• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th Dec 2022: ଏହି ରାଶିର ବ୍ୟକ୍ତିଙ୍କୁ ବ୍ୟବସାୟ ଓ ପରିବହନରେ ସଫଳତା ମିଳିବ

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶନିବାର ଚନ୍ଦ୍ର – କନ୍ୟା ଦିବା ୦୨.୦୩ ଗତେ କନ୍ୟା ତିଥି- ୯ମୀ ରାତ୍ରି ୦୩.୪୧ ଗତେ ୧୦ମୀ ଘାତ ଚନ୍ଦ୍ର- ବୃଷ, ଦିବା ୦୨.୦୩ ଗତେ ବୃଷ ଘାତ ବାର – ବୃଷ , ସିଂହ ଓ କନ୍ୟା ପୁଷ୍କର ଦୋଷ –୨ ପାଦ ଦିବା ୦୯.୧୬ ଗତେ ୧ପାଦ - କୃଷିହାନୀ-ଭୂମି ଦାନ

Pisces

ମୀନ

Friday 16 Dec 2022

ପୂ , ଭାଦ୍ରପଦ - ସମସ୍ତ ପ୍ରକାରର ସୁବିଧାଥିଲେ ମଧ୍ୟ ବହୁ କଷ୍ଟରେ କାର୍ଯ୍ୟସିଦ୍ଧି ଘଟିବ । ସମସ୍ୟା ଭାରକ୍ରାନ୍ତ ହୋଇ ମନଟା ଭଲ ଲାଗିବ ନାହିଁ । କଳହ ଲାଗିଥିବା ବନ୍ଧୁଙ୍କ ପ୍ରତି ସତର୍କ ରୁହନ୍ତୁ ।

ଉ , ଭଦ୍ରପଦ - ସାମାଜିକ ସ୍ତରରେ ଜନମଙ୍ଗଳ କାମରେ ନିଜକୁ ନିଯୋଜିତ କରିପାରନ୍ତି । ରାଜନିତିରେ ସଭାସମିତିରେ ଆଗ୍ରହୀ ହୋଇପାରନ୍ତି । ଛାତ୍ରମାନେ ପଢାରେ ସାହାଯ୍ୟ ପାଇବେ ।

ରେବତୀ – ମାଲିମକଦ୍ଦମାରେ ବିଜୟ ପ୍ରାପ୍ତିର ଆଶା କରିବେ । ମହିଳା ମାନଙ୍କର ସମସ୍ୟା ସୁଧାରିବା କ୍ଷେତ୍ରରେ ସହଯୋଗ ଅଭାବ ରହିବ ନାହିଁ ।

ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :