• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

police
ଲାଞ୍ଚ ନେଇ ଧରାପଡ଼ିଲେ ଏଇ କୋଟିପତି ପୋଲିସ ଇନ୍ସପେକ୍ଟର

ହାଇଦ୍ରାବାଦ:  ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ଜଣେ ପୋଲିସ ଅଫିସର ଲାଞ୍ଚ ନେବାବେଳେ ଧରା ପଡ଼ିଛନ୍ତି।  ତାଙ୍କୁ ଗିରଫ  କରାଯାଇଛି। ହେଲେ ଘଟଣାର ଖୋଳତାଡ ପରେ ଯାହା ଜଣାପଡ଼ିଛି ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଲାଞ୍ଚ ନେଇ ଧରା ପଡ଼ିଥିବା ଏହି  ଇନ୍ସପେକ୍ଟର ଜଣକ ଜଣେ ପେଷାଦାର ଲାଞ୍ଚୁଆ। ଯାଞ୍ଚବେଳେ ତାଙ୍କର ସମ୍ପତ୍ତି ବିଷୟରେ ଯେତେବେଳେ ଜଣାପଡ଼ିଲା, ତଦନ୍ତକାରୀ ଅଫିସର ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଯାଞ୍ଚରୁ ଜଣାପଡ଼ିଥିଲା ସେ ଜଣେ କୋଟିପତି ବୋଲି।  ଦୁର୍ନୀତି ନିବାରଣ ଶାଖା  […]

arunachala
ଅରୁଣାଚଳ ପ୍ରଦେଶରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ୬ ଆତଙ୍କୀ ନିହତ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ୬ ଜଣ ଉଗ୍ରବାଦୀଙ୍କୁ ଆସାମ ରାଇଫଲ୍ସ ଓ ଅରୁଣାଚଳ ପୋଲିସର  ନିପାତ କରିଛନ୍ତି। ନିହତ ମାଓବାଦୀଙ୍କ ନିକଟରୁ ବିପୁଳ ପରିମାଣର ଗୁଳିଗୋଳା ଜବତ କରାଯାଇଛି। ଜବତ ଗୁଳିଗୁଳାକୁ ଦେଖି ଅନୁମାନ କରାଯାଉଛି, ମାଓବାଦୀମାନେ ଏକ ବଡ଼ ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲେ। ଆସାମ ରାଇଫଲ୍ସ ଓ ଅରୁଣାଚଳ ପୋଲିସର ଏହି ମିଳିତ ଅପରେସନରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆସାମ ରାଇଫଲ୍ସକୁ […]

boeder
କୁପୱାରାରେ ୨ ଆତଙ୍କୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ

ଶ୍ରୀନଗର:ଶନିବାର ସକାଳେ ଜାମ୍ମୁ କାଶ୍ମୀରର କୁପୱାରାର ନାଉଗାମ ସେକ୍ଟର ଲୋସି ନିକଟରେ ଭାରତୀୟ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଦୁଇ  ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।  ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ରାଜେଶ କାଲିଆ କହିଛନ୍ତି, ଆଜି ସକାଳେ ଭାରତୀୟ ଯବାନମାନେ ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର ନାଉଗାମ ସେକ୍ଟରରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ ନିକଟରେ  ସନ୍ଦିଗ୍ଧ କାର୍ଯ୍ୟକଳାପ ଦେଖିବାକୁ ପାଇଥିଲେ। । ଏହା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଯାହାଫଳରେ ୨ […]

corona
ଦେଶରେ ୮ ଲକ୍ଷ ପାର ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି  ୮ ଲକ୍ଷ ଟପିଲା। ଶନିବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୨୦ ହଜାର ୯୧୬କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାରେ  ୨୨ ହଜାର ୧୨୩ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ୨୪ ଘଣ୍ଟା ମଧ୍ୟରେ ୨୭, ୧୧୪ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୫୧୯ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ ବର୍ତ୍ତମାନ ଆକ୍ଟିଭ କେସ୍-୨,୮୩,୪୦୭ ଥିବାବେଳେ ସୁସ୍ଥ ହୋଇଛନ୍ତି ୫,୧୫,୩୮୫। ମହାରାଷ୍ଟ୍ରରେ ସର୍ବାଧିକ ୨ […]

koel
ଏହି ଅଭିନେତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ କରୋନା

କୋଲକାତା: ବେଙ୍ଗଲି ଅଭିନେତ୍ରୀ କୋଏଲ ମଲ୍ଲିକ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନମୂନା ପରୀକ୍ଷା ରିପୋର୍ଟ ଆସିଛି। ସେମାନେ  କରୋନା ଆକ୍ରାନ୍ତ ହୋଇଛନ୍ତି। ଗତକାଲି ଆସିଥିବା ରିପାର୍ଟରେ ସେମାନେ କରୋନା ପଜିଟିଭ ବୋଲି ଦର୍ଶାଯାଇଛି।  ଏ ନେଇ ନିଜେ କୋଏଲ ଟ୍ୱିଟରରେ ସୂଚନା ଦେଇଛନ୍ତି । କୋଏଲ ଟ୍ୱିଟ କରି କହିଛନ୍ତି ଯେ, ବାବା, ମାଆ, ରାଣେ ଓ ମୁଁ କୋଭିଡ ଆକ୍ରାନ୍ତ। ରିପୋର୍ଟ ଆସିବା ପରେ  ଘରୋଇ ସଙ୍ଗରୋଧରେ ଅଛୁ । ବେଙ୍ଗଲି ଫିଲ୍ମ ଇଣ୍ଡଷ୍ଚ୍ରି […]

nirb
ସାତ ବର୍ଷ ପରେ ମିଳିଲା ନିର୍ଭୟାଙ୍କୁ ନ୍ୟାୟ: ଫାଶିରେ ଝୁଲିଲେ ଚାରି ଦୋଷୀ

ନୂଆଦିଲ୍ଲୀ: ଦୀର୍ଘ ସାତ ବର୍ଷ ପରେ ମିଳିଲା ନିର୍ଭୟାଙ୍କୁ ନ୍ୟାୟ। ଶେଷରେ ଫାଶିଖୁଣ୍ଟରେ ଝୁଲିଲେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଚାରି ଦୋଷୀ। ଏହି ଚାରି ଦୋଷୀ ହେଲେ- ଅକ୍ଷୟ ଠାକୁର, ବିନୟ ଶର୍ମା, ମୁକେଶ ସିଂ ଓ ପୱନ ତିୱାରୀ। ନିର୍ଦ୍ଧାରିତ ସମୟ ଆଜି ସକାଳ ସାଢ଼େ ପାଞ୍ଚଟାରେ ଏହି ଚାରି ଦୋଷୀଙ୍କୁ ଫାଶି ଦିଆଯାଇଥିଲା। ପ୍ରଥମ ଥର ପାଇଁ ଏହି ଚାରି ଜଣଙ୍କୁ ଏକ ସଙ୍ଗେ ଫାଶୀ ଦିଆଯାଇଛି। ଅଧା ଘଣ୍ଟା ଯାଏ ଏହି ଦୋଷୀମାନଙ୍କୁ […]