• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

kidney
ଭୁବନେଶ୍ୱରରୁ ଆସିଲା କିଡ୍‌ନୀ, କଟକରେ ଦେଲା ଜୀବନ

କଟକ: ରାତିର ଅନ୍ଧକାର ଭିତରେ ଜୀବନ ବଞ୍ଚାଇବା ପାଇଁ ଚାଲିଥିଲା ପ୍ରୟାସ। ଭୁବନେଶ୍ୱରରୁ କଟକ ଏସିସିବି ପର୍ଯ୍ୟନ୍ତ ଲାଗିଥିଲା ଧାଁ ଧଉଡ। ଭୁବନେଶ୍ୱରରୁ କୀଡ୍‌ନି ଯିବ ଏସ୍‌ସିବି ଏବଂ ଟ୍ରାନ୍ସପ୍ଲାଣ୍ଟ ହେବ ଆଉ ଜଣଙ୍କ ଶରୀରରେ।  କଟକରେ ଗତକାଲି ହୋଇଛି ଏମିତି ଏକ ବିରଳ ଅସ୍ତ୍ରୋପଚାର।   ଦୀର୍ଘ ୭ଘଣ୍ଟାର ଚେଷ୍ଟା ପରେ ପ୍ରଥମଥର ପାଇଁ ସଫଳ ହୋଇଛି କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ । ସାଧାରଣତଃ ଜଣେ ମୃତବ୍ୟକ୍ତିଙ୍କଠାରୁ ଅଣାଯାଇଥିବା ଅଙ୍ଗକୁ ଅନ୍ୟ ଜଣଙ୍କଠାରେ ପ୍ରତିରୋପଣ କରାଯିବା ବ୍ୟବସ୍ଥାକୁ ଡାକ୍ତରୀ […]

  • Monday, 12 July 2021
ctc-2
ଆରମ୍ଭ ହେଲା ଏସ୍‌ସିବି ଚାରିପାଖରୁ ଉଚ୍ଛେଦ କାମ

କଟକ: କଟକର ପରିଚୟ ବଡ଼ ମେଡିକାଲର ସଂପ୍ରସାରିତ ହେବ। ଏଥିପାଇ ଆଜିଠୁ ଆରମ୍ଭ ହୋଇଛି ଅଭିଯାନ। ବଡ଼ ଡାକ୍ତରଖାନା ଚାରିପାଖରୁ ଆଜିଠୁ ଆରମ୍ଭ ହୋଇଛି ଉଚ୍ଛେଦ କାମ। ପ୍ରଥମ ପର୍ଯ୍ୟାୟରେ ବଡ଼ ମେଡିକାଲ ପାଖ ଯୋବ୍ରା ମାଛ ମାର୍କେଟ ଅଞ୍ଚଳରେ ଉଚ୍ଛେଦ କରାଯାଉଛି । ଥାନା ପାଖରେ ଥିବା ମାଛ ମାର୍କେଟ ଅଞ୍ଚଳରେ ଥିବା ଦୋକାନ ଘର, ଝୁପୁଡ଼ି ସବୁ ଭଙ୍ଗା ଯାଉଛି। ଭଙ୍ଗା କାର୍ଯ୍ୟ ଚାଲିଥିବା ସ୍ଥାନରେ ଜିଲ୍ଲା ଓ ପୋଲିସ ପ୍ରଶାସନ ସହ ସିଏମ୍‌ସି […]

  • Monday, 12 July 2021
baragada
ସିଟି ହସ୍ପିଟାଲ୍ ଦାବି ତେଜିଲା, ଆଜି ବି ବରଗଡ଼ରେ ଦୋକାନ, ବଜାର ବନ୍ଦ

ବରଗଡ଼: ବରଗଡ଼ରେ ସିଟି ହସ୍ପିଟାଲ୍ ପାଇଁ ଦାବି ତେଜୁଛି। ଏ ନେଇ ଆଜି ପୁଣି ବନ୍ଦ ଡାକରା ଦେଇଛି ନାଗରିକ ଏକତା ମଞ୍ଚ।   ସକାଳୁ ସକାଳୁ ଆଜି ମଞ୍ଚ ପକ୍ଷରୁ ସହରରେ ପିକେଟିଂ କରାଯିବା ସହ ଦୋକାନ ବଜାର ବନ୍ଦ କରାଯାଇଥିଲା। ପରେ ବିଭିନ୍ନ ଛକରେ ଆନ୍ଦୋଳନ କରାଯିବା ସହ ଯାନବାହାନ ଚଳାଚଳକୁ ବନ୍ଦ କରାଯାଇଥିଲା। ସୂଚନାଥାଉ କି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଟୁକୁର୍ଲାକୁ ଉଠାଇ ନିଆଯିବା ପରେ ପୁରୁଣା ହସ୍ପିଟାଲ୍କୁ ସିଟି ହସ୍ପିଟାଲ୍ କରାଯାଉ ବୋଲି […]

