ବେଙ୍ଗାଲୁରୁ : ଆଜି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଡିଏସ୍ ବିଧାୟକ ଦଳ ନେତା ଏଚ.ଡି. କୁମାରସ୍ୱାମୀ। ତାଙ୍କ ସହ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜି. ପରମେଶ୍ୱର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତେବେ କୁମାରସ୍ୱାମୀ ବିଧାନସଭାରେ ବହୁମତ ପ୍ରମାଣ କରିବା ପରେ ଅନ୍ୟାନ୍ୟ ମନ୍ତ୍ରୀମାନେ ଶପଥ ନେବେ। କଂଗ୍ରେସରୁ ମୋଟ ୨୨ଟି ଓ ଜେଡିଏସ୍ରୁ ୧୨ଟି ମନ୍ତ୍ରୀ ପଦ ମିଳିବ ବୋଲି ଆପାତତଃ ସୂଚନା ମିଳିଛି। ତେବେ କାହାକୁ କେଉଁ […]