ଭୁବନେଶ୍ୱର: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବ୍ୟାଙ୍କର ବିଭିନ୍ନ କାର୍ଯ୍ୟାଳୟରେ “ଅଫିସ୍ ଆଟେଣ୍ଡାଣ୍ଟ” ର ୮୪୧ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନ ଆମନ୍ତ୍ରଣ କରିଛି। ଏହି ପଦବୀ ପାଇଁ ଚୟନ ଦେଶବ୍ୟାପୀ ପ୍ରତିଯୋଗିତାମୂଳକ ପରୀକ୍ଷା (ଅନଲାଇନ୍ ପରୀକ୍ଷା) ଏବଂ ପରେ ଭାଷା ଦକ୍ଷତା ପରୀକ୍ଷା (ଆଞ୍ଚଳିକ ଭାଷାରେ) ମାଧ୍ୟମରେ ହେବ। ଗୁରୁତ୍ୱପୂର୍ଣ୍ଣ ତାରିଖ:- ୱେବସାଇଟ୍ ଲିଙ୍କ୍ ଖୋଲା ହେବ ତାରିଖ – ଫେବୃଆରୀ 24 – ମାର୍ଚ୍ଚ 15, 2021 ପରୀକ୍ଷା ଶୁଳ୍କ ଦେୟ […]
ଭୁବନେଶ୍ୱର: କେନ୍ଦ୍ରୀୟ ବିଦ୍ୟାଳୟ ଏହାର No.2 ନମ୍ବର ଉପଲ (SOI) ହାଇଦ୍ରାବାଦ ପ୍ରତିଷ୍ଠାନରେ ଖାଲି ଥିବା ପଦ ପଦବୀ ଘୋଷଣା କରିଛି। ଆବେଦନ କରିବା ପାଇଁ ଆଗ୍ରହୀ ଥିବା ଯୋଗ୍ୟ ପ୍ରାର୍ଥୀମାନେ ମାର୍ଚ୍ଚ 6, 2021 କିମ୍ବା ପୂର୍ବରୁ ଏହି ପଦବୀ ଗୁଡିକ ପାଇଁ ଆବେଦନ କରିପାରିବେ। ସରକାରୀ ବିଜ୍ଞପ୍ତିରେ କୁହାଯାଇଛି “ଏହି ବିଦ୍ୟାଳୟ ରେ ଚୁକ୍ତିଭିତ୍ତିକ ଶିକ୍ଷକ / କର୍ମଚାରୀଙ୍କ ଅସ୍ଥାୟୀ ପଦବୀ ଗୁଡିକ ପାଇଁ ଅନଲାଇନରେ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ଆମନ୍ତ୍ରଣ କରାଯାଇଛି। […]
ରାଜ୍ୟରେ ଯୁକ୍ତ ଦୁଇରେ ବଢ଼ିବ ସିଟ୍ ସଂଖ୍ୟା । ଜୁନିଅର କଲେଜ ଗୁଡ଼ିକରେ +୨ ସିଟ୍ ବଢ଼ାଇବା ପାଇଁ ଅନୁମତି ମିଳିଛି । ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଏନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।
ଏପ୍ରିଲ ୧୯ ତାରିଖରୁ ଦଶମ, ଦ୍ୱାଦଶ ଶ୍ରେଣୀର ସମସ୍ତ କ୍ଲାସ୍ ବନ୍ଦ ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ସ୍କୁଲ , ଇଂରାଜୀ ମାଧ୍ୟମ ସ୍କୁଲ ଏବଂ ହଷ୍ଟେଲ୍ ମଧ୍ୟ ବନ୍ଦ ରାଜ୍ୟର ସବୁ ବୋର୍ଡ ପରୀକ୍ଷା ସ୍ଥଗିତ ରାଜ୍ୟର ମାଟ୍ରିକ୍, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ଭୁବନେଶ୍ୱର: ଏପ୍ରିଲ ୧୯ ତାରିଖରୁ ଦଶମ, ଦ୍ୱାଦଶ ଶ୍ରେଣୀର ସମସ୍ତ କ୍ଲାସ୍ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ରାଜ୍ୟ ସହ ସହବନ୍ଧିତ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ […]