  • Monday, 12 July 2021
mug-1
ଆତଙ୍କବାଦୀଙ୍କ କବ୍‌ଜାରୁ ବନ୍ଧକଙ୍କୁ ଏମିତି ଉଦ୍ଧାର କଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର: ଅଚାନକ ଖବର ଆସିଲା ଭୁବନେଶ୍ୱରରେ ଥିବା ଏକ କେନ୍ଦ୍ରୀୟ ପ୍ରତିଷ୍ଠାନରେ କିଛି ବ୍ୟକ୍ତିଙ୍କୁ ଆତଙ୍କବାଦୀମାନେ ବନ୍ଧକ କରି ରଖିଛନ୍ତି। ସମସ୍ତେ ସତର୍କ। କାହାକୁ ଅଟକ ରଖିଛନ୍ତି, କେମିତି ଉଦ୍ଧାର କରାଯିବ ସେ ନେଇ ଚାଲିଲା ତନାଘନା। ତୁରନ୍ତ  କମିଶନରେଟ ପୋଲିସ ଆରମ୍ଭ କରି ଦେଇଥିଲା ରେସକ୍ୟୁ ଅପରେସନ। ତିନୋଟି ଟିମ୍‌ ଖେଦିଗଲେ । ପ୍ରଥମେ ଯେଉଁ  ଅନୁଷ୍ଠାନରେ ଆତଙ୍କବାଦୀମାନେ ଥିଲେ ତାହାରକୁ ଘେରାବନ୍ଦୀ କରିଦେଲେ। ଏଥିସହ ଆରମ୍ଭ ହୋଇଥିଲା ଅପରେସନ।  ପ୍ରଥମେ ଲୋକାଲ ପୋଲିସ ଫୋର୍ସ […]

  • Monday, 12 July 2021
Anubhav-Mohanty-1
କଂଗ୍ରେସର ଦାବି, ଜାଲ୍‌ ସାର୍ଟିଫିକେଟ୍‌ ଅଭିଯୋଗକୁ ସ୍ୱୀକାର କରିଛନ୍ତି ଅନୁଭବ

ଭୁବନେଶ୍ୱର: ଶିକ୍ଷାଗତ ଯୋଗ୍ୟତା ପ୍ରସଙ୍ଗକୁ ନେଇ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ପୁଣି ଥରେ ଟାର୍ଗେଟ କରିଛି କଂଗ୍ରେସ। ୨୦୧୪ ରାଜ୍ୟସଭା ନିର୍ବାଚନରେ ସାଂସଦ ଦାଖଲ କରିଥିବା ସାର୍ଟିଫିକେଟ୍ ଜାଲ ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଥିଲେ, ଅନୁଭବ ୨୦୧୪ ରାଜ୍ୟସଭା ନିର୍ବାଚନ ସତ୍ୟପାଠରେ ମିରଟର ଶୋଭିତ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜିରୁ +୩ ପାସ୍‌ କରିଥିବା ଉଲ୍ଲେଖ କରିଛନ୍ତି। କିନ୍ତୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ RTI ରୁ ମିଳିଥିବା ତଥ୍ୟ ଅନୁସାରେ ଅନୁଭବ […]

  • Monday, 12 July 2021
anubhaba
କଂଗ୍ରେସର ପ୍ରଶ୍ନ- କନ୍ଦରପୁର ନା ମୀରଟ୍, କେଉଁଠୁ ସ୍ନାତକ କରିଛନ୍ତି ଅନୁଭବ

