ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଦୁର୍ନୀତି ଓ ଅନିୟମିତତା ମାମଲାରେ ସ୍ୱତନ୍ତ୍ର ରିଲିଫ କମିଶନର ତଥା ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଶା ଲୋକାୟୁକ୍ତ ନୋଟିସ୍ ଜାରି କରିଛନ୍ତି। ଶ୍ରୀ ସେଠୀଙ୍କୁ ଅଗଷ୍ଟ ୧୯ତାରିଖ ସୁଦ୍ଧା ନିଜ ପକ୍ଷ ରଖିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଆଇଏଏସ୍ ଶ୍ରୀ ସେଠୀ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଦୁର୍ନୀତି ଓ ଅନିୟମିତତାରେ ସମ୍ପୃକ୍ତ ଥିବା ଅଭିଯୋଗ କରି ସୂଚନାକର୍ମୀ ଶ୍ରୀକାନ୍ତ ପାକଳ ଜୁଲାଇ ୧ ତାରିଖରେ […]
ଭୁବନେଶ୍ୱର : ରାଜ୍ୟ ପୁଲିସ ଡିଜି ଡଃ ଆରପି ଶର୍ମା ନିଜ ଦାୟିତ୍ୱରୁ ଖୁବଶୀଘ୍ର ଅବ୍ୟାହତି ନେଇପାରନ୍ତି। ଆସନ୍ତାମାସରେ ଡିଜିପି ଭାବେ ତାଙ୍କର ଦୁଇବର୍ଷ ପୂରଣ ହେଉଥିବାରୁ ତାଙ୍କ ବଦଳରେ ସରକାର ଅନ୍ୟଜଣେ ବରିଷ୍ଠ ଆଇପିଏସଙ୍କୁ ରାଜ୍ୟ ପୁଲିସର ମଙ୍ଗ ଧରିବାର ସୁଯୋଗ ଦେବେ ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁସାରେ, ପୁଲିସ ଡିଜି ଡଃ ଶର୍ମାଙ୍କୁ ରାଜ୍ୟ ସରକାର ଓଡ଼ିଶା ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ଦେବାକୁ ଯୋଜନା କରୁଛନ୍ତି। ସୁପ୍ରିମକୋର୍ଟଙ୍କ […]
ଭୁବନେଶ୍ୱର :ବିରୋଧୀ ଦଳ ନେତା ନେଇ ପରୋକ୍ଷରେ କ୍ଷୋଭ ପ୍ରକାଶ କଲେ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ବିଧାୟକମାନେ ତାଙ୍କୁ ବିରୋଧୀ ଦଳ ନେତା ଭାବେ ଦେଖିବାକୁ ଚାହୁଁଥିଲେ ବି କେନ୍ଦ୍ରୀୟ ନେତୃତ୍ୱ କାହିକି ଚାହିଁଲେ ନାହିଁ ବୋଲି ଜୟନାରାୟଣ ପ୍ରଶ୍ନ କରିବା ସହ ବିଜେପିରେ ବିବାଦର ମଞ୍ଜି ବୁଣିଛନ୍ତି। ବଡ଼କଥା ହେଉଛି ଦଳର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା ପଛର ଗୁପ୍ତ ଡିଲରେ ତାଙ୍କୁ ମୋହାରା କରାଯାଇଥିବା ସମ୍ଭାବନା ନେଇ […]
ପିପିଲି : ଡେଲାଙ୍ଗ ବ୍ଲକ୍ ଜେନାପୁରର ପୂର୍ବତନ ସରପଞ୍ଚଙ୍କ ଦାଦାଗିରି। ସାମାନ୍ୟ କଥାକୁ ନେଇ ବିବାହ ପାଇଁ ଯାଉଥିବା ଜଣେ ବରକୁ ରାତି ତମାମ ଅଟକ ରଖିଥିବା ଅଭିଯୋଗ। ମିଳିଥିବା ସୂଚନା ମୁତାବକ ,ଗତକାଲି ବ୍ରହ୍ମଗିର ପଲ୍ଲୀ ଅଂଚଳର ଏକ ବରଯାତ୍ରୀ ଗାଡ଼ି ଡେଲାଙ୍ଗ ଜେନାପୁର ଆସୁଥିଲା। କିନ୍ତୁ ରାସ୍ତାରେ ବର ଯାଉଥିବା ଗାଡ଼ି ପୂର୍ବତନ ସରପଞ୍ଚ ପ୍ରତାପ ସ୍ୱାଇଁଙ୍କ ଗାଡ଼ିରେ ଘସି ହୋଇଯାଇଥିଲା। ଏହାକୁ ନେଇ ପୂର୍ବତନ ସରପଞ୍ଚ ବରଗାଡ଼ିର ଡ୍ରାଇଭରକୁ ମାଡ଼ ମାରିବା ସହ […]
ଭୁବନେଶ୍ୱର : କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେ ଆସନ୍ତାକାଲି ରାତି ୯ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଦର୍ଶନ କରିବେ। ତା’ପରଦିନ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ କିସ୍ କ୍ୟାମ୍ପସରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ ପରେ ସେ ପାରାଦୀପ ଗସ୍ତ କରିବେ। ସେଠାରେ ଧୀବର ସମୁଦାୟର ଲୋକଙ୍କ ସହ ସେମାନଙ୍କ […]
ଭୁବନେଶ୍ୱର : ରାଜ୍ୟରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାର ସଂଖ୍ୟା ବଢ଼ି ଚାଲିଛି। ଯାହାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଉଛି। ଆଜି ଏହାର ପ୍ରତିଫଳନ ବିଧାନସଭାରେ ଦେଖିବାକୁ ମିଳିଥିଲା। ଶୂନ୍ୟ କାଳରେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି, ପ୍ରତିଦିନ ୭ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଥିବା ବେଳେ ବର୍ଷକୁ ମାତ୍ର ୬ ଜଣ ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ କରାଯାଉଛି। ପୁରୀରେ ବସ୍ […]
ଭୁବନେଶ୍ୱର : ଦିଲ୍ଲୀ ସ୍ଥିତ ସରକାରୀ ବାସଭବନ ଦଖଲ ନେଇ ଅନୁଭବଙ୍କୁ ଜବାବ୍ ଦେଲେ ବୈଜୟନ୍ତ ପଣ୍ଡା। ତାଙ୍କ ସାଂସଦ କାଳର ଅବଧି ସରିବାର ୧୩ ମାସ ପରେ ବି ଶ୍ରୀ ପଣ୍ଡା ତାଙ୍କ ସରକାରୀ ବାସଭବନ ଛାଡ଼ିନଥିବା ନେଇ ଅନୁଭବ ଉଠାଇଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ବୈଜୟନ୍ତ କହିଛନ୍ତି ଯେ, ଏହି ଅଭିଯୋଗ ଭିତ୍ତିହୀନ। ନିୟମ ଅନୁଯାୟୀ ମାର୍କେଟ ଭଡ଼ା ଦେଇ ମୁଁ ଅବଧି ବଢ଼ାଇ ଥିଲି। ମୁଁ ସେ ଘରୁ ବାହାରି ସାରିଲିଣି। […]
