• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Thatched House

Apana Eka Nuhanti। Family In Kendrapara Suffers In Dilapidated Thatched House
ଚାଳ ନାହିଁ କି ଛପର ନାହିଁ... ଭଙ୍ଗା ଘରେ ବିତୁଛି ଜୀବନ, ରୋଷେଇ କରୁ କରୁ କୁକୁର ଟାଣି ନେଉଛି ଖାଇବା

ଚାଳ ନାହିଁ କି ଛପର ନାହିଁ। ଦିନରେ ସୂର୍ଯ୍ୟ ତ ରାତିରେ ଦିଶୁଛି ଚନ୍ଦ୍ର...ନୂଆଁଣିଆ ଭଙ୍ଗା ଚାଳଘରେ ବିତୁଛି ଜୀବନ। ଛପର କରିବାକୁ ଟଙ୍କା ନାହିଁ...ରୋଷେଇ କରୁ କରୁ ଅଧାବେଳେ କୁକୁର ନେଉଛି ଟାଣି। ପ୍ରଶାସନ ପାଖକୁ ଦଉଡ଼ି ଦଉଡ଼ି ଘର ଖଣ୍ଡିଏ ବି ମିଳିଲାନି…

Former Union Minister Pratap Sarangi
ନନାଙ୍କ ପିଣ୍ଡାରେ ପଡ଼ିଛି କଦଳୀ ପତ୍ର, ରୋଷେଇ ହୋଇଛି ଭଳିକିଭଳି ବ୍ୟଞ୍ଜନ

ପ୍ରତାପ ନନା କରିଛନ୍ତି ଆୟୋଜନ। ଆଜି ନନାଙ୍କ ଘରେ ପ୍ରବଳ ଭିଡ଼। ନନାଙ୍କ ଘରେ ଛ' ତିଅଣ, ନ' ଭଜା। ଜଙ୍ଗଲରୁ କିଛି ଦେଶୀ ଜିନିଷ ଆଜି ରନ୍ଧା ହୋଇଛି। ନନା ନିଜେ ମନ୍ତ୍ରୀ ଥିଲେ। ବାଲେଶ୍ୱରର ସାଂସଦ ମଧ୍ୟ ସେ। ହେଲେ ତାଙ୍କ ଚାଳ ଛପର ଘର ଛାତ ହୋଇ ପାରିନାହିଁ ସିନା ରାନ୍ଧଣା ଟା ଜମେଇକି ହେଇଛି