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଅଭିଯୋଗ। ସାଂସଦ ତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ୨୦୧୪ ରାଜ୍ୟସଭା ନିର୍ବାଚନରେ ଦାଖଲ କରିଥିବା ସାର୍ଟିଫିକେଟ୍ ଜାଲ ବୋଲି ଅଭିଯୋଗ କରିିଛି କଂଗ୍ରେସ। କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଆଜି ଏକ ପ୍ରେସମିଟରେ ଦର୍ଶାଇଛନ୍ତି ଯେ, ଅନୁଭବ ୨୦୧୪ ରାଜ୍ୟସଭା ନିର୍ବାଚନ ସତ୍ୟପାଠରେ ସେ ମିରଟର ସୋଭିଏତ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିରୁ +୩ ପାସ୍ କରିଥିବା ଉଲ୍ଲେଖ କରିଛନ୍ତି । କିନ୍ତୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ RTI ସୂଚନାରୁ […]

  • Monday, 12 July 2021
angul
ଯୁବତୀଙ୍କୁ ହାତଗୋଡ଼ ବାନ୍ଧି ପ୍ରେମିକ ଛୁ, ୧୦ ଘଣ୍ଟା ପରେ ଉଦ୍ଧାର

ଅନୁଗୋଳ:ଭଲ ପାଉଥିଲେ। ଅନେକ ମିଠା ମିଠା କଥା କହି ସ୍ୱପ୍ନ ଦେଖାଉଥିଲେ। ପ୍ରେମିକର ମିଠା କଥାରେ ଭୁଲି ସବୁକିଛି ସମର୍ପି ଦେଇଥିଲା ପ୍ରେମିକା। ଶେଷରେ ବାହାହେବାକୁ ଜିଦ୍‌ କରିବାରୁ ପଞ୍ଚାୟତ ଅଫିସକୁ ଡାକି ନେଇ ବଳାତ୍କାର କରିବା ସହ ସେଠାରେ ବନ୍ଦ କରି ପଳାଇ ଆସିଲା ପ୍ରେମିକ। ଦୀର୍ଘ ୧୦ ଘଣ୍ଟା ବନ୍ଦ ରହିବା ପରେ ଶେଷରେ ଉଦ୍ଧାର ହୋଇଛନ୍ତି ଯୁବତୀ। ଏମିତି ଘଟଣା ଘଟିଛି ଅନୁଗୋଳ ନାଲକୋନଗର ଥାନା ଅଞ୍ଚଳରେ। ନାଲକୋ ନଗର ଥାନା ଅଞ୍ଚଳର […]

  • Monday, 12 July 2021
park
ନାଚଗୀତରେ ଜମିଲା ପାର୍କ ଉତ୍ସବ

ଭୁବନେଶ୍ୱର: ଦିନେ ଭୁବନେଶ୍ୱରବାସୀଙ୍କ ଆଖିରୁ ରବିବାର ସକାଳ ନିଦ ହଜେଇ ଦେଇଥିଲା ପଥ ଉତ୍ସବ। ନାଚ, ଗୀତ, ଖେଳକୁଦରେ ରାଜଧାନୀର ରାଜରାସ୍ତା କମ୍ପୁଥିଲା। ହେଲେ ଅନେକ ଦିନ ହେଲା ବନ୍ଦ ହୋଇଯାଇଥିଲା ଏଇ ପଥ ଉତ୍ସବ। ଏବେ ଆରମ୍ଭ ହୋଇଛି ପାର୍କ ଉତ୍ସବ। ଆଜି  ସକାଳ ରାଜଧାନୀରେ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଛି ପାର୍କ ଉତ୍ସବ।  ଆଜିଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ  ପ୍ରତି ରବିବାର ସକାଳ ୭ଟାରୁ ହେବ।  ସହରର ଇନ୍ଦିରାଗାନ୍ଧି ପାର୍କ, ବିଜୁ ପଟ୍ଟନାୟକ ପାର୍କ, […]

  • Monday, 12 July 2021
mao poster
ବିଚ୍ଛିନ୍ନାଞ୍ଚଳରେ ଲାଗିଲା ମାଓ ଓ ମାଓ ବିରୋଧୀଙ୍କ ପୋଷ୍ଟର

