ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ କାରବାର ବନ୍ଦ। ବେପାର ବଣିଜ ମାନ୍ଦା। ଦେଶ ଅର୍ଥନୀତିରେ ଏକପ୍ରକାର ମାନ୍ଦାବସ୍ତା ଆସି ଯାଇଛି। ଭାରତୀୟ ଅର୍ଥନୀତି ପାଇଁ ଖୁସି ଖବର ରହିଛି । ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୫ ଜୁନ୍ ସୁଦ୍ଧା ପାଞ୍ଚ ଶହ ବିଲିଅନ ବା ଅଧ ଟ୍ରିଲିଅନ ଡଲାର ପାର୍ କରିଛି । ଜୁନ୍ ୫ରେ ସମାପ୍ତ ହୋଇଥିବା ଗୋଟିଏ ସପ୍ତାହ ମଧ୍ୟରେ ୮.୨୨ ବିଲିୟନ ଡଲାରର ବୃଦ୍ଧି ଘଟିଛି। ଏଥିସହ ଦେଶର ବିଦେଶୀ ମୁଦ୍ରାଭଣ୍ଡାର […]