• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

military-war
ଋଷ ଆୟୋଜିତ ଯୁଦ୍ଧାଭ୍ୟାସରେ ସାମିଲ୍‌ ହେବନି ଭାରତ

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୫ରୁ ୧୭ ତାରିଖ ମଧ୍ୟରେ ଋଷିଆ ଆୟୋଜନ କରୁଥିବା ସୈନ୍ୟ ଅଭ୍ୟାସରେ ଯୋଗ ଦେବନି ଭାରତ। ଚାଇନା ଓ ପାକିସ୍ତାନ ଏଥିରେ ଭାଗ ନେବେ ବୋଲି  କୁହାଯାଉଥିବାରୁ ଭାରତ ଏପରି ନିଷ୍ପତ୍ତି ନେଇଥିବା ଶୁଣିବାକୁ ମୁଳିଛି। ଏହି ସୈନ୍ୟ ଅଭ୍ୟାସରେ ପାଖାପାଖି ୨୦ଟି ଦେଶ ଭାଗ ନେବେ। ବୈଦେଶିକ ମନ୍ତ୍ରୀ ଏସ୍‌- ଜୈଶଙ୍କର ଓ ସେନା ମୁଖ୍ୟ ବିପିନି ରାୱତଙ୍କ ଉପସ୍ଥିତିରେ ବସିଥିବା ଏକ ଉତ୍ତସ୍ତରୀୟ ବୈଠକର ଏପରି ନିଷ୍ପତ୍ତି ନିଆଯାଇଛି। ପଶ୍ଚିମ ଲଦାଖ […]

  • Sunday, 04 July 2021
bus
ପୁଣି ଚଳନ୍ତା ବସରେ ମହିଳାଙ୍କୁ ଅସଦାଚାରଣ

ନୂଆଦିଲ୍ଲୀ: ପୁଣି ଚଳନ୍ତା ବସରେ ମହିଳାଙ୍କୁ ଅସଦାଚରଣ ହୋଇଥିବାର ଅଭିଯୋଗ ଆସିଛି। ଶନିବାର ଜଣେ ମହିଳା ଘରୋଇ ଡବଲ୍ ଡେକର୍ ବସ୍ ଯୋଗେ ଦିଲ୍ଲୀ ଫେରୁଥିବା ବେଳେ ଅସଦାଚାରଣର ଶିକାର ହୋଇଛନ୍ତି। ଏ ନେଇ ଦିଲ୍ଲୀ ପୋଲିସ ସୂଚନା ଦେଇଛି। ଲକ୍ଷ୍ମୌରୁ ଦିଲ୍ଲୀ ଅଭିମୁଖେ ଘରୋଇ ବସଟି ଯମୁନା ଏକ୍ସପ୍ରେସ ୱେ ଦେଇ ଆସୁଥିଲା। ଏହି ସମୟରେ ବସ ଭିତରେ ଥିବା ଜଣେ କ୍ର୍ୟୁ ମେମ୍ୱର ମହିଳାଙ୍କ ସହିତ ଅସଦାଚାରଣ କରିଥିବା ପୋଲିସ କହିଛି। ବସଟି ମଥୁରାର […]

  • Sunday, 04 July 2021
pak--flag
ଛାତ ଉପରେ ଉଡ଼ିଲା ପାକିସ୍ତାନ ପତାକା; ଘର ମାଲିକ ଗିରଫ

ଭୋପାଳ:ମଧ୍ୟପ୍ରଦେଶର ଦେବାସ ଅଞ୍ଚଳରେ ଜଣଙ୍କ ଘର ଛାତ ଉପରେ ଉଡ଼ୁଥିଲା ପାକିସ୍ତାନ ପତାକା । ଏହି ଘଟଣା ଜଣାପଡ଼ିବା ପରେ ପୋଲିସ ଘର ମାଲିକଙ୍କୁ ଗିରଫ କରିଛି। ଘର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ପୋଲିସ ତାଙ୍କୁ ଜେରା କରୁଛି। ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶ ଦେବାସ ଅଞ୍ଚଳର ଶିପ୍ରା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘର ଛାତ ଉପରେ ପତାକା ଉଡୁଥିବା ଖବର ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଖବର ପାଇବା ପରେ ପ୍ରଶାସନିକ […]

  • Sunday, 04 July 2021
youth suicide
ପରୀକ୍ଷାରେ ଭଲ ରାଙ୍କ୍‌ ଥିଲା, ତଥାପି ମିଳିଲାନି ଚାକିରି; ଶେଷରେ...