ଚିତ୍ରକୋଣ୍ଡା : ଅନ୍ୟପକ୍ଷେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଚାଲିଛି ପୋଷ୍ଟର ଲଢ଼େଇ । ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଯୋଡ଼ାମ୍ବ ଓ ପଣସପୁଟ ପଞ୍ଚାୟତର ବିଭିନ୍ନ ସ୍ଥାନରେ ମରାଯାଇଛି ପରସ୍ପର ବିରୋଧି ପୋଷ୍ଟର । ମାଓବାଦୀଙ୍କ ଚେତାବନୀ ବନାମ ସଚେତନତାର ପୋଷ୍ଟର । ଗୋଟିଏ ପଟେ ପୋଲିସ ଓ ପ୍ରଶାସନ ଠାରୁ ଦୂରେଇ ରହିବାକୁ ପୋଷ୍ଟର ମାରିଛି ଲାଲବାହିନୀ । ପୋଷ୍ଟରରେ ଗ୍ରାମବାସୀଙ୍କୁ ହତ୍ୟା ଧମକ ମଧ୍ୟ ଦିଆଯାଇଛି।  ସେପଟେ ବିଭିନ୍ନ  ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ମାଓ ବିରୋଧୀ […]

  • Monday, 12 July 2021
rabi-singh
ଆଉ ନାହାନ୍ତି ବିପ୍ଳବୀ କବି ରବି ସିଂ

କଟକ: ବିପ୍ଳବି କବି ରବି ସିଂ ଆଉ ନାହାନ୍ତି। ୮୯ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ଘଟିଛି। ଦୀର୍ଘ ଦିନ ଧରି ବାର୍ଦ୍ଧ୍ୟକ ଜନିତ ରୋଗ ପୀଡିତ ଥିଲେ। ଶେଷରେ କଟକ ଖପୁରିଆ ସ୍ଥିତ ତାଙ୍କ ନିଜସ୍ୱ ବାସ ଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ବିପ୍ଳବି କବି। ଏଥି ସହିତ ଓଡ଼ିଆ ସାହିତ୍ୟରୁ ନିରବି ଯାଇଛି ଏକ ଶାଣିତ ସ୍ୱର। ତାଙ୍କର ମୃତ୍ୟୁରେ ସାହତ୍ୟିକ ମହଲରେ ଶୋକର ଲହରୀ ଖେଳି ଯାଇଛି। କବି ରବି […]

  • Monday, 12 July 2021
mao
ଆନ୍ଧ୍ର ସୀମାରୁ ଜବତ ହେଲା ବିପୁଳ ବିସ୍ଫୋରକ

ରୟଗଡ଼ା: ଓଡ଼ିଶା ଓ ଆନ୍ଧ୍ର ସୀମାରୁ ବିପୁଳ ପରିମାଣର ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ ହୋଇଛି। ଗତକାଲି  CRPF ୮ମ ବାଟାଲିଅନ ଯବାନମାନେ କୁମ୍ବିଂ ଅପରେଶନ କରିବା ବେଳେ ଏହାକୁ ଜବତ କରିଛନ୍ତି। ଗତକାଲି ଯବାନମାନେ ରାୟଗଡା ଓ କନ୍ଧମାଳ ସୀମାନ୍ତ ଚନ୍ଦ୍ରପୁର ଥାନା ଅଞ୍ଚଳରେ କୁମ୍ବିଂ କରୁଥିଲେ। କୁମ୍ବିଂ ବେଳେ ସ୍ଥାନୀୟ ଅଣ୍ଡେଙ୍ଗି ଗାଁ ନିକଟସ୍ଥ ଜଙ୍ଗଲରୁ ବ୍ୟାପକ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରିଛନ୍ତି ।  ତେବେ ଯବାନମାନେ ପହଞ୍ଚିବା ପୂର୍ବରୁ ମାଓବାଦୀମାନେ […]

  • Monday, 12 July 2021
truck accident
ଦୁଇ ଟ୍ରକ ମୁହଁ।ମୁହିଁ ଧକ୍କା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଚାନ୍ଦପଶି  ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଦୁଇ ବିପରୀତ ଦିଗରୁ ଆସୁଥିବା  ଆଇରନ ଓ କୋଇଲା ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲେ । ଧକ୍କା ଏତେ ଜୋର ଥିଲା କି ଘଟଣାସ୍ଥଳରେ ହିଁ ଦୁଇ ଡ୍ରାଇଭର ମୃତ୍ୟୁ ଘଟିଥିଲା । ରାତିରେ ଖବର ପାଇ ଅଗ୍ନିଶମ ଦଳ ପହଞ୍ଚି ଉଦ୍ଧାର କାମରେ ଲାଗିଥିଲେ । ସେମାନେ ପୋଲିସକୁ ଖବର ଦେଇଥିଲେ। ହେଲେ ଘଟଗାଁ ଓ […]

  • Monday, 12 July 2021
hanuman
ଆମ୍ୱ ଗଛରେ ସଙ୍କଟମୋଚନ ହନୁମାନ !

