• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12th Dec 2022: ଆଜି ଏହି ରାଶିର ବ୍ୟକ୍ତିଙ୍କର ଦୂର ଯାତ୍ରାର ଯୋଗ ରହିଛି

ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ସୋମବାର ଚନ୍ଦ୍ର – କର୍କଟ ଅହୋରାତ୍ର ତିଥି- ୪ର୍ଥୀ ସନ୍ଧ୍ୟା ୦୬.୪୯ ଗତେ ୫ମୀ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ମିଥୁନ ପୁଷ୍କର ଦୋଷ – ନାସ୍ତି

Leo

ସିଂହ

Monday 12 Dec 2022

ମଘା – ଗୃହକୁ ଅବସାନ କରି ପାରିବାରିକ ସୁସମ୍ପର୍କ ମଧ୍ୟରେ ସୁଖ,ସମୃଦ୍ଧି ପ୍ରଦାନ କରିବେ । ବ୍ୟବସାୟ-ବାଣିଜ୍ୟ , ପରିବହନରେ ସୁଫଳ ମିଳିବ ।

ପୂ , ଫାଲଗୁନୀ - ଆନୁଷ୍ଠାନିକ କାମରେ ସଫଳତା ପାଇବାରେ ଜଣେ ପୁରୁଣା ବନ୍ଧୁ ସାହାର୍ଯ୍ୟ କରିବେ । ଛାତ୍ରଛାତ୍ରୀ ମାନେ ଅଧିକ ପରିଶ୍ରମ କରିବେ ।

ଉ ,ଫାଲଗୁନୀ – କର୍ମ କ୍ଷେତ୍ରରେ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଚେଷ୍ଟା କରିଲେ ନିରାଶ ହେବାକୁ ପଡିବ ନାହିଁ । ବକେୟା ଅର୍ଥ ପାଇବେ ।

ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :