• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
bharat masala

Live Updates : From The News Room

Union Budget 2025 LIVE Updates: ସଂସଦରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ...ପୂର୍ଣ୍ଣାଙ୍ଗ ବଜେଟ୍‌ ଉପରେ ରହିଛି ଦେଶବାସୀଙ୍କ ନଜର

India

ଆଜି ସଂସଦରେ ଉପସ୍ଥାପନ ହେବ ବଜେଟ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର ତୃତୀୟ ପାଳିରେ ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ । ଦିନ ୧୧ଟାରେ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତର ଅଷ୍ଟମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ । ତେବେ ଆଜି ଆଗତ ହେବାକୁ ଥିବା ବଜେଟ୍‌ ଉପରେ ପୂରା ଦେଶବାସୀଙ୍କ ନଜର ରହିଛି । ମୁଦ୍ରାସ୍ପୀତି, ଟିକସ ରିହାତି ଉପରେ ବଡ଼ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ସେପଟେ ଆଜି ବଜେଟ୍‌ରେ କେଉଁ ବର୍ଗଙ୍କୁ କ’ଣ ମିଳିବ ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା । କେନ୍ଦ୍ର ବଜେଟ୍‌-୨୦୨୫ର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍‌ ଇନ୍‌ କରନ୍ତୁ otvkhabar.in

Union Budget LIVE Updates

14:01 PM(10 minutes ago )

କେନ୍ଦ୍ର ସରକାରଙ୍କ ବଜେଟରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କରଛାଡ଼ ଘୋଷଣାକୁ ସ୍ୱାଗତ କରିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା

Posted by: Santosh Kumar Sahoo

14:00 PM(10 minutes ago )

ଚଳିତ ବଜେଟ୍ ଏକ ବାଲାନ୍ସଡ୍ ବଜେଟ୍, MSMEକୁ ବେଶି ଗୁରୁତ୍ୱ ଦିଆଯାଇଛି

Posted by: Santosh Kumar Sahoo

14:00 PM(11 minutes ago )

କେନ୍ଦ୍ର ବଜେଟରେ ମଧ୍ୟବିତ୍ତଙ୍କୁ ଖୁସି କରିବାକୁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ

Posted by: Santosh Kumar Sahoo

13:59 PM(11 minutes ago )

ପ୍ରଧାନମନ୍ତ୍ରୀ ମୋଦିଙ୍କ ବକଶିତ ଭାରତର ସ୍ୱପ୍ନ କୁ ମଜବୁତ୍ କରିବ ଏ ବଜେଟ୍

Posted by: Santosh Kumar Sahoo

13:23 PM(47 minutes ago )

ସବୁ ଜିଲ୍ଲାରେ କ୍ୟାନସର ଚିକିତ୍ସା କେନ୍ଦ୍ର କରାଯିବ

Posted by: Santosh Kumar Sahoo

13:22 PM(49 minutes ago )

ସମଗ୍ର ଦେଶର ୫୦ ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ

Posted by: Santosh Kumar Sahoo

13:21 PM(49 minutes ago )

କଳାଧନ ଲୁଚାଇ ରଖିବାକୁ ଚେଷ୍ଠା କରୁଛନ୍ତି କି? ଏହା ମହଙ୍ଗା ପଡ଼ିପାରେ। ଜାଣି ରଖନ୍ତୁ ନୂଆ ନିୟମ

Posted by: Santosh Kumar Sahoo

13:18 PM(52 minutes ago )

୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୃତଜ୍ଞତା

Posted by: Santosh Kumar Sahoo

12:57 PM(1 hour ago )

ଫୋକସ୍‌ରେ MSME

Posted by: Santosh Kumar Sahoo

12:46 PM(1 hour ago )

ଶସ୍ତା ହେବ ଜୀବନ ରକ୍ଷାକାରୀ ଔଷଧ

Posted by: Santosh Kumar Sahoo

12:45 PM(1 hour ago )

ନୂଆ ଟିକସ ବ୍ୟବସ୍ଥା । ଜାଣନ୍ତୁ କେତେ ଆୟ ପର୍ଯ୍ୟନ୍ତ କେତେ ଦେବେ ଟ୍ୟାକ୍ସ...