ଥିରୁଭନନ୍ତପୁରମ୍‌: ଚାକିରି ନ ମିଳିବା ଯୋଗୁ ଚିନ୍ତାରେ ଥିବା ଜଣେ ୨୮ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଯୁବକ ଜଣକ କେରଳ ଥିରୁଭନନ୍ତପୁରମ୍‌ର ବୋଲି ଜଣାପଡ଼ିଛି। ପୋଲିସ୍‌ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ଯେଉଁଥିରେ ଯୁବକ ଜଣକ ଲେଖିଥିଲେ, ଚାକିରି ନ ମିଳିବା ଯୋଗୁ ସେ ବହୁତ ଚିନ୍ତାରେ ଅଛନ୍ତି। ସମ୍ପୃକ୍ତ ଯୁବକଙ୍କ ନାଁ ଅନୁ ବୋଲି ଜଣାପଡ଼ିଛି। ପରିବାର ଲୋକ ଦାବି କରିଛନ୍ତି ଯେ, କେରଳ ପବ୍ଲିକ୍‌ ସର୍ଭିସ୍‌ କମିଶନ […]

  • Sunday, 04 July 2021
delta varient
ବଦଳୁଛି ଡେଲ୍‌ଟା ଭାରିଏଣ୍ଟର ଲକ୍ଷଣ.. ଥଣ୍ଡା, ଜ୍ୱର ବି ଚିନ୍ତା ବଢାଇବ

ନୂଆଦିଲ୍ଲୀ: ଡେଲ୍‌ଟା ଭାରିଏଣ୍ଟ ଏବେ ସାରା ପୃଥିବୀରେ ଆତଙ୍କ ଖେଳାଇ ଦେଇଛି। କରୋନାର ଏହି ନୂଆ ଭାରିଏଣ୍ଟ କେବଳ ଦ୍ରୁତ ଗତିରେ ସଂକ୍ରମିତ ହେଉନି ବରଂ ଏହାର ଲକ୍ଷଣ ବି ଅନ୍ୟ ଭାରିଏଣ୍ଟଠାରୁ ଭିନ୍ନ  ଥିବା ଦେଖିବାକୁ ମିଳୁଛି । ଏବେ…

  • Sunday, 04 July 2021
maoists
ଛୁଟି ସାରି ଡ୍ୟୁଟିକୁ ଫେରୁ ଥିବାବେଳେ ASIଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି/ବିଜାପୁର: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀମାନେ ଜଣେ ପୋଲିସ୍‌ ASIଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଗତକାଲି ମାଓବାଦୀମାନେ ଛତିଶଗଡ଼ର ପୋଲିସ୍‌ ASI ନଗେୟା କର୍ସାଙ୍କୁ ଅପହରଣ କରି ନେଇଥିଲେ। ନଗେୟା କର୍ସା ଘରକୁ ଛୁଟିରେ ଯାଇଥିଲେ। ଗତକାଲି ଡ୍ୟୁଟିରେ ଯୋଗଦେବା ପାଇଁ ସେ କୁଟୁର ଥାନା ଫେରୁଥିଲେ। ଏହି ସମୟରେ ମାଓବାଦୀମାନେ ତାଙ୍କୁ ଅପହରଣ କରି ନେଇଥିଲେ। ଆଜି ବିଜାପୁର ଜିଲ୍ଲାର ତେନ୍ତୁଲନା ଗାଁ ନିକଟ ରାସ୍ତାରେ ମାଓବାଦୀମାନେ ASIଙ୍କୁ ଗୁଳିକରି […]

  • Sunday, 04 July 2021
china-1
ସୀମାରେ ପୁଣି ମୁହାଁମୁହିଁ ଭାରତ-ଚୀନ ସେନା ; କଡ଼ା ଜବାବ ଦେଲେ ଭାରତୀୟ ଯବାନ