ଭୁବନେଶ୍ୱର: ଚଳିତ ବର୍ଷ ଜୁନ୍ ୧୭ରୁ ୨୪ ମଧ୍ୟରେ Odisha Joint Entrance Examination (OJEE) ହେବ। ଏହି ପରୀକ୍ଷା କମ୍ପ୍ୟୁଟର ବେସ୍ଡ୍ ହେବ ବୋଲି OJEE କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଇଚ୍ଛୁକ ପ୍ରାର୍ଥୀ କେବଳ OJEE ୱେବ୍ସାଇଟ୍(www.ojee.nic.in)କୁ ଯାଇ ଫର୍ମ ଫିଲ୍ଅପ୍ କରିପାରିବେ। ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ ଆପ୍ଲିକେସନ୍ ଫର୍ମ ଫିଲ୍ଅପ୍ କରିବା ପୂର୍ବରୁ ‘Information Broucher’କୁ ଭଲ ଭାବରେ ପଢ଼ିବା ପାଇଁ କୁହାଯାଇଛି। ଓଜେଇଇ ୱେବ୍ସାଇଟ୍ରେ ‘Information Broucher’ ଉପଲ୍ଲବ୍ଧ। ଜରୁରୀ ସୂଚନା…. ଓଡ଼ିଶା ସରକାରଙ୍କ […]
ରାଜ୍ୟରେ ଯୁକ୍ତ ଦୁଇରେ ବଢ଼ିବ ସିଟ୍ ସଂଖ୍ୟା । ଜୁନିଅର କଲେଜ ଗୁଡ଼ିକରେ +୨ ସିଟ୍ ବଢ଼ାଇବା ପାଇଁ ଅନୁମତି ମିଳିଛି । ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଏନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।
ଭୁବନେଶ୍ୱର: ସରକାରୀ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ୍ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ୧୫% ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ମେଡିକାଲ୍ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ୧୫% ସଂରକ୍ଷଣ ନେଇ କିଛିଦିନ ତଳେ ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲା। ହାଇ ପାଓ୍ୱାର କମିଟିର ସୁପାରିଶ ଅନୁସାରେ ବିଧାନସଭାରେ ସଂକଳ୍ପ ଅଣାଯାଇଥିଲା। ମୁଖ୍ୟମନ୍ତ୍ରୀ ଏହି ସଂକଳ୍ପ […]
ଚଣ୍ଡିଗଡ଼ : କରୋନା କାଳରେ ସରକାରୀ ଚାକିରି ପାଇବା ଲୋକଙ୍କ ପାଇଁ ସ୍ୱପ୍ନ ପାଲଟିଯାଇଛି । ବେସରକାରୀ ଚାକିରି ଟିଏ ପାଇଲେ, ସେତିକିରେ ଖୁସି ହେବାକୁ ପଡ଼ୁଛି । ତାଲାବନ୍ଦ ସମୟରେ ଅନେକ ଛୋଟଛୋଟ କମ୍ପାନୀ ବନ୍ଦ ହୋଇଯିବାକୁ ହଜାର ହଜାର ଲୋକ ଚାକିରି ହରାଇ ଘରେ ବସିଛନ୍ତି । ଯାହାର ସଠିକ ସଂଖ୍ୟା ନା ସରକାରଙ୍କ ପାଖରେ ଅଛି ନା କୌଣସି ସଂସ୍ଥା ପାଖରେ । ଏପରିସ୍ଥଳେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଏକ ପ୍ରେରଣା ଭରିବା ଭଳି […]
ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ୯୭୨ ଅଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ State Selection Board (SSB) ଅନ୍ଲାଇନ୍ ଆପ୍ଲିକେସନ୍ ଆହ୍ୱାନ କରୁଛି। ଅନ୍ଲାଇନ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଯୋଗ୍ୟ ଓ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ୍ ୱେବ୍ସାଇଟ୍ http://www.ssbodisha.nic.in କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଅଧ୍ୟାପକ ପଦବୀ ପାଇଁ ଯୋଗ୍ୟ ଓ ଇଚ୍ଛୁକ ପ୍ରାର୍ଥୀ କେବଳ ଅନ୍ଲାଇନ୍ରେ ହିଁ ଆବେଦନ କରିପାରିବେ।