Posted by: Santosh Kumar Sahoo

12:29 PM(2 hours ago )

୨୦ହଜାର କୋଟି ଟଙ୍କା ବ୍ୟୟରେ ଛୋଟ ମଡ୍ୟୁଲାର ରିଆକ୍ଟରର ଗବେଷଣା ଏବଂ ବିକାଶ ପାଇଁ ଏକ ପରମାଣୁ ଶକ୍ତି ମିଶନ ସ୍ଥାପନ କରାଯିବ

Posted by: Santosh Kumar Sahoo

12:29 PM(2 hours ago )

ଜୀବନ ରକ୍ଷାକାରୀ ଔଷଧ ଶସ୍ତା ହେବ କହିଲେ ଅର୍ଥମନ୍ତ୍ରୀ

Posted by: Santosh Kumar Sahoo

12:29 PM(2 hours ago )

୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ଘୋଷଣା

Posted by: Santosh Kumar Sahoo

12:28 PM(2 hours ago )

ଆୟକର ଦାତାଙ୍କ ପାଇଁ ଖୁସି ଖବର

Posted by: Santosh Kumar Sahoo

12:28 PM(2 hours ago )

ଜିଲ୍ଲା ହସ୍ପିଟାଲରେ କ୍ୟାନସର ଚିକିତ୍ସା

Posted by: Santosh Kumar Sahoo

12:27 PM(2 hours ago )

୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼

Posted by: Santosh Kumar Sahoo

ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍‌-୨୦୨୫-୨୬ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ୍‌ରେ ଇନ୍‌କମ୍‌ ଟ୍ୟାକ୍ସକୁ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୧୨ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଅଧିକ ପଢ଼ନ୍ତୁ...

12:11 PM(2 hours ago )

ମତ୍ସ୍ୟ ଉତ୍ପାଦନରେ ଭାରତ ସାରା ବିଶ୍ୱରେ ଦ୍ୱିତୀୟ

Posted by: Santosh Kumar Sahoo

12:10 PM(2 hours ago )

ଆଗାମୀ ୧୦ ବର୍ଷ ମଧ୍ୟରେ ପରିବର୍ତ୍ତିତ UDAN ଯୋଜନା ଆରମ୍ଭ କରାଯିବ

Posted by: Santosh Kumar Sahoo

12:04 PM(2 hours ago )

ନୂଆ ଆୟକର ବିଲ୍‌ ଆସିବ କହିଲେ ଅର୍ଥମନ୍ତ୍ରୀ

Posted by: Santosh Kumar Sahoo

12:04 PM(2 hours ago )

ପ୍ଲାଟଫର୍ମର ଗିଗ୍ କର୍ମୀଙ୍କ ପାଇଁ ଇ-ଶ୍ରମ ପୋର୍ଟାଲରେ ପରିଚୟପତ୍ର ଏବଂ ପଞ୍ଜିକରଣ ବ୍ୟବସ୍ଥା କରାଯିବ

Posted by: Santosh Kumar Sahoo

12:01 PM(2 hours ago )

୫ ଲକ୍ଷ SC/ST ମହିଳାଙ୍କୁ ଉଦ୍ୟୋଗୀ କରିବା ପାଇଁ ଏକ ଯୋଜନା ଆରମ୍ଭ କରାଯିବ

Posted by: Santosh Kumar Sahoo

12:01 PM(2 hours ago )

୫୦ ବର୍ଷ ପାଇଁ ରାଜ୍ୟକୁ ସୁଧ ମୁକ୍ତ ଋଣ ପ୍ରଦାନ କରାଯିବ

Posted by: Santosh Kumar Sahoo

12:01 PM(2 hours ago )

'ପୂର୍ବୋଦୟ' ଯୋଜନାରେ ବିହାରରେ ଜାତୀୟ ଖାଦ୍ୟ ପ୍ରଯୁକ୍ତିବିଦ୍ୟା, ଉଦ୍ୟୋଗ ଏବଂ ପରିଚାଳନା ପ୍ରତିଷ୍ଠାନ ପ୍ରତିଷ୍ଠା ହେବ

Posted by: Santosh Kumar Sahoo

12:00 PM(2 hours ago )

୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍‌

Posted by: Santosh Kumar Sahoo

11:59 AM(2 hours ago )

