• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

odisha
ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ବାଲିଗୁଡ଼ା: ପୋଲ ତ କଲେନି କିନ୍ତୁ ଯେଉଁ ତାରର ସହାୟତାରେ ଲୋକେ ନଦୀ ପାର୍‌ ହେଉଥିଲେ, ତାକୁ ମଧ୍ୟ ଖୋଲି ଦେଲା ପ୍ରଶାସନ। ଏହାକୁ ନେଇ କନ୍ଧମାଳ ଜିଲ୍ଲା କେ. ନୂଆ ଗାଁ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନୂଆ ଗାଁ ଦେଇ ଯାଇଛି ଗୋଟିଏ ନଦୀ। ନଦୀରେ ପୋଲ ନାହିଁ ତା’ ବଦଳରେ ଲାଗିଛି ତାର। ଏହି ତାର ସହାୟତାରେ ୫ ଖଣ୍ଡ ଗାଁର ଲୋକେ ଅତି ବିପଜ୍ଜନକ ଭାବେ ନଦୀ ପାର୍‌ […]

  • Saturday, 03 July 2021
ଅାରମ୍ଭ ହେଲା ବିପର୍ଯ୍ୟୟ ପ୍ରାକ୍ ସୂଚନା ବିତରଣ କେନ୍ଦ୍ର
ଅାରମ୍ଭ ହେଲା ବିପର୍ଯ୍ୟୟ ପ୍ରାକ୍ ସୂଚନା ବିତରଣ କେନ୍ଦ୍ର

ଭୁବନେଶ୍ୱର : ବନ୍ୟା, ବାତ୍ୟା ଓ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଲୋକଙ୍କୁ ମିଳିବ ଅାଗୁଅା ସୂଚନା। ଏଥିପାଇଁ ରାଜ୍ୟରେ ଅାରମ୍ଭ ହୋଇଛି ବିପର୍ଯ୍ୟୟ ପ୍ରାକ୍ ସୂଚନା ବିତରଣ କେନ୍ଦ୍ର ବା EWDS।  ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ଅାୟୋଜିତ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏହି ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି। ଏହି ବ୍ୟବସ୍ଥାରେ ରାଜ୍ୟର ଦୀର୍ଘ ୪୮୦ କିଲୋମିଟର ସମୁଦ୍ର ଉପକୂଳିଅା ଅଞ୍ଚଳରେ ପ୍ରତିଷ୍ଠା କରାଯାଇଛି ୧୨୨ଟି […]

  • Saturday, 03 July 2021