ଦରମା ୪୪,୯୦୦ ଟଙ୍କା-୧,୪୨,୪୦୦(ମାଟ୍ରିକ୍ସ ଲେଭଲ୍ ୧୦ ଅନୁସାରେ) ରହିଛି। ଅନ୍ଲାଇନ୍ ଆପ୍ଲିକେସନ୍ […]
କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ୍) ର ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି, ଯାହା ପ୍ରାର୍ଥୀଙ୍କ ଠାରୁ PGT, TGT, PRT ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଆବେଦନ ସୁଯୋଗ ପ୍ରଦାନ କରୁଛି । ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ବିଦ୍ୟାଳୟ ୨୦୨୧-୨୦୨୨ ବର୍ଷ ପାଇଁ ପାର୍ଟ ଟାଇମ୍ ଚୁକ୍ତିଭିତ୍ତିକ ଶିକ୍ଷକ ଭାବରେ ନିଯୁକ୍ତି ଏବଂ ବିଭିନ୍ନ ପଦବୀ ପାଇଁ ପ୍ୟାନେଲ୍ ପ୍ରସ୍ତୁତି କରି ସାକ୍ଷାତକାର ପରିଚାଳନା କରିବ। ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ସାକ୍ଷାତକାର ଦେବା […]
ନୂଆଦିଲ୍ଲୀ: ସିଭିଲ ସର୍ଭିସ ପରୀକ୍ଷା (CSE) ୨୦୨୦ରୁ ଭାରତୀୟ ପୋଲିସ ସେବା ଅଧିକାରୀଙ୍କ ନିଯୁକ୍ତି ସଂଖ୍ୟା ୧୫୦ ରୁ 200 କୁ ବୃଦ୍ଧି କରାଯାଇଛି ବୋଲି ବୁଧବାର ଲୋକସଭାକୁ ସୂଚନା ଦିଆଯାଇଛି। ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, IAS ପାଇଁ, ବସୱାନ୍ କମିଟିର ସୁପାରିଶ ଅନୁଯାୟୀ ଏବଂ ଦକ୍ଷ ଅଧିକାରୀଙ୍କ ଅନୁମୋଦନ କ୍ରମେ CSE-2012 ପରଠାରୁ ପ୍ରତିବର୍ଷ CSE ମାଧ୍ୟମରେ 180 IAS ଅଧିକାରୀ ନିଯୁକ୍ତ ହୁଅନ୍ତି।ଆଇପିଏସ୍ ପାଇଁ CSE-2009 […]
ଭୁବନେଶ୍ୱର: ସ୍ନାତକୋତ୍ତର ଛାତ୍ରଛାତ୍ରୀ ମାନଙ୍କୁ ଲଘୁ କୌଶଳ ପ୍ରଦାନ କରିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଲାଇଫ୍ ସ୍କିଲ୍ସ (ଜୀବନ କୌଶଳ ) ଉପରେ ଏକ ପାଠ୍ୟକ୍ରମ ପ୍ରସ୍ତୁତ କରିଛି। ଛାତ୍ରମାନଙ୍କୁ ଲଘୁ କୌଶଳ ପ୍ରଦାନ UGC ଗୁଣାତ୍ମକ ମାନ ବୃଦ୍ଧି କରିବାର ଦଶଟି ପଦକ୍ଷେପ ମଧ୍ୟରୁ ଅନ୍ୟତମ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। UGC ଅନୁଯାୟୀ, ନୂତନ ପାଠ୍ୟକ୍ରମ ହେଉଛି ପ୍ରାୟ 120 ଘଣ୍ଟା ପାଇଁ 8 କ୍ରେଡିଟ୍ ପାଠ୍ୟକ୍ରମ । ଏଥିରେ ଚାରୋଟି […]
ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପୁଣିଥରେ ପିଏଚଡି ଏବଂ ଏମ ଫିଲ ସ୍କୋଲାର ମାନଙ୍କ ପାଇଁ ଥେସିସ ଦାଖଲ କରିବାର ସମୟସୀମା ବୃଦ୍ଧି କରିଛି। ବିଜ୍ଞପ୍ତି ଅନୁଯାୟୀ, ଟର୍ମିନାଲ୍ M.Phil, Phd ଛାତ୍ରଛାତ୍ରୀ ମାନଙ୍କ ପାଇଁ ଥେସିସ ଦାଖଲ କରିବାର ସମୟସୀମା ପୁନର୍ବାର ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରିସର୍ଚ୍ଚ ସ୍କୋଲାର ମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ସମୟସୀମା ବୃଦ୍ଧି କରାଯାଇଛି। “ରିସର୍ଚ୍ଚ ସ୍କୋଲାର ମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ୩୦.୦୬.୨୦୨୧ ଠାରୁ […]
ଭାରତୀୟ ଡାକ ସେବା କେରଳ ଛତିଶଗଡ ସର୍କଲରେ ଗ୍ରାମିନ ଡାକ ସେବକର ଅନେକ ପଦବୀ ପାଇଁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଯୋଗ୍ୟତା ଥିବା ଇଚ୍ଛୁକ ବ୍ୟକ୍ତିମାନେ ଏପ୍ରିଲ୍ ୭, ୨୦୨୧ ରେ କିମ୍ବା ଏହା ପୂର୍ବରୁ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଭାରତୀୟ ଡାକ ସେବା ନିଯୁକ୍ତି ୨୦୨୧ ଚାକିରି ପ୍ରୋଫାଇଲ୍: ଶାଖା ପୋଷ୍ଟମାଷ୍ଟର (ବିପିଏମ୍): ଶାଖା ପୋଷ୍ଟ ମାଷ୍ଟରଙ୍କ ଚାକିରି ପ୍ରୋଫାଇଲରେ ଶାଖା ପୋଷ୍ଟ ଅଫିସ୍, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ […]
ଯେଉଁମାନେ ଉକ୍ତ ଆଇବିପିଏସ୍ CRP RRBs IX ଅଧିକାରୀ ସ୍କେଲର ପରୀକ୍ଷା ଦେଇଥିଲେ, ସେମାନେ IBPS ର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ୍) CRP RRBs IX ଅଧିକାରୀ ସ୍କେଲ୍ ପରୀକ୍ଷାର ମୁଖ୍ୟ ଏବଂ ସାକ୍ଷାତକାର ପରୀକ୍ଷା ଫଳାଫଳ ଘୋଷଣା କରିଛିhttps://www.bhaskar.com/ । ଆଇବିପିଏସ୍ ଆରଆରବି ଅଫିସର ସ୍କେଲ୍ ପରୀକ୍ଷା ଫଳାଫଳ କିପରି ଯାଞ୍ଚ କରିବେ ତାହା ଏଠାରେ ଅଛି: Ibps.in ରେ […]
ନାଗପୁର: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS), ନାଗପୁର ପ୍ରତ୍ୟକ୍ଷ ନିଯୁକ୍ତି ଆଧାରରେ ବିଭିନ୍ନ ଅଧ୍ୟାପକ (ଗ୍ରୁପ୍ ଏ) ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆମନ୍ତ୍ରଣ କରିଛି। AIIMS, ନାଗପୁର ପାଇଁ ଅଧ୍ୟାପକ ପଦଗୁଡିକର ନିମ୍ନଲିଖିତ ବ୍ୟାକ୍ଲଗ୍ ଥିବା ଖାଲି ପଦବୀ ପାଇଁ ଭାରତୀୟ ନାଗରିକ ଅବା ନାଗରିକତା ଅଧିନିୟମ, ୧୯୫୫ର ଧାରା ୭A ଅନୁଯାୟୀ ଓଭରସିଜ୍ ସିଟିଜେନ୍ସ ଅଫ୍ ଇଣ୍ଡିଆ (OCI) କାର୍ଡଧାରୀ ଭାବରେ ପଞ୍ଜୀକୃତ ହୋଇଥିବା ନାଗରିକ / ବ୍ୟକ୍ତି ଆବେଦନ […]