ବଲାଙ୍ଗିର: ଆମ୍ୱ ଗଛରେ ସଙ୍କଟମୋଚନ ହନୁମାନ। ବିଶ୍ୱାସ ହେଉନଥିଲେ ବି ସତ ! ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରୁଗୁଡିଖାଲ ଛକ ଠାରେ ଏକ ଆମ୍ୱ ଗଛର ତଳ ଭାଗରେ ହନୁମାନଙ୍କ ମୁହଁ ଆକୃତି ଦେଖିବାକୁ ମିଲିଛି। ଏହା ଦେଖିବା ପରେ ସେଠାରେ ଲୋକେ ପୂଜାର୍ଚ୍ଚନା ଆରମ୍ଭ କରି ଦେଇଛନ୍ତି। ରୁଗୁଡିଖାଲ ଛକରେ ଗତ ୨୫ ତାରିଖରୁ ରାମାୟଣ ପାଠ କରାଯାଉଛି । ଏଭଳି ସମୟରେ ନିକଟରେ ଥିବା ଆମ୍ବ ଗଛରେ ସଂକଟ ମୋଚନ ହନୁମାନକଂ ଆକୃତି […]

  • Monday, 12 July 2021
hati-1-3-750x421
ଦନ୍ତାକୁ ଧରି ବୁଲୁଛି ବନ ବିଭାଗ, କେଉଁଠି ମିଳୁନି ଜାଗା

ଯାଜପୁର:ଗତ ୧୦ ଦିନ ଧରି ଯାଜପୁର ଜିଲ୍ଲାରେ ଆତଙ୍କ ସୃଷ୍ଟି କରିବା ସହିତ ୪ ଜଣଙ୍କୁ ମାରି ଥିବା ଦନ୍ତାହାତୀକୁ ନେଇ ଚିନ୍ତାରେ ପଡ଼ିଛି ବନ ବିଭାଗ। ହାତୀକୁ ରଖିବା ପାଇଁ ବିଭାଗକୁ ଜାଗା ମିଳୁନି। ଯେଉଁଠିକୁ ନେଉଛି, ସେଠି ବିରୋଧ କରାଯାଉଛି। ଗତକାଲି ଦାନଗଦି ବ୍ଲକ୍‌ କଣ୍ଟିପୁର ଜଙ୍ଗଲରୁ ବନ ବିଭାଗ ଟ୍ରାଙ୍କୁଲାଇଜ୍‌ କରି କାବୁ କରିଥିଲା। ଆଜି ଏହି ଦନ୍ତା ହାତୀ କୁ ଏକ ଟ୍ରକ୍‌ରେ କଟକ ଡାଲିଯୋଡ଼ା ରେଞ୍ଜର କୁସୁନପୁର ଜଙ୍ଗଲକୁ ନିଆଯାଇଥିଲା। […]

  • Monday, 12 July 2021
cuttack
କରୋନା ଭାଇରସ୍‌ ଆତଙ୍କ; ଏସ୍‌ସିବିରେ ଖୋଲିଲା ସ୍ୱତନ୍ତ୍ର ୱାର୍ଡ

ଭୁବନେଶ୍ୱର: ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ଆତଙ୍କ ଖେଳି ଯାଇଛି। ରାଜ୍ୟରେ ଏନେଇ ସତର୍କତା ଅବଲମ୍ବନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଡାକ୍ତରୀ ଦଳ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାଞ୍ଚ କରାଯାଉଛି । ବାହାରୁ ଆସୁଥିବା ଯାତ୍ରୀଙ୍କୁ ଏହି ଡାକ୍ତରୀ ଦଳ ଯାଞ୍ଚ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲର ଡାକ୍ତରଙ୍କୁ ନେଇ ଗଠିତ ଟିମ୍ ଗତ ରାତିରେ ଏୟାରପୋର୍ଟରେ ପହଞ୍ଚି ଯାତ୍ରୀଙ୍କୁ ଯା଼ଞ୍ଚ କରିଥିଲେ । ସେହିପରି ରାଜ୍ୟର ବିଭିନ୍ନ […]