ବିହାରରେ ଗଠନ କରାଯିବ ମଖାନା ବୋର୍ଡ

Posted by: Santosh Kumar Sahoo

11:58 AM(2 hours ago )

ମେଡିକାଲ ଶିକ୍ଷାକୁ ଅଧିକ ଗୁରୁତ୍ବ ଦିଆଯିବ

Posted by: Santosh Kumar Sahoo

11:53 AM(2 hours ago )

୫ ଲକ୍ଷ SC/ST ମହିଳାଙ୍କୁ ଉଦ୍ୟୋଗୀ କରିବା ପାଇଁ ଏକ ଯୋଜନା ଆରମ୍ଭ କରାଯିବ

Posted by: Santosh Kumar Sahoo

11:52 AM(2 hours ago )

ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ଗୁରୁତ୍ୱ

Posted by: Santosh Kumar Sahoo

ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍‌-୨୦୨୫-୨୬। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି। ଏଥର ବଜେଟ୍‌ରେ ୧୦ଟି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ଅଧିକ ପଢ଼ନ୍ତୁ...

11:51 AM(2 hours ago )

କ୍ରେଡିଟ୍ ଗ୍ୟାରେଣ୍ଟି କଭରକୁ ବୃଦ୍ଧି କରାଯିବ

Posted by: Santosh Kumar Sahoo

11:51 AM(2 hours ago )

ବିହାରରେ ହେବ ମାକାନା ବୋର୍ଡ

Posted by: Santosh Kumar Sahoo

11:50 AM(2 hours ago )

ଏଥର ବଜେଟ୍‌ରେ ୧୦ଟି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି

Posted by: Santosh Kumar Sahoo

11:50 AM(2 hours ago )

ଆଗାମୀ ୫ ବର୍ଷ ମଧ୍ୟରେ ସରକାରୀ ସ୍କୁଲଗୁଡ଼ିକରେ ୫୦ହଜାର ଅଟଳ ଟିଙ୍କରିଂ ଲ୍ୟାବ ସ୍ଥାପନ କରାଯିବ

Posted by: Santosh Kumar Sahoo

11:49 AM(2 hours ago )

ବଜେଟରେ ପର୍ଯ୍ୟଟନ ଶିଳ୍ପକୁ ଫୋକସ କଲେ ଅର୍ଥମନ୍ତ୍ରୀ

Posted by: Santosh Kumar Sahoo

11:49 AM(2 hours ago )

ଜିଓ ସ୍ପେଶାଲ ମିଶନ ପ୍ରତିଷ୍ଠା କରାଯିବ

Posted by: Santosh Kumar Sahoo

11:41 AM(2 hours ago )

ମେଡିକାଲ ଶିକ୍ଷାକୁ ଅଧିକ ଗୁରୁତ୍ବ ଦିଆଯିବ

Posted by: Santosh Kumar Sahoo

11:40 AM(3 hours ago )

ପାରମାଣବିକ ଶକ୍ତି ଉତ୍ପାଦନକୁ ବଜେଟରେ ଗୁରୁତ୍ବାରୋପ

Posted by: Santosh Kumar Sahoo

11:40 AM(3 hours ago )

ସହରାଞ୍ଚଳ ବିକାଶ ପାଇଁ ୧ ଲକ୍ଷ କୋଟି

Posted by: Santosh Kumar Sahoo

11:34 AM(3 hours ago )

KCC ମାଧ୍ୟମରେ ଋଣ ସୀମା ୩ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ

Posted by: Santosh Kumar Sahoo

11:33 AM(3 hours ago )

ସରକାର ଡାଲି ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପାଇଁ ୬ ବର୍ଷର ମିଶନ ଆରମ୍ଭ କରିବ ନାହିଁ

Posted by: Santosh Kumar Sahoo

11:31 AM(3 hours ago )

ସବୁ ଉଚ୍ଚମାଧ୍ୟମିକ ସ୍କୁଲରେ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା ହେବ

Posted by: Santosh Kumar Sahoo

11:29 AM(3 hours ago )

ପୁଞ୍ଜି ନିବେଶ ବିକାଶର ୩ୟ ଇଞ୍ଜିନ

Posted by: Santosh Kumar Sahoo

11:27 AM(3 hours ago )

