• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mi

MI captain Rohit Sharma
IPL ପ୍ଲେଅଫ୍‌ରୁ ମୁମ୍ବାଇ ଆଉଟ୍, କୋଲକାତା ଇନ୍‌

IPL-୨୦୨୧ ପ୍ଲେଅଫରୁ ବାଦ ପଡ଼ିଛି ମୁମ୍ବାଇ। ଏହି ଟିମ୍‌ ବାଦ୍ ପଡ଼ିବା ପରେ କୋଲକାତା ଯୋଗ୍ୟତା ହାସଲ କରିଛି। ହାଇଦ୍ରାବାଦ ବିପକ୍ଷରେ ବଡ଼ ସ୍କୋର ସତ୍ତ୍ୱେ ପ୍ଲେଅଫରୁ ମୁମ୍ବାଇ ଆଉଟ ହୋଇଛି। ପୂର୍ବରୁ ଦିଲ୍ଲୀ, ଚେନ୍ନାଇ, ବାଙ୍ଗାଲୋର ଯୋଗ୍ୟତା ପାଇସାରିଛନ୍ତି।

KKR
IPL 2021: କ୍ରମାଗତ ୨ଟି ବିଜୟ ପରେ KKR ଉତ୍ସାହିତ, ଆୟରଙ୍କୁ ନେଇ ମୋର୍ଗାନଙ୍କ ବଡ଼ ବୟାନ

କୋଲକାତା ନାଇଟ୍ ରାଇଡର୍ସ ଅଧିନାୟକ ଇଏନ୍ ମୋର୍ଗାନ୍ ନିଜ ଦଳର ବୋଲରମାନଙ୍କୁ 'ସୁପରଷ୍ଟାର୍' ବୋଲି କହିଛନ୍ତି । ମୋର୍ଗାନ କହିଛନ୍ତି ଯେ, ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୧ର ଶେଷ ଦୁଇଟି ମ୍ୟାଚରେ ବୋଲର ମାନଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁଁ ବ୍ୟାଟ୍ସମ୍ୟାନ୍‌ମାନେ ଚାପମୁକ୍ତ ହୋଇ ଖେଳିପାରିଲେ ।