ନୂଆଦିଲ୍ଲୀ: ପୁଣି LACରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଚୀନ ସେନା। ପୂର୍ବ ଲଦାଖ ସୀମାରେ ଚୀନ ସେନା ଉତ୍ତେଜନା ସୃଷ୍ଟି କରିବାରୁ ପୁଣି ଥରେ ମୁହାଁ ମୁହିଁ ହୋଇଛନ୍ତି ଦୁଇ ଦେଶ। ଲଦାଖ ନିକଟ ପାଙ୍ଗୋଙ୍ଗ ହଦ୍ର ନିକଟରେ ଗତ ୨୯-୩୦ ତାରିଖ ମଧ୍ୟରାତ୍ରୀରେ ଏହି ସଂଘର୍ଷ ହୋଇଛି। ଦକ୍ଷିଣ ପାଙ୍ଗୋଙ୍ଗ ହଦ୍ର ନିକଟରେ ଭାରତ ସୀମାରେ ଚୀନ ସେନା ଅନୁପ୍ରବେଶ ଉଦ୍ୟମ କରିଥିଲେ। ଭାରତୀୟ ସେନା ଏହାକୁ ବିରୋଧ କରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା।  ଚୀନର ଏପରି […]

  • Sunday, 04 July 2021
prasanta
କୋର୍ଟ ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ୧ ଟଙ୍କା ଜରିମାନା

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଜରିମାନା ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅଦାଲତ ଅବମାନନା କରିବା ଅଭିଯୋଗରେ  ପ୍ରଶାନ୍ତ ଭୂଷଣଙ୍କୁ ୧ ଟଙ୍କା ଜରିମାନା କରାଯାଇଛି।  ଜରିମାନା ଅର୍ଥ ନଦେଲେ କଡ଼ା ଦଣ୍ଡରେ ଦଣ୍ଡିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅର୍ଥ ନ ଦେଲେ ୩ ବର୍ଷ ପର୍ଯ୍ୟନ୍ତ ଓକିଲାତି କରିପାରିବେନି ବୋଲି କହିଲେ ସୁପ୍ରିମକୋର୍ଟ। ଏଥି ସହିତ  ୩ ମାସ ଜେଲ ଦଣ୍ଡ ଭୋଗିବାକୁ ମଧ୍ୟ ପଡ଼ିବ। ଆଜି ପ୍ରଶାନ୍ତ […]

  • Sunday, 04 July 2021
gold
Gold Price Today: ସୁନା ଦରରେ ବୃଦ୍ଧି, ରୂପାର ଚାହିଦା ବି ବଢ଼ୁଛି

ନୂଆଦିଲ୍ଲୀ: ସପ୍ତାହ ଆରମ୍ଭରୁ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଟ୍ରେଡିଂ ଆରମ୍ଭରୁ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ଆଜି ଦିନ ୧୧ଟାରେ ସୁନା ଦର Multi Commodity Exchange(MCX)ରେ ୨୪୦ଟଙ୍କା ବୃଦ୍ଧି ସହ ପ୍ରତି ୧୦ ଗ୍ରାମକୁ ୫୧,୬୮୮ଟଙ୍କାରେ କାରବାର ଚାଲିଥିଲା। ଯଦି ଆମେ Domestic futures marketରେ ରୂପା କଥା କହିବା, ତେବେ ଆଜି ଦିନ ୧୧ଟାରେ Multi Commodity Exchange(MCX)ରେ ୧,୩୨୪ଟଙ୍କା ବୃଦ୍ଧି ସହ […]

  • Sunday, 04 July 2021
flight
ସେପ୍ଟେମ୍ବର ୩୦ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ୍ ସମୟସୀମାକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ସେପ୍ଟେମ୍ବର ୩୦ ଯାଏ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ ରଖିବାକୁ Directorate General of Civil Aviation(DGCA) ପକ୍ଷରୁ କୁହାଯାଇଛି। DGCAର ଏହି ନିଷ୍ପତ୍ତି ପରେ ପୂର୍ବଭଳି ଅନ୍‌ଲକ୍‌ ୪ରେ ମଧ୍ୟ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି। କେବଳ ଡିଜିସିଏ ଅନୁମତିପ୍ରାପ୍ତ କାର୍ଗୋ ଅପରେସନ ଓ ବିମାନକୁ ଉଡ଼ାଣ ପାଇଁ ଅନୁମତି ମିଳିଛି। ତେବେ କିଛି ନିର୍ଦ୍ଦିଷ୍ଟ ସ୍ଥାନକୁ ସହମତି ଭିତ୍ତିରେ […]

  • Sunday, 04 July 2021