• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଭିଣୋଇର କଟୁରି ଚୋଟରେ ଶଳା ମୃତ
ଭିଣୋଇର କଟୁରି ଚୋଟରେ ଶଳା ମୃତ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିଦ୍ୟାବନ୍ଧ ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ଭିଣୋଇର କଟୁରି ଚୋଟରେ ଶଳାର ମୃତ୍ୟୁ ଘଟିଛି। ତାଙ୍କ ନାଁ ନଗେଶ ରାଉତ। ଅଭିଯୁକ୍ତ ଭିଣୋଇ ଦୁର୍ଯ୍ୟୋଧନ ବିଶ୍ୱାଳ ଦୋଳ ପୂର୍ଣ୍ଣିମା ଯାତ୍ରା ଦେଖିବା ପାଇଁ ଶ୍ୱଶୁର ଘରକୁ ଆସିଥିଲେ। ତେବେ ପୂର୍ବରୁ ଉଭୟ ଶଳା ଓ ଭିଣୋଇଙ୍କ ମଧ୍ୟରେ ତିକ୍ତତା ରହିଥିଲା। ତେଣୁ ଭିଣୋଇ କଟୁରିରେ ଶଳା ନଗେଶଙ୍କୁ ଆକ୍ରମଣ କରିଥିବା କୁହାଯାଉଛି। ଘଟଣାସ୍ଥଳରେ ହିଁ ନଗେଶଙ୍କ ମୃତ୍ୟୁ […]

  • Tuesday, 06 July 2021