ରାୟଗଡ଼ା(ମନୋଜ ପାତ୍ର): ରାଜ୍ୟରେ ଚାଲିଛି ଜାଲ୍ ନୋଟ୍ କାରବାର। ରାୟଗଡ଼ା ଜିଲ୍ଲା ଟିକିରିରୁ ପୁଲିସ୍ ୨ ଲକ୍ଷ ୩୦ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ କରିଛି। ଏହି ଘଟଣାରେ ପୁଲିସ ଜଣକୁ ଗିରଫ କରିଛି। ତାଙ୍କ ନାଁ ଯୋଗେନ୍ଦ୍ର ନାୟକ। ତାଙ୍କ ଘର ଟିକିରିରେ। ଟିକିରି ଥାନା...
ଭୁବନେଶ୍ୱର: ବାତ୍ୟା ‘ବୁଲ୍ବୁଲ୍’ ବର୍ତ୍ତମାନ ପାରଦୀପ ଠାରୁ ପାଖାପାଖି ୯୫ କି.ମି. ଦୂରରେ ଅବସ୍ଥାପିତ ଅଛି। ଏହା ଘଣ୍ଟାପ୍ରତି ୧୩ କି.ମି. ବେଗରେ ଗତି କରୁଛି। ଆଜି ଅପରାହ୍ଣ ୫ଟାରୁ ରାତି ୧୦ଟା ଭିତରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ସୀମାବର୍ତ୍ତୀ ଅଞ୍ଚଳରେ ଉପକୂଳ ଛୁଇଁବ। ଏନେଇ ଏସ୍ଆର୍ସି ପ୍ରଦୀପ...
ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଧାମରାରେ ମାଛଧରା ବୋଟ୍ ବୁଡ଼ି ଯାଇଛି। ଧାମରା ସ୍ଥିତ କାଳିନାଳୀରେ ସମୁଦ୍ର ଭିତରେ ମାଛଧରା ବୋଟ୍ ବୁଡିଯାଇଥିବା ଜଣାପଡ଼ିଛି। ତେବେ ବୋଟରେ ଥିବା ସମସ୍ତ ୮ ମତ୍ସ୍ୟଜୀବୀ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ, ଯଦିଓ ବାତ୍ୟା ‘ବୁଲ୍ବୁଲ୍’ ଓଡ଼ିଶା ଛୁଇଁବ ନାହିଁ, ହେଲେ ଏହାର...
ଭୁବନେଶ୍ୱର: ବାତ୍ୟା ‘ବୁଲ୍ବୁଲ୍’ ପ୍ରଭାବରେ ଓଡ଼ିଶାର ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହୋଇପାରେ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ୪...