• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Damage

Cyclone Jawad  |  Rains Damage Paddy Crops In Nilagiri, Balasore
ଆଣ୍ଠୁଏ ପାଣିରେ ଭାସୁଛି ବର୍ଷକର ଆହାର

ବାତ୍ୟା ଜଓ୍ୱାଦ୍ ସିନା ଦୁର୍ବଳ ହେଇଗଲା କିନ୍ତୁ ଚାଷୀଙ୍କ କି ଅବସ୍ଥା କରିଗଲା ଦେଖନ୍ତୁ.. ବର୍ଷ ଯାକର ଆହାରରେ ଆଣ୍ଠୁଏ ଆଣ୍ଠୁଏ ପାଣି.. ଋଣ କରି ସୁନାର ଫସଲ ଫଳେଇଥିବା ଚାଷୀ ଏବେ ଧୈର୍ଯ୍ୟହରା ହୋଇ ରାଜ୍ୟ ବାହାରକୁ ଯାଇ ମୂଲ ଲାଗିବାକୁ ଚିନ୍ତା କଲାଣି.

Cyclone Jawad || Rains Cause Damage To Crops In Kendrapara
ପବନ ବହିଲେ ଚାଷୀଙ୍କର ବର୍ଷକର ଆହାର ବୁଡିଯିବ

ପବନର ବେଗ କମିଛି କିନ୍ତୁ ଝିପି ଝିପି ବର୍ଷା ହେଉଛି । ତେବେ ଏହି ବର୍ଷାରେ ଚାଷ ଜମିର ଅବସ୍ଥା କଣ ରହିଛି ଦେଖନ୍ତୁ ...

Unseasonal Rains Damage Paddy Crop In Ganjam
ହାୟରେ.. କପାଳ ! ଉଜୁଡ଼ି ଗଲା ଅମଳ..

ଅଦିନିଆ ବର୍ଷା.. ଚାଷୀକୂଳକୁ ଦାଉ ସାଧୁଛି..ଲଘୁଚାପ ବର୍ଷା ଉଜାଡ଼ି ଦେଲା ହାଡ଼ଭଙ୍ଗା ପରିଶ୍ରମର ଫଳ.. ଗଞ୍ଜାମ ଜିଲ୍ଲାରେ ଚାଷୀ ଭାଇମାନଙ୍କ କି ଅବସ୍ଥା ଟିକେ ଦେଖନ୍ତୁ..