ଭୁବନେଶ୍ୱର: ନିର୍ଦ୍ଧାରିତ ସମୟରେ ଯୁକ୍ତ ୨ ରେଜଲ୍ଟ ପ୍ରକାଶରେ ଯେପରି ବାଧା ନ ଉପୁଜିବ, ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜୁନ୍ ୧ରୁ ଯୁକ୍ତ ୨ ଖାତା ଦେଖା ଆରମ୍ଭ ହୋଇଥିଲେ ବି କରୋନା ଲାଗି ବିଭିନ୍ନ ଜିଲ୍ଲାରେ କଟକଣା ଲାଗୁ ହୋଇଥିବାରୁ ଏହା ପ୍ରଭାବିତ ହେଉଛି। ଖାତା ଦେଖା କେନ୍ଦ୍ରକୁ ସପ୍ତାହାନ୍ତ(ପ୍ରତି ଶନିବାର ଓ ରବିବାର) ସଟଡାଉନ୍ କଟକଣାରୁ ବାହାରେ ରଖିବା ଲାଗି ବିଭାଗର ପ୍ରମୁଖ ସଚିବ ଚିତ୍ରା […]
ଭୁବନେଶ୍ୱର: X, XII ବୋର୍ଡ ପରୀକ୍ଷା ସମାପ୍ତ ହେବା ପରେ ଛାତ୍ରମାନଙ୍କୁ ସ୍ଥାନାନ୍ତରଣ ପ୍ରମାଣପତ୍ର ପ୍ରଦାନ ସମ୍ପର୍କରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ କରିଛି । ସର୍ବଶେଷ ନିଷ୍ପତ୍ତି ଅନୁଯାୟୀ, ବୋର୍ଡ ବର୍ତ୍ତମାନ ଛାତ୍ରମାନଙ୍କୁ ଡିଜି ଲକରରେ ସ୍ଥାନାନ୍ତରଣ ପ୍ରମାଣପତ୍ରର ସିଫ୍ଟ କପି ଯୋଗାଇବା ପାଇଁ ଏକ ଭିତ୍ତିଭୂମି ପ୍ରସ୍ତୁତ କରିଛି। “ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ସ୍ଥାନାନ୍ତରଣ ପ୍ରମାଣପତ୍ରର ହାର୍ଡ କପି କେବଳ ସେହି ଛାତ୍ରମାନଙ୍କୁ ଦିଆଯିବ […]
ଭୁବନେଶ୍ୱର: ୟୁନେସ୍କୋ ପୁରସ୍କାରର 2021 ସଂସ୍କରଣ ରେ ବାଳିକା ଏବଂ ମହିଳା ଶିକ୍ଷା ପାଇଁ ୟୁନେସ୍କୋ ନାମାଙ୍କନ ପତ୍ର ଆମନ୍ତ୍ରଣ କରିଛି ଯାହା ବାଳିକା ଏବଂ ମହିଳା ଶିକ୍ଷା କ୍ଷେତ୍ର ରେ ଉଲ୍ଲେଖନୀୟ ଉଦ୍ୟମ ପାଇଁ ଦୁଇ ବିଜେତାଙ୍କୁ ପ୍ରଦାନ କରାଯିବ। ଏହି ଦୁଇ ବିଜେତା ପ୍ରତ୍ୟେକେ 50,000 ଆମେରିକୀୟ ଡଲାର ପୁରସ୍କାର ପାଇବେ। ସରକାରୀ ବିଜ୍ଞପ୍ତି ଅନୁଯାୟୀ, ନାମାଙ୍କନଗୁଡିକ ଆସନ୍ତା 15, 2021 ସୁଦ୍ଧା ୟୁନେସ୍କୋ (INCCU) ସହିତ ଇଣ୍ଡିଆନ ନ୍ୟାସନାଲ କମିଶନ ଫର କୋପରେସନ […]
ନୂଆଦିଲ୍ଲୀ: ନ୍ୟାସନାଲ ଥର୍ମାଲ୍ ପାୱାର୍ କର୍ପୋରେସନ୍ ଲିମିଟେଡ୍ (ଏନଟିପିସି) ରେ ୨୩୦ଟି ପଦବୀ ପାଇଁ ଆବେଦନ କରିବାର ସୁଯୋଗ ଆସନ୍ତା ଗୋଟିଏ ଦିନରେ ଶେଷ ହେବାକୁ ଥିବାବେଳେ ଆଗ୍ରହୀ ପ୍ରାର୍ଥୀମାନେ ଶେଷ ଦିନକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ । ଏହାର ବିଭିନ୍ନ ଷ୍ଟେସନ ଏବଂ ପ୍ରୋଜେକ୍ଟ ପାଇଁ ଆସିଷ୍ଟାଣ୍ଟ ଇଞ୍ଜିନିୟର୍ସ (ଇଓ ଗ୍ରେଡ୍) ଏବଂ ଆସିଷ୍ଟାଣ୍ଟ କେମିଷ୍ଟ (ଇଓ ଗ୍ରେଡ୍) ପଦବୀ ପାଇଁ NTPC ଆବେଦନପତ୍ର ଆମନ୍ତ୍ରଣ କରିଛି। ଆବେଦନ ପାଇଁ ଶେଷ ତାରିଖ […]
