀ । ଭକ୍ତ ତାହାର ନୂତ୍ୟ ମାଧ୍ୟମରେ ଅଜାଡି ଦଉଛି ସବୁ ଭକ୍ତି ।

author-image
Sarbeswar

ଆଜି ପବିତ୍ର  ବାହୁଡା ଯାତ୍ରା । ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଶ୍ରୀଜୀଉ। ଭକ୍ତିରେ ବନ୍ଧା ସେ କାଳିଆ ଠାକୁର । ଶୀଜୀଉଙ୍କ ସମ୍ମୁଖରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ନୃତ୍ୟଶିଳ୍ପୀ । ଭକ୍ତ ତାହାର ନୂତ୍ୟ ମାଧ୍ୟମରେ ଅଜାଡି ଦଉଛି ସବୁ ଭକ୍ତି ।

Advertisment
Advertisment
Advertisment