• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Indian Soil

Modi Gift Cheetah
୭ ଦଶନ୍ଧିର ଶୂନ୍ୟତାରେ ପଡ଼ିଲା ଯବନିକା, ଭାରତକୁ ଆସିଲା ଚିତା

୭ ଦଶନ୍ଧିର ଶୂନ୍ୟତାରେ ପଡ଼ିଲା ଯବନିକା । ଭାରତର ଜୈବ ବିବିଧତା ଇତିହାସରେ ଯୋଡ଼ିହେଲା ନୂଆ ଫର୍ଦ୍ଦ । ଭାରତ ମାଟିରେ ପାଦ ଥାପିଲା ବିଶ୍ୱର ଦ୍ରୁତତମ ଧାବକ-ଚିତା । ଅବିସ୍ମରଣୀୟ ମୁହୂର୍ତ୍ତ । ଦିନ ପ୍ରାୟ ସାଢ଼େ ୧୧ଟା । ଗୋଟିକ ପରେ ଗୋଟିଏ ମଞ୍ଚାକୁ ଚଢ଼ି, ତା ତଳେ ରଖାଯାଇଥିବା ପିଞ୍ଜରା ଗୁଡ଼ିକୁ ଖୋଲିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।