କୋଣାର୍କ (ସଂଜୟ ପତି) : ପୁଅଟିଏ ପାଇବା ପାଇଁ ମାଆଟିଏ କେତେ ଓଷାବ୍ରତ କରିଥାଏ। ଦଶ ମାସ ଦଶ ଦିନ ଗର୍ଭରେ ଧରି ଜନ୍ମଦେଇଥାଏ। ସବୁ ଅଳି ଅର୍ଦ୍ଦଳିକୁ ସହି ଛୋଟରୁ ବଡ କରାଏ ପୁଅକୁ। ହେଲେ ଶେଷରେ ସେ ପୁଅ ଯଦି ମାଆର ଏସବୁ ମୂଲ୍ୟ ବୁଝେନା। ସେତେବେଳେ କଣ ହୋଇଥିବ ମାଆର ମନ। ଏମିତି ଏକ ଘଟଣା ଘଟିଛି ପୁରୀ ନିମାପଡ଼ା ଥାନା ହାଟସାହିରେ। ଅମ୍ମୁଣିଆପାଟଣା ଗାଁ ହାଟସାହିରେ ବାସ କରନ୍ତି ସାରଦା ବେହେରା […]
କଲ୍ୟାଣସିଂହପୁର(ମାଉଡି ବାରିକ): ହାଇସ୍କୁଲ ହଷ୍ଟେଲ୍ର ଶିଡ଼ି ଉପରେ ଠିଆ ହୋଇ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଦେଖୁଥିବା ବେଳେ ପାହାଚ ଗୁଡ଼ିକ ଭୁଶୁଡ଼ି ପଡ଼ିବାରୁ ୧୨ ଜଣ ଛାତ୍ରୀ ଆହତ ହୋଇଛନ୍ତି। ଆଜି ଏମିତି ଦୁର୍ଘଟଣା ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର ଟିକିରି ସରକାରୀ ହାଇସ୍କୁଲରେ ଘଟିଛି। ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ କାଶିପୁର ବ୍ଲକର ଟିକିରି ଉତ୍ସବ ମୁଖର ହୋଇଛି। ଭକ୍ତମାନେ ମହାପ୍ରଭୁଙ୍କ ରଥକୁ ଟାଣି ନେଉଥିବାର […]
ନୀଳଗିରି : ହଟହଟା ହେଲେ ତହସିଲଦାର। ଏକ ବାଲି ବୋଝେଇ ଟ୍ରକ୍କୁ ଅଟକ ରଖିଲେ ଗ୍ରାମବାସୀ। ଆଜି ଅପରାହ୍ନରେ ଏକ ବାଲି ବୋଝେଇ ଡମ୍ପରକୁ ଅଟକାଇବାକୁ ମଛୁଆ ଅଞ୍ଚଳରେ ନୀଳଗିରି ତହସିଲଦାର ସୁଶ୍ରୀତା ଟୁଡୁ ପ୍ରୟାସ କରିଥିଲେ । ହେଲେ ଗ୍ରାମବାସୀ ଟ୍ରକର ପରମିଟ ଠିକ୍ ଅଛି ଯୁକ୍ତି ବାଢି ଉକ୍ତ ସ୍ଥାନରେ ତହସିଲଦାରଙ୍କୁ ଅଟକ ରଖିଛନ୍ତି ।
ଭୁବନେଶ୍ୱର : ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଶୁକ୍ରବାରଠୁ ଆରମ୍ଭ ହେବ। ଜୁନ୍ ୨୫ରେ ଆରମ୍ଭ ହୋଇଥିବା ବିଧାନସଭା ଅଧିବେଶନ ଜୁଲାଇ ୩ରୁ ୧୧ ତାରିଖ ପର୍ଯ୍ୟନ୍ତ ମୁଲତବୀ ରହିବା ପରେ ଆସନ୍ତାକାଲି ଖୋଲିବ। ଆସନ୍ତାକାଲି ବିଧାନସଭାରେ ବିଭାଗୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ଓ ୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶା କଣ୍ଟିଜେନ୍ସି ଫଣ୍ଡରୁ ଅଗ୍ରୀମ ଉଠାଣ ସଂକ୍ରାନ୍ତ ସ୍ୱତନ୍ତ୍ର ଅତିରିକ୍ତ ବିବରଣୀ ଗୃହରେ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି। ପୁରୀରେ ନାବାଳିକାକୁ ଗାଡ଼ି ଭିତରେ ଦୁଷ୍କର୍ମ […]
ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଉଭୟ ବିଜେପି ଓ ବିଜେଡି ପ୍ରଚାର ଅଭିଯାନକୁ ଜୋରଦାର କରିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୭ତାରିଖରେ ପ୍ରଚାର ମଇଦାନକୁ ଓହ୍ଲାଇବାର କାର୍ଯ୍ୟକ୍ରମ ରହିଛି। ତେବେ ନବୀନ ପାଟକୁରାରେ କୌଣସି ସାଧାରଣ ସଭା କରିବେ ନାହିଁ। ସେ ୧୭ ଓ ୧୮ ଦୁଇଦିନ ଧରି ପାଟକୁରା ନିର୍ବାଚନମଣ୍ଡଳୀର ୩ଟି ଯାକ ବ୍ଲକ- ଡେରାବିଶ, ଗରଦପୁର ଓ ମାର୍ଶାଘାଇରେ ରୋଡ୍ ଶୋ’ ଜରିଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ […]
ଭୁବନେଶ୍ୱର : ଫିଲ୍ମ ଓ ସିରିଏଲ୍ରେ ଅଭିନୟ କରିବାର ସୁଯୋଗ ଦେବାକୁ କହି ଜଣେ ଯୁବତୀଙ୍କୁ ରାଜଧାନୀ ଭୁବନେଶ୍ୱରରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ନିର୍ଯାତନାର ଶିକାର ହୋଇଥିବା ଯୁବତୀ ଏନେଇ ସହିଦନଗର ଥାନାରେ ଅଭିଯୋଗ କରିବା ପରେ କମିଶନରେଟ୍ ପୁଲିସ ନିଜକୁ ଆସିଷ୍ଟାଣ୍ଟ ପ୍ରଡ୍ୟୁସର କହୁଥିବା ଜେ.ଡି. ରାଉତ ନାମକ ଯୁବକଙ୍କୁ ଗିରଫ କରିଛି। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ଫିଲ୍ମ ଓ ସିରିଏଲ୍ରେ ଅଭିନୟ ପାଇଁ ସୁଯୋଗ ଦେବେ ବୋଲି ଜେ.ଡି.ରାଉତ ତାଙ୍କୁ ପ୍ରଲୋଭନ ଦେଖାଇଥିଲେ। […]
ଭୁବନେଶ୍ୱର : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କୋକେନ୍ ସେବନ କରୁଥିବା ନେଇ ବିଜେପି ସାଂସଦ ଡକ୍ଟର ସୁବ୍ରମଣ୍ୟନ ସ୍ୱାମୀଙ୍କ ମନ୍ତବ୍ୟକୁ ନେଇ ବିବାଦ ଜୋର ଧରିଛି। ଗତ ୫ ତାରିଖର ଏହି ମନ୍ତବ୍ୟକୁ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ବିଭାଗ ପକ୍ଷରୁ ପ୍ରତିବାଦ କରାଯିବା ସହ ତାଙ୍କୁ ଗିରଫ କରିବା ଦାବି କରାଯାଇଛି। ଏତଦ୍ ବ୍ୟତୀତ ଓଡ଼ିଶା ପ୍ରଦେଶ କଂଗ୍ରେସର ଅନୁସୂଚିତ ଜାତି ବିଭାଗ ସହ ଅଧ୍ୟକ୍ଷ କ୍ୟାପିଟାଲ ଥାନାରେ ଏତଲା ଦାୟର […]