ଜେଟ୍ ଉପସ୍ଥାପନ ବେଳେ କକ୍ଷ ତ୍ୟାଗ କଲେ ବିରୋଧୀ ଦଳ ସାଂସଦ

Posted by: Santosh Kumar Sahoo

11:26 AM(3 hours ago )

ଖେଳନା ଶିଳ୍ପରେ ଗ୍ଲୋବାଲ ହବ୍‌

Posted by: Santosh Kumar Sahoo

11:21 AM(3 hours ago )

MSME ଦ୍ବିତୀୟ ଇଞ୍ଜିନ

Posted by: Santosh Kumar Sahoo

11:19 AM(3 hours ago )

ଉପସ୍ଥାପିତ ହେଲା କେନ୍ଦ୍ର ବଜେଟ୍

Posted by: Santosh Kumar Sahoo

ଲୋକସଭାରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍‌। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ ଅଭିଭାଷଣ ଆରମ୍ଭ କରିଛନ୍ତି। ଖୋଲିଛି ନିର୍ମଳାଙ୍କ ବଜେଟ୍‌ ପେଢ଼ି। ସଂସଦରେ ପେପର୍‌ ଲେସ୍‌ ବଜେଟ୍‌ ଉପସ୍ଥାପନ ହୋଇଛି। ଅଧିକ ପଢ଼ନ୍ତୁ...

11:18 AM(3 hours ago )

ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Posted by: Santosh Kumar Sahoo

11:10 AM(3 hours ago )

ଏଥର ବଜେଟ ଚାଷୀଙ୍କ ମୁହଁରେ ହସ ଫୁଟାଇ ପାରିବ କି ?

Posted by: Santosh Kumar Sahoo

11:06 AM(3 hours ago )

୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ

Posted by: Santosh Kumar Sahoo

10:49 AM(3 hours ago )

ବଜେଟ୍‌କୁ କ୍ୟାବିନେଟ୍‌ ମୋହର

Posted by: Santosh Kumar Sahoo

10:42 AM(3 hours ago )

ସଂସଦରେ ପହଞ୍ଚିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

Posted by: Santosh Kumar Sahoo

10:34 AM(4 hours ago )

ସଂସଦରେ ପହଞ୍ଚୁଛନ୍ତି ଜଣକ ପରେ ଜଣେ ମନ୍ତ୍ରୀ

Posted by: Santosh Kumar Sahoo

10:33 AM(4 hours ago )

ସଂସଦରେ ପହଞ୍ଚିଲେ ଅର୍ଥମନ୍ତ୍ରୀ

Posted by: Santosh Kumar Sahoo

10:33 AM(4 hours ago )

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ସଂସଦ ଅଭିମୁଖେ ଅର୍ଥମନ୍ତ୍ରୀ

Posted by: Santosh Kumar Sahoo

10:05 AM(4 hours ago )

ସେୟାର ବଜାର ଉପରମୁହାଁ

Posted by: Santosh Kumar Sahoo

10:01 AM(4 hours ago )

ରାଷ୍ଟ୍ରପତି ଭବନରୁ ବାହାରିଲେ ଅର୍ଥମନ୍ତ୍ରୀ

Posted by: Santosh Kumar Sahoo

10:00 AM(4 hours ago )

ନିର୍ମଳା ସୀତାରମଣଙ୍କୁ ଦହି ଖୁଆଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Posted by: Santosh Kumar Sahoo

09:54 AM(4 hours ago )

ନିର୍ମଳା ସୀତାରମଣଙ୍କୁ ଦହି ଖୁଆଇଲେ ରାଷ୍ଟ୍ରପତି

Posted by: Santosh Kumar Sahoo

09:53 AM(4 hours ago )

ମୁଁ ଚାହୁଁଛି ସବୁ ଶସ୍ତା ହେଉ...ଯେମିତି ମୁଁ ସବୁ ଜିନିଷ କିଣି ପାରିବି

Posted by: Santosh Kumar Sahoo

09:52 AM(4 hours ago )

ଅର୍ଥ ମନ୍ତ୍ରଳାୟରୁ ବାହାରି ରାଷ୍ଟ୍ରପତି ଭବନ ଗଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Posted by: Santosh Kumar Sahoo

