• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Politics Heats Up

Politics heats up in Odisha’s Nuapada
ଧୂଆଁଧାର୍ ରାଜନୀତିକୁ ନେଇ ଉଠୁଛି ପଡୁଛି ନୂଆପଡା

ଆସିଲାଣି ନିର୍ବାଚନୀ ଋତୁ...ବାଜିଲାଣି ରାଜନୀତିର ବିଗୁଲ୍... ଗାଁରୁ ସହର ସବୁଠି ଦଳ ଓ ନେତାଙ୍କୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା। ସରଗରମ ହେଲାଣି ସୀମାନ୍ତ ଜିଲ୍ଳାର ରାଜନୀତି... କାହିଁକି ନା ରାଜ୍ୟ ରାଜଧାନୀ ପାଇଁ ଏହା ବେଶ୍ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ... କିନ୍ତୁ ଏଥର ଛତିଶଗଡ ସୀମାକୁ ଲାଗିଥିବା ନୂଆପଡାରେ ମେଳି କଲେଣି ପୁରୁଣା ନେତା ।

mamita murder case
୮ରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ଛକିଛନ୍ତି ବିରୋଧ

ବିଜେପିର ହଲ୍ଲାବୋଲ୍, ଆଟାକିଂ ମୁଡରେ କଂଗ୍ରେସ୍। ମନ୍ତ୍ରୀଙ୍କୁ ବହିଷ୍କାରରେ ବିଳମ୍ବ ନେଇ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା I ସିବିଆଇ ତଦନ୍ତ ଆଦେଶ ଦାବିରେ ବି ଆନ୍ଦୋଳନ।

mamita murder case
ମମିତା ହତ୍ୟା ମାମଲାରେ ବିଜେପିର ହଲ୍ଲାବୋଲ୍, ଏଣେ କଂଗ୍ରେସ ବି ଆଟାକିଂ ମୁଡ୍‌ରେ

ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦେବା ଓ ଘଟଣାର ସିବିଆଇ ତଦନ୍ତ ସହ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ତୀବ୍ର ହେଉଛି ପ୍ରତିବାଦ । ଏ ତିନି ବ୍ରହ୍ମାସ୍ତ୍ରକୁ ଧରି ରାଜ୍ୟ ସରକାରଙ୍କ ବିପକ୍ଷରେ ବିରୋଧୀ ଚଳାଇଥିବା ଶାଣିତ ଆକ୍ରମଣ ଥମିବାର ନାଁ ଧରୁନି ।