  • Monday, 12 July 2021
sushanta
ମନ୍ତ୍ରୀଙ୍କ ମନ୍ତବ୍ୟକୁ ବିରୋଧ କଲେ ନିଜ ଦଳର ବିଧାୟକ

ଭୁବନେଶ୍ୱର: ଡିଗ୍ରୀ କଲେଜ ପରିଚାଳନା କମିଟିରେ ଏଣିକି ଆଉ ରାଜନେତା କିମ୍ବା ସ୍ଥାନୀୟ ବିଧାୟକ ରହିବେ ନାହିଁ। କେବଳ ଶିକ୍ଷାବିତ୍ ହିଁ ସଦସ୍ୟ ରହିବେ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଏହିି ସୂଚନା ପରେ କିନ୍ତୁ ସରକାର ଭିତରେ ହିଁ କେଁ ଦେଖାଦେଲାଣି। ଅରୁଣ ସାହୁଙ୍କୁ ଜବାବ୍‌ ଦେଦଇ ବିଧାୟକମାନେ କମିଟିରେ ରହିବା କଥା ବୋଲି ଆଜି କହିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ । ବିଧାୟକ କମିଟିରେ ରହିଲେ କଲେଜର ଉନ୍ନତି ହୋଇପାରିବ ବୋଲି ସେ […]

  • Monday, 12 July 2021
market-building
ମାର୍କେଟ ବିଲ୍‌ଡିଂରେ ଆତଙ୍କ ଖେଳାଇଥିବା ଦୁର୍ବୃତ୍ତଙ୍କ ବିରୋଧରେ ଲାଗିଲା NSA

ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ୍ ବିଲଡିଂରେ ଆତଙ୍କରାଜ ଖେଳାଇଥିବା ଦୁର୍ବୃତ୍ତଙ୍କ ନାଁରେ ଲାଗିଲା  ଜାତୀୟ ନିରାପତ୍ତା ଆଇନ୍-NSA। ୩ ଜଣ ଅଭିଯୁକ୍ତଙ୍କ ନାଁରେ NSA ଲଗାଇଛି କମିଶନରେଟ୍ ପୋଲିସ । ଏହି ୩ ଅଭିଯୁକ୍ତ ହେଲେ ଚନ୍ଦନ ଦାଶ, ବିଶ୍ୱନାଥ ପ୍ରଧାନ ଓ ପ୍ରତ୍ୟୁଷ କହଁର । ଜନଗହଳିପୂର୍ଣ୍ଣ ମାର୍କେଟ ବିଲଡିଂରେ ସାଧାରଣ ଜୀବନଯାତ୍ରା ଓ ଆଇନ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ ଏମାନଙ୍କ ବିରୋଧରେ NSA ଲାଗିଛି।  ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୮ ଜଣ ଅଭିଯୁକ୍ତଙ୍କୁ […]

  • Monday, 12 July 2021
buffalo
ମଇଁଷି ମଡ଼କ; ସପ୍ତାହକ ମଧ୍ୟରେ ମଲେଣି ୨୫

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଗରଦପୁର ବ୍ଲକ୍ ଅଞ୍ଚଳରେ ମଇଁଷି ମଡ଼କ। ସପ୍ତାହକ ମଧ୍ୟରେ ପ୍ରାୟ ୨୫ରୁ ଅଧିକ ମଇଁଷି ମଲେଣି। ସ୍ଥାନୀୟ ଲୋକେ ଏହାକୁ ଅଜଣା ରୋଗ କହୁଥିବାବେଳେ ନିମୋନିଆରେ ଆକ୍ରାନ୍ତ ହୋଇ ମଇଁଷୀଙ୍କ ମୃତ୍ୟୁ ଘଟିଥିବା କହିଛି ପ୍ରାଣୀଧନ ବିଭାଗ । ମଇଁଷୀଙ୍କ ଟୀକାକରଣ କରାଯାଇନଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି । ଗରଦପୁର ବ୍ଲକର ତାରଡ଼ ଗାଁରେ ଅଧିକାଂଶ ଲୋକ ମଇଁଷି ଚାଷ କରନ୍ତି। ପ୍ରାୟ ୩୦ଟି ପରିବାର ମିଶି ପାଳିଛନ୍ତି ୫ଶହରୁ ଅଧିକ ମଇଁଷି। […]

