ମନ୍ତ୍ରୀଙ୍କଠୁ ନିଜକୁ ପାୱାରଫୁଲ୍ ଭାବୁଛନ୍ତି କି ଅଧିକାରୀ?
ମଣ୍ଡିରେ କଟନୀ ଛଟନୀ ବିଷୟରେ ପ୍ରତିକ୍ରିୟା ରଖି ଏକ ସାଂଘାତିକ ବୟାନ ରଖିଛନ୍ତି ଯୋଗାଣ ମନ୍ତ୍ରୀ । କହିଛନ୍ତି ମିଲରମାନେ ଧାନ କାଟିବାକୁ ଜିଦ୍ ଧରି ବସୁଥିବା ବେଳେ, ଜଣେ ଆଇଏଏସ କହିଥିଲେ ମିଲର ଆଉ ଚାଷୀଙ୍କ ଭିତରେ ଆପଣ ପଶନ୍ତୁନି। ଏବେ ପ୍ରଶ୍ନ କିଏ ସେହି ଆଇଏଏସ? କଣ ପାଇଁ ମନ୍ତ୍ରୀଙ୍କୁ କରିଥିଲେ ବାରଣ?
Published By: Saroj Kumar Jena
Last updated: 27 January 2025, 10:50 PM IST
ଭୋଟ୍ ପୂର୍ବରୁ ସଭାପତି ଲବି। ୨୪ ନିର୍ବାଚନର ବଡ଼ ବିପର୍ଯ୍ୟୟ ପରେ ବିଜେଡି କରିବାକୁ ଯାଉଛି ସାଂଗଠନିକ ନିର୍ବାଚନ । ଏଥିପାଇଁ ଚାଲେଞ୍ଜ ଯେତିକି, ଗୋଷ୍ଠୀ କନ୍ଦଳ ବି ସେତିକି । ଏହାରି ଭିତରେ ୨୪ରେ ଫେଲ୍ ମାରିଥିବା ଆଗଧାଡ଼ିର ନେତାଙ୍କୁ ନବୀନ ରାଜ୍ୟ କମିଟିରେ ସ୍ଥାନ ଦେବେ ନା ନାହିଁ ତାହା ବଡ଼ ପ୍ରଶ୍ନ। ସେହିପରି ପ୍ରମୁଖ ସଂଗଠନଗୁଡ଼ିକ ଭାଙ୍ଗିବା ପରେ ସଭାପତି ପଦ ପାଇଁ ଲବି ବି ଆରମ୍ଭ ହୋଇଗଲାଣି।..