ଲୋକପ୍ରିୟ ଅଭିନେତ୍ରୀଙ୍କୁ ମହଙ୍ଗା ପଡ଼ିଲା ପ୍ଲାଷ୍ଟିକ ସର୍ଜରୀ। ଅପରେସନ୍ ପାଇଁ ଚାଲିଗଲା ଜୀବନ। ସର୍ଜରୀ ସମୟରେ ଫୁସଫୁସ୍ରେ ଜମିଥିଲା ପାଣି...ପରିବାର ଲୋକେ ଆଣିଲେ ସଙ୍ଗୀନ ଅଭିଯୋଗ। କହିଲେ, ଡାକ୍ତରଙ୍କ ଭୁଲ ପାଇଁ ଚାଲିଗଲା ଝିଅର ଜୀବନ