ଭୁବନେଶ୍ୱର: ଗୃହ ବିଭାଗ ଅଧୀନ ରାଜ୍ୟ ଫୋରେନସିକ୍ ସାଇନ୍ସ ସେବା ସଂଗଠନରେ ଖାଲିଥିବା Scientific Officer ଗ୍ରୁପ୍ ବି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଇଚ୍ଛକ ପ୍ରାର୍ଥୀ ତୁରନ୍ତ ଆବେଦନ କରିବା ପାଇଁ ଓଡିଶା ଜନସେବା ଆୟୋଗ (OPSC) ପକ୍ଷରୁ କୁହାଯାଇଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ମାର୍ଚ୍ଚ ୪ ତାରିଖ ୨୦୨୧ ରୁ ଏପ୍ରିଲ ୫ ତାରଖ ୨୦୨୧ଭିତରେ ଆବେଦନ କରିପାରିବେ। OPSC- opsc.gov.in ର ଅଫିସିଆଲ୍ ୱେବସାଇଟ୍ ରେ ଅନଲାଇନ୍ ମୋଡରେ […]
ପଦବୀର ନାଁ- ଗ୍ରୁପ୍-ବି କ୍ୟାଟେଗୋରୀ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦବୀ ସଂଖ୍ୟା-୨୦୨ ଆବେଦନ ତାରିଖ-୨୦୨୧, ଫେବ୍ରୁଆରୀ ୧୮ ତାରିଖ ଆବେଦନର ଶେଷ ତାରିଖ-୨୦୨୧, ମାର୍ଚ୍ଚ ୨୦ ତାରିଖ କଟକ: ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିଥିବା ଗ୍ରୁପ୍-ବି କ୍ୟାଟେଗୋରୀ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ଅନ୍ ଲାଇନ୍ରେ ଆବେଦନ କରିପାରିବେ ବୋଲି ଫେବ୍ରୁଆରୀ ୧୭ ତାରିଖ ଜାରି ଏକ ନୋଟସ୍ରେ ସୂଚନା ଦିଆଯାଇଛି। ନୋଟିସ୍ରେ ଦିଆଯାଇଥିବା ତଥ୍ୟ […]
ରାଉରକେଲା: କରୋନା ପାଇଁ ଅନ୍ଲାଇନ୍ରେ ହେବ ବିପିୟୁଟି ଫାଇନାଲ୍ ସେମିଷ୍ଟର ପରୀକ୍ଷା। ଏ ନେଇ ରାଉରକେଲା ସ୍ଥିତ ବିପିୟୁଟି ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ କରାଯାଇଛି। ବିପିୟୁଟିର ସବୁ ଫାଇନାଲ୍ ସେମିଷ୍ଟର ପରୀକ୍ଷା ହୋମ୍ ବେସ୍ଡ୍ ହେବ। ସମସ୍ତ ଛାତ୍ରଛାତ୍ରୀମାନେ ଘରେ ରହି ଅନ୍ଲାଇନ୍ ମାଧ୍ୟମରେ ପରୀକ୍ଷା ଦେବେ। ଏ ନେଇ ବିପିୟୁଟି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଦ୍ୱାରା ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଛାତ୍ରଛାତ୍ରୀମାନେ ଉପକୃତ ହେବେ। ଜୁଲାଇ ୯ରୁ ପରୀକ୍ଷା […]
ଭୁବନେଶ୍ୱର: ପିଜି ଓ ୟୁଜି ସିଲାବସ୍ରେ ୨୫ ପ୍ରତିଶତ ‘ସେଲ୍ଫ ଷ୍ଟଡି’ କୋର୍ସ ରହିବ। ଆସନ୍ତା ଶିକ୍ଷାବର୍ଷରୁ ପୋଷ୍ଟ୍ ଗ୍ରାଜୁଏଟ ଏବଂ ଅଣ୍ଡର୍ ଗ୍ରାଜୁଏଟରେ ସେଲ୍ଫ ଷ୍ଟଡି କୋର୍ସ ଲାଗୁ ହେବ। ଫଳରେ ଘରେ ରହି ଅନ୍ଲାଇନ୍ରେ ପଢ଼ିପାରିବେ ଛାତ୍ରଛାତ୍ରୀ। ଏ ନେଇ ଛାତ୍ରଛାତ୍ରୀମାନଙ୍କୁ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ ଆବଶ୍ୟକ ସହଯୋଗ କରିବେ। ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଟେଷ୍ଟ ବୁକ୍ ଯୋଗାଇ ଦେବେ। ଏପରିକି ଯେଉଁ ପିଲାମାନଙ୍କର ପାଠ୍ୟପୁସ୍ତକ ଅଧ୍ୟୟନ ବେଳେ କିଛି ଅସୁବିଧା […]