09:44 AM(4 hours ago )

'ଏଇ ବଜେଟକୁ ଲୋକମାନେ ସବୁଦିନ ପାଇଁ ମନେ ରଖିବେ'

Posted by: Santosh Kumar Sahoo

09:43 AM(4 hours ago )

ରାଷ୍ଟ୍ରପତି ଭବନରେ ଅର୍ଥମନ୍ତ୍ରୀ

Posted by: Santosh Kumar Sahoo

09:30 AM(5 hours ago )

ନିର୍ମଳାଙ୍କ ବଜେଟ୍ ପେଡ଼ି ଉପରେ ସାରା ଦେଶର ନଜର

Posted by: Santosh Kumar Sahoo

09:29 AM(5 hours ago )

ଅର୍ଥ ମନ୍ତ୍ରଳାୟରେ ନିର୍ମଳା ସୀତାରମଣ

Posted by: Santosh Kumar Sahoo

09:06 AM(5 hours ago )

କାହିଁକି ଆରମ୍ଭ ହେଲା ବଜେଟ୍ ?

Posted by: Santosh Kumar Sahoo

ଆଜି ଆସିବ ପୂର୍ଣ୍ଣାଙ୍ଗ ବଜେଟ୍। ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ। ତେବେ ଆପଣ ଜାଣିଛନ୍ତି କି ବଜେଟ୍‌ର ପ୍ରଚଳନ କାହିଁକି ଆରମ୍ଭ ହୋଇଥିଲା ? ଦେଶର ପ୍ରଥମ ବଜେଟ୍ କେବେ ଏବଂ କିଏ ଉପସ୍ଥାପନ କରିଥିଲେ? ଅଧିକ ପଢ଼ନ୍ତୁ... 

09:03 AM(5 hours ago )

ଆଉ କେଇ ଘଣ୍ଟାର ଅପେକ୍ଷା। ଖୋଲିବ ନିର୍ମଳାଙ୍କ ପେଡ଼ି

Posted by: Santosh Kumar Sahoo

09:03 AM(5 hours ago )

ବଜେଟ-2025କୁ ନେଇ ସମସ୍ତଙ୍କ ମଧ୍ୟରେ ପ୍ରବଳ ଆଶା ଓ ଆଗ୍ରହ

Posted by: Santosh Kumar Sahoo

08:55 AM(5 hours ago )

କେନ୍ଦ୍ର ବଜେଟ୍ 2025କୁ ନେଇ ବାଲୁକା କଳା

Posted by: Santosh Kumar Sahoo

08:50 AM(5 hours ago )

ନିଜ ବାସଭବନରୁ ଅର୍ଥ ମନ୍ତ୍ରଳାୟ ଅଭିମୁଖେ ବାହାରିଲେ କେନ୍ଦ୍ର ଅର୍ଥମନ୍ତ୍ରୀ

Posted by: Santosh Kumar Sahoo

08:45 AM(5 hours ago )

ବଜେଟ୍ ୨୦୨୫ ଆଶା !

Posted by: Santosh Kumar Sahoo

08:44 AM(5 hours ago )

ବଜେଟରେ କେବେଠୁ ଆରମ୍ଭ ହୋଇଛି ବ୍ରିଫକେଶ୍‌ର ବ୍ୟବହାର

Posted by: Santosh Kumar Sahoo

ବଜେଟ ଆଗତ କରିବା ପରମ୍ପରା ସ୍ୱାଧୀନତା ପୂର୍ବର। ଏହା ଦଶନ୍ଧି ଧରି ଚାଲି ଆସିଥିବା ବେଳେ ଆଜି ବି ଏହି ପରମ୍ପରା ବଳବତ୍ତର ରହିଛି। ସମୟ ବଦଳିବା ସହ ବଜେଟ ପେପର ରଖାଯାଉଥିବା ବ୍ରିଫକେଶ୍‌ର ରଙ୍ଗରୂପ ମଧ୍ୟ ବଦଳିବାରେ ଲାଗିଛି। ଭିନ୍ନ ଭିନ୍ନ ଅର୍ଥମନ୍ତ୍ରୀଙ୍କ ସମୟରେ ଦେଖିବାକୁ ମିଳୁଛି ଭିନ୍ନ ଭିନ୍ନ ବ୍ରିଫକେଶ୍‌। ଅଧିକ ପଢ଼ନ୍ତୁ...