ଭୁବନେଶ୍ୱର : ଭୁବନେଶ୍ୱର ଏୟାରପୋର୍ଟରୁ ପୁଣି ସୁନା ଜବତ ହୋଇଛି। ଗତ ଦୁଇ ଦିନ ଭିତରେ ପ୍ରାୟ ୩୦ ଲକ୍ଷ ଟଙ୍କାର ଚୋରା ସୁନା ଜବତ କରିଛି କଷ୍ଟମ ବିଭାଗ। କୁଆଲା ଲୁମ୍ପୁରୁରୁ ଭୁବନେଶ୍ୱର ଆସୁଥିବା ଦୁଇ ଜଣ ଯାତ୍ରୀଙ୍କ ଉପରେ କଷ୍ଟମ ବିଭାଗ ଅଧିକାରୀଙ୍କ ସନ୍ଦେହ ହୋଇଥିଲା। ପରେ ସେମାନଙ୍କୁ ଯାଞ୍ଚ କରିବାରୁ ସେମାନଙ୍କ ବ୍ୟାଗରୁ ସୁନା ମିଳିଥିଲା। ଏକ ପ୍ଲାଷ୍ଟିକ କଣ୍ଟେନରରେ ପେଷ୍ଟ ଫର୍ମରେ ସୁନାକୁ ଆଣୁଥିରେ ଏହି ଦୁଇ ଯାତ୍ରୀ। ଉଭୟଙ୍କ ଘର […]
କଳାହାଣ୍ଡି : ବିଶ୍ୱକପ୍ ସେମିଫାଇନାଲରେ ଭାରତର ପରାଜୟ କାରଣରୁ ବିଷ ପିଇଲେ ଯୁବକ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ସିଂହଭାଡ଼ି ଗାଁରୁ ଆସିଛି ଏଭଳି ଅଭିଯୋଗ। ଗତକାଲି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ୍ ଚାଲିଥିବା ବେଳେ ସିଂହଭାଡି ଗାଁର ଜଣେ ଯୁବକଙ୍କ ସହ ତାଙ୍କ ସାଙ୍ଗମାନେ ମ୍ୟାଚ୍ରେ ହାର୍ ଜିତ୍ ନେଇ ଚ୍ୟାଲେଞ୍ଜ କରିଥିଲେ। ହେଲେ ନ୍ୟୁଜିଲାଣ୍ଡ ଠାରୁ ଭାରତର ପରାଜୟ କାରଣରୁ ଯୁବକ ଜଣକ ବିଷ ପିଇଦେଇଥିବା ଅଭିଯୋଗ ହୋଇଛି। ପ୍ରଥମେ ତାଙ୍କୁ ଧର୍ମଗଡ଼ ଡାକ୍ତରଖାନା […]
ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେପି ଓ ବିଜେଡି ସହ ତାଳ ଦେଇ କଂଗ୍ରେସ ମଧ୍ୟ ନିଜର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ନିର୍ବାଚନ କମିଶନଙ୍କ ପାଖରେ କଂଗ୍ରେସ ଦାଖଲ କରିଥିବା ନିଜର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ତଥା ଏଆଇସିସି ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହ, ଅତିରିକ୍ତ ପ୍ରଭାରୀ ଛତିଶଗଡ଼ର ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ୍ ସିଂହଦେଓ, ସହପ୍ରଭାରୀ ଜି.ରୁଦ୍ରରାଜୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା […]
କୋରାପୁଟ(ସୂର୍ଯ୍ୟ ପଣ୍ଡା/ଟି.ଗୌରୀଶଙ୍କର): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା ଦୀପ ଜାଳିବା ପାଇଁ କୋରାପୁଟରେ କେନ୍ଦ୍ର ସରକାର ପ୍ରତିଷ୍ଠା କରିଥିଲେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ଏହା ଭିତରେ ଏହି ବିଶ୍ୱବିଦ୍ୟାଳୟକୁ ୧୦ ବର୍ଷ ପୂରିଲାଣି। ହେଲେ ଏବେବି ସମସ୍ୟା ଜାଲରୁ ମୁକୁଳି ପାରିନି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ଆବଶ୍ୟକ ଟିଚିଙ୍ଗ ଷ୍ଟାଫ୍ ଓ ନନ୍ଟିଚିଙ୍ଗ ଷ୍ଟାଫ୍ ପଦବୀ ଖାଲି ପଡ଼ିଛି। ବିଶ୍ୱବିଦ୍ୟାଳୟର ଅତିଥି ଭବନରେ ଚାଲିଛି ପ୍ରଶାସନିକ ଭବନ। ଏପରି ସମସ୍ୟାକୁ ନେଇ କୋରାପୁଟ ସାଂସଦ […]
