• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

amitav
ନିଆରା ଷ୍ଟାଇଲ୍‌ରେ ନାତୁଣୀ ଆରାଧ୍ୟଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିଗ୍‌ ବି

ମୁମ୍ବାଇ:ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଅଭିଷେକ-ଐଶ୍ୱର୍ଯ୍ୟାଙ୍କ କନ୍ୟା ଆରାଧ୍ୟାର ଆଜି ଜନ୍ମଦିନ। ବଚ୍ଚନ ପରିବାର ସବୁଠାରୁ ଛୋଟ ଏବଂ ଗେହ୍ଲା ସଦସ୍ୟ  ଆରାଧ୍ୟାର ଆଜି ୯ମ ଜନ୍ମଦିନ। ସେଥିପାଇଁ ଆଜି ଘରେ ଖୁସିର ମାହୋଲ। ତେବେ କରୋନା ପାଇଁ ଘରେ ସେପରି କୌଣସି ଗ୍ରାଣ୍ଡ ସେଲେବ୍ରେଶନ ହେଉନାହିଁ। ସମସ୍ତେ ନିଜ ନିଜ ଷ୍ଟାଇଲ୍‌ରେ ଆରାଧ୍ୟାକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଅମିତାଭ ମଧ୍ୟ ନିଜ ଗେହ୍ଲି ନାତୁଣୀକୁ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି ନିଆରା ଷ୍ଟାଇଲ୍‌ରେ। […]

  • Thursday, 01 July 2021
nushray
ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ସୋରିଷ କ୍ଷେତରେ ନଜର ଆସିଲେ ରାଜକୁମାର-ନୁସରତ୍‌‌

ମୁମ୍ବାଇ: ଦୀପାବଳି ଅବସରରେ ଆମାଜନ ପ୍ରାଇମରେ ରିଲିଜ୍‌ ହୋଇଛି ନୁସରତ ଭାରୁଚା ଏବଂ ରାଜକୁମାର ରାଓଙ୍କ ଚଳଚ୍ଚିତ୍ର ‘ଛଲାଙ୍ଗ’। ଏହି ଚଳଚ୍ଚିତ୍ରକୁ ଲୋକମାନେ ବେଶ୍‌ ଭଲପାଇବା ଦେଇଛନ୍ତି। ନିକଟରେ ସୋଶାଲ୍‌ ମିଡିଆରେ ନୁସ୍‌ରତ-ରାଜକୁମାରଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି। ଭିଡିଓରେ ନୁସରତ୍‌ ଏବଂ ରାଜଙ୍କୁ ‘ଦିଲ୍ଲ ୱାଲେ ଦୁଲ୍‌ହନିଆ ଲେ ଯାଏଗେଁ’ ଫିଲ୍ମର ଶାହାରୁଖ ଏବଂ କାଜୋଲଙ୍କ ଷ୍ଟାଇଲ୍‌ରେ ସୋରିଷ କ୍ଷେତରେ ନାଚୁଥିବାର ଦେଖିବାକୁ ମିଳିଛି। ଭିଡିଓକୁ ନୁସରତ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି। ଭିଡିଓ […]

  • Thursday, 01 July 2021
8pm
ରାତି ୮ଟା ବେଳର ମୁଖ୍ୟଖବର

https://www.youtube.com/watch?v=g2Qe2KIJgkU

  • Thursday, 01 July 2021
4
ମକା କିଆରିରେ ଛୁଆ ସହ ମାଆ ଭାଲୁ

https://youtu.be/V_anRQm5Tic

  • Thursday, 01 July 2021
nrha
ରୋମାଣ୍ଟିକ୍‌ ମୁଡ୍‌ରେ ନେହା-ରୋହନ, ଚୁମ୍ବନ ଫଟୋ ହେଲା ଭାଇରାଲ୍‌

ମୁମ୍ବାଇ: ଲୋକପ୍ରିୟ ଗାୟିକା ନେହା କକ୍କର ଏବଂ ରୋହନପ୍ରୀତ ସିଂ ନିକଟରେ ବିବାହ କରିଛନ୍ତି। ବେଶ୍‌ ଧୁମ୍‌ଧାମ୍‌ରେ ଦୁହେଁ ପଞ୍ଜାବ ଗୁରୁଦ୍ୱାରାରେ ବିବାହ କରିଛନ୍ତି। ଏବେ ହନିମୁନ୍‌ ପାଇଁ ନେହା ତାଙ୍କ ସ୍ୱାମୀଙ୍କ ସହ ଦୁବାଇ ଯାଇଥିବା ବେଳେ ସେଠାକାର ଫଟୋକୁ ଇନ୍‌ଷ୍ଟାଗ୍ରାମରେ ଶେଆର କରୁଛନ୍ତି। ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ହେଉଛି। ଏହି ଫଟୋରେ ନେହା ଏବଂ ରୋହନପ୍ରୀତ‌ କିଛି ଅନ୍ତରଙ୍ଗ ସମୟ ବିତାଉଥିବା ଏବଂ ଚୁମ୍ବନ କରୁଥିବା ଦେଖିବାକୁ ମିଳିଛି। ଏହି ଫଟୋରେ […]