  • Monday, 12 July 2021
cm-1
ଚମକିବ କଟକ ସହର; ୬ ଲେନ୍‌ ହେବ ରିଂ ରୋଡ

କଟକ: କଟକ ସହରର ହୃତ ଗୌରବ ଫେରିବ। ରାସ୍ତାଘାଟ ଚମକିବ। କଟକର ପରିଚୟ ବଡ଼ ଡାକ୍ତରଖାନାର ନବକଳେବର ହେବ। ଏଥିପାଇଁ ନିଜେ ଆଗେଇ ଆସିଛନ୍ତି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ। ଆଜି କଟକ ଗସ୍ତ ଅବସରରେ ଏମିତି କିଛି ପ୍ରତିଶ୍ରୁତି ଦେଇଛନ୍ତି କଟକ ସହରବାସୀଙ୍କୁ। ଆଜି ମୁଖ୍ୟମନ୍ତ୍ରୀ କଟକ ଗସ୍ତରେ ଆସି ମାତା ମଠ ନିକଟରେ ମହାନଦୀ କୂଳ ବୁଲି ଦେଖିବା ସହିତ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ  ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାନଦୀ ହାଡିଆପଠାରେ ହେବ […]

  • Monday, 12 July 2021
bjp
ନାବାଳିକା ଅପହରଣ ଘଟଣା: ଯାଜପୁର ଏସ୍‌ପିଙ୍କୁ ଟାର୍ଗେଟ କଲା ବିଜେପି

ଯାଜପୁର: ଯାଜପୁର ଧର୍ମଶାଳା ଥାନା ଅଞ୍ଚଳରୁ ନାବାଳିକା ଅପହରଣ ଘଟଣାକୁ ନେଇ ତାତିଛି ବିଜେପି। ଏହି ଘଟଣାରେ ଦଳ ଯାଜପୁର ଏସ୍‌ପିଙ୍କୁ ଟାର୍ଗେଟ କରିବା ସହ ଏହାକୁ  ସ୍ମିତାରାଣୀ ପାର୍ଟ-ଟୁ ବୋଲି ଅଭିହିତ କରିଛି। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଅଭିଯୋଗ କରିଛନ୍ତି ଯେ,  ବଜରଙ୍ଗୀ ଲେଡିଜ୍ କର୍ଣ୍ଣର ମହିଳା ନିର୍ଯାତନାର କେନ୍ଦ୍ର ପାଲଟିଛି । ସେଠାରେ ଗରିବ ଓ ନିଷ୍ପେସିତ ମହିଳାଙ୍କୁ ଶୋଷଣ କରାଯାଉଛି । ନାବାଳିକା […]

  • Monday, 12 July 2021
Untitled-1
ପରଲୋକରେ ପୂର୍ବତନ ବିଧାୟକ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗୌରହରି ନାଏକଙ୍କର ଆଜି ପରଲୋକ ହୋଇଯାଇଛି। ହଳଦୀବଟା ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଛି। ଶ୍ରୀ ନାଏକ ସ୍ନାୟୁ ରୋଗରେ ପୀଡିତ ହୋଇ ଗତ ଡିସେମ୍ବର ୧୭ ତାରିଖରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଲା। ଶ୍ରୀ ନାଏକ ଭାରତୀୟ ବାୟୁସେନାରୁ ଅବସର ନେବ ପରେ ୨୦୦୦ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ଭାରତୀୟ ଜନତା […]

  • Monday, 12 July 2021
hundi
ହୁଣ୍ଡିରୁ ମିଳିଲା ଏମିତି ଚିଠି; ଲେଖା ହୋଇଛି ....

ସମ୍ବଲପର: ପ୍ରେମିକ ସହ ଭୁଲ୍‌ ବୁଝାମଣା ନ ହେଉ।  ବାହାଘର ସୁରୁଖୁରୁରେ ହୋଇଯାଉ। ମା’ ସମଲେଇଙ୍କ ପାଖକୁ ଆସିଛି ଏମିତି ବିନତିପୂର୍ଣ୍ଣ ଚିଠି। ଚିଠିବାକ୍ସରେ କିନ୍ତୁ ପଡ଼ିନି ଏ  ଚିଠି। ପଡ଼ିଛି ମା’ଙ୍କ ହୁଣ୍ଡି ବାକ୍ସରେ। ହୁଣ୍ଡି ବାକ୍ସରୁ ବାହାରିଥିବା ଏପରି ଚିଠିକୁ ନେଇ ଏବେ ଚାଲିଛି ଚର୍ଚ୍ଚା। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କର ଖୋଲା ଯାଇଥିଲା ହୁଣ୍ଡି। ମନ୍ଦିର ଟ୍ରଷ୍ଟର ସଦସ୍ୟମାନେ ଟଙ୍କା ଗଣୁଥିଲେ। ଟଙ୍କା ଗଣୁ ଗଣୁ ଏକ ଧଳା କାଗଜ ନଜରକୁ […]