ଜୟପୁର( ଟି.ଗୌରୀଶଙ୍କର) : ଉପଭୋକ୍ତାଙ୍କ ଅଜାଣତରେ ଆକାଉଣ୍ଟରୁ ଗାଏବ ହୋଇଯାଇଛି ପ୍ରାୟ ୭୦ ହଜାର ଟଙ୍କା। ପୁଣି ଅନଲାଇନ୍ କାରବାରରେ। ଏଭଳି ଘଟଣା ଘଟିଛି ଜୟପୁର ସ୍ଥିତ ବ୍ୟାଙ୍କ ଅଫ୍ ବରୋଦାର ଜଣେ ଗ୍ରାହକଙ୍କ କ୍ଷେତ୍ରରେ। ସ୍ଥାନୀୟ ମାଦଳା ସାହିର ଶୁକ୍ରି ସାଆନ୍ତାଙ୍କ ଖାତାରେ ଚଳିତ ଜୁନ୍ ୧୪ ତାରିଖ ସୁଦ୍ଧା ୬୨ ହଜାର ୨ଶହ ୨୬ ଟଙ୍କା ଥିବା ବେଳେ ସେଥିରୁ କେହି ହ୍ୟାକର ଅନଲାଇନ୍ କାରବାର କରି ସମସ୍ତ ଟଙ୍କା ଗାଏବ କରି ଦେଇଛି। […]
ଢେଙ୍କାନାଳ( ରାଜଶ୍ରୀ ଶତପଥୀ) : ଢେଙ୍କାନାଳ ଇରିଙ୍ଗାଝରଣରେ ୬୨ ଶିଶୁ ଉଦ୍ଧାର। ବେଆଇନ ଭାବେ ଚାଲିଥିବା ଏକ ଗୁରୁକୁଳ ଆଶ୍ରମ ଉପରେ ଚଢଉ କରାଯାଇ ଶିଶୁମାନଙ୍କୁ ଉଦ୍ଧାର କରିଛି ଜିଲ୍ଲା ପ୍ରଶାସନ ଏବଂ ଶିଶୁ ମଙ୍ଗଳ କମିଟି। ଏମାନଙ୍କୁ ଢେଙ୍କାନାଳ ମହର୍ଷି ଦୟାନନ୍ଦ ସର୍ଭିସ୍ ମିଶନ୍କୁ ସ୍ଥାନାନ୍ତର କରାଯାଇଛି। ଗତ ୨ ତାରିଖରେ ଆଶ୍ରମର ଜଣେ ତୃତୀୟ ଶ୍ରେଣୀ ଛାତ୍ରର ମୃତ୍ୟୁ ପରେ ଘଟଣା ସାମ୍ନାକୁ ଆସିଥିଲା। ଏନେଇ ବିଭାଗୀୟ ଅଧିକାରୀଙ୍କୁ ପଚରା ଯାଇ ତଦନ୍ତ କରାଯିବ […]
ଭୁବନେଶ୍ୱର : ଦୁବାଇରେ ଫସିଛନ୍ତି ୧୮ ଶ୍ରମିକ। ଗଞ୍ଜାମ ଜିଲ୍ଲାରୁ କାମ କରିବାକୁ ଯାଇ ଦୁବାଇରେ ଏମାନେ ଫସିରହିଥିବା ଜଣାପଡିଛି । ତେବେ ମାଲିକ ସେମାନଙ୍କୁ କାମ କରାଇ ପାରିଶ୍ରମିକ ଦେଉନଥିବା ଅଭିଯୋଗ କରିଛନ୍ତି ଶ୍ରମିକଗଣ। ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାରୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି ଏମାନେ। ଶ୍ରମିକଙ୍କ ଉଦ୍ଧାର ପାଇଁ ଶ୍ରମ କମିଶନରଙ୍କ ପାଖରେ ଗୁହାରି କରିଛନ୍ତି ପରିବାର ଲୋକେ। ସୂଚନା ମୁତାବକ, ଗଞ୍ଜାମ ଟିହାଣିଆ, ଉଜ୍ଜ୍ୱଳପୁର, ପଦିନାପଲ୍ଲୀ, ବାଣିଆରୁ , ଓସ୍ତପଡ଼ା, […]
