ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଛି.. ହେଲେ ତା’ ଜୋସ୍ ଟିକିଏ ଦେଖନ୍ତୁ.. ଏଇ ବୟସରେ ପିଲା ବାପା କାଖ ଛାଡନ୍ତିନି
ଆପଣ ଅନେକ ପିଲା ଦେଖିଥିବେ। ହେଲେ ଏମିତିକା ବିସ୍ମୟ ବାଳକ କେବେ ହେଲେ ଦେଖି ନଥିବେ। ଫଟାଫଟ କହି ଦଉଛି ସବୁ କିଛି।