Published By: Pallipuspa Samal
Last updated: 27 January 2025, 03:05 PM IST
୪ ବର୍ଷ ଟପିଲାଣି...ବୈତରଣୀ କୂଳରେ ଭାସୁଛି ବିରାଟ ଭେସେଲ । ଚାଲୁନି କି ଫେରିଯାଉନି । କାହିଁକି ଅଲୋଡ଼ା ପାଲଟିଛି କୋଟି କୋଟି ଟଙ୍କାର ଭେସେଲ୍ ? ଭୂପେନ୍ ହଜାରିକା ଭାଗ୍ୟରେ କ\'ଣ ଲେଖାଅଛି ?