ମାଲକାନଗିରି(ଜିତେନ୍ଦ୍ର ବେଉରା): ଭିନ୍ନ ରୂପରେ ପୂର୍ବତନ ବିଧାୟକ। ହାତରେ ଧାନ ବିହନ ଭର୍ତ୍ତି ବାଲ୍ଟି ଧରି ଚାଷ କାମରେ ଲାଗିଛନ୍ତି ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଡମ୍ବରୁ ସୀସା। ମାଲକାନଗିରି ଜିଲ୍ଲାର ଉପାନ୍ତ ଖଇରପୁଟରେ ଜଣେ ସାଧାରଣ ଚାଷୀ ଭଳି ସେ ବିଲରେ ଧାନ ବୁଣୁଥିବା ଦେଖିବାକୁ ମିଳିଛି। ଚଳିତ ସାଧାରଣ ନିର୍ବାଚନରେ ଡମ୍ବରୁ ସୀସା ଟିକେଟ୍ ପାଇ ନଥିଲେ। ୨୦୧୪ ନିର୍ବାଚନରେ ବଣ୍ଡା ସମ୍ପ୍ରଦାୟର ପ୍ରଥମ ବ୍ୟକ୍ତି ଭାବେ ସେ ଚିତ୍ରକୋଣ୍ଡା ବିଧାନସଭା ଆସନରେ ବିଜ଼େଡି ଟିକେଟ୍ରେ […]
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ୍ ଶ୍ରୀରାମପୁର SBIରୁ ଡକାୟତି। ୬ ଜଣ ଡକାୟତ ପ୍ରାୟ ୪୦ ଲକ୍ଷ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି। କଲେଜ ପିଲାଙ୍କ ୟୁନିଫର୍ମ ପିନ୍ଧି ଡକାୟତମାନେ ଆସିଥିବା ସୂଚନା ରହିଛି। ଲୁଟ୍ ପରେ ବାହାରୁ ତାଲା ପକାଇ ଡକାୟତମାନେ ଫେରାର୍ ହୋଇଯାଇଛନ୍ତି। ସେମାନେ ବ୍ୟାଙ୍କରେ ଛାଡ଼ି ଯାଇଥିବା ୪ଟି ଅଫୁଟା ବୋମା ଠାବ କରାଯାଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ନୀଳଗିରି : ବାଲେଶ୍ୱର ନୀଳଗିରି ଜେଲ୍ରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ କଏଦୀ ହେଉଛନ୍ତି ନୀଳଗିରି ନୂଆସାହି ଅଞ୍ଚଳର ପାଗୁଲୁ ଖଣ୍ଡେଇ। ଉଲ୍ଲେଖନୀୟ ଯେ, ଗତ ୮ ତାରିଖରେ ମଦ କାରବାର ଅଭିଯୋଗରେ ଅବକାରୀ ବିଭାଗ ତାଙ୍କୁ ଗିରଫ କରି ଜେଲ୍ରେ ଭର୍ତ୍ତି କରିଥିଲା। ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି। ତେବେ ଏନେଇ ଜେଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ନୀଳଗିରି (ବିଶ୍ୱମ୍ବର ଦାସ): ସେରଗଡ଼-ଉଦଳା ରାସ୍ତାର କଡ଼ମ୍ବସାହି ନିକଟ ପାନବରଜ ଛକରେ ଏକ ପିକ୍ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ସାତ ଜଣ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଗୁରୁବାରୀ ସିଂହ ଓ ମିନତୀ ସିଂହ। ସମସ୍ତ ଆହତଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତ ଶ୍ରମିକ ଓ ସେମାନେ ଏକ ନିର୍ମାଣ କାର୍ଯ୍ୟ ପାଇଁ ଯାଉଥିଲେ। ଆଜି ସକାଳେ ପିକ୍ଅପ୍ ଭ୍ୟାନ୍ଟି ଏକ ମିକ୍ସଚର […]