  • Monday, 12 July 2021
girl-111
ସାହସୀ ଝିଅ ପୂର୍ଣ୍ଣିମା ଓ ସବିତାଙ୍କ ପାଇଁ ହସିବ ନିପାଣିଆ ଗାଁ

ଭୁବନେଶ୍ୱର: ପୂର୍ଣ୍ଣିମା ଗିରି ଓ ସବିତା ଗିରି ରାଷ୍ଟ୍ରପତିଙ୍କଠାରୁ ସାହସିକତା ପୁରସ୍କାର ପାଇଲା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ନିପାଣିଆ ଗାଁ ଲୋକଙ୍କ ଖୁସି କହିଲେ ନ ସରେ। ଏହି କୁନି କୁନି ଝିଅ ଦୁଇଟି ଦିନେ ୧୨ଜଣଙ୍କ ଜୀବନ ବଞ୍ଚାଇ ସମସ୍ତଙ୍କ ଆଦରର ପାତ୍ର ହୋଇଥିଲେ। ଆଜି ଏମାନଙ୍କ ପାଇଁ ଗାଁର ଉନ୍ନତି ପାଇଁ ସରକାର ବି ଆଗେଇ ଆସିଛନ୍ତି।  ସ୍କୁଲରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିଛନ୍ତି। ପୂର୍ଣ୍ଣିମା ଓ […]

  • Monday, 12 July 2021
fire
ଜଳିଗଲା ଲକ୍ଷାଧିକ ଟଙ୍କାର ଫ୍ୟାନ୍, ଇଣ୍ଡକସନ କୁକର୍

କଟକ: କଟକ ବାଦାମବାଡ଼ି ଅଞ୍ଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏକ ଇଲେକ୍ଟ୍ରୋନିକ୍ସ ଗୋଦମରେ ନିଆଁଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଛି। ଏହି ଇଲେକ୍ଟ୍ରୋନିକ୍ସ ଗୋଦାମରେ ସକାଳୁ ସକାଳୁ ନିଆଁ ଲାଗି ଯାଇଥିଲା। ଉପର ମହଲାର ଜଣେ ବ୍ୟକ୍ତି ଶୌଚ ହେବା ପାଇଁ ଉଠିଥିବାବେଳେ ପ୍ରଥମେ ନିଆଁକୁ ଦେଖି ଅନ୍ୟମାନଙ୍କୁ ଉଠାଇଥିଲେ। ପରେ ଦମକାଳ ବାହିନୀକୁ ଖବର ଦିଆଯାଇଥିଲା। ୩ଟି ଦମକଳ ଗାଡ଼ି ଆସି ନିଆଁକୁ  ଆୟତ୍ତ […]

  • Monday, 12 July 2021
surya patra
ବିମାନରେ ଭୁବନେଶ୍ୱରରୁ ସୁରଟ-ଶ୍ରେୟ କାହାର

ଭୁବନେଶ୍ୱର: ଭୁବନେଶ୍ୱରରୁ ସିଧାସଳଖ ସୁରତକୁ ଉଡ଼ିବ ବିମାନ। ୨୦ ତାରିଖରୁ ଏହି ବିମାନ ସେବା ଉପଲବ୍ଧ ହୋଇଛି। ଏୟାର ଇଣ୍ଡିଆ ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହୋଇଛି। ଦୁଇ ସହର ମଧ୍ୟରେ ସପ୍ତାହକୁ ୨ଥର ବିମାନ ଚଳାଚଳ କରିବ। ହେଲେ ଯାତ୍ରୀମାନଙ୍କୁ ଏପରି ସୁବିଧା ଯୋଗାଇ ଦେବା ପରେ ଆରମ୍ଭ ହୋଇଛି ରାଜନୈତିକ ଖେଳ। ବିମାନ ଚଳାଚଳର ଶ୍ରେୟ ନେବାକୁ ବିଜେଡି ଓ ବିଜେପି ମଧ୍ୟରେ ଟଣାଓଟରା ଲାଗିଛି। ଭୁବନେଶ୍ୱରରୁ ସିଧାସଳଖ ସୁରତ୍‌ ବିମାନ ଚଳାଚଳ […]

  • Monday, 12 July 2021