08:42 AM(5 hours ago )

ବଜେଟ୍‌ ପାଇଁ ଶନିବାର ଖୋଲା ରହିବ ସେୟାର ମାର୍କେଟ୍‌

Posted by: Santosh Kumar Sahoo

ଭାରତୀୟ ସେୟାର ବଜାର ସାଧାରଣତଃ ସପ୍ତାହାନ୍ତରେ ବନ୍ଦ ରହିଥାଏ । କିନ୍ତୁ ଫେବୃଆରୀ ୧ (ଶନିବାର) କେନ୍ଦ୍ରୀୟ ବଜେଟ୍ ୨୦୨୫-୨୬ ଉପସ୍ଥାପନା ଯୋଗୁଁ ସେୟାର ମାର୍କେଟ୍‌ ଖୋଲା ରହିବ । ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE) ଏବଂ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE) ସକାଳ ୯.୧୫ ରୁ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ନିୟମିତ କାରବାର କରିବ । ଅଧିକ ପଢ଼ନ୍ତୁ...

08:41 AM(5 hours ago )

ଆଜି ଆସିବ ବଜେଟ୍, ହୋଇପାରେ ଏହି ୭ ଘୋଷଣା

Posted by: Santosh Kumar Sahoo

ଆଜି ଖୋଲିବ ନିର୍ମଳା ପେଡ଼ି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ। ଉପସ୍ଥାପିତ ହେବ। ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କେନ୍ଦ୍ର ସରକାରଙ୍କ ଏହି ବହୁ ପ୍ରତୀକ୍ଷିତ ବଜେଟ୍ ଉପରେ ରହିଛି ସାରା ଦେଶବାସୀଙ୍କ ନଜର। ବିଶେଷ କରି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣ ନେଇ ସରକାର କି ନିଷ୍ପତ୍ତି ନେଉଛନ୍ତି, ତାକୁ ଚାହିଁ ରହିଛି ମଧ୍ୟବିତ୍ତ। ଅଧିକ ପଢ଼ନ୍ତୁ...

07:57 AM(6 hours ago )

ଆଜି ଆସିବ କେନ୍ଦ୍ର ବଜେଟ୍

Posted by: Santosh Kumar Sahoo

ଆଜି ସାଧାରଣ ବଜେଟ୍। ଖୋଲିବ ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣଙ୍କ ବଜେଟ ପେଡ଼ି। ସାଧାରଣ ବଜେଟରେ ଏଥର କେଉଁ କ୍ଷେତ୍ରକୁ ପ୍ରାଧାନ୍ୟ ମିଳିବ, ତା’ଉପରେ ରହିଛି ସାରା ଦେଶର ନଜର। ଦରଦାମ ବୃଦ୍ଧିରେ ଅତିଷ୍ଠ ମଧ୍ୟବିତ୍ତଙ୍କୁ ମହଙ୍ଗା ମାଡରୁ ଆଶ୍ୱସ୍ତି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିପାରନ୍ତି ବଡ ଘୋଷଣା। ଅଧିକ ପଢ଼ନ୍ତୁ...

07:52 AM(6 hours ago )

ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍

Posted by: Santosh Kumar Sahoo

07:45 AM(6 hours ago )

ସବୁଠୁ ଅଧିକ ଥର ବଜେଟ ଉପସ୍ଥାପନ କିଏ କରିଛନ୍ତି ?

Posted by: Santosh Kumar Sahoo

ଫେବୃଆରୀ ପହିଲାରେ ସାଧାରଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୫-୨୬ ବଜେଟରେ କେନ୍ଦ୍ର ସରକାର ଦେଶର ଗରିବ, ଚାଷୀ, ମହିଳା ଓ ଯୁବିପିଢ଼ିଙ୍କୁ ପ୍ରାଧାନ୍ୟ ଦେଇଥିବା କୁହାଯାଉଛି । ଅଧିକ ପଢ଼ନ୍ତୁ...

07:37 AM(7 hours ago )

ଆଜି ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍

Posted by: Santosh Kumar Sahoo
Load more...